অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଉଜ୍ଜା ଉତ୍ସବ

ଗିଭ୍- ଇଟ୍- ଅପ୍ ଅଭିଯାନ

  • ୨୭ ମାର୍ଚ୍ଚ ୨୦୧୫ ରେ ବାର୍ଷିକ ଶକ୍ତି କେନ୍ଦ୍ରିତ ସମ୍ମିଳନୀ ‘ଊର୍ଜା ଉତ୍ସବ- ୨୦୧୫’ ରେ ଗିଭ୍ ଇଟ୍ ଅପ୍ ଅଭିଯାନ ଆରମ୍ଭ କରିବା ସହିତ ବିତଶାଳୀ ଏଲପିଜି ରିହାତି ଛାଡିଦେବା ପାଇଁ ଆହ୍ଵାନ କରିଥିଲେ ।
  • ପ୍ରତ୍ୟେକ ଗିଭ ଇଟ୍ ଅପ୍ ଉପଭୋକ୍ତା ଦେଉଥିବା ରିହାତିରେ ଗୋଟିଏ କନେକ୍ସନ ସୁରକ୍ଷା ଜମା ରାଶି ବିନା ଗିଭ୍ ବ୍ୟାକ ଯୋଜନା ଅଧିନତରେ ବିପିଏଲ୍ ପରିବାରକୁ ଯୋଗାଯାଇଥାଏ   ।
  • ଏକକୋଟିରୁ ଅଧିକ ନାରାରିକ ନିଜର ଏଲପିଜି ରିହାତି ଛାଡି ଦେଇଛନ୍ତି ।
  • ପାଖାପାଖି ୬୫ ଲକ୍ଷ ଗରିବ ପରିବାରକୁ ଗିଭ୍ ବ୍ୟାକ୍ ଯୋଜନା ଅନୁଯାୟୀ ନୂଆ ଏଲପିଜି ସଂଯୋଗ ଦିଆଯାଇଛି ।
  • ରିହାତି ଛାଡିଥିବା ପ୍ରତ୍ୟେକ ଉପଭୋକ୍ତାଙ୍କ ସ୍ଥାନରେ କୌଣସି ବିପଏଲ୍ ଉପଭୋକ୍ତାଙ୍କୁ ବଳକା ରିହାତି ଦିଆଯାଉଛି ।

ଏଲପିଜିରେ ପ୍ରତ୍ୟକ୍ଷ ହସ୍ତାନ୍ତରଣ

  • ସରକାର 1 ଜାନୁଆରୀ ୨୦୧୫ ଠାରୁ ପୁରା ଦେଶରେ ଗ୍ରାହକଙ୍କୁ ଏଲପିଜି ରିହାତିରେ ପ୍ରତ୍ୟକ୍ଷ ହସ୍ତାନ୍ତରଣ ପାଇଁ ଏକ ଯୋଜନା ଆରମ୍ଭ କରିଛନ୍ତି ।
  • ଏହା ବିଶ୍ଵର ସବୁଠୁ ବଡ ନଗଦ ହସ୍ତାନ୍ତରଣ କାର୍ଯ୍ୟକ୍ରମ ଯାହାକୁ ଗିନିଜ୍ ବୁକ୍ ଅଫ୍ ୱାଲ୍ଡ ରେକର୍ଡ ଦ୍ଵାରକ ମାନ୍ୟତା  ମିଳିଛି ।
  • ଏହି ଯୋଜନା ଅନୁଯାୟୀ ଗ୍ରାହକମାନଙ୍କୁ ବଜାର ଦର ଅନୁଯାୟୀ ଏଲପିଜି ବିକ୍ରୀ କରାଯିବ ଏବଂ ଯୋଗ୍ୟତା ଆଧାରରେ ରିହାତି ସେମାନଙ୍କର ବ୍ୟାଙ୍କ ଖାତାରେ ସିଧା ଜମା କରାଯିବ ।
  • ଏହି ଯୋଜନାର ଉଦ୍ଦେଶ୍ୟ ଏହା ନିଶ୍ଚିତ କରାଇଥାଏ କି ଯେ ଏଲପିଜି ଉପରେ ରିହାତି ଉପୟୁକ୍ତ ଲାଭାର୍ଥୀଙ୍କୁ ମିଳୁ ।
  • ଲାଭ ନିମ୍ନୋକ ପ୍ରକାରର ମିଳିଥାଏ- ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଦ୍ଵାରା ରିହାତି ଠିକ୍ ଭାବରେ ମିଳୁ । ଗୋଟିଏରୁ ଅଧିକ/ ଏକାଧିକ/ ଜାଲି/ମିଥ୍ୟା କନେକ୍ସନକୁ ପ୍ରତ୍ୟାହୃତ କରି ରିହାତି ସମ୍ପର୍କତ ଖର୍ଚ୍ଚର ସଂଚୟ
  • ପହଲ ଅନ୍ତଗର୍ତ ବର୍ତମାନ ସୁଦ୍ଧା ୧୫.୪୦ କୋଟି ଉପଭୋକାଙ୍କୁ ଏହାର ଲାଭ ମିଳିପାରିଛି ।
  • ୩୨୦୦୦ କୋଟି ଟଙ୍କାର ରିହାତି ବ୍ୟାଙ୍କ ଖାତାତ ଖାତାରେ ସିଧାସଳଖ ହସ୍ତାନ୍ତରିତ କରାଯାଉଛି ।
  • ପରିଣାମ ସ୍ୱରୂପ୩.୩୪କୋଟି ନକଲି/ନିଷ୍ଟ୍ରୀୟ/ ମିଥ୍ୟାଖାତାକୁ ଚିହ୍ନଟ କରାଯାଇ ତାଙ୍କୁ ବ୍ଲକ କରାଯାଇଛି ।
  • ପହଳାକୁ କାର୍ଯ୍ୟକାରୀ କରିବା ଦ୍ଵାରା ୨୧,୦୦୦ କୋଟି ଟଙ୍କାର ଅଧିକ ରିହାତିର ସଂଚୟ ହୋଇପାରିଛି ।
  • ପହଲ ଅନୁଯାୟୀ ରିହାତି ଲାଭ ନେବାପାଇଁ ୧୮.୮୮ କୋଟିରୁ ଅଧିକ ଉପଭୋକ୍ତାଙ୍କୁ ପଞ୍ଜୀକୃତ କରାଯାଇ ପାରିଛି ।
  • ପହଲକୁ ୧୫ ନଭେମ୍ବର ୨୦୧୪ରେ ୫୪ ଜିଲ୍ଲାରେ ଲାଗୁ କରାଯାଇଥିଲା ଏବଂ ଦେଶରେ ଅବଶିଷ୍ଟ ଭାଗରେ ୧ ଜାନୁଆରୀ ୨୦୧୫ଠାରୁ ଲାଗୁ କରାଗଲା ।

ଏଲପିଜି ବୃଦ୍ଧି

  • ୨୦୧୪-୧୫ ବର୍ଷ ମଧ୍ୟାରେ ୩.୬୬ କୋଟି ନୂଆ ସଂଯୋଗଗୀକାରଣ ଦିଆଗଲା ଏବଂ ୬୫ ଲକ୍ଷ ପିଲିଏଲ( ଦାରିଦ୍ର୍ୟ ସୀମାରେଖା ତଳେ ଥିବା) ପରିବାରଙ୍କୁ ଏଲପିଜି କନେକ୍ସନ ଦିଆଗଲା ଯାହା ବର୍ତମାନ ପର୍ଯ୍ୟନ୍ତ ଭାରତ ଇତିହାସରେ ସର୍ବାଧିକ ।
  • ଆଗାମୀ ୩ ବର୍ଷ ମଧ୍ୟରେ ୧୦ କୋଟି ଏଲପିଜି ସଂଯୋଗୀକରଣ କରାଯିବାର ଲକ୍ଷ ରହିଛି ଯେଉଁଥିରେ ୫ କୋଟି କନେକ୍ସନ ବିପିଏଲ ପରିବାରକୁ ଦିଆଯିବ ।
  • ଗ୍ରାମାଂଚଳକୁ ପ୍ରାଥମିକତା ଦିଆଯାଇ ୧୦ ହଜାର ନୂଆ ଏଲପିଜି ବିତରକ ନିଯୁକ୍ତି କରାଯିବ ।
  • ଏଲପିଜି କଭରେଜକୁ ୬୧ ପ୍ରତିଶତରୁ ଯଥେଷ୍ଟ ଅଧିକ ବୃଦ୍ଧି କାରାଯିବାର ଲକ୍ଷ୍ୟ ଧ୍ୟାର୍ଯ୍ୟ କରାଯାଇଛି ।
  • ୧୪ ରାଜ୍ୟ/ କେନ୍ଦ୍ରଶାସିତ ପ୍ରଦେଶ ଯେଉଁଠି ଏଲପିଜି କଭେରେଜ୍ ଜାତୀୟ ହାର ଠାରୁ କମ୍ ଅଛି- ସେଠାରେ ଅଧିକ ଧ୍ୟାନ ଦିଆଯିବ ।

କିରୋସିନିରେ ପ୍ରତ୍ୟକ୍ଷ ଲାଭ

  • କିରୋସିନି ଉପରେ ରିହାତିର ଲାଭ ଲାଭାର୍ଥୀକି ପର୍ଯ୍ୟନ୍ତ ପହଂଚୁ ଏହା ସୁନିଶ୍ଚିତ କରିବା ଏହାର ଉଦ୍ଦେଶ୍ୟ ।
  • ଲାଭ
    • ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଦ୍ଵାରା ରିହାତି ଠିକ୍ ଲୋକ ପାଖରେ ପହଂଚାଇବା
    • ତାଲିକାରୁ ମିଛ ଲାଭାର୍ଥିକ ନାମକୁ ହଟାଇବା
    • ରିହାତି ବ୍ୟୟୁକୁ କମାଇବା
    • ରିହାତିଯୁକ୍ତ କିରୋସିନିର ଅପବ୍ୟବହାକୁ ରୋକିବା
    • ୨୦୧୬-୧୭ ଆର୍ଥିକ ବର୍ଷରେ କିରୋସିନିରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଯୋଜନାକୁ ସାରା ଦେଶର ୪୦ଟି ଜିଲ୍ଲାରେ ଆରମ୍ଭ କରାଯାଇଛି ।

ରାଜ୍ୟଗୁଡିକ ସହିତ ରିହାତି ସଂଚୟକୁ ଭାଗ କରିବା ପାଇଁ ଅଭିନବ ପ୍ରୋତ୍ସାହନ ପ୍ରଣାଳୀ- ସମବାୟ ସମିତି ଏକ ଉତ୍କୃଷ୍ଟ ଉଦାହରଣ ।

୧ ଅପ୍ରେଲ ୨୦୧୬ ଠାରୁ ଚଣ୍ଡୀଗୁଡିକୁ କିରୋସିନି ମୁକ୍ତ ସହର ଭାବେ ଘୋଷଣା କରାଯାଇଛି ।

ରାଜ୍ୟକୁ ରିହାତି ସଂଚୟ ପୂର୍ବରୁ ଦ୍ଵିତୀୟ ବର୍ଷରେ ୭୫ ପ୍ରତିଶତ, ତୃତୀୟ ବର୍ଷରେ ୫୦ ପ୍ରତିଶତ ଏବଂ ଚତୁର୍ଥ ବର୍ଷରେ ୨୫ ପ୍ରତିଶତ ନଗଦ ପ୍ରୋତ୍ସାହନ ଦିଆଯିବ ।

ଲୋକଙ୍କ ଲାଭ ପାଇଁ ଉଦ୍ୟମ

  • ରାସଗ୍ୟାସ କମ୍ପାନୀ ଲିମିଟେଡ୍ କତାରଙ୍କ ସହିତ ୭.୫ ମିଲିୟନ୍ ମେଟ୍ରିକଟନ୍ କ୍ଷମତା ବିଶିଷ୍ଟ ଦୀର୍ଘସୂତ୍ରୀ ଏଲଏନଜି ଯୋଗାଣ ଚୁକ୍ତି କରି ବର୍ତମାନ ବଜାର ସହିତ ଯୋଡି ମୂଲ୍ୟ ନିର୍ଦ୍ଧାରଣ ଫର୍ମୁଲାରେ ସମଯୋଜନ କରିବା । ବିଶ୍ଵ ଶକ୍ତି ବଜାର ଅନୁରୂପ ମୂଲ୍ୟ ଉପରେ ଅତିରିକ୍ତ ୧ ଏମଏମଟିପିଏ ଦୀର୍ଘସୂତ୍ରୀ ଏଲଏନଜି ଉତ୍ପାଦନ କରାଯାଉଛି ।
  • ଦୀର୍ଘସୂତ୍ରୀ ଏଲଏନଜି ଆମଦାନୀ ଉପରେ ପାଖାପାଖି ୧୦ ହଜାର କୋଟି ଟଙ୍କାର ବାର୍ଷିକ ସଂଚୟ ହୋଇପାରିବ ।
  • ପୁଣି ମୂଲ୍ୟ ନିର୍ଦ୍ଧାରିତ କରାଯିବା ଦ୍ଵାରା ଏଲଏନଜିର ଉତ୍ପାଦନ ମୂଲ୍ୟ ୧୨ ଡଲାରରୁ ହ୍ରାସ ପାଇଁ ୬ ଡଲାର   ହୋଇଗଲା ।
  • ଗ୍ୟାସ ଗ୍ରାହକ ଯେପରିକି ସାର, ପେଟ୍ରୋକେମିକାଲ ଏବଂ ଅନ୍ୟ ଉଦ୍ୟୋଗକୁ ବିଶ୍ଵ ଶକ୍ତି ମୂଲ୍ୟ ଉପରେ ଦୀର୍ଘକାଳୀନ ଏଲଏନଜି ଯୋଗାଣ ସୁନିଶ୍ଚିତ କରିବା ।
  • ପୁନଃ ମୂଲ୍ୟ ନିର୍ଦ୍ଧାରଣ କଣ୍ଟ୍ରାକ୍ଟ ପ୍ରସଙ୍ଗରେ ଗ୍ୟାସ ଭିତ୍ତିଭୂମି ଅର୍ଥାତ୍ ଏଲଏନଜି ଟର୍ମିନାଲ ଏବଂ ପାଇପ୍ ଲାଇନ୍ ର ବ୍ୟବହାର ସୁନିଶ୍ଚିତ ହୋଇଛି ।
  • ବିଗତ ୨ ବର୍ଷ ମଧ୍ୟାରେ ନାଗରାଞ୍ଚଳ ଗ୍ୟାସବିତରଣ ନେଟ୍ ୱର୍କର  ବିକାଶ ୨୦ ନୂଆ ସହର/ ଜିଲ୍ଲାରେ କାରାଯିବ
  • ସିଜିଡି ( ନାଗରାଞ୍ଚଳ କୟାସ ବିତରଣ) ନେଟୱାର୍କକୁ ବିକାଶ ଏବଂ ଆଗକୁ ବିସ୍ତାର ପାଇଁ ଶେଷରେ ସଂପୂର୍ଣ୍ଣ ୬୭ଵ ନାଗରାଞ୍ଚଳ/ ଜିଲ୍ଲାରେ ସଂଶ୍ଲିସ୍ତ କରାଯାଉଛି ।
  • ନାଗରାଞ୍ଚଳ ଗ୍ୟାସ ବିତରଣ ର ଷଷ୍ଠ ସୋପାନରେ ୨୦ଟି ନୂଆ ନାଗରାଞ୍ଚଳ ଜିଲ୍ଲାଲୁ ସାମିଲ କରିବା ପ୍ରକ୍ରିୟା ସେସ ପର୍ଯ୍ୟାୟରେ ପହଞ୍ଚିଛି
  • ବିଗତ ୨ ବର୍ଷରେ ପିଏନଜ୍ ସଂଯୋଗୀକାରଣରେ ପାଖାପାଖି ବାର୍ଷିକ ୧୨ପ୍ରତିଶତ ଅଭିବୃଦ୍ଧି ଘଟିଛି ।
  • ଦେଶରେ ମୋଟା ୩୧.୬୨ ଲକ୍ଷ ଘରୋଇ ପରି ପରିବାର ସ୍ଵଚ୍ଛ ରୋଷେଇ ଜାଳେଣୀର ଲାଭ ପାରିଛନ୍ତି ।

ଆଧାର

ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଲୟ ଭାରତ ସରକାର

Last Modified : 12/10/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate