ପରିବେଶ
-
ବୁନ୍ଦାଏ ଜଳ ମୁଲ୍ୟବାନ
- ବିଶ୍ଵ ଜଳ ଦିବସ ଉପଲକ୍ଷେ ପାଣିର ବିଶେଷତ୍ଵ ସମ୍ବନ୍ଧୀୟ ତଥ୍ୟ ଦିଆଯାଇଛି ।
-
ଅମୂଲ୍ୟ ସମ୍ପଦ
- ଦୈନଦିନ ଜୀବନରେ ଜଳର ଆବଶ୍ୟକତା କେତେ ତାହା କହିବା ବାହୁଲ୍ୟ
-
ଜଳ ସୁରକ୍ଷା ଆଜିର ଆବଶ୍ୟକତା
- ଜଳ ସୁରକ୍ଷା ଆଜିର ଆବଶ୍ୟକତା କାହିକି
-
ଛଅ ଋତୁ ଆଜି ସାତ ସପନ
- ପରିବେଶ ପ୍ରଦୂଷଣ ଆଜି ସମଗ୍ର ବିଶ୍ଵ ପାଇଁ ଚିନ୍ତାର କାରଣ ହୋଇଛି । ଛଅ ଋତୁ ସାତ ସପନ ପରିଲାଗୁଛି ।
-
ଅମ୍ଳ ବୃଷ୍ଟି
- ଅମ୍ଳ ବୃଷ୍ଟି ପରିବେଶକୁ କି ପ୍ରଭାବ ପକାଉଛି ସମ୍ବନ୍ଧରେ ସୂଚନା ।
-
ବାୟୋ ଟଏଲେଟ୍ ଟ୍ରେନ୍
- ଟ୍ରେନରୁ ଖୋଲା ପାଇଖାନା ହଟାଇ ବାୟୋ ଟଏଲେଟ୍ ବ୍ୟବସ୍ଥା କରିବା ଲାଗି ରେଳ ବିଭାଗ ପ୍ରୟାସ ଜାରି ରଖିଛି |
-
ପରିବେଶ
- ପରିବେଶ’ କହିଲେ କୌଣସି ସ୍ଥାନର ବେଷ୍ଟିତ ବା ପାରିପାର୍ଶ୍ୱିକ ଅବସ୍ଥା କୁ ବୁଝାଏ ।
-
ପରିବେଶ: ଏକ ମୌଳିକ ଅବବୋଧ
- ପରିବେଶ ହେଉଛି ଏକ ହୁହତ୍ତର ଭାବଧାରା । ଏହା ଆମ ପରିବେଷ୍ଟନୀରେ ରହିଥିବା ସମସ୍ତ ପ୍ରକାରର ପ୍ରକୃତିକ ତଥା କୃତ୍ରିମ ଦ୍ରବ୍ୟାଦିକୁ ବୁଝିବା ସଂଗେ ସଂଗେ ଜୀବର ଜୀବନଧାରଣ ପ୍ରକ୍ରିୟା ଇତ୍ୟାଦିକୁ ପ୍ରତ୍ୟକ୍ଷ କିମ୍ବା ପରାକ୍ଷଭାବରେ ନୁୟନ୍ତ୍ରଣ କରି ପ୍ରକୃତିକ ଭାରସାମ୍ୟ ରକ୍ଷା କରିବାରେ ସାହାଯ୍ୟ କରିଥାଏ ।
-
ବାୟୁମଣ୍ଡଲର ବିଭିନ୍ନ ସ୍ତର
- ବୈଜ୍ଞାନିକମାନେ ବାୟୁମଣ୍ଡଳକୁ କେତେଗୁଡିଏ ସ୍ତର ବିଭିକ୍ତ କରିଛନ୍ତି । ଭୁପୃଷ୍ଠର ଊର୍ଦ୍ଧ୍ଵକୁ ଗଲେ କ୍ରମେ ଏଥିରେ ଚାପ ଏବଂ ଉତ୍ତାପର ପରିବର୍ତ୍ତନ ଆସେ । ଏହିସବୁ ଭୌତିକ ଗୁଣକୁ ଭିତ୍ତିକରି ଉଚ୍ଚ ସ୍ତରଗୁଡିକୁ ନିମ୍ନ ପ୍ରକାରେ ନିର୍ଦ୍ଧାରିତ କରାଯାଇଛି ।
-
ଜଳର ଧର୍ମ
- ଜଳ ଏକ ଉତ୍ତମ ଦ୍ରାବକ ।ଦ୍ରବ ଓ ଦ୍ରାବକକୁ ନେଇ ଦ୍ରବଣ ଗଠିତ ଯେଉଁଥିରେ ଦ୍ରାବକର ପରିମାଣ ଅଧିକ ଥାଏ । ତେଣୁ ଜଳ ଏକ ବୌଶ୍ଵିକ ଦ୍ରାବକହିସାବରେ ପରିଚିତ ।