ହୋମ / ଶକ୍ତି / ପରିବେଶ
ସେଆର କରନ୍ତୁ

ପରିବେଶ

ପରିବେଶ ତଥ୍ୟ
ପରିବେଶ ତଥ୍ୟ ଭାରତରେ ଜଙ୍ଗଲ କଭର ଇଣ୍ଡିଆ ଷ୍ଟେଟ ଅଫ ଫରେଷ୍ଟ ରିପୋର୍ଟ ୨୦୧୩
ବୁନ୍ଦାଏ ଜଳ ମୁଲ୍ୟବାନ
ବିଶ୍ଵ ଜଳ ଦିବସ ଉପଲକ୍ଷେ ପାଣିର ବିଶେଷତ୍ଵ ସମ୍ବନ୍ଧୀୟ ତଥ୍ୟ ଦିଆଯାଇଛି ।
ଅମୂଲ୍ୟ ସମ୍ପଦ
ଦୈନଦିନ ଜୀବନରେ ଜଳର ଆବଶ୍ୟକତା କେତେ ତାହା କହିବା ବାହୁଲ୍ୟ
ଜଳ ସୁରକ୍ଷା ଆଜିର ଆବଶ୍ୟକତା
ଜଳ ସୁରକ୍ଷା ଆଜିର ଆବଶ୍ୟକତା କାହିକି
ଛଅ ଋତୁ ଆଜି ସାତ ସପନ
ପରିବେଶ ପ୍ରଦୂଷଣ ଆଜି ସମଗ୍ର ବିଶ୍ଵ ପାଇଁ ଚିନ୍ତାର କାରଣ ହୋଇଛି । ଛଅ ଋତୁ ସାତ ସପନ ପରିଲାଗୁଛି ।
ଅମ୍ଳ ବୃଷ୍ଟି
ଅମ୍ଳ ବୃଷ୍ଟି ପରିବେଶକୁ କି ପ୍ରଭାବ ପକାଉଛି ସମ୍ବନ୍ଧରେ ସୂଚନା ।
ବାୟୋ ଟଏଲେଟ୍ ଟ୍ରେନ୍
ଟ୍ରେନରୁ ଖୋଲା ପାଇଖାନା ହଟାଇ ବାୟୋ ଟଏଲେଟ୍ ବ୍ୟବସ୍ଥା କରିବା ଲାଗି ରେଳ ବିଭାଗ ପ୍ରୟାସ ଜାରି ରଖିଛି |
ପରିବେଶ
ପରିବେଶ’ କହିଲେ କୌଣସି ସ୍ଥାନର ବେଷ୍ଟିତ ବା ପାରିପାର୍ଶ୍ୱିକ ଅବସ୍ଥା କୁ ବୁଝାଏ ।
ପରିବେଶ: ଏକ ମୌଳିକ ଅବବୋଧ
ପରିବେଶ ହେଉଛି ଏକ ହୁହତ୍ତର ଭାବଧାରା । ଏହା ଆମ ପରିବେଷ୍ଟନୀରେ ରହିଥିବା ସମସ୍ତ ପ୍ରକାରର ପ୍ରକୃତିକ ତଥା କୃତ୍ରିମ ଦ୍ରବ୍ୟାଦିକୁ ବୁଝିବା ସଂଗେ ସଂଗେ ଜୀବର ଜୀବନଧାରଣ ପ୍ରକ୍ରିୟା ଇତ୍ୟାଦିକୁ ପ୍ରତ୍ୟକ୍ଷ କିମ୍ବା ପରାକ୍ଷଭାବରେ ନୁୟନ୍ତ୍ରଣ କରି ପ୍ରକୃତିକ ଭାରସାମ୍ୟ ରକ୍ଷା କରିବାରେ ସାହାଯ୍ୟ କରିଥାଏ ।
ବାୟୁମଣ୍ଡଲର ବିଭିନ୍ନ ସ୍ତର
ବୈଜ୍ଞାନିକମାନେ ବାୟୁମଣ୍ଡଳକୁ କେତେଗୁଡିଏ ସ୍ତର ବିଭିକ୍ତ କରିଛନ୍ତି । ଭୁପୃଷ୍ଠର ଊର୍ଦ୍ଧ୍ଵକୁ ଗଲେ କ୍ରମେ ଏଥିରେ ଚାପ ଏବଂ ଉତ୍ତାପର ପରିବର୍ତ୍ତନ ଆସେ । ଏହିସବୁ ଭୌତିକ ଗୁଣକୁ ଭିତ୍ତିକରି ଉଚ୍ଚ ସ୍ତରଗୁଡିକୁ ନିମ୍ନ ପ୍ରକାରେ ନିର୍ଦ୍ଧାରିତ କରାଯାଇଛି ।
ନେବିଗତିଓଂ
Back to top