ହୋମ / ଶକ୍ତି / ଶକ୍ତି ସାମର୍ଥ / କ୍ଵାଣ୍ଟମ୍ କମ୍ୟୁନିକେଶନ ସାଟେଲାଇଟ୍
ସେଆର କରନ୍ତୁ

କ୍ଵାଣ୍ଟମ୍ କମ୍ୟୁନିକେଶନ ସାଟେଲାଇଟ୍

କ୍ଵାଣ୍ଟମ୍ କମ୍ୟୁନିକେଶନ ସାଟେଲାଇଟ୍ ସମ୍ବନ୍ଧରେ ସୂଚନା ।

ସାଟେଲାଇଟ୍ ପ୍ରସ୍ତୁତ

ମହାକାଶ ବିଜ୍ଞାନ କ୍ଷେତ୍ରରେ ଚାଇନା ଆଉ ଏକ ସଫଳତା ହାସଲ କରିଛି । ନିକଟରେ ଚାଇନିଜ୍ ଏକାଡେମୀ ଅଫ ସାଇନ୍ସ  (ସି.ଏ.ଏସ)ର ମହାକାଶ ବିଜ୍ଞାନୀମାନେ କ୍ଵାଣ୍ଟମ କମ୍ୟୁନିକେଶନ ସାଟେଲାଇଟ୍ ପ୍ରସ୍ତୁତ କରିଛନ୍ତି ।

କ୍ଵାଣ୍ଟମ କମ୍ୟୁନିକେଶନ ସାଟେଲାଇଟ୍ ସମ୍ବନ୍ଧରେ

  • ମହାକାଶ ବିଜ୍ଞାନ ଗବେଷଣାରେ ଏଭଳି ଉଦ୍ୟମ ପ୍ରଥମଥର ପାଇଁ କରଯାଇଥିଲା ଏବଂ ସେଥିରେ ଚାଇନା ମହାକାଶ ବିଜ୍ଞାନୀମାନେ ସଫଳ ହୋଇଛନ୍ତି ।
  • ଏ ସମ୍ପର୍କରେ ଚାଇନାସ୍ଥିତ ୟୁନିଭର୍ସିଟି ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ଫ୍ରଫେସର ପାନ୍ ଜିୟାନୱି କହନ୍ତି, ‘ପ୍ରଥମଥର ପାଇଁ ଏଭଳି ଏକ ଉଦ୍ୟମ କରାଯାଇଥିଲା ଏବଂ ସେଥିରେ ଆମେ ସଫଳ ହୋଇଛୁ  ।  ଏହାଦ୍ଵାରା କ୍ଵାଣ୍ଟମ୍ ଫୋଟନ୍ ସମ୍ପର୍କରେ ଅନେକ ତଥ୍ୟ ଜାଣିହେବ । ‘
  • ଏହି ସାଟେଲାଇଟ୍ କୁ ଚଳିତବର୍ଷ ଜୁନ୍ ରେ ମହାକାଶକୁ ପଠାଯାଇଛି ।

ଆଧାର – ଦୈନିକ ଧରିତ୍ରୀ

3.5
ରୋଲ୍ଲ ଓଵେର ସ୍ତର୍ସ, ଅନ୍ଦ ଥେନ ଲିକ ତୋ ରତେ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
Back to top