ହୋମ / ଶକ୍ତି / ଗ୍ରାମୀଣ ଶକ୍ତି-ମଂଚ / ଶକ୍ତି ପ୍ରୟୋଗ / ସୂର୍ଯ୍ୟ କିରଣରେ ଚାର୍ଜ ହେବ ସ୍ମାର୍ଟଫୋନ
ସେଆର କରନ୍ତୁ

ସୂର୍ଯ୍ୟ କିରଣରେ ଚାର୍ଜ ହେବ ସ୍ମାର୍ଟଫୋନ

ସୂର୍ଯ୍ୟ କିରଣରେ ଚାର୍ଜ ହେବ ସ୍ମାର୍ଟଫୋନ

କାହା ଦ୍ବାରା ପୋଷ୍ଟ କରାଯ଼ାଇଛି Vikaspediaodisha at July 31. 2017

ସ୍ମାର୍ଟଫୋନକୁ ଆଉ ସବୁବେଳେ ଚାର୍ଜ କରିବାକୁ ପଡିବ ନାହିଁ । ବୈଜ୍ଞାନକ ମାନେ ଏପରି ବ୍ୟାଟେରୀ ବିକଶିତ କରୁଛନ୍ତି, ଯେଉଁଠି ସ୍ମାର୍ଟଫୋନକୁ ବାରମ୍ବାର ଚାର୍ଜ କରିବା ପାଇଁ ପଡିବ ନାହିଁ । ଏହି ନୂଆ ବ୍ୟାଟେରୀ ଚାର୍ଜ ପାଇଁ ନିଜେ ଶକ୍ତି ସଂଗ୍ରହ କରିପାରିବ । ଲିଥିୟମ, ଆୟନ ବ୍ୟାଟେରୀ ଯୋଗୁଁ ସ୍ମାର୍ଟଫୋନ, ଟାବଲେଟ ଓ କମ୍ପ୍ୟୁଟର ପରି ମୋବାଇଲ ଉପକରଣ ବରାବର ଚାର୍ଜ କରିବାକୁ ପଡେ, କାରଣ ଏମାନଙ୍କ ବ୍ୟାଟେରୀ କ୍ଷମତା ସୀମିତ ଥାଏ ।

You are an anonymous user. If you want, you can insert your name in this comment.
( ଆବଶ୍ଯକ)
Enter the word
Back to top