ହୋମ / କାର୍ଯ଼କ୍ରମ / କୋଣାର୍କ ଫେଷ୍ଟିଭାଲ
ସେଆର କରନ୍ତୁ

କୋଣାର୍କ ଫେଷ୍ଟିଭାଲ

ଡିସେମ୍ବର ୧ରୁ ଆରମ୍ଭ କୋଣାର୍କ ଫେଷ୍ଟିଭାଲ

Event details

When

Dec 01, 2016 09:00 AM to
Dec 05, 2016 10:00 PM

Where

କୋଣାର୍କ

ଆସନ୍ତା ଡିସେମ୍ବର ୧ରୁ  ଆରମ୍ଭ ହେବ କୋଣାର୍କ ଫେଷ୍ଟିଭାଲ। ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ଏହି ଉତ୍ସବରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ କଳାକାରମାନେ ଯୋଗ ଦେବେ। ଏଥିରେ ଓଡ଼ିଶୀ, କୁଚିପୁଡ଼ି, ମୋହିନି ନାଟ୍ୟମ, ଭାରତ ନାଟ୍ୟମ,କଥକ ଓ ମଣିପୁରୀ ନୃତ୍ୟର ଝଲକ ଦେଖିବାକୁ ମିଳିବ। ଏହା ସହିତ ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀର ବି ଆୟୋଜନ କରାଯାଉଛି। ଭୁବନେଶ୍ୱରରେ ଅୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂସ୍କୃତି ଓ  ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଏ ସଂପର୍କରେ ସୂଚନା ଦେଇଥିଲେ।

Back to top