ଜାତୀୟ ରାଜଧାନୀ ଦିଲ୍ଲୀରେ ୩ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଥିବା ପ୍ରବାସୀ ଓଡ଼ିଆ ସମ୍ମିଳନୀ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଜଣାଯାଇଛି।
ଓଡ଼ିଶାର ବିକାଶ ଓ ସ୍ୱାର୍ଥ ରକ୍ଷା ଉଦ୍ଦେଶ୍ୟରେ ସମର୍ପିତ ‘ଥିଙ୍କ୍ଟ୍ୟାଙ୍କ୍’ ସଙ୍ଗଠନ ଓଡ଼ିଶା ଫୋରମ ତରଫରୁ ଆୟୋଜନ କରାଯାଉଥିବା ଏହି ମହାସମାବେଶକୁ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆସନ୍ତା ଜାନୁୟାରୀ ୬ ତାରିଖ ସଂଧ୍ୟା ୫ଟା ବେଳେ ଉଦ୍ଘାଟନ କରିବେ।
Last Modified : 1/3/2017
0 ratings and 0 comments
Roll over stars then click to rate.
© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.