ହୋମ / କାର୍ଯ଼କ୍ରମ / ପ୍ରବାସୀ ଓଡ଼ିଆ ସମ୍ମିଳନୀ
ସେଆର କରନ୍ତୁ

ପ୍ରବାସୀ ଓଡ଼ିଆ ସମ୍ମିଳନୀ

ଓଡ଼ିଶାର ବିକାଶ ଓ ସ୍ୱାର୍ଥ ରକ୍ଷା ଉଦ୍ଦେଶ୍ୟରେ ସମର୍ପିତ ‘ଥିଙ୍କ୍‍ଟ୍ୟାଙ୍କ୍’ ସଙ୍ଗଠନ ଓଡ଼ିଶା ଫୋରମ ତରଫରୁ ଆୟୋଜନ କରାଯାଉଥିବା ଏହି ମହାସମାବେଶକୁ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆସନ୍ତା ଜାନୁୟାରୀ ୬ ତାରିଖ ସଂଧ୍ୟା ୫ଟା ବେଳେ ଉଦ୍‍ଘାଟନ କରିବେ।

Event details

When

Jan 06, 2017 05:00 PM to
Jan 08, 2017 05:00 PM

Where

New Delhi

ଜାତୀୟ ରାଜଧାନୀ ଦିଲ୍ଲୀରେ ୩ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଥିବା ପ୍ରବାସୀ ଓଡ଼ିଆ ସମ୍ମିଳନୀ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଜଣାଯାଇଛି।

Back to top