ହୋମ / କାର୍ଯ଼କ୍ରମ / ଶ୍ରୀକ୍ଷେତ୍ର ପୁସ୍ତକ ମେଳା
ସେଆର କରନ୍ତୁ

ଶ୍ରୀକ୍ଷେତ୍ର ପୁସ୍ତକ ମେଳା

୩ରୁ ଆରମ୍ଭ ୨୩ତମ ଶ୍ରୀକ୍ଷେତ୍ର ପୁସ୍ତକ ମେଳା

Event details

When

Jan 03, 2017 09:00 AM to
Jan 11, 2017 07:00 PM

Where

puri

ଜାନୁୟାରୀ ୩ ତାରିଖ ଠାରୁ ୧୨ତାରିଖ ପର୍ଯ୍ୟନ୍ତ ୧୦ଦିନ ବ୍ୟାପି ଶରଧା ବାଲି ଠାରେ ଆୟୋଜିତ ହେବ ଶ୍ରୀକ୍ଷେତ୍ର ପୁସ୍ତକ ମେଳା।

ଚଳିତ ବର୍ଷ ମେଳାରେ ୧୩୫ ଷ୍ଟଲ ସମତେ ୬୦ଟି ପ୍ରକାଶନି ସଂସ୍ଥା ଯୋଗଦେବେ ବୋଲି ସୂଚନା ଦେଇଛନ୍ତି ମେଳାକମିଟିର କର୍ମକର୍ତ୍ତା।

Back to top