অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସ୍ଵାସ୍ଥ୍ୟ

ସ୍ଵାସ୍ଥ୍ୟ

  • ଅଙ୍ଗପ୍ରତ୍ୟଙ୍ଗ
  • ଏହି ପୋର୍ଟାଲରେ ମନୁଷ୍ୟ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ସମ୍ବନ୍ଧରେ ସୂଚନା ଦିଆଯାଇଛି ।

  • ଆୟୁଷ
  • ଆୟୁର୍ବେଦ, ଯୋଗ, ନେଚୁରୋପାଥୀ, ଜୁନାନୀ, ସିଦ୍ଧ ଏବଂ ଯୋଗ (ଆୟୁଷ ) ର ଲୋକପ୍ରିୟତା ଦିନକୁ ଦିନ ବାଢୁଥିବାରୁ ଏ ସମ୍ବନ୍ଧରେ ସମସ୍ତ ଯୋଜନା ସମ୍ପର୍କରେ ପୋର୍ଟାଲରେ ଦିଆଯାଇଛି ।

  • ଜୀବନର ସନ୍ଦେଶ
  • ଜୀବନର ସତ୍ୟତାରେ କିଛି ଗୁରୁତ୍ଵପୂର୍ଣ ବାର୍ତା ରହିଛି। ସୁଅଭ୍ୟାସ କୁ ଆପଣାଇ ଗର୍ଭବତୀ ମା , ଶିଶୁ , ବୟସ୍କ ନାଗରିକ, ଓ ଅନ୍ୟାନ୍ୟ ମଣିଷ ମାନେ କିପରି ସୁସ୍ଥ ରହିବେ ସେ ସମ୍ପର୍କରେ ଦିଆଯାଇଛି ।

  • ନୀତି ଓ ଯୋଜନା
  • ଏହି ପୋର୍ଟାଲରେ ଗୁରୁତ୍ଵପୂର୍ଣ ରାଜ୍ୟ ଓ ଜାତୀୟ ସ୍ତରୀୟ ଯୋଜନା ଓ ନୀତି ସମ୍ପର୍କରେ ସୂଚନା ଦିଆ ଯାଇଛି

  • ପରିମଳ ଓ ସ୍ଵଚ୍ଛତା
  • ବିଶୁଦ୍ଧ ପାନୀୟ ଜଳ, କଠିନ ବ ବର୍ଜ୍ୟବସ୍ତୁ ପରିଚାଳନା, ପରିବେଶର ସ୍ଵଚ୍ଛତା ତଥା ବ୍ୟକ୍ତିଗତ ସ୍ଵଚ୍ଛତା ଆଦି ସମ୍ବନ୍ଧରେ ଗୁରୁତ୍ତ୍ୱପୂର୍ଣ ବିଷୟ ଗୁଡିକ ସମ୍ପର୍କରେ ଏହି ପୋର୍ଟାଲରେ ସୂଚନା ଦିଆଯାଇଛି

  • ପୁଷ୍ଟି
  • ପୁଷ୍ଟି ଓ ଅପପୁଷ୍ଟି ର ସୂଚନା

  • ପ୍ରାଥମିକ ଚିକତ୍ସା
  • ଏହି ପୋର୍ଟାଲ ରେ ବିଭିନ୍ନ ପ୍ରାଥମିକ ଚିକିତ୍ସା ସମ୍ବନ୍ଧରେ ବିସ୍ତ୍ରୁତ ଭାବରେ ବର୍ଣନା କରାଯାଇଛି

  • ମହିଳା ସ୍ଵାସ୍ଥ୍ୟ
  • ଏହି ପୋର୍ଟାଲରେ ନିରାପଦ ମାତୃତ୍ଵ ଏବଂ ଅନ୍ୟାନ୍ୟ ମହିଳା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ରହିଛି ।

  • ମାନସିକ ସ୍ୱାସ୍ଥ୍ୟ
  • ମାନସିକ ସ୍ୱାସ୍ଥ୍ୟ

  • ଯେଉଁଠି ଡାକ୍ତର ନାହାଁନ୍ତି
  • ଏଠାରେ ଗାଁ ପାଇଁ ସ୍ଵାସ୍ଥ୍ୟ ର ସୂଚନା ମିଳିବ

  • ଯୋଗ
  • ଯୋଗ ଦ୍ଵାରା ରୋଗ ନିୟନ୍ତ୍ରଣ ସମ୍ବନ୍ଧୀୟ ସୂଚନା ।

  • ରୋଗ
  • ଶରୀର କିମ୍ବା ତାର କୌଣସି ଅଂଶ କାର୍ଯ୍ୟ କରିବା ବନ୍ଦ କରିଦିଏ କିମ୍ବା ବ୍ୟକ୍ତି କାର୍ଯ୍ୟ କରିବାକୁ ଇଚ୍ଛା କରେନାହିଁ ସେତେବେଳେ ରୋଗ ଶବ୍ଦର ବ୍ୟବହାର କରାଯାଏ । ସାଧାରଣତଃ ରୋଗକୁ ତିନି ଭାଗରେ ବିଭକ୍ତ କରାଯାଇ ପାରେ, ଏଗୁଡିକ ହେଲା ଶରୀର ଭିତରେ ସଂକ୍ରମଣ ଦ୍ଵାରା ରୋଗ, ବାହ୍ୟ ସଂକ୍ରମଣ ଏବଂ ଅନ୍ୟ କେତେକ ଅଜଣା କାରଣରୁ ହୋଇଥିବା ରୋଗ ସମ୍ବନ୍ଧରେ ଏହି ପୋର୍ଟାଲରେ ସ୍ଥାନ ଦିଆଯାଇଛି ।

  • ଶିଶୁ ସ୍ଵାସ୍ଥ୍ୟ
  • ଶିଶୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ପ୍ରକାର ତଥ୍ୟ ପୋର୍ଟାଲରେ ପ୍ରଦାନ କରାଯାଇଛି

  • ସ୍ଵାସ୍ଥ୍ୟ ଡିରେକ୍ଟୋରି
  • ସ୍ଵାସ୍ଥ୍ୟ ଡିରେକ୍ଟୋରି ର ସୂଚନା

  • ସ୍ୱାସ୍ଥ୍ୟ ସମ୍ପର୍କିତ ପ୍ରଶିକ୍ଷକ
  • ସ୍ୱାସ୍ଥ୍ୟ ସମ୍ପର୍କିତ ପ୍ରଶିକ୍ଷକ ପାଇଁ ସୂଚନା

  • ହୋମିଓପ୍ୟାଥି
  • ଏଠାରେ ହୋମିଓପ୍ୟାଥି ଓ ପ୍ରାକୃତିକ ଚିକିତ୍ସା ସମ୍ବନ୍ଧରେ ଉଲ୍ଲେଖ କରାଯାଇଛି ।

    © C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
    English to Hindi Transliterate