অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଇ – ଚକର – ଇ-ଚରକ ହର୍ବ, ଆରୋମାଟିକ, କଞ୍ଚାମାଲ ଓ ଜ୍ଞାନ

ଇ – ଚକର – ଇ-ଚରକ ହର୍ବ, ଆରୋମାଟିକ, କଞ୍ଚାମାଲ ଓ ଜ୍ଞାନ

ଔଷଧିୟ ବୃକ୍ଷର ଯୋଗାଣ ଚେନ

ଇଚକର ହେଉଛି ଔଷଧିୟ ବୃକ୍ଷର ଏକ ଯୋଗାଣ ଚେନ । ଔଷଧୀୟ ବୃକ୍ଷ ପାଇଁ ଏହା ଏକ ଜ୍ଞାନଷ୍ଟପ ପ୍ରକୃତ ପ୍ରଦର୍ଶିତ ସ୍ଥାନ । କେବଳ ଔଷଧୀୟ ବୃକ୍ଷ ନୁହେଁ ବରଂ ଏହାକୁ ସମ୍ବନ୍ଧିତ କରୁଥିବା ପଦାର୍ଥ, ସେବା, ବଜାର, ଜ୍ଞାନ ସମ୍ବନ୍ଧୀୟ ସମ୍ବଳ ଇତ୍ୟାଦି ପ୍ରଦର୍ଶିତ ହୁଏ । ଏହା ଏକ ବହୁଭାଷୀ ମୋବାଇଲ ଆପ୍ଲିକେସନ ଯାହାକୁ ଯେତେବେଳେ, ଯେଉଁଠାରେ ବ୍ୟବହାର କରିହେବ ।

ଏହି ପ୍ଲାଟଫର୍ମରେ କୃଷକ, କୋ – ଅପରେଟିଭ ଉତ୍ପାଦନ କମ୍ପାନି, ସେବାଯୋଗାଣକାରୀ, ବିଶେଷଜ୍ଞ ଇନପୁଟ ଏଜେନ୍ସି, ପ୍ରୋସେସିଙ୍ଗ କେନ୍ଦ୍ର, ଛୋଟ ବ୍ୟବସାୟୀ ଇତ୍ୟାଦି ।

ପ୍ରୟୋଗର ବୈଶିଷ୍ଟ୍ୟ

  • ମୋବାଇଲରେ ସେବା ଉପଲବଧ ।
  • ସ୍ଥାନୀୟ ଭାଷାର ସହାୟତା – ଇଂରେଜୀ ଛଡା ୫ଟି ଭାରତୀୟ ଭାଷାରେ ଉପଲବଧ ।
  • ଜିଲ୍ଲାରେ ସୁବିଧା ପାଇଁ ତୃତୀୟ ପକ୍ଷ ସହିତ କାର୍ଯ୍ୟ ।
  • ଉତ୍ପାଦ କ୍ୟଟେଗାରି ମେଡଲ ।
  • ଆଡଭାନସ ସର୍ଚ୍ଚ ଅପରେସନ ।
  • ଆଲୋଚନା ଦ୍ଵାରା ସମସ୍ତ ବିଷୟ ସ୍ଥିର କରିବା ।
  • ବିକ୍ରେତା ଓ କ୍ରେତାଙ୍କ ମଧ୍ୟରେ ଅନେକ ପ୍ରକାର ଚ୍ୟାନେଲ କାର୍ଯ୍ୟକରେ ।
  • ପଦାର୍ଥକୁ ପ୍ରୋତ୍ସାହନ ପାଇଁ ଇ – ନିଉଜଲେଟର  ।

ଇ ଚରକ ହେଉଛି ଜାତୀୟ ଔଷଧୀୟ ବୋର୍ଡ (NMPB), ଆୟୁଷ ମନ୍ତ୍ରଣାଳୟ, ସେଣ୍ଟର ଫର ଡେଭଲପମେଣ୍ଟ ଅଫ ଆଡଭାନସ କମ୍ପ୍ୟୁଟିଙ୍ଗ ହାଇଦ୍ରାବାଦର ମିଳିତ ପ୍ରକଳ୍ପ ।

ଆଧାର – CDAC

Last Modified : 7/15/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate