ସେଆର କରନ୍ତୁ

ଆୟୁଷ

ଆୟୁର୍ବେଦ, ଯୋଗ, ନେଚୁରୋପାଥୀ, ଜୁନାନୀ, ସିଦ୍ଧ ଏବଂ ଯୋଗ (ଆୟୁଷ ) ର ଲୋକପ୍ରିୟତା ଦିନକୁ ଦିନ ବାଢୁଥିବାରୁ ଏ ସମ୍ବନ୍ଧରେ ସମସ୍ତ ଯୋଜନା ସମ୍ପର୍କରେ ପୋର୍ଟାଲରେ ଦିଆଯାଇଛି ।

ମଳକଣ୍ଟକ ଓ ଅର୍ଶ ରୋଗର ପ୍ରତିକାର
ଏହି ରୋଗରେ ମୁଖ୍ୟ କାରଣ
ବାଡିର ଗଛଲତା ଓ ଔଷଧୀୟ ଗୁଣ
ବାଡିବଗିଚା ଓ ହାତପାଆନ୍ତାରେ ଥିବା ଅନେକ ବୃକ୍ଷଳତାର ଔଷଧୀୟ ଗୁଣ ରହିଛି ।
ପତ୍ର ନୁହେଁ ଅଲୋଡା
କେତେକକ ଫଳ ଓ ପରିବାର ପତ୍ର ମଧ୍ୟ ରେ ସ୍ଵାସ୍ଥ୍ୟୋପଯୋଗୀ ଅନେକ ଗୁଣ ଅଛି ।
ଶରୀରକୁ ବିଶୁଦ୍ଧ କରନ୍ତୁ ସହଜରେ
ଶରୀରରୁ ଟକ୍ସିନ ବାହାରି ପାରିଲେ ଶରୀର ଓ ମନ ସୁସ୍ଥ ରହିଥାଏ । ତେବେ ସେଥିପାଇଁ ଆବଶ୍ୟକ ଉପଯୁକ୍ତ ଖାଦ୍ୟଶୈଳୀ ଓ ଶାରୀରିକ ପରିଶ୍ରମ ।
ଆଜମା ବା ଶ୍ଵାସରୋଗ
ସବୁ ପ୍ରକାର ଶ୍ଵାସପ୍ରଶ୍ଵାସ କଷ୍ଟକୁ ଶ୍ଵାସରୋଗ କୁହାଯାଏ ନାହିଁ । କେବଳ ଫୁସ୍ ଫୁସ୍ ର ଶ୍ଵାସନଳୀ ରୋଗର ମୂଳ କାରଣ ହୋଇଥିଲେ ଏହାକୁ ଶ୍ଵାସ (ବ୍ରୋଙ୍କିଆଲ୍ ଆଜମା) କୁହାଯାଏ ।
ଯେକୌଣସି ରୋଗର ଘରୋଇ ଚିକିତ୍ସା
ସବୁବେଳେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପାଖକୁ ଯିବା ସମ୍ଭବ ହୋଇନଥାଏ । ତେଣୁ ରୋଗର ଘରୋଇ ଚିକିତ୍ସା ସମ୍ବନ୍ଧରେ ଜାଣିବା ଉଚିତ୍ ।
ଶରୀର କ୍ଷତ ହେଲେ ପ୍ରତିକାର
ଶରୀରର କୌଣସି ଅଙ୍ଗ ଅସ୍ତ୍ର ଦ୍ଵାରା କଟିଗଲେ ବା ଛେଚି ହୋଇଗଲେ କିମ୍ବା ଦୁର୍ଘଟଣାଦ୍ଵାରା କ୍ଷତ ହେଲେ ତହିଁରୁ ରକ୍ତ ସ୍ରାବ ହୋଇଥାଏ ।
ବିଷ ରୋଗର ଲକ୍ଷଣ
ବିଷ ରୋଗର ଲକ୍ଷଣ ଓ ଚିକିତ୍ସା ବିଷୟରେ ଜାଣନ୍ତୁ ।
ପାଚିଲା କେଶର ଆୟୁର୍ବେଦୀୟ ଉପଚାର
କେସ ପାଚିବା ଅନେକଙ୍କ ଲାଗି ଏକ ମୁଖ୍ୟ ସମସ୍ୟ ପାଲଟିଛି । ଯଦି ଆପଣ ବି ଏହି କାରଣରୁ ଚିନ୍ତିତ ତେବେ କେତୋଟି କଥା ପ୍ରତି ଧ୍ୟାନ ଦିଅନ୍ତୁ ।
ବାହାନା ଚଡନ୍ତୁ ବ୍ୟାୟାମ କରନ୍ତୁ
ବ୍ୟାୟମ କି ଶାରୀରିକ ପରିଶ୍ରମ କଥା ପଡିଲେ ଆପଣ ସମୟ ପାଉନି ବୋଲି ପ୍ରାୟତଃ କହିଥାନ୍ତି ।
ନେବିଗତିଓଂ
Back to top