ସେଆର କରନ୍ତୁ

ଆୟୁଷ

ଆୟୁର୍ବେଦ, ଯୋଗ, ନେଚୁରୋପାଥୀ, ଜୁନାନୀ, ସିଦ୍ଧ ଏବଂ ଯୋଗ (ଆୟୁଷ ) ର ଲୋକପ୍ରିୟତା ଦିନକୁ ଦିନ ବାଢୁଥିବାରୁ ଏ ସମ୍ବନ୍ଧରେ ସମସ୍ତ ଯୋଜନା ସମ୍ପର୍କରେ ପୋର୍ଟାଲରେ ଦିଆଯାଇଛି ।

ଏକଜିମାର ଆୟୁର୍ବେଦିକ ଚିକିତ୍ସା
ଏକଜିମା ଏକ ପ୍ରକାର ଚର୍ମ ରୋଗ।
ଦାନ୍ତ ଘଷିବାରେ ଗୁରୁତ୍ଵ ଦିଅନ୍ତୁ
ଯୋଗ ଶାସ୍ତ୍ର ଓ ଆୟୁର୍ବେଦରେ ମଳତ୍ୟାଗ ପରେ ଦାନ୍ତ ଘଷିବାର ବିଧାନ ରହିଛି ।
ଋତୁ କଷ୍ଟ
ଋତୁ ସମୟରେ ପୂର୍ବରୁ ବା ପରେ ତଳି ପେଟରେ କଷ୍ଟକୁ ଋତୁ କଷ୍ଟ କୁହାଯାଏ ।
ରକ୍ତପ୍ରଦର
ଯୋନି ମଧ୍ୟରୁ ଅତ୍ୟଧିକ ରକ୍ତସ୍ରାବ ରକ୍ତପ୍ରଦର ରୋଗ କୁହାଯାଏ ।
ଯୋନିକନ୍ଦ
ଗର୍ଭାଶୟ ମୁଖ ବା ଶରୀରର ଆଂଶିକ ବା ସମ୍ପୁର୍ଣ୍ଣ ଭାଗ ଯୋନି ମଧ୍ୟ ଦେଇ ବାହାରକୁ ବାହାରି ଦେଖାଗଲେ ତାକୁ ଯୋନିକନ୍ଦ କୁହାଯାଏ ।
ରକ୍ତହୀନତା
ଶରୀରରେ ରକ୍ତର ପରିମାଣ ହ୍ରାସ ହେଲେ କୌଣସି କାରଣରୁ ତାକୁ ରକ୍ତହୀନତା ବାବ ରକ୍ତାଳ୍ପତା କୁହାଯାଏ ।
ସୂତିକା ଜ୍ଵର
ତିକା ପରେ ଅର୍ଥାତ ଶିଶୁ ଜନ୍ମ ହେବାପରେ ଯେଉଁ ଜ୍ଵର ହୁଏ ତାକୁ ସୂତିକା ଜ୍ଵର କୁହାଯାଏ ।
ସୂତିକାରୋଗ
ଆୟୁର୍ବେଦ ଶାସ୍ତ୍ରରେ ପ୍ରସବ ପରେ ଜ୍ଵର ଆଦି ଯେକୌଣସି ରୋଗ ଉତ୍ପନ୍ନ ହୁଏ, ତାଙ୍କୁ ସୂତିକା ରୋଗ କୁହାଯାଏ ।
ମାତୃସ୍ତନ୍ୟ
ସାଧାରଣତଃ ଶିଶୁ ଜନ୍ମ ପୂର୍ବରୁ ଏପରିକି ଶିଶୁ ମା ପେଟରେ ରହିବାର ୭ ମାସ ମଧ୍ୟରେ କ୍ଷୀର ମାତୃସ୍ତନକୁ ଆସିଥାଏ ।
ସୂତିକା ସନ୍ନିପାତ
ସୂତିକା ସନ୍ନିପାତ ସାଧାରଣତଃ ସୂତିକା ସମୟରେ କଫ ଥଣ୍ଡାଦ୍ଵାରା ହୋଇଥାଏ ।
ନେବିଗତିଓଂ
Back to top