ହୋମ / ସ୍ଵାସ୍ଥ୍ୟ / ଖରାଦିନିଆ ରୋଗ
ସେଆର କରନ୍ତୁ

ଖରାଦିନିଆ ରୋଗ

ଘିମିରି ଓ ଯାଦୁ
ଘିମିରି ଓ ଯାଦୁ ବହୁତ ଛୋଟ ରୋଗ ହୋଇଥିଲେ ବି ଭାରି ଯନ୍ତ୍ରଣା ଦାୟକ ।
ହାଡଫୁଟି
ଭାରିସେଲ ଯୁଷ୍ଟର ନାମକ ଭୂତାଣୁ ଦ୍ଵାରା ହାଡଫୁଟି ବ୍ୟାପିଥାଏ ।
କିଡନୀ ସମସ୍ୟା
ଖରାଦିନେ ତାପମାତ୍ରା ବୃଦ୍ଧି ଯୋଗୁଁ କିଡନୀ ସମସ୍ୟ ବୃଦ୍ଧି ହୁଏ ।
ଡାଇରିଆ ବା ହଇଜା
ଡାଇରିଆ ବା ହଇଜା ର କାରଣ ଲକ୍ଷଣ ଓ ନିରାକରଣ ବିଷୟରେ ଜାଣନ୍ତୁ ।
ଗ୍ରୀଷ୍ମରେ ଆଖିର ଯତ୍ନ
ଆଖି ଭଳି ଗୁରୁତ୍ଵପୂର୍ଣ୍ଣ ଅଙ୍ଗ ଅତି ଖରାରୁ ବାଦ ପଡିନଥାଏ । ସମ୍ବେଦନଶୀଳ ଅଙ୍ଗ ଆଖିକୁ ଅସହ୍ୟ ଗରମର ପ୍ରଭାବରୁ ରକ୍ଷା କରିବା ଦରକାର ।
ଅଂଶୁଘାତ
ଅତ୍ୟଧିକ ଖରାରେ ଶରୀରର ତାପମାତ୍ରା ବଢିଗଲେବ୍ୟକ୍ତି ଅଂଶୁଘାତର ଶିକାର ହୁଏ ।
ଖରାଦିନେ କାନର ଯତ୍ନ
ଶରୀରର ପଞ୍ଚ ଇନ୍ଦ୍ରିୟ ମଧ୍ୟରୁ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଆଉ ମୂଲ୍ୟବାନ ହେଉଛି କାନ । ତେବେ ଆମ ଅଗୋଚରରେ କାନ ଯେଉଁପରି ଭାବରେ ବାହ୍ୟ ତାପମାତ୍ରା ବା ଧୂଳିକଣାର ସଂସ୍ପର୍ଶ ଆସିଥାଏ, ତାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ ।
ଡିହାଇଡ୍ରେଶନରୁ ଦୂରେଇ ରହିବା ପାଇଁ
ଡିହାଇଡ୍ରେଶନରୁ ଦୂରେଇ ରହିବା ପାଇଁ ସୁଚନା
ଗର୍ଭବତୀ ସତର୍କ ରହିବା ଆବଶ୍ୟକ
ଖରାଦିନେ ସାଧାରଣ ମହିଳାଙ୍କ ଅପେକ୍ଷା ଗର୍ଭବତୀଙ୍କ ଶରୀରର ତାପମାତ୍ରା ଅଧିକ ରହେ । ଏଥିଯୋଗୁ ଶରୀରରୁ ଅଧିକ ଝାଳ ବାହାରେ, ଥକା ଲାଗେ ଓ ବାନ୍ତି ହୁଏ । ଏ ସମୟରେ ଗର୍ଭବତୀ ନିଜକୁ ଯେତେ କୁଲ୍ ରଖିବେ ସେତେ ଭଲ ।
ମହିଳା ଓ ଅଂଶୁଘାତ
ଅତ୍ୟଧିକ ତାପମାତ୍ରା ବୃଦ୍ଧି ଜଳର ଅଭାବ ଓ ଶରୀରର ତାପମାତ୍ରା ବଢିବା ହେତୁ କେତେକେ ଅଂଶୁଘାତରେ ମୃତ୍ୟୁବରଣ କରୁଛନ୍ତି ।
ନେବିଗତିଓଂ
Back to top