ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ପିଜୁଳି ଖାଆନ୍ତୁ
ସେଆର କରନ୍ତୁ

ପିଜୁଳି ଖାଆନ୍ତୁ

ପିଜୁଳିରେ ପ୍ରଚୁର ମାତ୍ରାରେ ଭିଟାମିନ୍ ଓ କାର୍ବୋହାଇଡ୍ରେଟ୍ ରହିଛି । ବିଭିନ୍ନ ପ୍ରକାର ରୋଗ ଦୂର କରିବାରେ ପିଜୁଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ ।

ଉପକ୍ରମ

ବିଭିନ୍ନ ପ୍ରକାର ରୋଗ ଦୂର କରିବାରେ ପିଜୁଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ । ପିଜୁଳିରେ ପ୍ରଚୁରମାତ୍ରାରେ ଭିଟାମିନ୍ ଓ କାର୍ବୋହାଇଡ୍ରେଟ୍ ରହିଛି । ଏଥିରେ ଭିଟାମିନ୍ ସି ମଧ୍ୟ ଭରପୁର ମାତ୍ରାରେ ରହିଛି । ପାଚିଲା ପିଜୁଳିରେ ପୌଷ୍ଟିକ୍ ତତ୍ତ୍ଵ ଅଧିକ ଥାଏ  ଏହା ହେମୋଗ୍ଲୋବିନ୍ ର ମାତ୍ରାକୁ ବୃଦ୍ଧି କରେ । ପ୍ରତିଦିନ ଗୋଟିଏ ପିଜୁଳି ଶରୀରକୁ ଚାରିଗୁଣା ଭିଟାମିନ୍ ଯୋଗାଇଥାଏ । ତେବେ ପିଜୁଳି ଖାଇବା ଦ୍ଵାରା କି କି ଉପକାର ମିଳିଥାଏ ଜାଣିବା ।

ଉପକାରିତା

  • ଦ୍ରୁଷ୍ଟି ଶକ୍ତି ବୃଦ୍ଧି
  • ଡାଇରିଆରୁ ମୁକ୍ତି
  • ଦାନ୍ତ ରୋଗ ଦୂର
  • ସ୍ତନ କର୍କଟ ଦୂର
  • ମେଦ ହ୍ରାସ
  • ତ୍ଵଚା ରଙ୍ଗ ଉଜ୍ଜ୍ଵଳ
  • ମସ୍ତିଷ୍କ ସକ୍ରିୟ ହୁଏ, ଥାଇରଏଡ୍ ରୁ ମୁକ୍ତି
  • ସୁଗାର ସ୍ତର ନିୟନ୍ତ୍ରଣରେ ରହେ
  • ପାଚନ କ୍ରିୟା ବୃଦ୍ଧି
  • ଥଣ୍ଡା ଓ ଭୂତାଣୁ ସଂକ୍ରମଣରୁ ରକ୍ଷା କରେ

କ'ଣ ରହିଛି ୧୦୦ ଗ୍ରାମ ପିଜୁଳିରେ

  • ପୋଷକ ତତ୍ତ୍ଵ (%)
  • ତନ୍ତୁ – ୨୨
  • ପ୍ରୋଟିନ୍ – ୫
  • କ୍ୟାଲୋରୀ – ୩
  • ମିନେରାଲ୍ସ (%)
  • ଫସ୍ ଫୋରସ୍ – ୩
  • ପୋଟାସିୟମ୍ – ୩
  • କପର – ୩
  • ମ୍ୟାଗେନିଜ୍ – ୩
  • ମ୍ୟାଗ୍ନେସିୟମ – ୩
  • ଭିଟାମିନ୍ସ (%)
  • ଭିଟାମିନ୍ ସି – ୩୮୦
  • ଭିଟାମିନ୍ – ଏ ୧୨
  • ଫୋଲିକ୍ ଏସିଡ୍ – ୧୨
  • ଭିଟାମିନ୍ ଏବି – ୫
  • ଭିଟାମିନ୍ ଇ – ୪

ଆଧାର

ପ୍ରମେୟ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top