ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ
ସେଆର କରନ୍ତୁ

ଜୀବନର ସନ୍ଦେଶ

ଜୀବନର ସତ୍ୟତାରେ କିଛି ଗୁରୁତ୍ଵପୂର୍ଣ ବାର୍ତା ରହିଛି। ସୁଅଭ୍ୟାସ କୁ ଆପଣାଇ ଗର୍ଭବତୀ ମା , ଶିଶୁ , ବୟସ୍କ ନାଗରିକ, ଓ ଅନ୍ୟାନ୍ୟ ମଣିଷ ମାନେ କିପରି ସୁସ୍ଥ ରହିବେ ସେ ସମ୍ପର୍କରେ ଦିଆଯାଇଛି ।

ପିଜୁଳି ଖାଆନ୍ତୁ
ପିଜୁଳିରେ ପ୍ରଚୁର ମାତ୍ରାରେ ଭିଟାମିନ୍ ଓ କାର୍ବୋହାଇଡ୍ରେଟ୍ ରହିଛି । ବିଭିନ୍ନ ପ୍ରକାର ରୋଗ ଦୂର କରିବାରେ ପିଜୁଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ ।
ସତର୍କତା ହିଁ ଶ୍ରବଣ ଶକ୍ତିକୁ ସୁରକ୍ଷିତ ରଖିବ
କର୍ଣ୍ଣ, ନାଶା ଓ ଗଳା ବିଶେଷଜ୍ଞପାଖକୁ ଆସୁଥିବା ରୋଗୀଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ଲୋକ କାନଜନିତ ସମସ୍ୟାର ଶିକାର ହେଉଛନ୍ତି ।
ସ୍ୱାସ୍ଥ୍ୟ ଟିପ୍ସ
ଉତ୍ତମ ସ୍ୱାସ୍ଥ୍ୟରକ୍ଷା କରିବା ପାଇଁ ଜାଣନ୍ତୁ କେତେଗୁଡିଏ ସ୍ୱାସ୍ଥ୍ୟ ଟିପ୍ସ ।
ଓଃ ! ଆଣ୍ଠୁ କାଟୁଛି
ଆଣ୍ଠୁ ଆମ ଶରୀରର ଏକ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ । ସାରା ଶରୀରର ଭାର ଏହାରି ଉପରେ ପଡିଥାଏ । ଥରେ ଏହି ଆଣ୍ଠୁରେ ଯନ୍ତ୍ରଣା ଆରମ୍ଭ ହେଲେ ସାଧାରଣ ଜୀବନ ଅତିବାହିତ କରିବା ଭାରି କଷ୍ଟକର ହୋଇପଡେ ।
ଗ୍ୟାସ ଔଷଧର ପାର୍ଶ୍ଵ ପ୍ରଭାବରୁ
ଛାତିରେ ପୋଡା ଜଳା, ପେଟରେ ଘା’ ଓ ଅନ୍ୟାନ୍ୟ ଏସିଡିଟି (ଗ୍ୟାସ) ସମ୍ପର୍କିତ ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଉଥିବା ଔଷଧ ସ୍ମରଣଶକ୍ତି ହରାଇବା ଭଳି ମାନସିକ ରୋଗର କାରଣ ହୋଇଥାଏ
ଖରାଦିନିଆ ଫଳ ରଖେ ସତେଜ
ଖରାଦିନିଆ ଫଳ ରଖେ ସତେଜ ।
ଗର୍ଭବତୀ ସାଙ୍ଗରେ ହସ୍ପିଟାଳକୁ କ’ଣ ନେବେ
ପ୍ରସବ ଯନ୍ତ୍ରଣା ସମୟରେ ଗର୍ଭବତୀଙ୍କୁ ଡାକ୍ତରଖନା ନେଇଯାଆନ୍ତି । ହେଲେ ସାଙ୍ଗରେ ଅତ୍ୟାବଶ୍ୟକୀୟ ଜିନିଷ ନେଇ ଯିବାକୁ ଭୁଲି ଯାଆନ୍ତି ନାହିଁ ।
କାନ ବିନ୍ଧିଲେ
ବେଳେବେଳେ କୌଣସି କାରଣରୁ କାନ ବିନ୍ଧିବା ସହିତ ଅସହ୍ୟ ଯନ୍ତ୍ରଣା ହୁଏ । ହଠାତ୍ ଡାକ୍ତର ଦେଖାଇବା ସମ୍ଭବ ହୁଏ ନାହିଁ । ଏପରି କ୍ଷେତ୍ରରେ କିଛି ଘରୋଇ ଉପାୟ ।
ସ୍ୱାସ୍ଥ୍ୟ ପାଇଁ ସେଓ
ସ୍ୱାସ୍ଥ୍ୟ ପାଇଁ ସେଓ ଅତି ହିତକର ।
ଡାଳିମ୍ବର ଉପକାରିତା
ଡାଳିମ୍ବରେ ଫାଇବାର, ଭିଟାମିନ୍ ସି, ଭିଟାମିନ କେ ଓ ବିଭିନ୍ନ ପ୍ରକାରର ଆଣ୍ଟି – ଅକ୍ସିଡାଣ୍ଟ ଥିବା ଯୋଗୁଁ ଏହା ଶରୀର ପାଇଁ ଉପକାରୀ ।
ନେବିଗତିଓଂ
Back to top