ହୋମ / ସ୍ଵାସ୍ଥ୍ୟ / ନୀତି ଓ ଯୋଜନା
ସେଆର କରନ୍ତୁ

ନୀତି ଓ ଯୋଜନା

ଏହି ପୋର୍ଟାଲରେ ଗୁରୁତ୍ଵପୂର୍ଣ ରାଜ୍ୟ ଓ ଜାତୀୟ ସ୍ତରୀୟ ଯୋଜନା ଓ ନୀତି ସମ୍ପର୍କରେ ସୂଚନା ଦିଆ ଯାଇଛି

ଜାତୀୟ ସ୍ୱାସ୍ଥ୍ୟ ମିଶନ
ଜାତୀୟ ସ୍ୱାସ୍ଥ୍ୟ ମିଶନ ର ବିଭିନ୍ନ ଯୋଜନା ଏଠାରେ ଅଛି
ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନା (RSBY)
ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନା (RSBY) ର ମୁଖ୍ୟ ବୈଶିଷ୍ଟ୍ୟତା, ବୀମା କମ୍ପାନୀ ଏବଂ ପ୍ୟାନେଲଭୁକ୍ତ ଚିକିତ୍ସାଳୟ ବିଷୟରେ ସୂଚନା ମିଳିବ
ସରକାରଙ୍କର ସ୍ୱାସ୍ଥ୍ୟ ସେବା ଏବଂ ବୀମା ସହାୟତା ଯୋଜନା
ସରକାରଙ୍କ ସ୍ୱାସ୍ଥ୍ୟ ଓ ବୀମା ସହାୟତା ସମ୍ବନ୍ଧରେ ସୂଚନା ଏଠାରେ ମିଳିବ
ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ପୃଷ୍ଟି ଦିବସ
ସହରାଞ୍ଚଳରେ ଗୋଷ୍ଠୀ ସ୍ୱାସ୍ଥ୍ୟ ସେବା – ଏକ ପ୍ରୟାସ
ନ୍ୟୁଟ୍ରିସନ୍ ମିଶନ
ସ୍ୱାସ୍ଥ୍ୟର ମୁଖ୍ୟ ମାନଦଣ୍ଡ ହେଉଛି ମାତୃ ଓ ଶିଶୁ ମୃତ୍ୟୁ ହାର
ଶିଶୁଭବନରେ ଖୋଲିବା ଟେଲିମେଡ଼ିସିନ୍ ସେଣ୍ଟର
ଶିଶୁଭବନରେ ଆଉ ଚିକିତ୍ସା ପାଇଁ ଘଣ୍ଟାଘଣ୍ଟା ଅପେକ୍ଷା କରିବାକୁ ପଡିବ ନାହିଁ । ଶିଶୁଭବନରେ ଖୋଲିବାକୁ ଯାଉଛି ଟେଲିମେଡ଼ିସିନ୍ ସେଣ୍ଟର ।
କର୍କଟ ରୋଗୀ ମାନେ ନିଜ ଅଞ୍ଚଳରେ ଚିକିତ୍ସିତ ହେବେ ପାଇଁ ଯୋଜନା
ପ୍ରଥମ ପର୍ଯ୍ୟାୟରେ ୭ ଜିଲ୍ଲାରେ ଯୋଜନାର ହେବ ଶୁଭାରମ୍ଭ
ନିରାମୟ ଯୋଜନାର ସୁପରିଚାଳନା ପାଇଁ ଅଧିକ ଫାର୍ମାସିଷ୍ଟଙ୍କୁ ନିଯୁକ୍ତ କରାଯିବ
ନିରାମୟ ଯୋଜନାର ସୁପରିଚାଳନା ପାଇଁ ଖୁବ୍ ଶୀଘ୍ର ୨୪୭ ଜଣ ଫାର୍ମାସିଷ୍ଟଙ୍କୁ ନିଯୁକ୍ତ କରାଯିବ
ଜନନୀ ସୁରକ୍ଷା ଯୋଜନା
ଏହି ଯୋଜନା ୨୦୦୫ ମସିହା ଏପ୍ରିଲ ମାସ ୧୨ ତାରିଖରୁ କେନ୍ଦ୍ର ସରକାରଙ୍କ ଦ୍ଵାରା ଆରମ୍ଭ କରଯାଇଥିଲା । ଗରିବ ଗର୍ଭବତୀ ମା’ମାନଙ୍କୁ ସାହାଯ୍ୟ ଯୋଗାଇ ଦେଇ ମାତୃ ଓ ଶିଶୁ ମୃତ୍ୟୁ ହାର କମାଇବା ଏହି ଯୋଜନାର ମୂଳ ଲକ୍ଷ୍ୟ ।
ରୋଗୀ କଲ୍ୟାଣ ସମିତି
ଏହା ଏକ ସାମୂହିକ ଯୋଜନା ଚିକିତ୍ସାଳୟଗୁଡିକର ପରିଷ୍କାର ପରିଛନ୍ନତାକୁ ସୁନିଶ୍ଚିତ କରିବା । ସ୍ୱାସ୍ଥ୍ୟ ସେବାର ଗୁଣାତ୍ଜକ ମାନ ବଢାଇବା ।
ନେବିଗତିଓଂ
Back to top