অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଭାରତ ନବଜାତକ ଆକ୍ସନ ପ୍ଲାନ

ଭାରତ ନବଜାତକ ଆକ୍ସନ ପ୍ଲାନ

ସେପ୍ଟେମ୍ବର ୨୦୧୪ ମସିହାରେ ଭାରତ ନବଜାତକ ଆକ୍ସନ ପ୍ଲାନକୁ ସାର୍ବଜନୀନ କରାଯାଇଥିଲା । ନବଜାତକ, ମୃତ ଶିଶୁ ଜନ୍ମକୁ କମ କରିବା ପାଇଁ ଏହି ଆକ୍ସନ ପ୍ଲାନର ଉଦ୍ଦେଶ୍ୟ । ଏହି ଯୋଜନା ଅନ୍ତର୍ଗତରେ ୨୦୩୦ ସୁଦ୍ଧା ନବଜାତକ ମୃତ୍ୟୁର ହାର ଏକକ ସଂଖ୍ୟା ବିଶିଷ୍ଟଏବଂ ୨୦୩୦ ସୁଦ୍ଧା ମୃତ ଜାତର ହାର ଏକକ ସଂଖ୍ୟାରେ  ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ବର୍ତ୍ତମାନ ବର୍ଷକୁ ୭.୪୭ ନବଜାତ ଶିଶୁଙ୍କର ମୃତ୍ୟୁ ହେଉଛି । ଏହାକୁ କମାଇ ୨.୨୮ ଲକ୍ଷରେ ପହଞ୍ଚାଇବାକୁ ସ୍ଥିର କରାଯାଇଛି ।

୬୭ ୱାର୍ଲ୍ଡ ହେଲଥ ଆସେମ୍ଲିରେ ଜୁନ ୨୦୧୪ରେ ENAP ( Every Newborn Actionplan)ର ଶୁଭାରମ୍ଭ ହୋଇଥିଲା ।

ଲକ୍ଷ୍ୟ

  • ୨୦୩୦ ସୁଦ୍ଧା ନବଜାତକ ମୃତ୍ୟୁ ସଂଖ୍ୟାକୁ ଏକକ ନମ୍ବରରେ ପହଞ୍ଚାଇବା । ୨୦୩୫ ସୁଦ୍ଧା ଭାରତରେ ଏହା ପ୍ରତ୍ୟେକ ରାଜ୍ୟରେ କରାଯିବ ।
  • ୨୦୩୦ ସୁଦ୍ଧା ମୃତଜାତ ଶିଶୁ ସଂଖ୍ୟାକୁ ଏକକ ନମ୍ବରରେ ପହଞ୍ଚାଇବା ଏବଂ ୨୦୩୫ ସୁଦ୍ଧା ଭାରତର ପ୍ରତ୍ୟେକ ରାଜ୍ୟରେ ଏହି ଲକ୍ଷ୍ୟ ସମ୍ପୂର୍ଣ୍ଣ କରାଯିବ ।

ଭାରତ ନବଜାତକ ଆକ୍ସନ ପ୍ଲାନର ନିର୍ଦ୍ଧିଷ୍ଟ ଯୋଜନା

  • ଜାତୀୟ ସ୍ୱାସ୍ଥ୍ୟ ମିସନ ଅଧିନରେ ଶିଶୁ ବଞ୍ଚାଇବା ଏବଂ ବିକାଶ କରିବା ଚୁକ୍ତିକୁ ପାଳନ କରିବା ।
  • ଆନ୍ତର୍ଜାତୀୟ ନବଜାତ ଆକ୍ସନପ୍ଲାନରେ ଥିବା ଚୁକ୍ତି ଗୁଡିକ ଦେଶ ମାନେ ତାଙ୍କର ଆବଶ୍ୟକ ଅନୁଯାୟୀ ଗ୍ରହଣ କରିବେ ।
  • ଆନ୍ତର୍ଜାତୀୟ  ଯୋଜନାରେ ନବଜାତକ ମୃତ୍ୟୁକୁ ଏକକ ସଂଖ୍ୟାକୁ ୨୦୩୦ ଆଣିବା ।
  • ମୃତଜାତକକୁ ସର୍ଭେ ପାଇଁ ଥିବା ତଦାରଖ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ।
  • ନବଜାତକ ମୃତ୍ୟୁକୁ ରୋକିବା ଏବଂ ଯତ୍ନର ଗୁଣବର୍ତ୍ତାର ଉନ୍ନତି ।
  • ଯେଉଁ ଶିଶୁ ମାନେ ସମୟ ପୂର୍ବରୁ ଜନ୍ମ ନେଇଥିବେ । ଓଜନ କମ ଥିବ କିମ୍ବା ରୋଗିଣା ଥିବେ ସେମାନଙ୍କର ଅଗ୍ରାଧିକାର ଭିତ୍ତିରେ ଯତ୍ନ ନିଆଯିବା ଆବଶ୍ୟକ, କାରଣ ନବଜାତକ ମୃତ୍ୟୁ ପାଇଁ ଏହି ସବୁ କାରଣ ମୁଖ୍ୟତଃ ଦାୟୀ ।
  • ଝିଅ କିମ୍ବା ପୁଅ, ଗାଁ କିମ୍ବା ସହର, ଧନୀ କିମ୍ବା ଗରିବ ଜିଲ୍ଲା କିମ୍ବା ରାଜ୍ୟ ଯାହାବି ହେଉ ସମସ୍ତଙ୍କୁ ନିରପେକ୍ଷ ଭାବରେ ସମସ୍ତ ସୁବିଧା ମିଳିବା ।
  • ବ୍ୟାଘାତର ଥିବା ୬ଟି ସ୍ତମ୍ଭ – ଗର୍ଭବସ୍ଥା ପୂର୍ବ ଯତ୍ନ ଓ ଗର୍ଭସମୟ ରେ ଯତ୍ନ, ପ୍ରସବ ସମୟର ଯତ୍ନ, ଜନ୍ମ ସାଙ୍ଗେ ସାଙ୍ଗେ ନବଜାତକ ଯତ୍ନ, ନବଜାତକର ସ୍ୱାସ୍ଥ୍ୟର ଯତ୍ନ, ଛୋଟ ଏବଂ ରୋଗୀଣା ନବଜାତକ ଯତ୍ନ ।

ଟାର୍ଗେଟ

ବର୍ତ୍ତମାନ

୨୦୧୭

୨୦୨୦

୨୦୨୫

୨୦୩୦

ଇମପ୍ୟାକ୍ଟ ଟାର୍ଗେଟ

NMR (୧୦୦୦ ନବଜାତ ଜନ୍ମ)

୨୯

୨୪

୨୧

୧୫

<୧୦

SBR ( ୧୦୦୦ ନବଜାତ ଜନ୍ମ)

୨୨

୧୯

୧୭

୧୩

<୧୦

କଭରେଜ ଟାର୍ଗେଟ

ସୁରକ୍ଷିତ ପ୍ରସବ ( ଅନୁଷ୍ଠାନ + ଘର+SBA ଦ୍ଵାରା ପ୍ରସବ (%))

୭୬

୯୦

୯୫

୯୫

୯୫

ନବଜାତ ଶିଶୁର ୧ ଘଣ୍ଟା ଭିତରେ ମା’ର କସ କ୍ଷୀର ପାନ (%)

-

୭୫

୯୦

୯୦

୯୦

ମହିଳା ଯିଏ ପ୍ରସବ ବେଦନ ସମୟରେ ଅନ୍ତତ ଥରେ ଆଣ୍ଟିନେଟାଲ ଚେକଅପ ହୋଇଥିବ (%)

-

୭୫

୯୦

୯୫

୯୫

ସ୍ୱାସ୍ଥ୍ୟ ସୁବିଧା ସହ ଶିଶୁ ଜନ୍ମ

-

୭୫

୯୦

୯୫

୯୫

ଶିଶୁ ସମସ୍ତ ପ୍ରକାର ସୂଚନା HBNC ଗୃହ ପରିଦର୍ଶନ ସମୟରେ ଆଶା ଠାରୁ ପାଇଥିବ

-

୫୦

୭୫

୯୫

୯୫

ଗୋଷ୍ଠୀରେ ANMଙ୍କ ଠାରୁ ଜେଣ୍ଟାମାଇସିନ ପାଇଥିବ

-

୫୦

୭୫

୭୫

୭୫

SNCU ରୁ ଡିସଚାର୍ଜ ପରେ ଶିଶୁର ଯତ୍ନ

-

୩୫

୫୦

୭୫

୭୫

କମ ଓଜନର ଶିଶୁଙ୍କ ଯତ୍ନ KMC ସୁବିଧା ଦ୍ଵାରା ହୋଇଥିବା  (%)

-

୩୫

୫୦

୭୫

୯୦

ନବଜାତ ଶିଶୁର ମୃତ୍ୟୁର ଆଶଙ୍କା ରୋକିବା ପାଇଁ ଯତ୍ନ

  • ପ୍ୟାକେଜ ୧ – ପ୍ରସବ ଏବଂ ଶିଶୁ ଜନ୍ମ ସମୟରେ ଯତ୍ନ
  • ପ୍ୟାକେଜ ୨ – ଛୋଟ ଏବଂ ରୋଗିଣା ଶିଶୁର ଯତ୍ନ
  • ପ୍ୟାକେଜ ୩ – ସୁସ୍ଥ ନବଜାତର ଯତ୍ନ
  • ପ୍ୟାକେଜ ୪ – ଜନ୍ମ ସାଙ୍ଗେ ସାଙ୍ଗେ ଯତ୍ନ
  • ପ୍ୟାକେଜ ୫ – ଗର୍ଭ ପୂର୍ବରୁ ଏବଂ ଗର୍ଭ ସମୟରେ ଯତ୍ନ

ମୃତ ଶିଶୁ ଜନ୍ମର ପ୍ରଭାବ

  • ପ୍ୟାକେଜ  ୧- ପ୍ରସବ ଏବଂ ଶିଶୁ ଜନ୍ମ ସମୟର ଯତ୍ନ
  • ପ୍ୟାକେଜ ୨ - ଗର୍ଭାବସ୍ଥା ପୂର୍ବରୁ ଏବଂ ଗର୍ଭାବସ୍ଥା ସମୟର ଯତ୍ନ

ପ୍ୟାକେଜ ୧ - ଗର୍ଭାବସ୍ଥା ପୂର୍ବରୁ ଏବଂ ଗର୍ଭାବସ୍ଥା ସମୟର ଯତ୍ନ

ପରିବାର ଓ ଗୋଷ୍ଠୀ

ସବ ସେଣ୍ଟର

ସ୍ୱାସ୍ଥ୍ୟ ସୁବିଧା

ପ୍ରଜନନ ସ୍ୱାସ୍ଥ୍ୟ  ଏବଂ ପରିବାର

  1. ଯୋଜନା (E)
    • କିଶୋରୀ ପ୍ରଜନନ ସ୍ୱାସ୍ଥ୍ୟ
    • ବିଳମ୍ବ ବିବାହ ଏବଂ ପ୍ରଥମ ଗର୍ଭ ଢେରିରେ
    • ଜନ୍ମ ମଧ୍ୟରେ ବ୍ୟବଧାନ
  2. ପୋଷଣ
    • ସମତୁଲ ପ୍ରୋଟିନ ଏବଂ ଶକ୍ତି
    • ଗର୍ଭସମୟରେ ଫୋଲିକ ଏସିଡ
    • କ୍ୟାଲସିୟମ
    • ବିଭିନ୍ନ ମାଇକ୍ରୋନିଭଟ୍ରେନ, ଖାରକ ଫୋଲିକ ଏସିଡ ଆୟୋଡିନ
  3. ପ୍ରସାବ ସମୟ ପାଇଁ ପ୍ରସ୍ତୁତି
  4. ମ୍ୟାଲେରିଆରୁ ସୁରକ୍ଷା
  1. ଗର୍ଭ ସମୟରେ ରକ୍ତହୀନତା ଉଚ୍ଚ ରକ୍ତଚାପ
  2. ମ୍ୟାଲେରିଆ ପରୀକ୍ଷା
  3. ମ୍ୟାଲେରିଆ ପ୍ରତିରୋଧ ଏବଂ ପରିଚାଳନା
  4. ମା’ର ୨ଟି ଟିଟାନସ
  5. କିଶୋରୀ ପୋଷଣ ଏବଂ ସ୍ୱାସ୍ଥ୍ୟ ସେବା
  6. IUCD
  1. ଗର୍ଭ  ସମୟରେ  ପରୀକ୍ଷା, ପରିଚାଳନା
  2. ଗର୍ଭ ସମୟରେ ଉଚ୍ଚ ରକ୍ତଚାପ, ହେପାଟାଇସ ବି, HIV, ମ୍ୟାଲେରିଆ
  3. କିଶୋରୀ ପାଇଁ ସ୍ୱାସ୍ଥ୍ୟ କ୍ଲିନିକ (RKSK ଗାଇଡଲାଇନ)
  4. ପ୍ରସବ ପରେ ପରିବାର ନିୟୋଜିତ
  5. Rh ରୋଗ ଆଣ୍ଟି D ଇମୁନୋଗ୍ଲୋବୁନି

ପ୍ୟାକେଜ ୨ – ପ୍ରସବ ସମୟରେ ଏବଂ ଶିଶୁ ଜନ୍ମ ପରର ଯତ୍ନ

ପରିବାର ଏବଂ ଗୋଷ୍ଠୀ

ସବସେଣ୍ଟର

ସ୍ୱାସ୍ଥ୍ୟ ସୁବିଧା

  1. ତାଲିମ ପ୍ରାପ୍ତ ବ୍ୟକ୍ତି
  2. ଜନ୍ମ ସମୟରେ ଓ ପରେ ପରିଷ୍କାର ପରିଚ୍ଛନ୍ନ ଅଭ୍ୟାସ
  1. ଗର୍ଭାବସ୍ଥାରେ ଥିବା ଜଟିଳତାକୁ ତୁରନ୍ତ ଚିହ୍ନଟ କରି ଡାକ୍ତରଖାନାକୁ ପ୍ରେରଣ
  2. ଡାକ୍ତରଖାନାକୁ ପ୍ରେରଣ ପରେ ANMଙ୍କ ଦ୍ଵାରା ଯତ୍ନ
  1. ଆପତକାଳିନ ଯତ୍ନ
  2. ପ୍ରସବ ବେଦନା ସମୟର ପରିଚାଳନା

ପ୍ୟାକେଜ ୩ – ନବଜାତକର ତୁରନ୍ତ ଯତ୍ନ

ପରିବାର ଏବଂ ଗୋଷ୍ଠୀ

ସବ ସେଣ୍ଟର

ସ୍ୱାସ୍ଥ୍ୟ ସୁବିଧା

  1. ଡେରିରେ ମାଲିସ
  2. ଶିଶୁ ଓଦା ହେଲେ ଶୀଘ୍ର ଶୁଖାନ୍ତୁ
    • ମୁଣ୍ଡ ଢାଙ୍କିକି ରଖନ୍ତୁ ।
    • ଦେହରେ ଲଗାଇ ରଖି ସ୍କିନ ରୁ ସ୍କିନ ଯତ୍ନ ନିଅନ୍ତୁ ।
    • ଡେରିରେ ଗାଧୋଇବା
  3. ଯଥା ଶୀଘ୍ର ଏବଂ କେବଳ ସ୍ତନ୍ୟପାନ ।
  4. ସଂକ୍ରମଣରୁ ରକ୍ଷା ପାଇଁ  ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ ।
  1. ଜନ୍ମ ସମୟରେ ଭିଟାମିନ K
  2. ନବଜାତଙ୍କର ରକ୍ଷା
  1. ଅତ୍ୟାଧୁନିକ ନବଜାତକ ଯତ୍ନ

ପ୍ୟାକେଜ ୪ – ନବଜାତକ ସ୍ୱାସ୍ଥ୍ୟର ଯତ୍ନ

ପରିବାର ଏବଂ ଗୋଷ୍ଠୀ

ସବସେଣ୍ଟର

ସ୍ୱାସ୍ଥ୍ୟ ସୁବିଧା

  1. ଛଅ ସପ୍ତାହ  ପର୍ଯ୍ୟନ୍ତ ତାଲିମ ଆଶାର ଗୃହ ପରିଦର୍ଶନ
    • ପରାମର୍ଶ
    • ବିପଦ ପୂର୍ଣ୍ଣ ଚିହ୍ନକୁ ଶୀଘ୍ର ଚିହ୍ନଟି କରଣ
    • ଠିକଣା ସମୟରେ ସେବା
  2. କେବଳ ସ୍ତନ୍ୟପାନ
  3. ପ୍ରସବ ପରେ ପରିଷ୍କାର ପରିଚ୍ଛନ୍ନ
  1. ଟୀକାକରଣ
    • ବିସିଜି
    • ଓପିଭି
    • ହେପାଟାଇସ B
  1. ସମସ୍ତ ସେବା ( କେବଳ ଗୃହ ପରିଦର୍ଶନକୁ ଛାଡି )

ପ୍ୟାକେଜ ୫ – ଛୋଟ ଏବଂ ରୋଗିଣା ଶିଶୁଙ୍କର ଯତ୍ନ

ପରିବାର ଏବଂ ଗୋଷ୍ଠୀ

ସବସେଣ୍ଟର

ସ୍ୱାସ୍ଥ୍ୟ ସୁବିଧା

  1. ଶିଶୁର ଯତ୍ନ ଏବଂ ସ୍ତନ୍ୟପାନ ସହାୟତା
  1. IMNCI
  2. ଜେଣ୍ଟାମାଇସିନ ଇଞ୍ଜେକସନ ANMଙ୍କ ଦ୍ଵାରା
  1. କଙ୍ଗାରୁ ମଦର କେୟାର
  2. ଜିଲ୍ଲା ଏବଂ ବ୍ଲକ ସ୍ତରରେ ପୂର୍ଣ୍ଣ ସହାୟତା
  3. ଇଣ୍ଟେନସି ଭକେୟାର ସେବା

ପ୍ୟାକେଜ ୬ – ଜୀବିତ ନବଜାତକର ଯତ୍ନ

ପରିବାର ଏବଂ ଗୋଷ୍ଠୀ

ସବସେଣ୍ଟର

ସ୍ୱାସ୍ଥ୍ୟ ସୁବିଧା

  1. ଜନ୍ମଗତ ଅସୁବିଧା ଚିହ୍ନଟି କରଣ
  2. ଗୃହ ପରିଦର୍ଶନ ଏକ ବର୍ଷ ପର୍ଯ୍ୟନ୍ତ
    • କମ ଓଜନ ଶିଶୁର ଗୃହକୁ ୨ ବର୍ଷ ପର୍ଯ୍ୟନ୍ତ ପରିଦର୍ଶନ
  1. IMNCI
  2. ଜେଣ୍ଟାମାଇସିନ ଇଞ୍ଜେକସନ ANMଙ୍କ ଦ୍ଵାରା
  1. ନବଜାତକର ପରୀକ୍ଷା
  2. ଜନ୍ମଗତ ଅସୁବିଧାର ପରିଚାଳନା
  3. ଅତ୍ୟଧିକ ସମସ୍ୟା ଶିଶୁକୁ ବାରମ୍ବାର ଦେଖିବା

ଅଧିକ ଜାଣିବା ପାଇଁ ଗାଇଡଲାଇନ "କ୍ଲିକ କରନ୍ତୁ"

ଆଧାର  -"ଜାତୀୟ ସ୍ୱାସ୍ଥ୍ୟ ମିଶନ"

Last Modified : 7/15/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate