অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନା (RSBY)

ଯୋଜନାର ମୁଖ୍ୟ ବୈଶିଷ୍ଟ୍ୟତା

  • ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନା ସରକାରଙ୍କର ଦାରିଦ୍ର ସୀମାରେଖା ତଳେ ଥିବା (BPL) ଏବଂ ଅଣସଂଗଠିତ ଶ୍ରମିକ ମାନଙ୍କର ପରିବାର ପାଇଁ ଏକ ସ୍ୱାସ୍ଥ୍ୟ ବୀମା ଯୋଜନା । ୨୦୧୩ -୧୪ ମସିହାରେ BPL ପରିବାର ସମେତ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (MGNREGA) ଶ୍ରମିକ ଓ ପଞ୍ଜୀକୃତ କୋଠାବାଡି ନିର୍ମାଣ ଶ୍ରମିକ (OB&OCW) ମାନଙ୍କୁ ଏହି ଯୋଜନାରେ ୬୪ KBRSBY Smart Card ଦିଆଯାଉଛି ।
  • ଏହି ଯୋଜନାରେ ପଞ୍ଜୀକୃତ ପରିବାରର ୫ଜଣ ସଦସ୍ୟଙ୍କୁ ବାର୍ଷିକ ୩୦,୦୦୦ ଟଙ୍କାର ଚିକିସ୍ଛା ସୁବିଧା ପାନେଲଭୁକ୍ତ ୪୨୩ ଗୋଟି ସରକାରୀ ଓ ୧୫୮ ଗୋଟି ବେସରକାରୀ ଚିକିସ୍ଛାଳୟରେ ମିଳୁଅଛି ।
  • ଏହାଛଡା RSBY ଯୋଜନାରେ ପଞ୍ଜୀକୃତ ପରିବାରଙ୍କୁ ବିଜୁ କୃଷକ କଲ୍ୟାଣ ଯୋଜନା (BKKY Stream – II) ମାଧ୍ୟମରେ ଦୂରାରୋଗ୍ୟ ବ୍ୟାଧି (critical care disease) ପାଇଁ ମଧ୍ୟ ବାର୍ଷିକ ଆଉ ୭୦,୦୦୦ ଟଙ୍କା ଏହିଭଳି ମୋଟ ୧,୦୦,୦୦୦ ଟଙ୍କାର ଚିକିସ୍ଛା ସୁବିଧା ମିଳିବାର ବ୍ୟବସ୍ଥା ରହିଛି ।
  • ରାଜ୍ୟର ସମସ୍ତ ୩୦ଗୋଟି ଜିଲ୍ଲାରେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ମଢ ରେ RSBY ହିତାଧିକାରୀ ପରିବାର ଆଉ ୩୦,୦୦୦ ଟଙ୍କା ର ଚିକିସ୍ଛାଳୟ ସୁବିଧା ପାଇପାରିବେ ।
  • ପ୍ୟାନେଲଭୁକ୍ତ ଚିକିସ୍ଛାଳୟ ଏହି ଯୋଜନାର ହିତାଧିକାରୀଙ୍କୁ କୌଣସି ଖଚ କରିବାକୁ ପଡେନାହଁ । ଚିକିସ୍ଛାଳୟ ହିତାଧିକାରୀଙ୍କର ଚିକିସ୍ଛା ବାବଦକୁ ସମସ୍ତ ଦେୟ ତାଙ୍କର RSBY Smart Card ରୁ କାଟି ରଖିଥାନ୍ତି ଓ ଯାତାୟତ ଖଚ ବାବଦକୁ ଥରକୁ ୧୦୦ ଟଙ୍କା ପ୍ରଦାନ କରିଥାନ୍ତି । ପଞିକୃତ ପରିବାର RSBY Smart Card କୁ ବ୍ୟବହାର କରି ନିମ୍ନ ଲିଖିତ ପ୍ୟାନେଲଭୁକ୍ତ ଚିକିସ୍ଛାଳୟରେ ମାଗଣାରେ ଚିକିସ୍ଛା ସୁବିଧା ହାସଲ କରନ୍ତୁ ।

ସ୍ମାର୍ଟ କାର୍ଡ

  • ଏହା ହେଉଛି ଏକ ବାୟୋମେଟ୍ରିକ କାର୍ଡ, ଯାହା ବିମଧାରୀଙ୍କୁ ଦିଆଯିବ । ଏଥିରେ ବିମଧାରୀଙ୍କ ସମସ୍ତ ବିବରଣୀ ତଥା ତାଙ୍କର ଆଙ୍ଗୁଠିଚିହ୍ନର ଛାପ ମଧ୍ୟ ସଂରକ୍ଷିତ ହୋଇରହିଥାଏ ।
  • ବିମଧାରୀଙ୍କୁ ଏହି ଯୋଜନା ମାଧ୍ୟମରେ ପାଇବା ପାଇଁ କାର୍ଡଟିକୁ ସ୍ବାସ୍ଥ୍ୟକେନ୍ଦ୍ରରେ ଦେଖାଇବାକୁ ପଡିବ ।
  • କାର୍ଡ କୌଣସି କାରଣରୁ ଖରାପ ହୋଇଯାଇଥିଲେ, ଆପଣ ଜିଲ୍ଲା କାର୍ଯାଳୟ ପାଖରେ ଟ.୬୦/- ପଇଠ କରାଇ ନୂଆ କାର୍ଡ ପାଇପାରିବେ । ଯଦି କାର୍ଡରେ ସଂରକ୍ଷିତ ବିବରଣୀ ଯଥା-ନାମ ଓ ବୟସ ଇତ୍ୟାଦିରେ କୌଣସି ପରିବର୍ତନ କିମ୍ବା ପରିବାରର ସଦସ୍ୟଙ୍କ ନାମ କାର୍ଡରେ ଦେବା ଆବଶ୍ୟକ ହୋଇଥାଏ, ତେବେ ସେହି କ୍ଷେତ୍ରରେ ବିମଧାରୀ ଜିଲ୍ଲା କିଓସ୍କଙ୍କ ସହ ସମ୍ପର୍କ କରି ଏହି ସୁବିଧା ସହଜରେ ପାଇପାରିବେ ।

ଯୋଜନରୁ ଫାଇଦା ପାଇବା ପାଇଁ ଉପାୟମାନ

ଏହି ଯୋଜନାରେ ଫାଇଦା ପାଇବା ପାଇଁ ବିମଧାରୀଙ୍କୁ ନିମ୍ନଲିଖିତ କାର୍ଯ୍ୟଗୁଡିକ କରିବାକୁ ପଡିଥାଏ ।

  • ଯୋଜନା ଅନ୍ତର୍ଗତ କାର୍ଡକୁ ପଞ୍ଜୀକୃତ ସରକାରୀ ଏବଂ ବେସରକାରୀ ସ୍ଵାସ୍ଥକେନ୍ଦ୍ରରେ ଦେଖାଇବା ।
  • ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀଙ୍କ ଦ୍ଵାରା ଦାବି କରାଯାଉଥିବା ଧନରାଶି ପାଇଁ କାର୍ଡକୁ ସ୍ବାଇପ୍ କରାଯିବ (କାର୍ଡରେ ଖର୍ଚ୍ଚ ପରିମାଣ ଧନରାଶି ସମ୍ବନ୍ଧିତ ଅଙ୍କମାନ ରହିଥାଏ ), ଏହି ଧାନରାଶିକୁ କାର୍ଡରେ ସଂରକ୍ଷିତ ସର୍ବମୋଟ / ଧନରାଶି ପରିମାନରୁ କଟା ଯାଇଥାଏ ।

ବୀମା କମ୍ପାନୀ ଏବଂ ପ୍ୟାନେଲଭୁକ୍ତ ଚିକିତ୍ସାଳୟ ର ନାମ

 

କ୍ର:ସଂ

ଜିଲ୍ଲାର ନାମ

ବୀମା କମ୍ପାନୀ ର ନାମ

ପଲିସି ର ଅବଧି

ପ୍ୟାନେଲଭୁକ୍ତ ଚିକିତ୍ସାଳୟ ର ନାମ

ରାୟଗଡା

IFFCO  tokio GIC Ltd

୦୧. ୦୮ ୧୩ ରୁ ୩୧. ୦୩ . ୧୬

୧୩ ଗୋଟି ସରକାରୀ ଚିକିତ୍ସାଳୟ

ସୁନ୍ଦରଗଡ

IFFCO  tokio GIC Ltd

୦୧. ୦୮ ୧୩ ରୁ ୩୧. ୦୩ . ୧୬

୨୨ ଗୋଟି ସରକାରୀ ଓ ୪ ଗୋଟି ବେସରକାରୀ ଚିକିତ୍ସାଳୟ

୧. ହାଇଟେକ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ

୨. କରୁଣାମୟୀ ନର୍ସିଙ୍ଗହୋମ

୩. କଳିଙ୍ଗ ଟ୍ରମା  ହସ୍ପିଟାଲ

୪. ସୁପର ସ୍ପେସିଆଲିଟି ହସ୍ପିଟାଲ

ଗଞାମ

IFFCO  tokio GIC Ltd

୦୧. ୦୮ ୧୩ ରୁ ୩୧. ୦୩ . ୧୬

୩୪ ଗୋଟି ସରକାରୀ ଓ ୧୫ ଗୋଟି ବେସରକାରୀ ଚିକିତ୍ସାଳୟ

୧. ଇଜୋସ ଆଇ ହସ୍ପିଟାଲ

୨ . ଅମିତ୍  ହସ୍ପିଟାଲ

୩. ଶ୍ରୀ ସତ୍ୟସାଇ ହସ୍ପିଟାଲ

୪. ଡିଭାଇନ  ହସ୍ପିଟାଲ

୫. ଐଶ୍ରତ୍ ହସ୍ପିଟାଲ

୬. ଯଶୋଧାରା ଲାଇଫ୍ ହସ୍ପିଟାଲ ମାଟରନିଟି ସେଣ୍ଟର

୭ . ଶ୍ରୀ ରାମ ହସ୍ପିଟାଲ

୮ . ନିୟୃ ନିଳାଚଳ  ହସ୍ପିଟାଲ

୯ . ରାଧାସ୍ଵାମୀ ସେବା ସଦନ

୧୦. ଅଭୟ ହସ୍ପିଟାଲ

୧୧ . ଆୟୃଷ୍ ହସ୍ପିଟାଲ

୧୨ . ଆଶୁତୋଷ ହସ୍ପିଟାଲ

୧୩ . ମଡର୍ଣ ଆଇ କେୟାର ସେଣ୍ଟର ଆଣ୍ଡ ହସ୍ପିଟାଲ

୧୪ . ଆସ୍ଥା ହସ୍ପିଟାଲ

୧୫ . ଗାୟତ୍ରୀ କ୍ଳିନକ୍

କେନ୍ଦ୍ରାପଡା

IFFCO  tokio GIC Ltd

୦୧. ୧୨.  ୧୩ ରୁ ୩୧. ୦୩ . ୧୬

୧୦ ଗୋଟି ସରକାରୀ ଓ ୪ ଗୋଟି ବେସରକାରୀ ଚିକିତ୍ସାଳୟ

୧ . ହେଲଥ୍ କେୟାର ହୋମ

୨ . ଭଗବତୀ  ହସ୍ପିଟାଲ

୩ . ଭୂମିକା ଆଇ ହସ୍ପିଟାଲ

୪ . ଏମ୍. ବି. ନର୍ସିଙ୍ଗହୋମ

 

କଟକ

IFFCO  tokio GIC Ltd

୦୧.୦୨. ୧୫ ରୁ ୩୧. ୩ . ୧୬

୨୫ ଗୋଟି ସରକାରୀ ଓ ୨୮ଟି ବେସରକାରୀ ଚିକିତ୍ସାଳୟ

୧ . ସାଇ ଜୀବନ ହସ୍ପିଟାଲ ପ୍ରାଇଭେଟ୍ ଲିମିଟେଡ

୨ . ଅଗ୍ରୱାଲ୍ ଆଇ କ୍ଲିନିକ୍ ଆଣ୍ଡ ହସ୍ପିଟାଲ

୩ . ମେଲଭିନ ଜୋନ୍ସ ଆଇ ହସ୍ପିଟାଲ

୪ . ସାହାରା   ନର୍ସିଙ୍ଗହୋମ

୫ . ପ୍ରାଇମ୍ ହସ୍ପିଟାଲ

୬ . ଉଦୟଭାନୁ କ୍ଲିନିକ୍ ଆଣ୍ଡ ନର୍ସିଙ୍ଗହୋମ

୭ . ଜୀବନ ଧାରା ନର୍ସିଙ୍ଗହୋମ

୮ . ଚିତ୍ତରଞ୍ଜନ ସେବା ସଦନ

୯ . ଶ୍ରୀ ମା ହସ୍ପିଟାଲ

୧୦ . ରୋଟାରୀ କ୍ଲୁବ କଟକ ଆଇ ହସ୍ପିଟାଲ

୧୧ . ରୁଦ୍ର ହସ୍ପିଟାଲ

୧୨ . କଟକ ଲାଫ୍ରୋସ୍ଛୋପିକ ହସ୍ପିଟାଲ

୧୩ . ଖଦିଜା ନର୍ସିଙ୍ଗହୋମ

୧୪ . ଦି ଚାଇଲ୍ଡ ନର୍ସିଙ୍ଗହୋମ

୧୫ . ଶକ୍ତି ସାଇ ହସ୍ପିଟାଲ

୧୬ . ସାରଦା କ୍ଲିନିକ୍ ଆଣ୍ଡ ନର୍ସିଙ୍ଗ ହୋମ

୧୭ . ସିଫା  ହସ୍ପିଟାଲ

୧୮ . ଶାନ୍ତି ମେମୋରିଆଲ  ହସ୍ପିଟାଲ

୧୯ . ସାଇ ସଞ୍ଜିବନୀ  ହସ୍ପିଟାଲ

୨୦ . ସାଇ ଆରୋଗ୍ୟମ  ନର୍ସିଙ୍ଗ ହୋମ

୨୧ . ସଂଜୀବନୀ ନର୍ସିଙ୍ଗହୋମ

୨୨ . ହେଲଥ୍ କେୟାର ନର୍ସିଙ୍ଗହୋମ

୨୩ . ଗୋପବନ୍ଧୁ ମେଡିକାଲ ସାଇନ୍ଶ ଆଣ୍ଡ ରିସର୍ଚ

୨୪ . ଗୀତା ମେମୋରିଆଲ  ହସ୍ପିଟାଲ

୨୫ . ଜନସେବକ କ୍ଲିନିକ  ନନର୍ସିଙ୍ଗହୋମ

୨୬ . ତ୍ରୀଷ୍ଣା  ହସ୍ପିଟାଲ

୨୭ . ରିଜୋନାଲ ସ୍ପାଇନାଲ ଇନଜୁରୀ ସେଣ୍ଟର

୨୮ . ଶ୍ଵେତା ହସ୍ପିଟାଲ

୨୮ . ଶ୍ଵେତା ହସ୍ପିଟାଲ

ବାଲେଶ୍ଵର

IFFCO tokio GIC Ltd ୦୧.୦୧ .୧୩ ରୁ ୩୧. ୩ . ୧୬ ୧୮ ଗୋଟି ସରକାରୀ ଓ ୬ ଗୋଟି ବେସରକାରୀ ଚିକିତ୍ସାଳୟ

୧ . ଜ୍ୟୋତି ହସ୍ପିଟାଲ

୨ . ଶ୍ରୀ ରାମ ହସ୍ପିଟାଲ

୩ . ମା ନର୍ସିଙ୍ଗହୋମ

୪ . ବାସନ୍ତୀ ଦୂର୍ଗା ନର୍ସିଙ୍ଗହୋମ

୫ . ମା ତାରିଣି ନର୍ସିଙ୍ଗହୋମ

୬ . ଆରୋଗ୍ୟମ ହେଲଥ୍ କେୟାର

ମାଲକାନଗିରି IFFCO tokio GIC Ltd ୦୧.୧୨ .୧୩ ରୁ ୩୧. ୦୩ . ୧୬ ୧୦ ଗୋଟି ସରକାରୀ ଚିକିତ୍ସାଳୟ
କୋରାପୁଟ IFFCO tokio GIC Ltd ୦୧.୧୨ .୧୩ ରୁ ୩୧. ୦୩ . ୧୬ ୧୮ ଗୋଟି ସରକାରୀ ଓ ୨ ଗୋଟି ବେସରକାରୀ ଚିକିତ୍ସାଳୟ

୧ . ଆଶା କିରଣ ହସ୍ପିଟାଲ

୨ . ଜି. ଏଚ୍. ଏସ୍ . ପି . ଏଲ . ଜୟପୁର ହେଲଥ କେୟାର ଏଲ୍. ଏଲ୍. ପି

ଖୋର୍ଦ୍ଧା IFFCO tokio GIC Ltd ୦୧.୧୨ .୧୩ ରୁ ୩୧. ୦୩ . ୧୬ ୧୩ ଗୋଟି ସରକାରୀ ଓ ୨୭ ଗୋଟି ବେସରକାରୀ ଚିକିତ୍ସାଳୟ

୧ . କଳିଙ୍ଗ ଇନ୍ସଚୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ହସ୍ପିଟାଲ

୨ . ସନ୍ ପାୱାର ନର୍ସିଙ୍ଗହୋମ

୩ . ବୈଦ୍ୟନାଥ ମେମୋରିଆଲ ହସ୍ପିଟାଲ

୪ . ଜିବନ ଜ୍ୟୋତି ହସ୍ପିଟାଲ

୫ . ସୟଦ୍ ମେମୋରିଆଲ ନର୍ସିଙ୍ଗ ହୋମ

୬ . ଏଲ.ଭି ପ୍ରସାଦ ଆଇ ହସ୍ପିଟାଲ

୭ . ମା ତାରିଣୀ ହସ୍ପିଟାଲ

୮ . ରୋଟାରୀ ଆଇ ହସ୍ପିଟାଲ

୯ . ହିଲ୍ ସାଇଡ଼୍ ନର୍ସିଙ୍ଗହୋମ

୧୦ . ଅରୋ କେୟାର ହସ୍ପିଟାଲ

 

୧୧ . ଭିଜନ୍ କେୟାର ଆଇ ହସ୍ପିଟାଲ

୧୨ . ସାରା ଗ୍ୟାସ୍କୋ ଲାପ୍ରୋସ୍କୋପିକ ହସ୍ପିଟାଲ

୧୩ . ମଡର୍ଣ ହେଲ୍ଥ କେୟାର ହସ୍ପିଟାଲ

୧୪ . ଆଭା ଲାପ୍ରୋସ୍କୋପିକ ହସ୍ପିଟାଲ

୧୫ . ସାଉଥ୍ ସିଟି ହସ୍ପିଟାଲ

୧୬ . ଆଇ. ଏମ୍. ଏସ୍. ଆଣ୍ଡ ସମ୍ ହସ୍ପିଟାଲ

୧୭ . ଆସଭାନସ୍ ଆଇ କେୟାର ହସ୍ପିଟାଲ

୧୮ . ସଂଜୀବନି ମେଡିକେୟାର ହସ୍ପିଟାଲ

୧୯ . ସହେଯୋଗ ହସ୍ପିଟାଲ

୨୦ . କାନୁନଗୋ ଡାଇବେଟିସ୍ ସ୍ପେଶିଆଲିଟିସ୍

୨୧ . ଚତୁର୍ଭୁଜ ଜେନାମଣି ମେମୋରିଆଲ ହସ୍ପିଟାଲ

୨୨ . ବିବେକାନନ୍ଦ ହସ୍ପିଟାଲ

୨୩ . ଶ୍ରୀ ହସ୍ପିଟାଲ

୨୪ . ଆରୋଗ୍ୟ ହସ୍ପିଟାଲ

୨୫ . ପଣ୍ଡା ନସିଂହେମ୍. ପ୍ରା. ଲିଃ.

୨୬ . ପାର୍କଲ୍ୟାଣ୍ଡ ହସ୍ପିଟାଲ

୨୭ . ନନ୍ଦ ଟ୍ରିଟମେଣ୍ଟ ସେଣ୍ଟର

୧୦ ସମ୍ବଲପୁର IFFCO tokio GIC Ltd ୦୧.୦୮.୧୩ ରୁ ୩୧. ୦୩ . ୧୬ ୧୪ ଗୋଟି ସରକାରୀ ଓ ୭ ଗୋଟି ବେସରକାରୀ ଚିକିତ୍ସାଳୟ

୧ . ସମଲେଶ୍ଵରୀ ନର୍ସିଙ୍ଗହୋମ

୨ . ଅରୁଣଶକ୍ତି ନର୍ସିଙ୍ଗହୋମ

୩ . ପଟେଲ ନର୍ସିଙ୍ଗହୋମ

୪ . ଗୌରିଶଙ୍କର ନର୍ସିଙ୍ଗହୋମ

୫ . ବିନାୟକ ହସ୍ପିଟାଲ

୬ . ତ୍ରିଲୋଚନ ନେତ୍ରାଲୟ

୭ . ଜେ. ଏମ୍. ଜେ ଗ୍ରେସ ଭିଜନ ନେତ୍ରାଳୟ

୧୧ ଝାରସୁଗୁଡା ICICI Lombard GIC Ltd ୦୧.୦୮.୧୩ ରୁ ୩୧. ୦୩ . ୧୬ ୭ ଗୋଟି ସରକାରୀ ଓ ୨ ଗୋଟି ବେସରକାରୀ ଚିକିତ୍ସାଳୟ

୧ . ସାଇରାମ ହସ୍ପିଟାଲ

୨ . ଗୌରିଶଙ୍କର ହସ୍ପିଟାଲ

୧୨ ଦେଓଗଡ ICICI Lombard GIC Ltd ୦୧.୦୮.୧୩ ରୁ ୩୧. ୦୩ . ୧୬ ୪ ଗୋଟି ସରକାରୀ ଚିକିତ୍ସାଳୟ
୧୩ ନୂଆପଡା ICICI Lombard GIC Ltd ୦୧.୦୯ .୧୩ ରୁ ୩୧. ୦୩ . ୧୬ ୭ ଗୋଟି ସରକାରୀ ଚିକିତ୍ସାଳୟ
୧୪ ପୁରୀ ICICI Lombard GIC Ltd ୦୧.୦୯ .୧୩ ରୁ ୩୧. ୦୩ . ୧୬ ୧୬ ଗୋଟି ସରକାରୀ ଓ ୯ଗୋଟି ବେସରକାରୀ ଚିକିତ୍ସାଳୟ

୧ . ସାରଦା ନର୍ସିଙ୍ଗହୋମ

୨ . ଶିବାନନ୍ଦ ନର୍ସିଙ୍ଗହୋମ

୩ . ସେବା ନର୍ସିଙ୍ଗହୋମ

୪ . ଆନଦ ପଲ୍ଲୀ କ୍ଲିନିକ ଓ ନର୍ସିଙ୍ଗହୋମ

୫ . ଇମରଜେନସି ୨୪ ହସ୍ପିଟାଲ . ପ୍ରା. ଲିଃ.

୬ . ଶ୍ରୀକୃଷ୍ଣା ହେଲଥ କେୟାର

୭ . ରଘୁନାଥ ଚାରିଟେବଲ ଟ୍ରଷ୍ଟ ହସ୍ପିଟାଲ

୮ . ଉଷା ମେମୋରିଆଲ ହସ୍ପିଟାଲ

୯ . ଉଷାରଣୀ ନର୍ସିଙ୍ଗହୋମ

୧୫ ବୌଦ ICICI Lombard GIC Ltd ୦୧.୧୨ .୧୩ ରୁ ୩୧. ୦୩ . ୧୬ ୫ ଗୋଟି ସରକାରୀ ଚିକିତ୍ସାଳୟ
୧୬ କନ୍ଧମାଳ ICICI Lombard GIC Ltd ୦୧.୧୨ .୧୩ ରୁ ୩୧. ୦୩ . ୧୬ ୧୬ ଗୋଟି ସରକାରୀ ଚିକିତ୍ସାଳୟ
୧୭ ଯାଜପୁର ICICI Lombard GIC Ltd ୦୧.୧୨ .୧୩ ରୁ ୩୧. ୦୩ . ୧୬ ୧୬ ଗୋଟି ସରକାରୀ ଚିକିତ୍ସାଳୟ ୧୩ ଗୋଟି ସରକାରୀ ଓ ୩ ଗୋଟି ବେସରକାରୀ ଚିକିତ୍ସାଳୟ

୧ . ଶ୍ରୀ ମା ହସ୍ପିଟାଲ

୨ . ଲକ୍ଷ୍ମୀ ହସ୍ପିଟାଲ

୩ . ଭୂମିକା ହସ୍ପିଟାଲ ଆଣ୍ଡ ରିସର୍ଚ ସେଣ୍ଟର

୧୮ ମୟୂରଭଞ୍ଜ ICICI Lombard GIC Ltd ୦୧.୧୨ .୧୩ ରୁ ୩୧. ୦୩ . ୧୬ ୩୧ ଗୋଟି ସରକାରୀ ଓ ୩ ଗୋଟି ବେସରକାରୀ ଚିକିତ୍ସାଳୟ

୧ . ଜୀବନ ଦୀପ୍ ହେଲଥ୍ କେୟାର୍

୨ . ଦୂର୍ଗା ନର୍ସିଙ୍ଗହୋମ

୧୯ ଅନୁଗୁଳୁ New India Assurance co. ୦୧.୧୨ .୧୩ ରୁ ୩୧. ୦୩ . ୧୬ ୧୩ ଗୋଟି ସରକାରୀ ଓ ୪ ଗୋଟି ବେସରକାରୀ ଚିକିତ୍ସାଳୟ

୧ . ସାମଲ କେୟାର୍

୨ . ସୁରେନ୍ଦ୍ର ହସ୍ପିଟାଲ

୩ . ଲାଅନ୍ସ ଭୂମିକା ହସ୍ପିଟାଲ

୪ . ସେବକ ନର୍ସିଙ୍ଗହୋମ ପ୍ରା. ଲିଃ.

୨୦ ଢେଙ୍କାନାଳ New India Assurance co. ୦୧.୧୨ .୧୩ ରୁ ୩୧. ୦୩ . ୧୬ ୧୨ ଗୋଟି ସରକାରୀ ଓ ୬ ଗୋଟି ବେସରକାରୀ ଚିକିତ୍ସାଳୟ

୧ . ଜେ . କେ . ଏମ୍ . ଏମ୍. ଆଇ ହସ୍ପିଟାଲ

୨ . ଶ୍ରୀ ଜଗନ୍ନାଥ ହସ୍ପିଟାଲ

୩ . ସାଇ ନର୍ସିଙ୍ଗହୋମ

୪ . ଆରୋଗ୍ୟ ନର୍ସିଙ୍ଗହୋମ

୫ . କଳିଙ୍ଗ ଆଇ ହସ୍ପିଟାଲ

୬ . ପଣ୍ଡା ନର୍ସିଙ୍ଗହୋମ

୨୧ କେଉଁଝର New India Assurance co. ୦୧.୧୧ .୧୩ ରୁ ୩୧. ୦୩ . ୧୬ ୧୭ ଗୋଟି ସରକାରୀ ଓ ୨ ଗୋଟି ବେସରକାରୀ ଚିକିତ୍ସାଳୟ

୧ . ଆରଡି ହସ୍ପିଟାଲ

୨ . କାଶୀନାଥ ହେଲଥ୍ କେୟାର୍

୨୨ ନବରଙ୍ଗପୁର New India Assurance co. ୦୧.୧୧ .୧୩ ରୁ ୩୧. ୦୩ . ୧୬ ୧୨ ଗୋଟି ସରକାରୀ ଓ ୧ ଗୋଟି ବେସରକାରୀ ଚିକିତ୍ସାଳୟ

୧ . ଖ୍ରୀଷ୍ଟିୟାନ ହସ୍ପିଟାଲ

୨୩ ଜଗତସିଂପୁର New India Assurance co. ୦୧.୧୧ .୧୩ ରୁ ୩୧. ୦୩ . ୧୬ ୧୦ ଗୋଟି ସରକାରୀ ଓ ୭ ଗୋଟି ବେସରକାରୀ ଚିକିତ୍ସାଳୟ

୧ . ଲାଇଫ୍ ଲାଇନ୍ ନର୍ସିଙ୍ଗହୋମ

୨ . ସ୍ଵସ୍ତିକ କ୍ଲିନିକ ଆଣ୍ଡ ନର୍ସିଙ୍ଗହୋମ

୩ . ସନ୍ ହସ୍ପିଟାଲ

୪ . ଏଲ୍. ଆଣ୍ଡ ପି ହସ୍ପିଟାଲ ଆଣ୍ଡ ରିସର୍ଚ ସେଣ୍ଟର

୫ . ତ୍ରିଲୋଚନ ନେତ୍ରାଳୟ

୬ . କିଓର୍ ୱେଲ ହସ୍ପିଟାଲ

୭ . ଖାନ୍ ନର୍ସିଙ୍ଗହୋମ

୨୪ ସୋନପୁର Max bupa Health Insurance Co. Ltd ୦୧.୧୧ .୧୩ ରୁ ୩୧. ୦୩ . ୧୬ ୭ ଗୋଟି ସରକାରୀ ଓ ୧ ଗୋଟି ବେସରକାରୀ ଚିକିତ୍ସାଳୟ

୧ . ଲେପ୍ରା ମହାନଦୀ ଆଇ ହସ୍ପିଟାଲ

୨୫ କଳାହାଣ୍ଡି Max bupa Health Insurance Co. Ltd ୦୧.୧୧ .୧୩ ରୁ ୩୧. ୦୩ . ୧୬ ୧୬ ଗୋଟି ସରକାରୀ ଓ ୧ଗୋଟି ବେସରକାରୀ ଚିକିତ୍ସାଳୟ

୧ . ବେଦାନ୍ତ ହସ୍ପିଟାଲ

୨୬ ନୟାଗଡ Max bupa Health Insurance Co. Ltd ୦୧.୧୧ .୧୩ ରୁ ୩୧. ୦୩ . ୧୬ ୯ ଗୋଟି ସରକାରୀ ଓ ୪ ଗୋଟି ବେସରକାରୀ ଚିକିତ୍ସାଳୟ

୧ . ସାହୁ ଭିକାରୀ ସେବା ସଦନ

୨ . କୁମାର ହସ୍ପିଟାଲ

୩ . ରାମଚଣ୍ଡୀ ହସ୍ପିଟାଲ

୪ . ଓମ୍ ନର୍ସିଙ୍ଗହୋମ

୨୭ ବଲାଙ୍ଗିର National Insurance co . ୦୧.୧୨ .୧୩ ରୁ ୩୧. ୦୩ . ୧୬ ୧୭ ଗୋଟି ସରକାରୀ ଓ ୩ ଗୋଟି ବେସରକାରୀ ଚିକିତ୍ସାଳୟ

୧ . ସମଲେଶ୍ଵରୀ ନର୍ସିଙ୍ଗହୋମ

୨ . ଏସ୍. ଇ. ଡି . ଆଇ ହସ୍ପିଟାଲ

୩ . ନିୟୁ ଆପୋଲୋ ହସ୍ପିଟାଲ

୨୮ ଭଦ୍ରକ National Insurance co . ୦୧.୧୨ .୧୩ ରୁ ୩୧. ୦୩ . ୧୬ ୧୧ ଗୋଟି ସରକାରୀ ଓ ୧୧ ଗୋଟି ବେସରକାରୀ ଚିକିତ୍ସାଳୟ

୧ . ଶୁଭମ ହେଲଥ୍ କେୟାର୍

୨ . ସାଲନ୍ଦି ନର୍ସିଙ୍ଗହୋମ

୩ . ପାଢି ହେଲଥ୍ କେୟାର୍

୪ . ଉମାଶଙ୍କର ହେଲଥ୍ କେୟାର୍

୫ . ପାଣିଗ୍ରାହୀ ହେଲଥ୍ କେୟାର୍

୬ . ବିନାୟକ ନର୍ସିଙ୍ଗହୋମ

୭ . ସାଇ ହସ୍ପିଟାଲ

୮ . ଭୂମିକା ଆଇ ହସ୍ପିଟାଲ

୯ . ସାଇ ଭରଦ୍ବାଜ ହସ୍ପିଟାଲ

୧୦ . ଓମ ସାଇ ହସ୍ପିଟାଲ

୧୧ . ଶ୍ରୀ ରାମ ହସ୍ପିଟାଲ

୨୯ ବରଗଡ National Insurance co . ୦୧.୧୨ .୧୩ ରୁ ୩୧. ୦୩ . ୧୬ ୧୩ ଗୋଟି ସରକାରୀ ଓ ୪ ଗୋଟି ବେସରକାରୀ ଚିକିତ୍ସାଳୟ

୧ . ବେହେରା ନର୍ସିଙ୍ଗହୋମ

୨ . କିଶୋରୀ ନର୍ସିଙ୍ଗହୋମ

୩ . ସାଇ ମଲ୍ଟିସ୍ପେଶାଲିଟି ହସ୍ପିଟାଲ

୪ . ସାଇକୃପା ନର୍ସିଙ୍ଗହୋମ

୩୦ ଗଜପତି National Insurance co . ୦୧.୧୨ .୧୩ ରୁ ୩୧. ୦୩ . ୧୬ ୯ ଗୋଟି ସରକାରୀ ଓ ୫ ଗୋଟି ବେସରକାରୀ ଚିକିତ୍ସାଳୟ

୧ . ଡ. ରବି ନର୍ସିଙ୍ଗହୋମ

୨ . ଭି . ଭି .ଏଲ୍ ନର୍ସିଙ୍ଗହୋମ

୩ . ଲକ୍ଷ୍ମୀ ହସ୍ପିଟାଲ

୪ . ସୌମ୍ୟ ନର୍ସିଙ୍ଗହୋମ

୫ . ସେରାଙ୍ଗୋ ଖ୍ରୀଷ୍ଟିୟାନ ହସ୍ପିଟାଲ

ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନା ସମ୍ବଦ୍ଧିୟ ସବିଶେଷ ତଥ୍ୟ ପାଇଁ ନିଃଶୁଳ୍କ ସେବା (Toll Free) ନଂ. -୧୫୫୩୬୮ ଉପଲବ୍ଧ ।

ସୂତ୍ର

ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ, ଓଡିଶା ସରକାର

Last Modified : 4/21/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate