ହୋମ / ସ୍ଵାସ୍ଥ୍ୟ / ନୀତି ଓ ଯୋଜନା
ସେଆର କରନ୍ତୁ

ନୀତି ଓ ଯୋଜନା

ଏହି ପୋର୍ଟାଲରେ ଗୁରୁତ୍ଵପୂର୍ଣ ରାଜ୍ୟ ଓ ଜାତୀୟ ସ୍ତରୀୟ ଯୋଜନା ଓ ନୀତି ସମ୍ପର୍କରେ ସୂଚନା ଦିଆ ଯାଇଛି

ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା
ଦେଶରେ ସ୍ୱାସ୍ଥ୍ୟ ସେବାରେ ଦେଖାଦେଉଥିବା ଅସମାନତାକୁ ସଜାଡିବା ହେଉଛି ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାର ଲକ୍ଷ୍ୟ ।
ହସ୍ପିଟାଲରୁ ଶବ ନେବା ପାଇଁ ନୂଆ ଗାଇଡ୍ ଲାଇନ
ପ୍ରତ୍ୟେକ ୱାର୍ଡ ପାଇଁ ସ୍ଵତନ୍ତ୍ର ରେଜିଷ୍ଟର ରଖିବାକୁ ଗାଇଡ ଲାଇନରେ ନିର୍ଦ୍ଦେଶ ଦିଆଯାଇଛି ।
ଜନନୀ ସୁରକ୍ଷା ଯୋଜନା
ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ସୁରକ୍ଷିତ ମାତୃତ୍ଵ ପାଇଁ ଜନନୀ ସୁରକ୍ଷା ଯୋଜନା ଆରମ୍ଭ କରାଯାଇଛି । ଏହି ଯୋଜନା ସମ୍ବନ୍ଧୀୟ ସୂଚନା ।
ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ
ଗର୍ଭବତୀ ମହିଳା କିମ୍ବା ନବଜାତ ପାଇଁ ବ୍ୟକ୍ତି ନିଜ ପାଣ୍ଠିରୁ କିଛି ଖର୍ଚ୍ଚନକରି କିପରି ସୁବିଧା ପାଇବ ସେ ହେଉଛି ଏହି ଯୋଜନାର ଲକ୍ଷ୍ୟ ।
ପ୍ରଧାନ ମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଅଭିଯାନ
‘ପ୍ରଧାନ ମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଅଭିଯାନ’ ଏକ ନିର୍ଦିଷ୍ଟ-ଦିବସ କାର୍ଯ୍ୟଶୈଳୀ, ଯାହା ମାଧ୍ୟମରେ ପ୍ରତିମାସ ଦେଶବ୍ୟାପି ବିଭିନ୍ନ ମାତୃ-ସ୍ୱାସ୍ଥ୍ୟ ସମ୍ପର୍କିତ ସେବା ପ୍ରଦାନ କରାଯାଇଥାଏ ।
ଚିକିତ୍ସା ସେବା ଓ ରୋଗୀର ଅଧିକାର
ରୋଗୀଙ୍କ ଅଧିକାର ସମ୍ବନ୍ଧୀୟ ସୂଚନା
ସ୍ୱାସ୍ଥ୍ୟ ସୁବିଧା ଯୋଗାଉଥିବା ବ୍ୟକ୍ତିଙ୍କର ଦକ୍ଷତା ବୃଦ୍ଧି
ସ୍ୱାସ୍ଥ୍ୟ ସୁବିଧା ଯୋଗାଉଥିବା ବ୍ୟକ୍ତିଙ୍କର ଦକ୍ଷତା ବୃଦ୍ଧି କିପରି ହୁଏ ସେ ସମ୍ବନ୍ଧିତ ତଥ୍ୟ ।
ସ୍ୱାସ୍ଥ୍ୟ ଓ ଯୋଗାଣ
ଗର୍ଭବତୀ / ଶିଶୁ / ନବଜାତ ତଥା ଅନ୍ୟାନ୍ୟଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଚଳିତ ଯୋଜନା ମାନ ନିମ୍ନରେ ପ୍ରଦାନ କରାଯାଇଛି ।
ସ୍ୱାସ୍ଥ୍ୟସେବା ଓ ଆମର ଅଧିକାର
ସ୍ୱାସ୍ଥ୍ୟ ସେବା ପାଇବାରେ ରୋଗୀମାନଙ୍କର ଅଧିକାର ସମ୍ବନ୍ଧରେ ସୂଚନା ଏଠାରେ ପ୍ରଦାନ କରାଯାଇଛି
ଦୁର୍ଘଟଣାଜନିତ ମୃତ୍ୟୁ ସ୍ଥଳେ ଦରିଦ୍ର ପରିବାରମାନଙ୍କ ପାଇଁ
ପରିବାରମାନଙ୍କର ଉପାର୍ଜନଶୀଳ ବ୍ୟକ୍ତିଙ୍କର ଦୁର୍ଘଟଣାବଶତଃ ଦେହାନ୍ତ ହୋଇଗଲେ ସେମାନଙ୍କୁ କିଛି ଆର୍ଥିକ ସାହାଯ୍ୟ ପାଇଁ ଏକ ଯୋଜନା ଭାରତ ସରକାର ପ୍ରବର୍ତ୍ତନ କରିଛନ୍ତି ।
ନେବିଗତିଓଂ
Back to top