ହୋମ / ସ୍ଵାସ୍ଥ୍ୟ / ଶିଶୁ ସ୍ଵାସ୍ଥ୍ୟ / ଜାତୀୟ ଟୀକାକରଣ ସାରଣୀ ଜନ୍ମର ୬ ବର୍ଷର ଶିଶୁ ଓ ଗର୍ଭବତୀ ମହିଳାଙ୍କ ପାଇଁ
ସେଆର କରନ୍ତୁ

ଜାତୀୟ ଟୀକାକରଣ ସାରଣୀ ଜନ୍ମର ୬ ବର୍ଷର ଶିଶୁ ଓ ଗର୍ଭବତୀ ମହିଳାଙ୍କ ପାଇଁ

ବିଭିନ୍ନ ଟୀକା କରଣ ସମ୍ବନ୍ଧରେ ସୂଚନା ।

ଉପକ୍ରମ

ଟୀକା ଏକ ଜୈବିକ ତିଆରି ପଦାର୍ଥ । ଟୀକା ଠିକ ସମୟରେ ନବାକଥା ଯାହା ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ସୁରକ୍ଷା ଦେଇଥାଏ । ଏହା ଶରୀରରେ ରୋଗ ପ୍ରତିଶୋଧକ ଶକ୍ତି ବଢାଇ ଥାଏ । ଯାହା ବାହ୍ୟ ରୋଗ ଆକ୍ରମଣରୁ ଶରୀରକୁ ରକ୍ଷା କରେ ।

ବିଭିନ୍ନ ଟୀକା କରଣ ସମ୍ବନ୍ଧରେ ସୂଚନା

ଟୀକା

କେତେବେଳେ ଦିଆଯିବ

ମାତ୍ରା

କେଉଁ ବାଟରେ

କେଉଁ ଜାଗାରେ

ଗର୍ଭବତୀ ମହିଳାଙ୍କ ପାଇଁ

ଟି.ଟି. – ୧

ଗର୍ଭଧାରଣ ପ୍ରାରମ୍ଭରେ

୦.୫ ମିଲି. ଲି.

ମାଂସପେଶୀ  ମଧ୍ୟରେ

ବାହୁର ଉପର ଭାଗରେ

ଟି.ଟି. – ୨

ଟି.ଟି. ୧ରୁ ୪ ସପ୍ତାହ ପରେ

୦.୫ ମିଲି. ଲି

ଟି.ଟି. ବୁଷ୍ଟର

 

୦.୫ ମିଲି. ଲି

ଶିଶୁମାନଙ୍କ  ପାଇଁ

ବି.ସି.ଜି.

ଜନ୍ମ ସମୟରେ  ଅଥବା  ଏକ ବର୍ଷ ବୟସ  ମଧ୍ୟରେ  ଯେତେ  ଶୀଘ୍ର ସମ୍ଭବ

୦.୧ ମିଲି. ଲି.

ଚର୍ମ ମଧ୍ୟରେ

ବାମ  ବାହୁ

ହେପାଟାଇଟିସ – ବି

ଜନ୍ମ  ସମୟରେ ଅଥବା  ଜନ୍ମ ହେବା ପରେ ୨୪ ଘଣ୍ଟା ମଧ୍ୟରେ  ଯେତେ ଶୀଘ୍ର ସମ୍ଭବ

୦.୫ ମିଲି.ଲି.

ମାଂସପେଶୀ  ମଧ୍ୟରେ

ମଝି ଜଙ୍ଘର  ବାହାର ପାଖରେ

ଓ.ପି.ଭି. – ୦

ଜନ୍ମ  ସମୟରେ  ଅଥବା  ପ୍ରଥମ ୧୫ ଦିନ ମଧ୍ୟରେ  ଯେତେ  ଶୀଘ୍ର ସମ୍ଭବ

୨ ବୁନ୍ଦା

ବାଟିରେ

ପାଟିରେ

ଓ.ପି.ଭି. – ୧,୨ ଓ ୩

୬ ସପ୍ତାହରେ, ୧୦ ସପ୍ତାହରେ  ଏବଂ ୧୪ ସପ୍ତାହରେ

୨ ବୁନ୍ଦା

ଡି.ଟି.ପି.. – ୧,୨ ଓ ୩

୬ ସପ୍ତାହରେ, ୧୦ ସପ୍ତାହରେ  ଏବଂ ୧୪ ସପ୍ତାହରେ

୦.୦୫ମିଲି.ଲି.

ମାଂସପେଶୀ  ମଧ୍ୟରେ

ମଝି ଜଙ୍ଘର  ବାହାର ପାଖରେ

ରୋଟା ଭାଇରସ ୧,୨ ଓ ୩

୬ ସପ୍ତାହରେ, ୧୦ ସପ୍ତାହରେ  ଏବଂ ୧୪ ସପ୍ତାହରେ

୦.୨ ମିଲି.ଲି.

ପାଟିରେ

 

ପେଣ୍ଟାଭାଲେ ୧, ୨ ଓ ୩

୬ ସପ୍ତାହରେ, ୧୦ ସପ୍ତାହରେ  ଏବଂ ୧୪ ସପ୍ତାହରେ

 

ମାଂସପେଶୀ  ମଧ୍ୟରେ

 

ଇଞ୍ଜେକଟବଲ  ପୋଲିଓ  ଭ୍ୟାକସିନ ୧ ଓ ୨

୬ ସପ୍ତାହରେ, ୧୪ ସପ୍ତାହରେ

 

 

 

ହେପାଟାଇଟିସ – ବି ୧, ୨ ଓ ୩

୬ ସପ୍ତାହରେ, ୧୦ ସପ୍ତାହରେ  ଏବଂ ୧୪ ସପ୍ତାହରେ

୦.୦୫ମିଲି.ଲି

ମାଂସପେଶୀ  ମଧ୍ୟରେ

ମଝି ଜଙ୍ଘର  ବାହାର ପାଖରେ

ମିଳିମିଳା

 

୦.୦୫ମିଲି.ଲି

ଚର୍ମ ତଳେ

ଡାହାଣ ବାହୁ ଉପରେ

ହେପାଟାଇଟିସ – ବି ୧, ୨ ଓ ୩

୯ ରୁ ୧୨ ମାସ ମଧ୍ୟରେ

୧ ମିଲି.ଲି.

ମାଂସପେଶୀ  ମଧ୍ୟରେ

ମଝି ଜଙ୍ଘର  ବାହାର ପାଖରେ

ପିଲାଙ୍କ  ପାଇଁ

ଡି.ଟି.ପି. ବୁଷ୍ଟର

୧୬-୨୪ ମାସ

୦.୦୫ମିଲି.ଲି

ମାଂସପେଶୀ  ମଧ୍ୟରେ

ମଝି ଜଙ୍ଘର  ବାହାର ପାଖରେ

ମିଳିମିଳା ଦ୍ଵିତୀୟ ମାତ୍ରାରେ

୧୬-୨୪ ମାସ

୦.୦୫ମିଲି.ଲି

ଚର୍ମ ତଳେ

ଡାହାଣ ବାହୁ ଉପରେ

ଓ.ପି.ଭି. ବୁଷ୍ଟର

୧୬-୨୪ ମାସ

୨ ବୁନ୍ଦା

ପାଟିରେ

ପାଟିରେ

ଜାପାନିକ ଏନସେଫାଲାଇଟିସ୍

୧୬-୨୪ ମାସ

୦.୦୫ମିଲି.ଲି

ଚର୍ମ ତଳେ

ବାମ ବାହୁ ଉପରେ

ଭିଟାମିନ ଏ ୨ୟରୁ ୯ମ ମାତ୍ରା

୧୬ ମାସରେ, ତାପରେ ୫ ବର୍ଷ ବୟସ ପର୍ଯ୍ୟନ୍ତ  ପ୍ରତି ୬ ମାସରେ  ଗୋଟିଏ

୨ମିଲି.ଲି.

ପାଟିରେ

ପାଟିରେ

ଜି.ଟି.ପି. ବୁଷ୍ଟର

୫ – ୬ ବର୍ଷ

୦.୫ମିଲି. ଲି

ମାଂସପେଶୀ  ମଧ୍ୟରେ

ମଝି ଜଙ୍ଘର  ବାହାର ପାଖରେ

ଗର୍ଭବତୀ ମହିଳାଙ୍କ ଟୀକାକରଣ

  • ଗର୍ଭଧାରଣ  ୩୬ ସପ୍ତାହ ପୂର୍ବରୁ  ଟି.ଟି. – ୨ ଅଥବା  ବୁଷ୍ଟର ମାତ୍ରା  ଦିଅନ୍ତୁ   । ତେବେ  ୩୬ ସପ୍ତାହ  ଅତିକ୍ରାନ୍ତ  ହୋଇଯାଇଥିଲେ  ମଧ୍ୟ   ଏହା  ଦିଅନ୍ତୁ   । ଜଣେ ମହିଳା  ପୂର୍ବରୁ ଟି.ଟି. ନେଇଥିଲେ  ତାଙ୍କୁ  ପ୍ରସାବ ସମୟରେ  ଟି.ଟି. ଦିଅନ୍ତୁ   ।
  • ୧ ମାସରୁ  କମ୍  ବୟସର  ଶିଶୁ ପାଇଁ ୦.୦୫ ମିଲି.।
  • ଆଇ.ସି.ଡି.ଏସ୍  ସହଯୋଗରେ  ଷାଣ୍ମାସିକ  ଅନ୍ତରରେ  ୧ ରୁ ୫ ବର୍ଷ  ବୟସରେ  ଶିଶୁଙ୍କୁ  ଭିଟାମିନ – ଏ ୨ରୁ ୯ମ ମାତ୍ରା  ଦିଆଯାଇପାରିବ   ।
  • ଗର୍ଭବତୀ ମହିଳାମାନେ  ଟିଟନାସ ନିଜକୁ  ତଥା  ନିଜ  ଶିଶୁକୁ  ସୁରକ୍ଷା  ଦେବା  ଆବଶ୍ୟକ   ।

ଆଧାର – ରାଜ୍ୟ ସମାଜ ମଙ୍ଗଳ ବୋର୍ଡ, ଓଡ଼ିଶା

2.90909090909
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top