ହୋମ / ସ୍ଵାସ୍ଥ୍ୟ / ପ୍ରାଥମିକ ଚିକତ୍ସା
ସେଆର କରନ୍ତୁ

ପ୍ରାଥମିକ ଚିକତ୍ସା

ଏହି ପୋର୍ଟାଲ ରେ ବିଭିନ୍ନ ପ୍ରାଥମିକ ଚିକିତ୍ସା ସମ୍ବନ୍ଧରେ ବିସ୍ତ୍ରୁତ ଭାବରେ ବର୍ଣନା କରାଯାଇଛି

ବୁଡି ଗଲେ ପ୍ରାଥମିକ ଚିକିତ୍ସା
ବୁଡି ଗଲେ ପ୍ରାଥମିକ ଚିକିତ୍ସା
ପ୍ରାଥମିକ ଚିକିତ୍ସା ବା ସହାୟତାର କାର୍ଯ୍ୟ ପ୍ରଣାଳୀ
ପ୍ରାଥମିକ ଚିକିତ୍ସା ବା ସହାୟତା ପ୍ରଦାନର ଉଦ୍ଦେଶ୍ୟ
କ୍ଷତ ଓ ରକ୍ତସ୍ରାବ
କ୍ଷତ ପାଇଁ ମୁଖ୍ୟ ବିପଦ ଓ ତାହାର ଉପଚାର
ସକ୍ ଚିକିତ୍ସା
ସକ୍ ନାମକ ଏକ ଚିକିତ୍ସା କି ଜରୁରୀ ବ୍ୟାବସ୍ଥା ସୃଷ୍ଟି ହୋଇଥାଏ
ସ୍ନାୟବିକ ପ୍ରଣାଳୀ ଓ ଚେତନାହାନୀ
ସ୍ନାୟୁବିକ ପ୍ରଣାଳୀ କେତେ ପ୍ରକାର, ଲକ୍ଷଣ ଓ ତାର ଉପଚାର ବିଷୟରେ ବର୍ଣ୍ଣନା କରାଯାଇଛି ।
ପୋଡା ଘା
ଯେକୌଣସି କାରଣରୁ ପୋଡିଗଲେ ତା'ର ଉପଚାର କିପରି କରାଯିବ ସେ ସମ୍ବନ୍ଧରେ ସୂଚନା ଏଠାରେ ଉପଲବ୍ଧ ।
ଡ୍ରେସିଂ ଓ ପଟି
ଡ୍ରେସିଂ ଓ ପଟି କରିବାର ପ୍ରଣାଳୀ
ବିଷକ୍ରିୟା
ଯେଉଁ ପଦାର୍ଥ କିଞ୍ଚିତ ମାତ୍ରାରେ ଶରୀରରେ ପ୍ରବେଶ କରି ଅସୁସ୍ଥତା ସୃଷ୍ଟି କରେ ଏବଂ ମୃତ୍ୟୁର କାରଣ ମଧ୍ୟ ହୋଇଥାଏ, ତାହାକୁ ‘ବିଷ’ କୁହାଯାଏ ।
ଜଣ୍ଡିସ୍ ର ଘରୋଇ ଚିକିତ୍ସା
ବର୍ତ୍ତମାନ ଜଣ୍ଡିସ୍ ଏକ ପ୍ରମୁଖ ରୋଗ ଭାବରେ ମୁଣ୍ଡ ଟେକିଛି । ଅସ୍ଵାସ୍ଥ୍ୟକର ପରିବେଶ, ଦୂଷିତ ଜଳପାନ ଏବଂ ଭୂତାଣୁ ଏ ରୋଗର ମୂଳ କାରଣ । ଏହାକୁ ଏକ ଭୂତାଣୁଜନିତ ସଂକ୍ରମିତ ରୋଗ କୁହାଯାଉଥିଲେ ହେଁ ଏ ରୋଗର ଆହୁରି ଅନେକ କରାଣ ରହିଛି । ଶରୀରରେ ଥିବା ଲୋହିତ ରକ୍ତକଣିକା ବିଶେଷମାତ୍ରାରେ ନଷ୍ଟ ହେଲେ ଏ ରୋଗ ହୋଇଥାଏ ।
ତରଳ ଝାଡ଼ା
ଖାଦ୍ୟ ପଦାର୍ଥ ଠିକ୍ ଭାବରେ ହଜମ ନହେଲେ କିମ୍ବା ପଚାସଢା ଖାଦ୍ୟ ଖାଇବା ଦ୍ଵାରା ହଇଜା ହୋଇଥାଏ ।
ନେବିଗତିଓଂ
Back to top