ହୋମ / ସ୍ଵାସ୍ଥ୍ୟ / ପ୍ରାଥମିକ ଚିକତ୍ସା
ସେଆର କରନ୍ତୁ

ପ୍ରାଥମିକ ଚିକତ୍ସା

ଏହି ପୋର୍ଟାଲ ରେ ବିଭିନ୍ନ ପ୍ରାଥମିକ ଚିକିତ୍ସା ସମ୍ବନ୍ଧରେ ବିସ୍ତ୍ରୁତ ଭାବରେ ବର୍ଣନା କରାଯାଇଛି

ନିମୋନିଆ
ଥଣ୍ଡା କାଶ କିଛି ପିଲାଙ୍କ ଶରୀରରେ ବହୁତ ଦିନ ପର୍ଯ୍ୟନ୍ତ ଲାଗି ରହିଥାଏ । ଏହିଭଳି ଅବସ୍ଥା ବେଶୀ ଦିନ ଲାଗି ରହିଲେ ଆମେ ତାଙ୍କୁ ନିମୋନିଆ କହିଥାଉ ।
ମ୍ୟାଲେରିଆ
ମ୍ୟାଲେରିଆ ଏକପ୍ରକାର ରୋଗ ଯାହା ସାଧାରଣତଃ ମଶା ଦ୍ଵାରା ହୋଇଥାଏ । ଛୋଟ ପିଲା ଏବଂ ଗର୍ଭାବତୀ ମହିଳମାନଙ୍କ ଦେହରେ ଏହାର ପ୍ରାଦୁର୍ଭାବ ଅଧିକ ।
ଡେଙ୍ଗୁଜ୍ଵର
ଡ଼େଙ୍ଗୁଜ୍ଵର ଏକ ପ୍ରକାର ଭୂତାଣୁ ଜନିତ ରୋଗ ଏହି ଜ୍ଵର ସାଧାରଣତଃ ମଶା ଦ୍ଵାରା ଆହତ ବ୍ୟକ୍ତିରୁ ଭଲ ଲୋକ ଦେହକୁ ବ୍ୟାପେ ।
ଶ୍ଵାସରୁଦ୍ଧ
ବେଳେ ବେଳେ କୌଣସି କାରଣ ରୁ ମନୁଷ୍ୟ ନିଃଶ୍ଵାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରେ ଯାହାକୁ ଆମେ ଶ୍ଵାସରୁଦ୍ଧ ବୋଲି କହୁ ।
ମନୁଷ୍ୟ ଶରୀର ଗଠନ ଓ ତାହାର କାର୍ଯ୍ୟ
ମନୁଷ୍ୟ ଶରୀରରେ ୨୦୬ ଖଣ୍ଡ ହାଡ, ଉପାସ୍ଥି, ଅସ୍ଥି ବନ୍ଧନୀ ର ମାଂସପେଶୀ ଦ୍ଵାରା ବାନ୍ଧି ହୋଇ କଙ୍କାଳ ର ଆକୃତି ପ୍ରଦାନ କରିଥାଏ ।
ଜୀବନରକ୍ଷାକାରୀ ପ୍ରଣାଳୀ
ଦୁର୍ଘଟଣାରେ ଆହତ କିମ୍ବା ହଠାତ୍ ଅସୁସ୍ଥା ହୋଇ ପଡିଥିବା ବ୍ୟକ୍ତିଙ୍କର ଅବସ୍ଥା ଅତ୍ୟନ୍ତ ସଙ୍ଗଟାପନ୍ନ ହୋଇଥିଲେ, ପ୍ରଥମେ ତାଙ୍କର ଜୀବନରକ୍ଷା ଜରୁରୀ ହୋଇଥାଏ ।
ଅସ୍ଥି ଭଗ୍ନ
ହାଡ଼ ଭାଙ୍ଗିଯିବା, ଫାଟିଯିବା କିମ୍ବା ଦବିଯିବାକୁ ଅସ୍ଥିଭଙ୍ଗ କୁହାଯାଏ ।
ମାଂସପେଶୀ ଓ ଖଞ୍ଜାର ଆଘାତ
କୌଣସି ଅଧିକ ଓଜନ ଥିବା ବସ୍ତୁକୁ ଅସାବଧାନତାରେ ଉଠାଇବା ଦ୍ଵାରା ସେଥିପାଇଁ କାର୍ଯ୍ୟକରୁଥିବା ମାଂସପେଶୀ କ୍ଷତିଗ୍ରସ୍ଥ ହୋଇଯାଏ ।
ପ୍ରାଥମିକ ଚିକିତ୍ସା ପରାମର୍ଶ
ବିଭିନ୍ନ ପ୍ରାଥମିକ ଚିକିତ୍ସା ଉପାୟ ବିଶେଷ ସୂଚନା ।
ଆହତ ବ୍ୟକ୍ତିର ସ୍ଥାନାନ୍ତରୀକରଣ
ଆହତ ବ୍ୟକ୍ତିର ସ୍ଥାନାନ୍ତରୀକରଣ ର ସୁଚନା
ନେବିଗତିଓଂ
Back to top