ହୋମ / ସ୍ଵାସ୍ଥ୍ୟ / ମାନସିକ ସ୍ୱାସ୍ଥ୍ୟ
ସେଆର କରନ୍ତୁ

ମାନସିକ ସ୍ୱାସ୍ଥ୍ୟ

ମାନସିକ ସ୍ୱାସ୍ଥ୍ୟ

ରାଷ୍ଟ୍ରୀୟ ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ
ରାଷ୍ଟ୍ରୀୟ ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ମାନସିକ ସ୍ବାସ୍ଥ୍ୟ ସେବା ଜିସା ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ
ମାନସିକ ସ୍ବାସ୍ଥ୍ୟ ଗୁରୁତ୍ବ
ମାନସିକ ସ୍ବାସ୍ଥ୍ୟ ଗୁରୁତ୍ବ ମାନସିକ ସ୍ବାସ୍ଥ୍ୟ କାହିଁକି ଗୁରୁତ୍ବପୂର୍ଣ ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର କ୍ରିୟlନ୍ବୟନ ପାଇଁ ଆସୁଥିବା ସମସ୍ୟl ମାନସିକ ରୋଗ କାହିଁକି ହୁଏ ? ମାନସିକ ସ୍ବାସ୍ଥ୍ୟକୁ ନେଇ ଡବଲୁଏଚଓର ପ୍ରତିକ୍ରିୟା
ମାନସିକ ରିଟାର୍ଡେସନ
ମାନସିକ ରିଟାର୍ଡେସନ କଣ ? ଏମଆର ସମ୍ପର୍କିତ ବିବରଣୀ ମାନସିକ ରିଟାର୍ଡେସନର ବର୍ଗ ମୃଦୁ ମାନସିକ ରିଟାର୍ଡେସନ ମଧ୍ୟମ ମାନସିକ ରିଟ୍ରାଡେସନ ସିଭିୟର ମାନସିକ ରିଟାର୍ଡେସନ ପ୍ରଫାଉଣ୍ଡ ମାନସିକ ରିଟାର୍ଡେସନ ମାନସିକ ରିଟାର୍ଡେସନର କାରଣ ମାନସିକ ରିଟାର୍ଡେସନର ଲକ୍ଷଣ
ମାନସିକ ଶକ୍ତିର ବିକାଶ
ଆତ୍ମାର ବିଭିନ୍ନ ଶକ୍ତିର ଅଭିବ୍ୟକ୍ତିର ନାମହିଁ ମନ , ବୃଦ୍ଧି ଓ ସଂସ୍କାର ।
ପିଲାଙ୍କ ଚିଡଚିଡ଼ାଗୁଣ ମାନସିକ ସ୍ଥିତିକୁ ପ୍ରାଭାବିତ କରିଥାଏ ।
କେତେକ ପିଲାଙ୍କାଠାରେ ଚିଡଚିଡ଼ା ଗୁଣ ଦେଖିବାକୁ ମିଳେ ।ବେଳେବେଳେ କିଛି ପିଲା କଥା କଥାକେ ଚିଡିଯାଆନ୍ତି ଏଭଳି ସମସ୍ୟା ଦୀର୍ଘ ଦିନ ଧରି ଲାଗି ରହିଲେ ତାହା ସଂପୃକ୍ତ ପିଲାର ମାନସିକ ସ୍ଥିତିକୁ ପ୍ରଭାବିତ କରିଥାଏ ।
ଅବସାଦ
ଅବସାଦ ଏକ ମାନସିକ ସମସ୍ୟା । ଯାହାକୁ ପ୍ରଥମରୁ ଚିକିତ୍ସା କରାନଗଲେ ରୋଗୀର ଅଧିକ କ୍ଷତି ହେବାର ଆଶଙ୍କା ଥାଏ ।
କ୍ରୋଧ ନିୟନ୍ତ୍ରଣ ପାଇଁ ରହିଛି ଅନେକ ଉପାୟ
କ୍ରୋଧ ନିୟନ୍ତ୍ରଣ ପାଇଁ ରହିଥିବା ଅନେକ ଉପାୟା,ଏହି ସମ୍ପର୍କରେ ଜାଣନ୍ତୁ ।
ଆତ୍ମହତ୍ୟା ପ୍ରବଣତା
ଅବିବାହିତ, ବେକାରୀ ଓ କର୍ମରୋଜଗାର ଆତ୍ମହତ୍ୟାର ଆଶଙ୍କାକୁ ବଢାଇଥାଏ । ଏହିପରି ବ୍ୟକ୍ତିମାନଙ୍କ ଉପରେ ମାନସିକ ଚାପ ପଡିଲେ, ଆତ୍ମହତ୍ୟା ଇଚ୍ଛା ତ୍ୱରାନ୍ୱିତ ହୋଇଥାଏ ।
ମାନସିକ ଉତ୍କଣ୍ଠା
ଅତ୍ୟଧିକ ମାନସିକ ଉତ୍କଣ୍ଠାକୁ ଡାକ୍ତରୀ ଭାଷାରେ ଜେନେରାଲାଇଜଡ୍ ଆଙ୍କଜାଇଟି ଡିଜଅର୍ଡର ବୋଲି କୁହାଯାଏ । ଏହାର ସଂକ୍ଷିପ୍ତ ନାମ ହେଉଛି ଜି.ଏ.ଡି ।
ମାନସିକ ସ୍ୱାସ୍ଥ୍ୟସେବାର ସ୍ଥିତି ଓ ବ୍ୟବସ୍ଥା
ଭାରତ ହେଉଛି ପୃଥିବୀରେ ଏକମାତ୍ର ଦେଶ ଯିଏକି ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ନିଜର ସାଧାରଣ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେସାମିଲ କରିଛି ।
ନେବିଗତିଓଂ
Back to top