ହୋମ / ସ୍ଵାସ୍ଥ୍ୟ / ମାନସିକ ସ୍ୱାସ୍ଥ୍ୟ / ପିଲାଙ୍କ ଚିଡଚିଡ଼ାଗୁଣ ମାନସିକ ସ୍ଥିତିକୁ ପ୍ରାଭାବିତ କରିଥାଏ ।
ସେଆର କରନ୍ତୁ

ପିଲାଙ୍କ ଚିଡଚିଡ଼ାଗୁଣ ମାନସିକ ସ୍ଥିତିକୁ ପ୍ରାଭାବିତ କରିଥାଏ ।

କେତେକ ପିଲାଙ୍କାଠାରେ ଚିଡଚିଡ଼ା ଗୁଣ ଦେଖିବାକୁ ମିଳେ ।ବେଳେବେଳେ କିଛି ପିଲା କଥା କଥାକେ ଚିଡିଯାଆନ୍ତି ଏଭଳି ସମସ୍ୟା ଦୀର୍ଘ ଦିନ ଧରି ଲାଗି ରହିଲେ ତାହା ସଂପୃକ୍ତ ପିଲାର ମାନସିକ ସ୍ଥିତିକୁ ପ୍ରଭାବିତ କରିଥାଏ ।

ଉପକ୍ରମ

କେତେକ ପିଲାଙ୍କାଠାରେ ଚିଡଚିଡ଼ା ଗୁଣ ଦେଖିବାକୁ ମିଳେ । ବେଳେବେଳେ କିଛି ପିଲା କଥା କଥାକେଚିଡିଯାଆନ୍ତି । ସମୟକ୍ରମେ ଏହା ସେମାନଙ୍କର ଅଭ୍ୟାସରେ ପରିଣତ ହୋଇଥାଏ । ନିକଟରେ ଏ ସମ୍ପର୍କରେ ହୋଇଥିବା ଗବେଷଣାରୁ ଆମେରିକୀୟ ବିଶେଷଜ୍ଞମାନେ ଏକ ନୂଆ ତଥ୍ୟ ଖୋଜି ପାଇଛନ୍ତି । ସେମାନରେ କହିଛନ୍ତି ଯେ, ଜଣେ ପିଲା ଯଦି ସବୁବେଳେ ଚିଡିଚିଡ଼ା ହୁଏ, ତେବେ ତାହା ତା’ର ଏକ ମାନସିକ ସମସ୍ୟା ବୋଲି ଧରି ନିଆଯାଏ । ଏଭଳି ସମସ୍ୟା ଦୀର୍ଘ ଦିନ ଧରି ଲାଗି ରହିଲେ ତାହା ସଂପୃକ୍ତ ପିଲାର ମାନସିକ ସ୍ଥିତିକୁ ପ୍ରଭାବିତ କରିଥାଏ ।

ଉପଚାର

ଆମେରିକାର ଚିକାଗୋସ୍ଥିତ ନର୍ଥୱେଷ୍ଟର୍ନ ୟୁନିଭର୍ସିଟିର ମାନସିକ ରୋଗ ବିଶେଷାଜ୍ଞମାନେ ଅଧିକାଂଶ ସମୟ ଚିଡଚିଡ଼ା ଗୁଣ ପ୍ରକାଶ କରୁଥିବା ପିଲାଙ୍କ ମାନସିକ ସ୍ଥିତିକୁ ତନ୍ନତନ୍ନ ପରୀକ୍ଷା କରିଥିଲେ । ଯଦି ଜଣେ ପିଲାଠାରେ ବରମ୍ଭାର ଚିଡଚିଡ଼ା ସ୍ଵଭାବ ଦେଖାବାକୁ ମିଳେ ତେବେ ତାହାକୁ ମାନସିକ ରୋଗର ପ୍ରାରମ୍ଭିକ ଲକ୍ଷଣ ବୋଲି ଧରିନିଆଯାଏ ବୋଲି କହିଥିଲେ । ଏଭଳି ସମସ୍ୟା ଦେଖାଦେଲେ ତୁରନ୍ତ ଅଭିଜ୍ଞ ମାନସିକ ରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ଆବଶ୍ୟକ ବୋଲି ପ୍ରକାଶିତ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ଆଧାର

ଧରିତ୍ରୀ

3.0
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Has Vikaspedia helped you?
Share your experiences with us !!!
To continue to home page click here
Back to top