ହୋମ / ସ୍ଵାସ୍ଥ୍ୟ / ମାନସିକ ସ୍ୱାସ୍ଥ୍ୟ / ମାନସିକତାଙ୍କୁ ପ୍ରାଭାବିତ କରେ ସ୍ମାର୍ଟଫୋନ୍
ସେଆର କରନ୍ତୁ

ମାନସିକତାଙ୍କୁ ପ୍ରାଭାବିତ କରେ ସ୍ମାର୍ଟଫୋନ୍

ଅଧିକାଂଶ ସମୟ ସ୍ମାର୍ଟଫୋନ୍ ରେ କଥା ହେବା ଦ୍ଵାରା ମାନସିକ ସ୍ଥିତି ଅସନ୍ତୁଳିତ ରହିଥାଏ ।

ସ୍ମାର୍ଟଫୋନ୍

ମାନସିକତା ସକାରାତ୍ମତ୍କ ରହିଲେ ତାହାର ସୁପ୍ରଭାବ କାର୍ଯ୍ୟଦକ୍ଷତା ଏପରିକି ଜୀବନଶୈଳୀ ଉପରେ ପଡିଥାଏ । ମାନସିକତାର ସ୍ମାର୍ଟଫୋନ୍ ସହ ମଧ୍ୟ ସମ୍ପର୍କ ରହିଛି । ଯଦି ଜଣେ ବ୍ୟକ୍ତି ଅଧିକାଂଶ ସମୟ ସ୍ମାର୍ଟଫୋନ୍ ବ୍ୟବହାର କାରନ୍ତ ତେବେ ତାହାର ନକାରାତ୍ମକ ପ୍ରଭାବ ଲାଗିବା, କାର୍ଯ୍ୟ କରିବାକୁ ଆଗ୍ରହ ସୃଷ୍ଟି ନ ହେବା ପରି ସମସ୍ୟା ଦେଖାଦେଇଥାଏ ।

ସର୍ଭେ ରିପୋର୍ଟ

ଏଭଳି ତଥ୍ୟ ଉଲ୍ଲେଖ କରାଯାଇଛି ସଦ୍ୟତମ ସର୍ଭେ ରିପୋର୍ଟରେ । ‘ସ୍ମାର୍ଟଫୋନ୍ ଏବଂ ମାନସିକତା’କୁ ନେଇଆମେରିକୀୟ ମନୋବିଜ୍ଞାନୀମାନେ ଏକ ସର୍ଭେ କରିଥିଲେ । ଏହି ସର୍ଭେ ପରିସରଭୁକ୍ତ ବ୍ୟକ୍ତିଙ୍କର( ଯେଉଁମାନେ ଅଧିକାଂଶ ସମୟ ସ୍ମାର୍ଟଫୋନ୍ ରେ କଥା ହେଉଥିଲେ ଅଥବା ବ୍ୟବହାର କରୁଥିଲେ ମାନସିକତା କିପରି ରହୁଛି ତାହାକୁ ତନ୍ନ ତନ୍ନ କରି ପରୀକ୍ଷା କରଯାଇଥିଲା । ଏମାନଙ୍କ ମଧ୍ୟାରୂ ପ୍ରାୟ ୪୫ପ୍ରତିଶତ ବ୍ୟକ୍ତିଙ୍କ ମାନସିକତା ନକାରାତ୍ମକ ଥିଲା ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ଅଧିକାଂଶ ସମୟ ସ୍ମାର୍ଟଫୋନ୍ ରେ କଥା ହେବା ଦ୍ଵାରା ବେଳେବେଳେ ମାନସିକ ସ୍ଥିତି ଅସନ୍ତୁଳିତ ରହିଥାଏ । ଫଳତଃ ସଂପୃକ୍ତ ବ୍ୟକ୍ତିଙ୍କର କାର୍ଯ୍ୟଧାରା ପ୍ରଭାବିତ ହୋଇଥାଏ । ବୋଲି ଉକ୍ତ ସର୍ଭେ ରିପୋର୍ଟରେ କୁହାଯାଇଛି ।

ଆଧାର

ଧରିତ୍ରୀ

2.55555555556
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top