ସେଆର କରନ୍ତୁ

ଯୋଗ

ଯୋଗ ଦ୍ଵାରା ରୋଗ ନିୟନ୍ତ୍ରଣ ସମ୍ବନ୍ଧୀୟ ସୂଚନା ।

ରାଜଯୋଗ ଦ୍ଵାରା ରୋଗ ନିୟନ୍ତ୍ରଣ
ରାଜଯୋଗ ଅଭ୍ୟାସର ବିଧି ଓ ରୋଗ ନିୟନ୍ତ୍ରଣ ସମ୍ବନ୍ଧୀୟ ସୂଚନା ।
ଯୋଗ ଉଦ୍ୟୋଗୀଙ୍କ ଜୀବନର ଏକଅବିଭାଜ୍ୟ ଅଙ୍ଗ ହେବା ଉଚିତ : ଚାରିଟି କାରଣ
ସୃଜନଶୀଳତାକୁ ବଢାଇବାରେ, ଚିନ୍ତାକୁ କମାଇ ମନର ଶାନ୍ତିଆଣିବାରେ, ଦିନର ଶେଷରେ ବ୍ୟକ୍ତିର ଉତ୍ପାଦନକ୍ଷମତା କୁ ବଢାଇବାରେ ଏବଂ ଏକସୁସ୍ଥ ଓ ବଳିଷ୍ଠ ମାନସିକତା ତିଆରି କରିବାରେ ଯୋଗ ସାହାଯ୍ୟ କରିଥାଏ ।
ଯୋଗ କରନ୍ତୁ, ଫିଟ୍ ରୁହନ୍ତୁ
ବ୍ୟସ୍ତମୟ ଜୀବନରୁ କିଛି ସମୟ ବାହାର କରି ପ୍ରତିଦିନ କିଛି ଯୋଗ କରିବା ଉଚିତ।
ଯୋଗ ଦୂରାଏ ଶାରୀରିକ ପ୍ରଦାହ
ଯୋଗ ଓ ଆକ୍ୟୁପଙ୍କଚର ଭଳି କେତେକ ଲୋକପ୍ରିୟ ଅଣ- ଔଷଧୀୟ ଚିକିତ୍ସା ପଦ୍ଧତି ଦ୍ଵାରା ପିଠି ଓ ବେକ ଯନ୍ତ୍ରଣା ଅଷ୍ଚିଓଆର୍ଥ୍ରିଟିସ୍ ଏବଂ ମାଇଗ୍ରେନ୍ ଭଳି ସ୍ଥାୟୀ ରୋଗ ଦୂର ହୋଇପାରେ ବୋଲି ଗବେଷକମାନେ ମତ ଦେଇଛନ୍ତି ।
ଶରୀରକୁସୁସ୍ଥା ରଖେ ମୁଦ୍ରା ଆସନ
ମୁଦ୍ରା ଚିକିତ୍ସାସ ଦ୍ଵାରା ଲୋକ ବିନା ଖର୍ଚ୍ଚରେ ନିଜକୁ ସୁସ୍ଥ ରଖିପାରିବେ ।
ଅଣ୍ଟା ବିନ୍ଧା ହେଉଥିଲେ ଯୋଗ କରନ୍ତୁ
ଅଣ୍ଟା ବିନ୍ଧା ହେଉଥିଲେ ଯୋଗ କରିବାକୁ ଭୁଲନ୍ତୁ ନାହିଁ
ଜୀବନକୁ ସହଜ କରିବାର ଉପାୟ
ଯେତେ ସମ୍ଭବ ଜୀବନକୁ ସହଜ ଓ ସରଲ କରିବା ଆବଶ୍ୟକତା ରହିଛି । ଏଥିପାଇଁ କେତୋଟି ଉପାୟ ନିହାତି ଅପନାଇବାକୁ ପଡିବ ।
ସୁସ୍ଥ ମେରୁଦଣ୍ଡ ପାଇଁ ଧନୁରାସନ
ତଳିପେଟ ବଢ଼ୁଥିଲେ, ଅଣ୍ଟାରେ ଯନ୍ତ୍ରଣା ଅନୁଭବ ହେଉଥିଲେ କିମ୍ବା ଶ୍ୱାସ ରୋଗ ସମସ୍ୟା ଥିଲେ ଧନୁରାସନ ପ୍ରତିଦିନ ସକାଳେ କିଛି ସମୟ କରନ୍ତୁ।
ସାତ ଦିନ ମଧ୍ୟରେ ପାଆନ୍ତୁ ଜିମ୍‌ ପରି ଫିଟ୍‌ ଶରୀର
ବଡିବିଲଡିଂ ପାଇଁ କଠିନ ବ୍ୟାୟାମ ସହ ସଠିକ୍‌ ଡାଏଟ୍‌ ଜରୁରୀ
ବଡିବିଲଡିଂ କରିବା ପାଇଁ ହେଲେ କଠିନ ବ୍ୟାୟାମ ସହ ଶରୀରକୁ ଉପଯୁକ୍ତ ପରିମାଣର ଡାଏଟ୍‌ର ମଧ୍ୟ ଆବଶ୍ୟକତା ରହିଛି।
ନେବିଗତିଓଂ
Back to top