ହୋମ / ସ୍ଵାସ୍ଥ୍ୟ / ସ୍ୱାସ୍ଥ୍ୟ ମଂଚ / ଆୟୁଷ / ହୋମିଓପ୍ୟାଥି ଓ ପ୍ରାକୃତିକ ଚିକିତ୍ସା
ସେଆର କରନ୍ତୁ

ହୋମିଓପ୍ୟାଥି ଓ ପ୍ରାକୃତିକ ଚିକିତ୍ସା

ହୋମିଓପ୍ୟାଥି ଓ ପ୍ରାକୃତିକ ଚିକିତ୍ସା

କାହା ଦ୍ବାରା ପୋଷ୍ଟ କରାଯ଼ାଇଛି Vikaspediaodisha at May 23. 2016

ପ୍ରାକୃତିକ ଚିକିତ୍ସା ଜର୍ମାନୀ ଏବଂ ଅନ୍ୟ ପାଶ୍ଚାତ୍ୟ ଦେଶଗୁଡିକରେ ପ୍ରଥମେ ଜଳ ଚିକିତ୍ସାରୁ ଆରମ୍ଭ ହୋଇଥିଲା । ଜଳ ଚିକିତ୍ସାକୁ ବିଶ୍ଵ ବିଖ୍ୟାତ କରାଇଥିଲେ ଭିନସେଣ୍ଟ ପ୍ରେସନିଜ । ୧୮୯୫ ମସିହାରେ ପ୍ରାକୃତିକ ଚିକିତ୍ସା ର ଆରମ୍ଭ କରାଯାଇଥିଲା । କ୍ରମେ ବିଭିନ୍ନ ଦେଶର ଚିକିତ୍ସକ ମାନେ  ଏହାର ପ୍ରୟୋଗ କରିବା ସହ ଏଥିରେ କିଛି କିଛି ଉପଚାର ଯୋଗ କରିଥିଲେ ଓ ଏହି ଚିକିତ୍ସାପଦ୍ଧତିର ଉନ୍ନତି ବିଧାନ କରିଥିଲେ । ଜାତିର ଜଣକ ମହାତ୍ମା ଗାନ୍ଧୀ ଏହି ଚିକିତ୍ସା ପଦ୍ଧତିରେ ଆଗ୍ରହୀ ହେବା ପରେ ପ୍ରାକୃତିକ ଚିକିତ୍ସା ଆମ ଦେଶରେ ପ୍ରସାର ଲାଭ କରିଥିଲା । ମହାରାଷ୍ଟ୍ର ପ୍ରଦେଶର ପୁନେ ଜିଲ୍ଲାର ଉରୁଲି କଞ୍ଚନ ଠାରେ ଗାନ୍ଧୀଜୀ ଗୋଟିଏ ପ୍ରାକୃତିକ ଚିକିତ୍ସା ହସ୍ପିଟାଲ ମଧ୍ୟ ସ୍ଥାପନ କରିଥିଲେ ଏବଂ ହସ୍ପିଟାଲ ଟି ମଧ୍ୟ ସକ୍ରିୟ ରହିଛି ।

You are an anonymous user. If you want, you can insert your name in this comment.
( ଆବଶ୍ଯକ)
Enter the word
ନେବିଗତିଓଂ
Back to top