ସେଆର କରନ୍ତୁ

ରୋଗ

ଶରୀର କିମ୍ବା ତାର କୌଣସି ଅଂଶ କାର୍ଯ୍ୟ କରିବା ବନ୍ଦ କରିଦିଏ କିମ୍ବା ବ୍ୟକ୍ତି କାର୍ଯ୍ୟ କରିବାକୁ ଇଚ୍ଛା କରେନାହିଁ ସେତେବେଳେ ରୋଗ ଶବ୍ଦର ବ୍ୟବହାର କରାଯାଏ । ସାଧାରଣତଃ ରୋଗକୁ ତିନି ଭାଗରେ ବିଭକ୍ତ କରାଯାଇ ପାରେ, ଏଗୁଡିକ ହେଲା ଶରୀର ଭିତରେ ସଂକ୍ରମଣ ଦ୍ଵାରା ରୋଗ, ବାହ୍ୟ ସଂକ୍ରମଣ ଏବଂ ଅନ୍ୟ କେତେକ ଅଜଣା କାରଣରୁ ହୋଇଥିବା ରୋଗ ସମ୍ବନ୍ଧରେ ଏହି ପୋର୍ଟାଲରେ ସ୍ଥାନ ଦିଆଯାଇଛି ।

ଶୀତଦିନିୟା ରୋଗ
ଶୀତଦିନେ ସ୍ଵାସ୍ଥ୍ୟର ଯତ୍ନ ଶରୀର ପକ୍ଷେ କ୍ଷତିକାରକ ଶୀତଦିନିୟା କୁହୁଡି ଶୀତଦିନିୟା ନିଦ୍ରାହୀନତା ଶୀତଦିନିୟା ପେଟ ରୋଗ
କର୍କଟ ରୋଗ
କର୍କଟ ରୋଗ ଏକ ପ୍ରକାର ଦୃତ ବୃଦ୍ଧି ସମ୍ପନ୍ନ ଅର୍ବୁଦ ରୋଗ ଯେଉଁଥିରେ କୋଷମାନଙ୍କର ଅସ୍ଵଭାବିକ ଭାବରେ ଦୃତ ଗତିରେ ବୃଦ୍ଧି ପାଇଥାଏ, ଏଥିପାଇଁ ସଚେତନତା ଆବଶ୍ୟକ ।
ଫ୍ଲୋରୋସିସ୍‌
ଫ୍ଲୋରୋସିସ୍‌ ସମ୍ବନ୍ଧୀୟ କିଛି ଜାଣିବା କଥା ଏଠାରେ ଦିଅ ଯାଇଛି ।
ଜଣ୍ଡିସ୍
ଜଣ୍ଡିସ୍ ରୋଗର କାରଣ ଲକ୍ଷଣ ଏବଂ ନିରାକରଣ ସମ୍ବନ୍ଧରେ ଏହିଠାରେ ବିବରଣୀ ପ୍ରଦାନ କରାଯାଇଛି ।
ମଧୁମେହ
ଏବେ ମଧୁମେହ ସାରା ବିଶ୍ଵରେ ଆତଙ୍କ ସୃଷ୍ଟି କରିଛି । ପଶ୍ଚିମ ଅଞ୍ଚଳରେ ଟାଇପ - ୧ ମଧୁମେହ ବେଶି ଦେଖା ଯାଉଥିବା ବେଳେ ଭାରତରେ ଟାଇପ -୨ ମଧୁମେହ ବେଶି ଦେଖାଯାଏ ।
ଫାଇଲେରିଆ
ଏହି ପୋର୍ଟାଲରେ ଫାଇଲେରିଆ ରୋଗ ତାର ଗୁଣ, ଚିହ୍ନ, ଲକ୍ଷଣ, ବିକାରୀ ଶରୀର କ୍ରିୟା, ସଂକ୍ରମଣ, ପ୍ରତିଷେଧକ, ଚିକିତ୍ସା, ଔଷଧ ସମ୍ବନ୍ଧରେ ସୂଚନା ଦିଆ ଯାଇଛି ।
ଟନସିଲାଇଟିସ
ଟନସିଲାଇଟିସ ସାଧାରଣ ଚିହ୍ନ ଓ ଲକ୍ଷଣ, ନିର୍ଣ୍ଣୟ, ଚିକିତ୍ସା
ଏଡସ୍
ଏଡସ୍ ସାରା ବିଶ୍ଵରେ ଆତଙ୍କ ସୃଷ୍ଟି କରିଛି । ବର୍ତମାନ ସୁଦ୍ଧା ଏଡସ ପାଇଁ ସେପରି କୌଣସି ନିରାକରଣ ବାହାର କରାଯାଇ ପାରିନାହିଁ, କେବଳ ଏହା ପାଇଁ ସଚେତନତା ଆବଶ୍ୟକ ।
ଡେଙ୍ଗୁ
ଏହି ପୋର୍ଟାଲ ରେ ଡେଙ୍ଗୁ ରୋଗର ପ୍ରତିରୋଧ ଓ ନିୟନ୍ତ୍ରଣ ସମ୍ବନ୍ଧରେ ସୂଚନା ଦିଆହୋଇଛି ।
କୃମି ଜନିତ ରୋଗ
କୃମି ଜନିତ ରୋଗ ସମ୍ପର୍କରେ ଜରୁରୀ ତଥ୍ୟ
ନେବିଗତିଓଂ
Back to top