ସେଆର କରନ୍ତୁ

ବୃକକ ରୋଗର ନିରୂପଣ

ବୃକକ ରୋଗର ନିରୂପଣ ର ସୂଚନା

ଉଚିତ ସମୟରେ ଚିକିତ୍ସା ଅନେକ ଜୀବନ ରକ୍ଷାକରିପାରେ ।ଏହି ଉକ୍ତି ବୃକକ ଚିକିତ୍ସା କ୍ଷେତ୍ରରେ ପୁରାପୁରି ସତ୍ୟ । କ୍ରନିକ୍ ବୃକକ ରୋଗ ପୁରା ମାତ୍ରାରେ ଭଲ ହୋଇ ନଥାଏ ଏବଂ ଶେଷ ଅବସ୍ଥାର କିଡ଼ନୀ ରୋଗ ହୋଇଥାଏ । ଏହିପରି କିଡନୀ ରୋଗରେ ଆକ୍ରା' ବ୍ୟକ୍ତି କ୍ଷେତ୍ରରେ ଲକ୍ଷଣ ଦେଖାନଯାଇପାରେ, ଉଦାହରଣ ସ୍ଵରୂପ କୌଣସି ଲକ୍ଷଣ ଦେଖାନଯିବା । ଯଦି ବୃକକ ରୋଗୀଙ୍କୁ ଉଚିତ ସମୟ ବା ଆରମ୍ଭ ଅବସୁ’ରେ ଚିକିତ୍ସା କରାଯାଏ ତେବେ ଠିକ୍ ସମୟରେ ଡ଼ାକ୍ତରୀ ଚିକିତ୍ସା କରାଯାଇପାରେ । ତେଣୁ ତୁର' ଡାକ୍ତରୀ ଚିକିତ୍ସା କରାଇବା ଉଚିତ ।

କେଉଁମାନେ ନିଜର ବୃକକ ଜଗିବା ଉଚିତ ?

କେଉଁମାନଙ୍କ କ୍ଷେତ୍ରରେ ବୃକକ ରୋଗ ହେବାର ମାତ୍ରାଧୁକ ସମ୍ମାବନା ଥାଏ । ବୃକକ ରୋଗ କାହାରିକୁ ମଧ୍ୟ ହୋଇପାରେ କି ବିପଦ ହେବ ଯଦି :
  • ବ୍ୟକ୍ତିର ବୃକକ ରୋଗର ଲକ୍ଷଣ ଦେଖାଯାଏ ।
  • ଯଦି ବ୍ୟକ୍ତି ଜଣକ ମଧୁମେହ ରୋଗରେ ଆକ୍ରା ହୋଇଥାଏ ।
  • ଯଦି ବ୍ୟକ୍ତି ର ମାନସିକ ଚାପ ବା ଉଚ୍ଚ ରକ୍ତଚାପ ରହୁଥାଏ ।
  • ବଂଶାନୁକ୍ରମିକ ବୃକକ ରୋଗ, ମଧୁମେହ ଏବଂ ଉଚ୍ଚ ରକ୍ତଚାପ ରହୁଥାଏ ।
  • ଯଦି ବ୍ୟକ୍ତି ଜଣକ ଧୂମପାନକାରୀ, ମୋଟା କିମା ୬୦ ବର୍ଷରୁ ଉର୍ଦ୍ଧ୍ଵ ବୟସର ହୋଇଥାଆଁ ।
  • ଯଦି ଯନ୍ତ୍ରଣା ଉପସମକାରୀ ଔଷଧକୁ ଦୀର୍ଘଦିନ ଧରି ବ୍ୟବହାର କରୁଥାଆଁ ।
  • ଯଦି ଅତୀତରୁ ୟୁରିନାରୀ ଟ୍ରାକରେ କୌଣସି କନଜେନିଟାଲ ଖରାପ ଦେଖାଯାଇଥାଏ । ଦେଖାଯାଏ ଯେ, ଏହିପରି ଅଧୁକ ବିପଦ ରହୁଥବା ବ୍ୟକ୍ତିଙ୍କ କ୍ଷେତ୍ରରେ ପ୍ରାଥମିକ ପର୍ଯ୍ୟାୟରୁ ବୃକକ୍ ରୋଗର ନିରୂପଣ ହେବା ଉଚିତ ।

କିପରି ବୃକକ ରୋଗ ନିରୂପଣ କରିବ ? କେଉଁ ପ୍ରକାରର ନିଦାନ ସାଧାରଣତଃ କରାଯାଏ ?

ବିଭିନ୍ନ ପ୍ରକାର ବୃକକ ରୋଗର ନିରୂପଣ ପାଇଁ ଚିକିସୂକ ବ୍ୟକ୍ତିର ଆମୁଳଚୂଳ ଇତିହାସ ପଚାରି ବୁଝି’ ।ରୋଗୀକୁ ପ୍ରାଳଭାବେ ପରୀକ୍ଷା କରିବା, ରକ୍ତ ଚାପ ମାପିବା ତା'ପରେ ଉପଯୁକ୍ତ ଆବଶ୍ୟକୀୟ ପରୀକ୍ଷା ସବୁ କରିବାପାଇଁ ପରାମର୍ଶ ଦେବା ଉଚିତ । ଅତ୍ୟାବଶ୍ୟକ ପରୀକ୍ଷାଗୁଡିକ ହେଉଛି ପରିଶ୍ରା ପରୀକ୍ଷା, ରକ୍ତ ପରୀକ୍ଷା ଏବଂ ବିକିରଣ ପରୀକ୍ଷା ।

ପରିଶ୍ରା ପରୀକ୍ଷା

ଭିନ୍ନ ଭିନ୍ନ ପ୍ରକାରର ପରିଶ୍ରା ପରୀକ୍ଷା ଭିନ୍ନ ଭିନ୍ନ ପ୍ରକାରର ରୋଗ ନିରୂପଣ କରିବାରେ ବିଶେଷ ସହାୟକ  ହୋଇଥାଏ |

ପରିଶ୍ରା ପରୀକ୍ଷା

  • ଏହା ଏକ ସାଧାରଣ କର୍ମ ଖଇଁ ବିଶିଷ୍ଟ, ଏବଂ ଅତି ଆବଶ୍ୟକ ରୋଗ ନିରୂପଣ ପଦ୍ଧOର ପରୀକ୍ଷା
  • ପରିଶ୍ରା ପରୀକ୍ଷାରେ ଅସ୍ଵାଭାବିକତା ବା ଅସାମସ୍ୟତା ଦେଖାଦେଲେ ତାହା ବୃକକ ଖରାପ ହେବାର ଏକ ସୂଚନା ପ୍ରଦାନ କରିପାରେ କି ସାଧାରଣ ପରିଶ୍ରା ପରୀକ୍ଷା ସଠିକ ବୃକକ ରୋଗ ନିରୂପଣ କରିପାରେ ନାହିଁ ।
  • ପରିଶ୍ରାରେ ପୃଷ୍ଟିସାରର ଉପସ୍ଥିତି (ପ୍ରୋଟେନ୍ୟୁରିଆ) ବିଭିନ୍ନ ବୃକକ ରୋଗରେ ଦେଖାଯାଏ । ଏହାକୁ ଅଣଦେଖା କରିବା ଉଚିତ ନୁହେଁ । ପରିଶ୍ରାରେ ପୃଷ୍ଟିସାରର ଉପସ୍ଥିତି ହେଉଛି ପ୍ରାଥମିକ, ମୁଖ୍ୟ ଏବଂ (କ୍ରନିକ ବୃକକ ରୋଗର ଏକମାତ୍ର ସତର୍କ ସୂଚନା ଏପରିକି ହୃଦରୋଗର ମଧ) ଉଦାହରଣ ସ୍ୱରୂପ (ପ୍ରୋଟେନ୍ୟୁରିଆ) ହେଉଛି ମଧୁମେହ ରୋଗୀଙ୍କ କ୍ଷେତ୍ରରେ ବୃକକ ନଷ୍ଟ ହେବାର ପ୍ରାଥମିକ ଲକ୍ଷଣ ।
  • ପରିଶ୍ରାରେ ପୂଜା ପଡିବା ପରିଶ୍ରା ସଂକ୍ରମଣକୁ ସୂଚିତ କରେ ।
  • ପରିଶ୍ରମରେ ପୃଷ୍ଟିସାର ଏବଂ ଲୋହିତ ରକ୍ତ କଣିକାର ଉପସ୍ଥିତି ବୃକକ ଫୁଲିଯିବା ପରି ରୋଗର ଲକ୍ଷଣ ଭାବରେ ସୂଚିତ କରେ । (ଉଦାହରଣ ସ୍ଵରୂପ ଗ୍ଲୋମେରୁଲନେଫ୍ରାଇଟିସ୍)

ମାଇକ୍ରୋଆଲବୁମିନୁରିଆ

ମାଇକ୍ରୋଆଲବୁମିନୁରିଆ ମାନେ ପରିଶ୍ରାରେ ଖୁବ କମ ପରିମାଣର ପୃଷ୍ଟିସାର ନିର୍ଗତ ହେବାର ଲକ୍ଷଣ । ଏହି ପରୀକ୍ଷା ଦ୍ବାରା ମଧୁମେହ ରୋଗ ଯୋଗୁଁ ବୃକକ ଖରାପ ହୋଇଛି କି ନାହିଁ ତାହା ପ୍ରାଥମିକ ସ୍ତରରୁ ଜଣାପଡିଥାଏ । ଉଚିତ ଏବଂ ନ୍ୟାୟ ସଂଗତ ଚିକିତ୍ସା ଦ୍ବାରା ଏହି ସ୍ତରରେ ଅବା ରୋଗ ପୁରାପୁରି ଭଲ ହୋଇଯାଇପାରେ । ଏହି ସ୍ତରରେ ପରିଶ୍ରା ପରୀକ୍ଷାରେ ପ୍ରୋଟିନର ମାତ୍ରା ନଥୁବାର ସମ୍ଭାବନା ମଧ୍ୟ ଥାଏ ।

ଭିନ୍ନ ପ୍ରକାର ପରିଶ୍ରା ପରୀକ୍ଷା :

ପୃଷ୍ଟିସାର ପରିମାଣ ପରିଶ୍ରାରେ କେତେ ରହୁଛି ଜାଣିବା ପାଇଁ ୨୪ ghanta ର ପରିଶ୍ରା ସଂଗ୍ରହ କରି ସମୁଦାୟ କେତେ ପରିମାଣର ପରିଶ୍ରା ଓ କେତେ ମାତ୍ରାରେ ପୃଷ୍ଟିସାର ନିର୍ଗତ ହେଉଛି ତାର ଏକ କୋଠାସ୍ ହିସାବ ପାଇବାପାଇଁ ଏ ପ୍ରକାରର ପରିଶ୍ରା ପରୀକ୍ଷା ଜରୁରୀ । ଏହି ପରିଶ୍ରା ମାଧ୍ୟମରେ ରୋଗୀର ପୃଷ୍ଟିସାର କମିଗଲେ କିପରି ଉଚିତ ଚିକିତ୍ସା କରାଯାଇପାରିବ ଏବଂ କେତେ ମାତ୍ରାରେ ରୋଗୀ ରୋଗରେ ଆକ୍ରା’ ହୋଇଛି ତାହାର ଏକ ସଠିକ ନିର୍ଣ୍ଣୟ କରାଯାଇପାରିବ ।

ଉତ୍କର୍ଷ ଅନୁଶୀଳନ ଏବଂ ସମ୍ବେଦିନଶୀଳ ପରୀକ୍ଷା

କେଉଁ ପ୍ରକାରର ବିଜାଣୁ ପରିଶ୍ରା ସଂକ୍ରମଣ ପାଇଁ ଦାୟୀ, ସଂକ୍ରମଣର ମାତ୍ରାଧକତା ଏବଂ କେଉଁ ପ୍ରକାରର ଆ0ବାୟୋଟିକ ଉଚିତ ଫଳପ୍ରଦ ହେବ ତାହା ନିରୂପଣ କରିବା ପାଇଁ ଏହି ପରୀକ୍ଷା କରାଯାଏ ଏବଂ ଏହା ୪୨ ରୁ ୭୨ ଘO। ସମୟ ନେଇଥାଏ ଏବଂ ଏହା ଗୁରୁତ୍ବପୂର୍ଣ୍ଣ ସୂଚନା ପ୍ରଦାନ କରେ । ଏସିଡ ଫାଷ୍ଟ ବ୍ୟାସିଲି ଜାଣିବାପାଇଁ ପରିଶ୍ରା ପରୀକ୍ଷା : ଏହିପ୍ରକାରର ପରୀକ୍ଷା ୟୁରିନାରୀ ଟ୍ରାକର ଟ୍ୟୁବରକ୍ଲୋସିସ୍ ରୋଗ ଜାଣିବା ପାଇଁ ଅତି ଆବଶ୍ୟକ ।

ରକ୍ତ ପରୀକ୍ଷା

ବିଭିନ୍ନ ପ୍ରକାରର ବୃକକ ରୋଗର ସଠିକ ନିରୂପଣ ପାଇଁ ବହୁ ପ୍ରକାରର ରକ୍ତ ପରୀକ୍ଷା କରିବା ଅତ୍ୟ' ଆବଶ୍ଯକ ।
  • କ୍ରିଏଟିନିନ ଏବଂ ୟୁରିଆ - କ୍ରିଏଟିନିନ ଏବଂ ୟୁରିଆର ଉପସ୍ଥିତି ମାତ୍ରା ବୃକକର କାର୍ଯ୍ୟକ୍ଷମତାକୁ ସୂଚିତ କରେ । କ୍ରିଏଟିନ ଓ ୟୁରିଆ ହେଉଛି ଦୁଇଟି ଅନାବଶ୍ୟକ ଦ୍ରବ୍ୟ ବା ଉତ୍ପାଦ ଯାହାକି ବୃକକ ମାଧ୍ୟମରେ ରକ୍ତରୁ ନିଷ୍କାସିତ ହୋଇଥାଏ । ଯେତେବେଳେ ବୃକକ କାର୍ଯ୍ୟକରିବାରେ ଶିଥୁଳତା ଦେଖାଏ ସେତେବେଳେ ରକ୍ତରେ କ୍ରିଏଟିନିନ ଓ ୟୁରିଆର ମାତ୍ରା ବୃଦ୍ଧି ପାଇଥାଏ । ସାଧାରଣ ମାତ୍ର ସେରମ କ୍ରିଏଟିନ ର ହେଉଛି ୦.୯ ରୁ ୧.୪ ମି.ଗ୍ରା । ଡ଼.ଏଲ ଏବଂ ୟୁରିଆର ମାତ୍ରା ହେଉଛି ୨୦ରୁ ୪୦ ମି.ଗ୍ରା/ ଡ଼ି.ଏଲ । ତେଣୁ ଏହାର ପରିମାଣ ବୃଦ୍ଧି ବୃକକ ଅକାମୀ ହେବାର ସୂଚନା ଦିଏ । କ୍ରିଏଟିନିନ୍ତ ମାତ୍ରା ହେଉଛି ବୃକକ ର କାର୍ଯ୍ୟକ୍ଷମତା ଜାଣିବାର ଏକ ଭରସା ଯୋଗ୍ୟ ନିରିକ୍ଷଣ ପଦ୍ଧତି । ରକ୍ତରେ ୟୁରିଆ ମାତ୍ରାଠାରୁ ମଧ୍ୟ ଅଧକ ଭରସାଯୋଗ୍ୟ ।
  • ହିମୋଗ୍ଲୋବିନ - ସୁସ୍ଥ ବୃକକ ଲୋହିତ ରକ୍ତ କଣିକା ଉତ୍ପାଦନ କରେ । ସେଥରେ ହିମୋଗ୍ଲୋବିନ କମ୍ ଥାଏ ସେତେବେଳେ ଜଣେ ବ୍ୟକ୍ତି ରକ୍ତହୀନତାର ଶିକାର ହୁଏ । କ୍ରମାଗତ ରକ୍ତହୀନତା ବୃକକ ରୋଗର ଏକ ଗୁରୁତ୍ବପୂର୍ଣ ସାଧାରଣ ଲକ୍ଷଣ ।
ଅନ୍ୟାନ୍ୟ ରକ୍ତ  ପରୀକ୍ଷା  : ବିଭିନ୍ନ ପ୍ରକାରର ରକ୍ତ ପରୀକ୍ଷା ବୃକକ ରୋଗରେ ଆକ୍ରା’ ଲୋକଙ୍କର କରାଯାଏ ଯଥା : ରକ୍ତରେ

ରାଡିଓଲୋଜି ପରୀକ୍ଷା (ରନ ରଶ୍ମି ପରୀକ୍ଷା)

  • ବୃକକର ଅଲଟ୍ରାସାଉଣ୍ଡ : ଅଲଟ୍ରାସାଉଣ୍ଡ ପରୀକ୍ଷା ହେଉଛି ଏକ ସାଧାରଣ, ଅତ୍ୟାବଶ୍ୟକ ଅତିଶୀଘ୍ର ଏବଂ ସୁରକ୍ଷିତ ପରୀକ୍ଷା ପଦ୍ଧତି ଯାହା ମାଧମରେ ବହୁତ ଗୁରୁତ୍ବପୂର୍ଣ୍ଣ ସୂଚନା ମିଳିଥାଏ । ଯଥା : ବୃକକର ଆକାର, ଅର୍ଜୁଦର ଉପସ୍ଥିତି, ପଥୁରୀ କିମା ଟ୍ୟୁମର ଅଛି କି ନାହିଁ ଜଣାପଡିଯାଏ । ଅଲଟ୍ରାସାଉଣ୍ଡ ମଧ୍ୟ ପରିଶ୍ରାର ଧାରା କେଉଁ ସ୍ଥାନରେ ଅବରୋଧ ହେଉଛି, ତାହା ବୃକକ ମଧ୍ୟରେ କିମ୍ବା ବୃକକ ଦ୍ବାରରେ ଅଥବା ଥଳିରେ ତାହା ମଧ୍ୟ ଜଣାଇ ଦେଇପାରେ । କ୍ରନିକ ବୃକକ କାର୍ଯ୍ୟହୀନ ହେଲେ ଉଭୟ ପଟ ବୃକକ ସାଧାରଣଭାବେ ଆକାରରେ ଛୋଟ ହୋଇଯାଏ ।
  • ତଳିପେଟର ଏକସ-ରେ: ଏ ପରୀକ୍ଷା ମାଧମରେ ପରିଶ୍ରା ସିଷ୍ଟମରେ ପଥୁରିର ଉପସ୍ଥିତି ସଂପର୍କରେ ।
  • ଏହା ଏକପ୍ରକାରର ଏକସ-ରେ ପରୀକ୍ଷା । ଏହି ପରୀକ୍ଷାରେ ଅନୁପାତ ଓପେକ ଆୟୋଡିନ କଣେoନିଙ୍ଗ ଡ଼ାୟ (ଏକପ୍ରକାର ତରଳ ଦ୍ରବ୍ୟ ଯାହାକି ଏକ୍ସ-ରେ ଫିଲ୍ମରେ ଦେଖାଯାଏ> ତାକୁ ହାଡ଼ ର ମୁଖ୍ୟ ଧମନୀରେ ଇଞ୍ଜେକସନ ମାଧମରେ ପ୍ରବେଶ କରାଯାଇଥାଏ । ଏହି ତୃୟ ଇକେସନ ରକ୍ତ ମାଧମରେ ବୃକକରେ ପ୍ରବେଶକରି ପରିଶା ଦ୍ବାରା ନିଷ୍କାସିତ ହୁଏ । ତେଣୁ ପରିଶ୍ରା ରେଡିଓଓପେକରେ ପରିବା0ତ ହୁଏ । ଏବଂ ଏହା ପରିଶ୍ରାର ମାଧ୍ୟମ ଗୁଡିକୁ ଦର୍ଶାଇଥାଏ । ଉଦାହରଣ ସ୍ଵରୂପ ବୃକକ, ପରିଶ୍ରାନଳୀ ଏବଂ ପରିଶ୍ରା ଥଳି ଇତ୍ୟାଦିକୁ ଦର୍ଶାଇଥାଏ । କ୍ରମାନୁସାରେ ହେଉଥବା କେତେଗୁଡିଏ ଏକସ-ରେ ଚିତ୍ର ଏକ ନିର୍ଦିଷ୍ଟ ସମୟ ଅରାଳରେ ନେବାଦ୍ବାରା ୟୁରିନାରୀ ସିଷ୍ଟମର ଏକ ଗଠନ ଓ କାର୍ଯ୍ୟ ସମ୍ବନ୍ଧରେ ଏକ ମତ ଦେଇଥାଏ । ଓ୦ଟ ଆଇ ଭି ୟୁରିହେଲସ୍ ବା ପ୍ରକାଶ କରେ ବିଭିନ୍ନ ଅସୁବିଧା ସଂପର୍କରେ ଯଥା : ପଥୁରୀ, ଅବରୋଧ, ଟ୍ୟୁମର ଏବଂ ବୃକକର କାର୍ଯ୍ୟ ଏବଂ ଅବସ୍ଥିତ ସମ୍ବନ୍ଧରେ ଏକ ବଳିଷ୍ଟ ସୂଚନା ପ୍ରଦାନକରେ ଏବଂ ଅସଙ୍ଗତିକୁ ମଧ୍ୟ ଦର୍ଶାଏ ।
  • ବୃକକ କାର୍ଯ୍ୟ କରିବାକୁ ଅକ୍ଷମ ହେବା ସମୟରେ ଆଇ ଭି ୟୁ ପରୀକ୍ଷା କରିବା ପାଇଁ ପରାମର୍ଶ ଦିଆଯାଏ ନାହିଁ କାରଣ Cଇକେଟେଡ ଡ଼ାଏ୬ ଅକ୍ସକାର୍ଯ୍ୟ କରୁଥବା ବୃକକର କ୍ଷତି ପହOଇବାର ସମ୍ଭାବନା ଥାଏ ବୃକକ ଅଚଳ ହେବାକୁ ଆରମ୍ଭ କରିବା ସମୟରେ ନିଷ୍କାସିତ ହେଉଥବା ଡାଏ ସଠିକ ମାତ୍ରା ନହୋଇପାରେ । ତେଣୁ ପରିଶ୍ରାର ଲକ୍ଷ୍ୟ ହେଉଛି ମୁତ୍ରାଶୟ ଏବଂ ତତ୍ ସଲଗ୍ନ ଅଂଶର ବିଶେଷ କ୍ଷତି ହୋଇଛି କି ନାହିଁ ତାହା ଜାଣିବା । ଗର୍ଭଧାରଣ ସମୟରେ ଏହି ପରୀକ୍ଷା ବର୍ଜନୀୟ କାରଣ ଯେହେତୁ ଅଲଟ୍ରାସାଉଣ୍ଡ ଏବଂ ସିଟି ସ୍କାନ ପରି ପଦ୍ଧତିର ବ୍ୟବହାର ହୋଇପାରୁଛି ତେଣୁ ଏହା ବହୁତ କମ୍ ମାତ୍ରାରେ ବ୍ୟବହାର କରାଯାଉଛି ।

  • ସିନ୍ଧେଷ୍ଟାୟୁରେଥ୍ରୋଗ୍ରାମ (ଏସ୍.ସି.ୟୁ) ପରୀକ୍ଷା ପିଲାମାନଙ୍କର ମୂତ୍ରନଳୀ ସଂକ୍ରମଣର ମାତ୍ରା ନିର୍ଣ୍ଣୟ କରିବାପାଇଁ ଅତ୍ୟ' ଆବଶ୍ୟକ । ଏହି ପ୍ରକାରର ଅତ୍ୟାବଶ୍ୟକ ଏକସ-ରେ ପରୀକ୍ଷାରେ ପରେ କ୍ୟାପେଟର (ମୂତ୍ର ନିଷ୍କାସିତ ପାଇପ୍ ସହ କୃତ୍ରିମ ଥଳୀ) କୁ ବାହାର କରିଦିଆଯାଏ ଏବଂ ରୋଗୀକୁ ପରିଶ୍ରା କରିବାକୁ ଜୁହାଯାଏ । ମୂତ୍ରଥଳୀ ବା ବ୍ଲାଡ଼ର ଏବଂ ୟୁରେଥାର ବାହ୍ୟରେଖା ଦେଖାଇଥାଏ ଯେତେବେଳେ ଏକ ସ-ରେ କରାଯାଏ । ଏହି ପରୀକ୍ଷା ମାଧ୍ୟମରେ ଦେଖାଯାଏ ଯେ ପ୍ରକୃତରେ କେତେ ପରିମାଣର ପରିଶ୍ରା ୟୁରେଟାର ଏପରିକି ବୃକକ ପର୍ଯ୍ୟ ଫେରିଆସୁଛି ତାହା ଜଣାପଡେ । ଏହାକୁ (ଭେଷକୋୟୁରେଟ୍ରାଲ ରିଫେକ୍ଳ କୁହାଯାଏ) ଏବଂ ୟୁରିନାରି ବ୍ଳଡ଼ର ଏବଂ ୟୁରେଥର ଅସଙ୍ଗତିକୁ ମଧ୍ୟ ଜଣାଇବାରେ ସାହାଯ୍ୟ କରିଥାଏ ।
  • ଅନ୍ୟ ରନ ରଶ୍ମି ପରୀକ୍ଷା : ବୃକକର କେତେକ ଅସୁବିଧା ଗୁଡିକର ରୋଗ ନିର୍ଣ୍ଣୟ କରିବା ପାଇଁ କେତେକ ମୁଖ୍ୟ ପରୀକ୍ଷା କରାଇବାର ଆବଶ୍ୟକତା ରହିଛି । ଯଥା : ବୃକକର ସିଟି ସ୍କାନ, ୟୁରିନାରୀ ଟ୍ରାକ, ରେନାଲ ଡୋପଲର, ରେଡିଓ ନିୟୁକ୍ତିୟର ବିଶେଷଣ, ରେନାଲ ଆଓଗ୍ରାଫି, ଆ0ଗ୍ରେଡ଼ ଏବଂ ରେଟ୍ରୋଗ୍ରେଡ଼ ୟୋଲୋଗ୍ରାଫି ପରୀକ୍ଷାମାନ ।
  • ଅନ୍ୟାନ୍ୟ  ମୁଖ୍ୟ  ପରୀକ୍ଷା

    ବୃକକ ବାୟୋପ୍ସି

    ସିଣ୍ଡ୍ରୋଷ୍ଟାସ୍କୋପି ଏବଂ ୟୁରୋଡାୟନାମିକସ୍ ହେଉଛି ମୁଖ୍ୟ ପରୀକ୍ଷା ଯାହାକି କେତେକ ବୃକକ ଅନିୟମିତତା ବା ଅସୁବିଧାର ପ୍ରକୃତ ଏବଂ ସଠିକ ନିରୂପଣ ପାଇଁ ଅତ୍ୟ: ଆବଶ୍ୟକ । ଚୂଳକ ବାୟୋପ୍ସି କିଡନୀ ବାୟୋପ୍ସିରେ ଛୁOଦ୍ବାରା କିଡନୀ ଟିସୁରୁ ଏକ ଛୋଟ ଖଣ୍ଡ କଢାଯାଇ ମାଇକ୍ରୋସ୍କୋପରେ ପରୀକ୍ଷା କରାଯାଏ । ଏହାଦ୍ବାରା ରୋଗର ପ୍ରକୃତ କାରଣ ଜଣାଯାଇଥାଏ ।

    କେତେବେଳେ କିଡନୀ ବାୟୋପ୍ସି କରିବାକୁ ପରାମର୍ଶ ଦିଆଯାଏ ?

    କେତେକ ବୃକକ ରୋଗର ସଠିକ କାରଣ ନିର୍ଣ୍ଣୟ କରିବାରେବଳେ ତା’ର ପୁରା ଇତିହାସ ଏବଂ ସେଥୁପାଇଁ କରାଯାଇଥୁବା ବିଭିନ୍ନ ପରୀକ୍ଷାରୁ ଯଦି କୌଣସି ସଠିକ୍ ତଥ୍ୟ ନ ମିଳେ ବା ସଠିକ କାରଣ ନିର୍ବାରିତ ହୋଇନପାରେ ସେତେବେଳେ ଏହି ପରୀକ୍ଷା ସଠିକ ରୋଗ ନିରୂପଣ କରିପାରେ । ଏହି ସୂଚନା ଆଧାରରେ ଡ଼ାକ୍ତର ରୋଗର ଉପଯୁକ୍ତ ଚିକିସ୍ତା, ଚିକିସ୍ଥାର ସ୍ତର, ରୋଗର ମାର୍ଗଦର୍ଶନ କରିବା ସହିତ ସେମାନଙ୍କ ପରିବାରକୁ ରୋଗର ତୀବ୍ରତା ଓ ରୋଗର କୋର୍ସ ବିଷୟରେ ଜଣାଇ ନିରାକରଣ ନିମନ୍ତେ ଯୋଜନା କର' ।

    କେଉଁ ରେଟକନିକ ଦ୍ଵାରା ବ୍ଲକକ ବାୟୋପ୍ସି କରାଯାଏ ?

    ପରକ୍ୟୁଟାନିୟମ ଛୁO ବାୟୋପ୍ସି ହେଉଛି ଏକ ସାଧାରଣ ମାର୍ଗ । ଯେଉଁଥୁରେ ହୋଲୋ ଛୁO ଚର୍ମ ମାଧ୍ୟମରେ କିଡନୀଯାଏ ଫୋଡାଯାଏ । ଅନ୍ୟଏକ କୃଚିତ ବ୍ୟବହୃତ ମାଧ୍ୟମ ହେଉଛି ଅସ୍ତ୍ରୋପଚାର

    କିପରି କିଡନୀ ବା ବୃକକ ବାୟୋପ୍ସି କରାଯାଏ

     

      ରୋଗୀ ଡ଼ାକ୍ତରଖାନାରେ ଭା0ହେବା ପରେ ତା’ର ସମ୍ମତି ନିଆଯାଏ ।
    • ବାୟୋପ୍ସି କରିବାବେଳେ ରକ୍ତ ଜମାଟ ବାନ୍ଧିବା ଏବଂ ରକ୍ତଚାପ ସବୁ ସାଧାରଣ ରହିବା ଉପରେ ପ୍ରାଥମିକତା ଗୁରୁତ୍ଵ ଦେବା ଉଚିତ । ଯଦି ରକ୍ତ ଜମାଟ ବାନ୍ଧି ଯାଉଥୁବା ପାଇଁ କୌଣସି ଔଷଧ ଖାଉଥା" (ଉଦାହରଣ - ଆସ୍ପିରିନ୬ ତେବେ ପରୀକ୍ଷାର ଦୁଇ ସପ୍ତାହ ପୂର୍ବରୁ ବନ୍ଦ କରିବା ଉଚିତ ।
    • ରୋଗୀକୁ ମୁହଁ ମାଡି ଶୋଇବାକୁ କୁହାଯାଏ । ପେଟ, ଆବଜମିନ ସନ୍ଦିତ ଏକ ତକିଆ ବା ତଉଲିଆ ମାଧ୍ୟମରେ ତିରା ଦିଆଯାଏ । ରୋଗୀ ଏହି ସମୟରେ ପୁରା ସଚେତନ ଥାଏ । କି ଛୁଆମାନଙ୍କ କ୍ଷେତ୍ରରେ ବୃକକ ବାୟୋପ୍ସି କଲାବେଳେ ନିଶେତକ ଦିଆଯାଏ ଫଳରେ ପିଲାମାନେ ଚେତାରେ ନଥା' ।
    • ଚର୍ମର ଉପରିଭାଗ ପୁରା ସଫାକରି ସାରିବାପରେ ବାୟୋପ୍ସି ସ୍ନାନକୁ ଲୋକାଲ ନିଶ୍ରେତକ ମାଧ୍ୟମରେ ବଧୂରା କରାଯାଏ, ଯାହାଫଳରେ ରୋଗୀକୁ କଷ୍ଟ ହେବନାହିଁ ।
    • ହୋଲୋ ବାୟୋପ୍ସି ଛୁO ସାହାଯ୍ୟରେ ୨ଟି କିମ୍ବା ୩ଟି ଛୋଟ ସୁଚାପରି ଖଣ୍ଡ ବୃକକ୍ ରୁ କଢାଯାଏ । ସେହି ଖଣ୍ଡ ଗୁଡିକୁ ହିନ୍ଦେଷ୍ଟାପାଥୋଲୋଜି ପରୀକ୍ଷା ପାଇଁ ପାଥୋଲୋଜିଷ୍ଟ ପାଖକୁ ପଠାଯାଏ ।
    • ବାୟୋପ୍ସି ପରେ ସେହି ସ୍ଥାନକୁ ଚାପ ଦିଆଯାଏ । ଯଦ୍ବାରା ରକ୍ତ କ୍ଷରଣକୁ ବନ୍ଦ କରାଯାଇପାରିବ । ଏହି ପରୀକ୍ଷା ପରେ ରୋଗୀକୁ ଛଅ ରୁ ବାରଘO ପର୍ଯ୍ୟ ଆରାମ କରିବାକୁ ପରାମର୍ଶ ଦିଆଯାଏ ଏବଂ ତା' ପରଦିନ ରୋଗୀକୁ ଡ଼ାକ୍ତରଖାନାରୁ ଛାଡିଦିଆଯାଏ ।
    • ବାୟୋପ୍ସି ପରେ ରୋଗୀକୁ ଦୁଇ ରୁ ଚାରି ସପ୍ତାହ ପର୍ଯ୍ୟ କୌଣସି ଭାରି କାମ ଅଥବା ବ୍ୟାୟାମ, ଶାରୀରିକ ପରିଶ୍ରମ କରିବାରୁ ବାରଣ କରାଯାଇଥାଏ ।

    କିଡନୀ ବା ବୃକକ ବାୟୋପ୍ସି ରେ କୌଣସି ବିପଦ ଅଛି କି ?

    ଅନ୍ୟ ଅସ୍ତ୍ରୋପଚାର ପ୍ରକ୍ରିୟା ପରି କେତେକ ରୋଗୀଙ୍କ କ୍ଷେତ୍ରରେ ସାମାନ୍ୟ ଅସୁବିଧା ଦେଖାଦେଇପାରେ । ଅଳ୍ପ ଯନ୍ତ୍ରଣା, ନାଲି ରଂଗର ପରିଶ୍ରା ଥରେ ବା ଦୁଇଥର ହୋଇପାରେ କି, ଏହା ସ୍ଵତଃ ବନ୍ଦ ହୋଇଥାଏ । କି. କୃଚିତ କ୍ଷେତ୍ରରେ ଯଦି ରକ୍ତକ୍ଷରଣ ବନ୍ଦ ନହେଲା ବା କ୍ରମାଗତ ଭାବରେ ଲାଗିରହେ ତେବେ ଉକ୍ତ ଟ୍ରାନଫ୍ୟୁଜନ ଆବଶ୍ୟକ ହୁଏ । କ୍ବଚିତ କ୍ଷେତ୍ରରେ ଯଦି ମାତ୍ରାଧୁକ ରକ୍ତକ୍ଷରଣ କ୍ରମାଗତ ଭାବରେ ହୋଇଚାଲେ ତେବେ, ଏପରି ପରିସ୍ଥିତିରେ ବୃକକ୍ କୁ ଅସ୍ତ୍ରୋପଚାର ମାଧ୍ୟମରେ ଠିକ କରାଯାଇପାରେ । ବେଳେବେଳେ ସଂଗୃହିତ ବୃକକ ଟିସୁଗୁଡିକ ପରୀକ୍ଷା କରିବା ପାଇଁ ଅନୁପଯୁକ୍ତ ହେଲେ (ତେବେ ଏହା ପ୍ରାୟତଃ ୨୦ ଜଣଙ୍କ ମଧ୍ୟରୁ ଜଣଙ୍କର ହୋଇପାରେ) ତେବେ ଏକ୍ଷେତ୍ରରେ ପୁଣିଥରେ ବାୟୋପ୍ସି କରିବାକୁ  ପଡିଥାଏ

     

    ଆଧାର : ବୃକକ୍ ଶିକ୍ଷା ପ୍ରତିଷ୍ଠାନ

2.97297297297
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top