অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କ୍ରିନିକ ବୃକକ୍ ରୋଗ : କାରଣ

ବିଭିନ୍ନ ପ୍ରକାର ବୃକକ ରୋଗ ମଧ୍ୟରୁ କ୍ରନିକ୍ କିଡନୀ ରୋଗ ହେଉଛି ଅତ୍ୟ' ମାରାମୁକ ରୋଗ ଯାହାପାଇଁ ଡାକ୍ତରୀ ଚିକିତ୍ସାରେ କୌଣସି ପ୍ରତିକାର ନାହିଁ । କ୍ରନିକ ବ୍ଲକକ ରୋଗ ଏବଂ ବୃକକ ଅଚଳାବସ୍ଥା ସାରା ପୃଥୁବୀରେ ଦେଖାଦେଇଛି କି ଖୁବ ସତର୍କତା ଗତିରେ ଏହା ଦେଖାଯାଉଛି କାରଣ ୧୦ ଜଣଙ୍କ ମଧରୁ ଜଣେ ବ୍ୟକ୍ତି କ୍ଷେତ୍ରରେ ଏହି ରୋଗ ଦେଖାଯାଏ । ମଧୁମେହର ବୃଦ୍ଧି, ଉଚ୍ଚ ରକ୍ତଚାପ, ମୋଟାପଣ, ଧୂମପାନ ଓ ମାତ୍ରାଧକ କୋଲେଷ୍ଟେଷ୍ଟାରଲ ହେଉଛି କ୍ରନିକ ବୃକକ ରୋଗ ବୃଦ୍ଧି ପାଇବାର ପ୍ରମୁଖ କାରଣ ।

କ୍ରନିକ ବ୍ଲକକ ରୋଗ କ'ଣ

ଭାସ ମାସ ଓ ବର୍ଷ ବର୍ଷ ଧରି ଯଦି କ୍ରମାଗତ ଭାବରେ ଯଦି ବୃକକ ସ୍ଥାୟୀ ଭାବରେ ଅଚଳ ହୋଇଥାଏ 69699939ão #699 (CKD) @@4199 09869628ago®o ମାତ୍ରା ବୃଦ୍ଧି ଏବଂ ସୋନୋଗ୍ରାଫି ପରୀକ୍ଷାରେ ଯଦି ବୃକକ ଛୋଟ ଅଥବା ସଂକୁଚିତ ହୋଇଥାଏ ତେବେ ଏଗୁଡିକ ହେଉଛି କ୍ରନିକ ବ୍ଲକକ ରୋଗର ସ୍ନାୟୀ ସୂଚନା ।

କ୍ରନିକ୍ ରେନାଲ ଫେଲବ୍ଲ୍ୟୁଅର ପୂର୍ବ ବୃବହୃତ ଏକ ଲୋକପ୍ରିୟ ଶବଦ ଯାହାର ସାମସ୍ୟ କ୍ରନିକ ବ୍ଲକକ୍ ରୋଗ ପରି ଦେଖାଯାଏ । CKD ହେଉଛି ତା’ଠାରୁ ଉନ୍ନତ ଶବଦ କାରଣ ଅକ୍ଷମ ବୃକକ ଏକ ଭ୍ରା’ ଧାରଣା ସୃଷ୍ଟି କରେ ଯେ ବୃକକ ପୁରାପୁରି ଭାବରେ କାମ କରିବା ବନ୍ଦ କରିଦେଇଛି । କିନ୍ତୁ ପ୍ରକୃତରେ ଯେଉଁମାନେ ଏହି ରୋଗରେ ପୀଡିତ ସେମାନଙ୍କ ମଧ୍ୟରୁ ବହୁତ ଲୋକଙ୍କ କ୍ଷେତ୍ରରେ ସ୍ଵଳ୍ପ ଅବା ଅଧା ଅଧ କାର୍ଯ୍ୟ କରିପାରିନଥାଏ କି ପୁରାପୁରି ଭାବରେ କାର୍ଯ୍ୟ ବନ୍ଦ କରିନଥାଏ ।

ବୃକକ ରୋଗର ଶେଷ ପରିଣତି କ'ଣ

କ୍ରନିକ ବୃକକ ରୋଗର ପ୍ରାରମ୍ଭିକ ଅବସ୍ଥାରେ (୫ ସ୍ତରୀୟ ସିକେଡି) ମଧ୍ୟ ବୃକକ ଅଚଳ ହେବାର Øogosolo Sološć (End Stage of Kidney Disease or ESKD) FH169ER GREGngga 66 saīs@62GĘ GR69|Glassis ଅବସ୍ଥାରେ ବୃକକ ପୁରାପୁରି କାର୍ଯ୍ୟ କରିବା ବନ୍ଦ କରିଦିଏ । ସାଧାରଣତଃ ଶତକଡା ୧୨ ଭାଗ ବୃକକ କାର୍ଯ୍ୟକ୍ଷମ ହେବା ଅବସ୍ଥାକୁ ଆସିଲେ ତାହା ବୃକକ ଅଚଳ ହେବାର ଶେଷ ଅବସ୍ଥା ଭାବେ ପରିଗଣିତ ହୋଇଥାଏ ।

କ୍ରନିକ ବ୍ଲକକ ରୋଗର କାରଣ କ’ଣ

ବୃକକ ତାହାର କାର୍ଯ୍ୟ ଅକ୍ଷମତା ଦେଖାଇବା ପଛରେ ମୂଖ୍ୟତଃ ୨ଟି କାରଣ ରହିଛି । ତାହା ସନ୍ଦିତBO SK BB BOS MO 0O । କ୍ରନିକ ବୃକକ ଅଚଳ ହେବାପାଇଁ ଏହି ୨ ଟି କାରଣ ଦୁଇ-ତୃତୀୟାଂଶ ଦାୟୀ । ମୂଖ୍ୟ ଏବଂ ଅନ୍ୟାନ୍ୟ କାରଣ ଗୁଡିକ ନିମ୍ନରେ ଦିଆଗଲା ।

ମଧୁମେୟ ରୋଗ: ମଧୁମେୟ ରୋଗ ହେଉଛି ବୃକକ ଅଚଳ ହେବାର ମୁଖ୍ୟ କାରଣ । ଯଦି  ଗଣନା କରାଯାଏ ତେବେ ୩୫ ରୁ ୪୦ ଭାଗ ଲୋକଙ୍କୁ ମଧୁମେହ କାରଣରୁ କ୍ରନିକ ରୋଗ ହୋଇଥାଏ । ମଧୁମେହରେ ଆକ୍ରା' ପ୍ରତ୍ୟେକ ୩ୟ ବ୍ୟକ୍ତି, କ୍ରନିକ ବୃକକ ରୋଗ ପ୍ରତି ସତର୍କ ରହିବା ଆବଶ୍ୟକ ।

ଉଚ୍ଚ ରକ୍ତଚାପ : ଅଚିକିସ୍ଥିତ କିମା ଅଳ୍ପ ଚିକିସ୍ଥିତ ଉଚ୍ଚ ରକ୍ତଚାପ ମଧ୍ୟ ସିକେଡି (CKD) ର ଏକ ପ୍ରମୁଖ କାରଣ । ଗଣନାନୁସାରେ ୩୦% ଉଚ୍ଚ ରକ୍ତଚାପ ରୋଗୀ କ୍ରନିକ ବୃକକ ରୋଗ ଦ୍ବାରା ଶିକାର ହୋଇଥାନ୍ତି ।

ଗୋମେରୁଲୋନେଫ୍ରାଟାଇଟିସ୍ : ଅଧକାଶ କ୍ରନିକ ବ୍ଲକକ ରୋଗ ଗ୍ଲୋମେରୁଲୋନେଫ୍ରାଟାଇଟିସ୍ ରୋଗର ପ୍ରାର୍ଦ୍ଧଭାବରୁ ହୋଇଥାଏ ।

ପଲିସିଷ୍ଟିକ ବ୍ଲକକ ରୋଗ : ଏହା ଏକ ସାଧାରଣ ଓ ବଂଶାନୁକ୍ରମିକ ରୋଗ ଯାହାଙ୍କ (CKD୬ ସିକେଡି ଯୋଗୁଁ ହୋଇଥାଏ । ଏଥରେ ଉଭୟ ବୃକକ ର ବହୁତ ଗୁଡିଏ ଅର୍ବୁଦ ଦେଖାଯାଇଥାଏ । ଯଦ୍ବାରା ରୋଗୀ ସିକେଡି (ଉକଉ) ରେ ଆକ୍ରା' ହୋଇଥାଏ ।

ଅନ୍ୟାନ୍ୟ କାରଣ : ବୃକକ ର ପରିପକ୍ବତା, ରେନାଲ ଧମନୀରେ ସଂକୋଚନତା, ପଥୁରୀ ଯୋଗୁ ପରିଶ୍ରାର ଧାରାରେ ବାଧା ସୃଷ୍ଟି ହେବା, ପୋଟେଷ୍ଟ ଗୁଣ୍ଡର ବୃଦ୍ଧି ଘଟିବା, ମାତ୍ରାଧକ ଔଷଧ ସେବନ, ବିଜାତୀୟ ପଦାର୍ଥର ମାତ୍ରାଧକ କ୍ଷରଣ, ବାରମ୍ବାର ସଂକ୍ରମଣର ଶୀକାର ହେବା ଏବଂ ବିଷେଷ କରି ପିଲାମାନଙ୍କ କ୍ଷେତ୍ରରେ ରିଫୁଳ୍ମ ନେଫ୍ଲୋପାଥୁ ଯୋଗୁ ମଧ୍ୟ ସିକେଡି (CKD) ହୋଇଥାଏ ।


ଆଧାର : Kidney Education Foundation

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate