অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଡ଼ାୟଲିସିସ୍

ହେମୋ ଡ଼ାୟଲିସିସ୍

ଶେଷ ସ୍ତରରେ ଅବା ବୃକକ ରୋଗର ଚିକିତ୍ସା ପାଇଁ ହେମୋଡାୟଲିସିସ୍ ଚିକିତ୍ସା ହେଉଛି ସର୍ବୋoମ ଚିକିତ୍ସା । ହେମୋଡ଼ାୟଲିସିସ୍ ର ରକ୍ତ ଡାୟାଲିସିସ୍ ମେସିନ ଏବଂ ଡାୟଲାଇଜର ମାଧ୍ୟମରେ ପରିଷ୍କୃତ ହୁଏ । କିପରି ହେମୋଡାୟଲିସିସ୍ ହୁଏ ? ଅଧକାଶ ହେମୋଡାୟଲିସିସ୍ ଡାୟଲିସିସ୍ ସେOରରେ ଡ଼ାକ୍ତର, ନର୍ସ ଏବଂ ଡ଼ାୟଲିସିସ୍ ଟେକନିସିଆନଙ୍କ ଦ୍ବାରା କରାଯାଇଥାଏ ।ବାନ୍ଧିବାକୁ ଦେଇନଥାଏ ।

o ଡାୟାଲାଇଜର (କୃତ୍ରିମ ବୃକକ ହେଉଛି ଏକ ବିଷେଶ ଛଣାଯନ୍ତ୍ର), ଯାହାକି ମାତ୍ରାଧୁକ ତରଳ ଓ ବର୍ଜ ଉତ୍ପାଦକୁ ବାହାର କରିଦେଇଥାଏ । କିଛି ବିଶେଷ ମିଶ୍ରଣା ଯାହାକୁ ଡ଼ାୟାଲାଇସେଟ୍ କୁହାଯାଏ ଯାହା ଡାୟଲିସିନ ମେସିନ୍ ଦ୍ବାରା ତିଆରି ହୁଏ ତା' ସାହାଯ୍ୟରେ ଡାୟାଲାଇଜର ରକ୍ତକୁ ପରିଷ୍କାର Golo

o ଥରେ ରକ୍ତ ପରିଷ୍କାର ହୋଇଗଲା ପରେ ମେସିନ୍ ତାକୁ ଶରୀରକୁ ପଠାଇ ଦିଏ ।

d ହେମୋଡାୟଲିସିସ୍ ସପ୍ତାହକୁ ୩ଥର କରାଯାଇପାରେ ଏବଂ ପ୍ରତିଥର ଏହି ପ୍ରକ୍ରିୟା ପ୍ରାୟ ୪ ଘଟଣା ଧରି ଚାଲେ ।

ହେମୋତାୟଲିସିସ୍ ପ୍ରଣାଳୀ ସଂପୂର୍ଣ୍ଣ ହେବାପରେ କିପରି ରକ୍ତ ଶୋଧନ କରାଯାଇ ଶରୀରୁ ବାହାର କରାଯାଏ ଓ ପୁଣି ଶରୀରକୁ ରକ୍ତ ଫେରାଇ ନିଆଯାଏ ? ହେମୋଡ଼ାୟଲିସିସ୍ ସଂଗଠିତ କରାଯିବାପାଇଁ ତିନୋଟି ମୂଖ୍ୟ ସାଧାରଣ ପ୍ରକାରର ଭାସ୍କୁଲାର ଆରେକ୍ଟସ୍ ଗୁଡିକ ହେଲା – ସେ0ଲ ଭେନସ୍ କ୍ୟାଥେଟରସ୍, ନେଟିଭ ଆରଟେରିଓ ଭେନସ୍ (ଇo୬ ପିଣ୍ଡୁଲାର ଓ ସିମ୍ବୋନ୍ମଟିକ ଗ୍ରାଫଟସ୍ ।

(ଚିତ୍ର - ବନ୍ଦିରେ ଯାହା ଦିଆଯାଇଛି:

ସେOଲ ଭେନସ୍ କ୍ୟାଥେଟର :

o ହେମୋଡାୟାଲିସିସ୍ ଚିକିତ୍ସା ଶିଘ୍ର ଆରମ୍ଭ କରିବାକୁ ହେଲେ ସେOଲ ଭେନସ କ୍ୟାଥେଟର ଇନସରଟିସନ ହେଉଛି ମୂଖ୍ୟ ସାଧାରଣ ପ୍ରଭାବଶାଳୀ ପ୍ରକ୍ରିୟା ।

o ଭାସ୍କୁଲାର ଆକ୍ଲେସର ଏହି ପ୍ରକ୍ରିୟା ଅଳ୍ପ ସମୟ ପାଇଁ ବ୍ୟବହାର କରାଯାଏ ଯେପର୍ଯ୍ୟ' ପିଣ୍ଡୁଲା କିମ୍ବା ଗ୍ରାଫ୍ ପ୍ରସ୍ତୁତ ନ ହୋଇଛି।

o ହେମୋଡାୟଲିସିସ୍ ପାଇଁ କ୍ୟାଥେଟରକୁ ବେକର ଉଭୟ ପାର୍ଶ୍ଵ ବଡ ଶିରାରେ ଭା0 କରିବାକୁ ପଡ଼େ । ଛାତ କିମ୍ବା ଗୋଡ ନିକଟସୁ ଗ୍ଲୋଇନରେ (ଇoରନାଲ ଜୁଶୁଲାର, ସବକ୍ତାଭିୟାନ୍ ଏବଂ ଫେମୋରାଲ ଭେନସ୍ ରେସପେକଟ୍ଟଭଲି) ଏହି କ୍ୟାଥେଟର ମାଧ୍ୟମରେ ମିନିଟକୁ ୩୦୦ ମି.ଲି. ରକ୍ତ ଡାୟଲିସିସ୍ ପାଇଁ କଢାଯାଇଥାଏ ।

o କ୍ୟାଥେଟର ହେଉଛି ପ୍ଲେକ୍ଟିଚୁଲ, ହୋଲେ ଟ୍ୟୁବସ୍ ଯାହାର ୨ଟି ଲମେନ ଥାଏ । ରକ୍ତ ଗୋଟିଏ ଲୁମେନ ମାଧମରେ ବାହାର କରାଯାଇ ଡାୟଲିସିସ୍ ସରକିଙ୍ଗ୍ ମଧ୍ୟକୁ ପ୍ରବେଶ କରାଇ ଦିଆଯାଏ ଏବଂ ଅନ୍ୟ ଲୁମେନ୍ ମଧ୍ୟଦେଇ ଶରୀରକୁ ଫେରାଇ ଦିଆଯାଏ ।

o ରକ୍ତ ଜମାଟ ବାନ୍ଧି ସଂକ୍ରମଣ ହେବାର ସମ୍ଭାବନା ଅଧୁକ ରହୁଥୁବାରୁ ଭେନସ୍ କ୍ୟାଥେଟର ସ୍ଵଳ୍ପ ସମୟ ଆକ୍ଲେସ୍ ପାଇଁ ବ୍ୟବହାର କରାଯାଏ ।

o ଦୁଇ ପ୍ରକାରର ଭେନସ୍ କ୍ୟାଥେଟର ସର୍ବଦା ମିଳିଥାଏ – ଟୁନେଲଡ (ମାସ ବ୍ୟାପି ବ୍ୟବହୃତ) ନନ-ଟ୍ୟୁନେଲଡ (ସପ୍ତାହ ବ୍ୟାପି ବ୍ୟବହୃତ) ।

୨. ଏ.ଭି. ପିଣ୍ଡୁଲା -

ଆଟେରିଭୋନୋସ୍ କିମ୍ବା ଏ.ଭି. ପିଣ୍ଡୁଲା ହେଉଛି ए.भी.फिस्टुला ସର୍ବୋOମ ଏବଂ ସାଧାରଣ ପ୍ରକ୍ରିୟା ଭାସ୍କୁଲାର ଆକ୍ଲେସ୍

ର ଲମା ସମୟ ହେମୋଡାୟଲିସିସ୍ ପ୍ରକ୍ରିୟା ପାଇଁ । କାରଣ ଏହା ଦୀର୍ଘସ୍ଥାୟୀ ଏବଂ ଏଥରେ ରକ୍ତ ଜମାଟ ବାକ୍ଷେ ନାହିଁ ଓ କମ ସଂକ୍ରମଣ ହୁଏ ।

o ଏ.ଭି ଫିଣ୍ଡୁଲା ପ୍ରଣାଳୀରେ ଧମନୀ ଓ ଶିରାକୁ ସର୍ଜିକାଲି ପରସ୍ପରକୁ ଯୋଡା ଯାଇଥାଏ । ଏ.ଭି. ଫିଣ୍ଡୁଲା ସାଧାରଣତଃ ପାପୁଲି ପାଖ ହାତ ମଧ୍ୟରେ ଯୋଡା ଯାଇଥାଏ ବା ତିଆରି କରାଯାଇଥାଏ । (ରେଡିଆଲ୍ ଧମନୀ କୁ ସେଫାଲିକ ଶିରା ସନ୍ଦିତ ଯୋଡା ଯାଇଥାଏ) । ଅତ୍ୟଧକ ଚାପଦ୍ଵାରା ଧମନୀରୁ ଅଧ୍ୟକ ପରିମାଣର ରକ୍ତ ଶରୀରକୁ ପ୍ରଭାବିତ ହୋଇଥାଏ । କିଛି ସପ୍ତାହ କିମା କିଛି ମାସ ପରେ ଧମନୀ ଡ଼ାଇଲେଟେଡ଼ ହୁଏ ଏବଂ ଅଧକ ରକ୍ତ ବହନ କରି ଥାଏ । ଏହି ପ୍ରଣାଳୀକୁ ମ୍ୟାଚୁରେସନ୍ କୁହାଯାଏ । ଏ.ଭି. ଫିଣ୍ଡୁଲା ପରିପକ୍ବ ହେବାପାଇଁ ସମୟ ଲାଗୁଥୁବାରୁ ଏହା ଯୋଡା ହେବା ସଂଗେ ସଂଗେ ହେମୋଡାୟଲିସିସ୍ ପାଇଁ ବ୍ୟବହାର କରାଯାଏ ନାହିଁ । o ହେମୋଡାୟଲିସିସ୍ ପାଇଁ ଫିଣ୍ଡୁଲା ମଧ୍ୟଦେଇ ୨ ଟି ଲମା-ବୋର ଛୁ,] ବ୍ୟବହାର କରାଯାଏ । ଗୋଟିଏ ଛୁ0 ଡ଼ାଏଲାଇଜର ମଧ୍ୟକୁ ରକ୍ତକୁ ନେଇଥାଏ ଏବଂ ଅନ୍ୟଟି ପରିଷ୍କୃତ ରକ୍ତକୁ ପୁଣି ଶରୀରକୁ ଫେରାଇ ଥାଏ । o ଯଦି ଠିକ ଭାବରେ ରକ୍ଷଣାବେକ୍ଷଣ କରାଯାଏ, ତେବେ ଏ.ଭି. ଫିଣ୍ଡୁଲା ଅନେକ ବର୍ଷ ପର୍ଯ୍ୟ'

କାର୍ଯ୍ୟକ୍ଷମ ରହିଥାଏ । ଏ.ଭି. ଫିଣ୍ଡୁଲା ହାତରେ ରହିଲେ ମଧ୍ୟ ରୋଗୀ ତାର ଦୈନନ୍ଦିନ କାର୍ଯ୍ୟ ସହଜରେ ସାଧାରଣ ଭାବେ କରିପାରେ ।

ଏ.ଭି. ଫିଶୁଲା କାହିଁକି ସ୍ୱତନ୍ତ୍ର ଯନ୍ ଆବଶ୍ୟକ କରେ ? o ଶେଷ ସ୍ତରରେ ଅବା ଜଣେ ସି.କେ.ଡି ଆକ୍ରା' ରୋଗୀ ସର୍ବଦା କ୍ରମାଗତ ଭାବେ ହେମୋଡାୟଲିସିସ୍

o ପ୍ରବେଶ ପଥ ଅବା ବାହୁରେ କୌଣସି ଭାରି ଜିନିଷ ଉଠାଇବା ଅନୁଚିତ ଏବଂ କୌଣସି ଚାପ ଦେବା ମଧ୍ୟ ଅନୁଚିତ । ଏଥୁପ୍ରତି ସତର୍କ ହେବା ଉଚିତ । ଏ.ଭି. ଫିଣ୍ଡୁଲାର ଲାଗିଥବା ବାହୁ ଉପରେ ଭରାଦେଇ ଶୋଇବା ମଧ୍ୟ ଅନୁଚିତ ।

ଏ.ଭି. ଫିଣ୍ଡୁଳାର ଠିକ ଭାବରେ କାମ କରୁଥୁବାର ନିଶ୍ଚିତତା :

o ଜଳଖୁଆ ପୂର୍ବରୁ, ମଧାହ୍ନ ଭୋଜନ ପୂର୍ବରୁ ଏବଂ ରାତ୍ରିଭୋଜନ ପୂର୍ବରୁ ଦିନକୁ ୩ଥର ଏ.ଭି.ଫିଣ୍ଡୁଲାରରେ କ୍ରମାଗତ ଭାବରେ ରକ୍ତର ଧାର ବୋହୁଥୁବାର ସ୍କନ୍ଦନ ମାଧମରେ ଅନୁଭବ କରିବା ଉଚିତ । ଯଦି ସ୍ପନ୍ଦନ ନହୁଏ ତେବେ ତୁର' ତୁମ ଡ଼ାକ୍ତରଙ୍କ ସହ ପରାମର୍ଶକରି କିମା କରିବା ଉଚିତ । ଉଚିତ ସମୟରେ ଅନେଷଣ କରିବା ଦ୍ବାରା ଏ.ଭି. ଫିଣ୍ଡୁଲାର ଅସଫଳତାର ସଂକଟକୁ ବଚ୍ଚାଇଦିଏ । ତେଣୁ ଏଥପ୍ରତି ସତର୍କ ହେବା ଉଚିତ ।

ନିୟମିତ ବ୍ୟାୟାମ :

o ଏ.ଭି. ଫିଣ୍ଡୁଲାର ନିୟମିତ ବ୍ୟାୟାମ ଦ୍ବାରା ବିକଶିତ ହୋଇଥାଏ । ଏପରିକି ହେମୋଡାୟଲିସିସ୍

ପ୍ରାରମ୍ଭରୁ ନିୟମିତ ବ୍ୟାୟାମ ପ୍ରବେଶ ପଥ ଅବା ବାହୁର ଏ.ଭି. ଫିଣ୍ଡୁଲାର କୁ ଶକ୍ତି ପ୍ରଦାନ କଚୋର |

୩. ଗ୍ରାଫ୍ : ଆରଟେରିଓ ଭେନସ୍ ଗ୍ରାଫ୍ ହେଉଛି ଦୀର୍ଘସ୍ନାୟୀ ଡାୟଲିସିସ୍ ପ୍ରବେଶ ପଥ । ଯେତେବେଳେ କୌଣସି ବ୍ୟକ୍ତିର ଏ.ଭି. ଫଣ୍ଡୁଲା ପାଇଁ କୌଣସି ସନ୍ତୋଷଜନକ ଶିରା ନ ମିଳେ ଅଥବା ଏ.ଭି. ଫଣ୍ଡୁଲା କାର୍ଯ୍ୟକ୍ଷମ 00S SS000S 0000S00cS SM MM MSMS

o ଗ୍ରାଫ୍ ପଦ୍ଧତିରେ ଧମନୀକୁ ଶିରା ସହିତ ଶଲ୍ୟଚିକିତ୍ସା ମାଧମରେ ଯୋଡି ଦିଆଯାଇଥାଏ ଗୋଟିଏ ଛୋଟ ନରମ ସିନେଟିକ ଟ୍ୟୁବ ମାଧ୍ୟମରେ ଏହାକୁ ଚର୍ମ ତଳେ ଲଗାଇ ଦିଆଯାଇଥାଏ । ଡାୟଲିସିସ୍ ସମୟରେ ଛୁଠୁକୁ ଗ୍ରାଫ୍‌ରେ ଭା0କରି ଦିଆଯାଇଥାଏ ।

o ଏ.ଭି. ଫିଣ୍ଡୁଲାର ଓ ଏ.ଭି. ଗ୍ରାଫ୍ଟ ସହିତ ତୁଳନା କରାଗଲେ ଏ.ଭି. ଗ୍ରାଫ୍‌ରେ ଅତ୍ୟଧକ ରକ୍ତ ଜମାଟ ଓ ସଂକ୍ରମଣର ଆଶକା ଦେଖା ଦେଇଥାଏ ଏବଂ ଏହା ମଧ୍ୟ ଏ.ଭି. ଫିଣ୍ଡୁଲାର ପରି ଦୀର୍ଘସ୍ନାୟୀ ହୋଇପାରେ ନାହିଁ ।

ହେମୋତାୟଲିସିସ୍ ମେସିନ୍ ରେ କାର୍ଯ୍ୟଗୁଡିକ କ’ଣ ? ନିମ୍ନରେ ହେମୋଡାୟଲିସିସ୍ ମେସିନ ର ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟଗୁଡିକ ଦିଆଗଲା -

o ଏହି ମେସିନ ରକ୍ତ ଉଠାଇବା ସଂଗେ ସଂଗେ ରକ୍ତର ଗତିକୁ ଡାୟାଲାଇଜରକୁ ପରିଷ୍କାର ହେବାପାଇଁ ClOlolo||x||

 

ଏବଂ ସେଇ ହାଲୋଫାଇବର ଖୋଲିବାକୁ କିମ୍ବା ବ୍ଳଡ ପୋର୍ଟ ଗୋଟିଏ ପଟରୁ ଏବଂ ବାହାରେ ଅନ୍ୟପଟକୁ ରକ୍ତ ଶୋଧନ କରେ । o ଡାୟଲିସିସ୍ ସଲସନ ଡାୟାଲାଇଜରର ଗୋଟିଏ ପଟରୁ ପ୍ରବେଶକରି ଫାଇବରସର ବାହାର ପଟରେ (ଡାୟାଲାଇସେଟ୍ କମ୍ପାର୍ଟମୋoD ଶେଷଯାଏଁ ପ୍ରବାହିତ ହୋଇଥାଏ । ଡାୟାଲାଇଜର କେର ରକ୍ତ ଶୋଧାନ : o ହେମୋଡାୟଲିସିସ୍ ପ୍ରଣାଳୀରେ ରକ୍ତ ମେସିନ୍ ମାଧ୍ୟମରେ ଶରୀରରୁ ଉଠାଇ ଡାୟାଲାଇଜରରେ ପ୍ରବେଶ କରାଇ ଦିଆଯାଏ । ଗୋଟେ ପାର୍ଶ୍ଵ ଶେଷରୁ ଏହା ପଠାଇ ଦିଆହୁଏ । ଏଥୁରେ ଥାଏ ହଜାର ହଜାର ହେଲୋଫାଇବର ପରି ପ୍ୟାପିଲାରି ଡାୟଲିସିସ୍ ର ମିଶ୍ରଣକୁ ଡାୟାଲାଇସେଟ କମ୍ପାର୍ଟମେ0ରେ ଅବା ଫାଇବର ବାହାରେ ଗୋଟିଏ ପଟରୁ ଅନ୍ୟପଟକୁ ପ୍ରବାହିତ ହୋଇଥାଏ ।

ଚକ୍ରକ୍ଟମର ସ୍ପଷ୍ଟ କ୍ଟଲ ଐରଜ୍ଞକ୍ଟୟସବକ୍ଷଚ୍ଚକ୍ଟସୃଷ୍ଟ

ହେମୋ ତାୟଲିସିସ୍ ର ଚିତ୍ର

o ହେମୋଡାୟଲିସିସ୍ ସମୟରେ ପ୍ରତ୍ୟେକ ମିନିଟରେ ଡାୟାଲାଇଜର ମଧ୍ୟରେ ପ୍ରାୟତଃ ୩୦୦ ମି.ଲି. ରକ୍ତ ଏବଂ ୬୦ ୦ ମି.ଲି. ଡାୟଲିସିସ୍ ମିଶ୍ରଣ କ୍ରମାଗତ ଭାବରେ ବିପରୀତ ଗତିରେ ବୋହିଚାଲିଥାଏ । ସେମି-ପରମେବଲ ମେଫ୍ଲେନ ହଲୋଫାଇବର ଯାହାକି ରକ୍ତକୁ ଅଲଗା କରେ ଏବଂ ରକ୍ତରୁ ନିର୍ମିତ ଅଦରକାରୀ ପଦାର୍ଥ ଏବଂ ମାତ୍ରାଧୁକ ତରଳକୁ ଡାଇଲାଇସେଟ୍ କୋଠରୀକୁ ପ୍ରବେଶ କରିବାପାଇଁ ଡାୟାଲିସିସ୍ କୋଠାରୀ 'ଅନୁମତି ଦିଅଁ । ରକ୍ତ ଶୋଧୂତ ହେବାପରେ ଅନ୍ୟପଟରେ ବାହରିଯାଏ । ଡାୟଲିସିସ୍ ମିଶ୍ରଣ ବିଷାକ୍ତ ପଦାର୍ଥ ସହ ମିଶିବାପରେ ଏବଂ ମାତ୍ରାଧୁକ ତରଳ ରକ୍ତରୁ ବାହାରିଗଲାପରେ ରକ୍ତ ଡାୟାଲାଇଜରରୁ ବାହାରିଯାଏ ଯା’ଫଳରେ ପୁଣି ରକ୍ତ ଶୋଧନ ପାଇଁ ପ୍ରବେଶ କରେ ।

ହେମୋଡାୟଲିସିସ୍ ପ୍ରଣାଳୀରେ ସବୁତକ ରକ୍ତ ୧୨ଥର ଶୋଧୂତ ହୋଇପାରେ । ଚାରିଘOର OBBO । ବଳକା ତରଳ ମଧ୍ୟ ବାହାରଯାଏ ଏବଂ ଶରୀରରେ ଇଲେକ୍ନୋଲାଇଟର ବିଶୃଙ୍ଖଳା ଠିକ ଦୋଇଯାଏ ।

ଡାୟଲାଇସେଟ୍ କ'ଣ ଏବଂ ହେମୋ ତାୟଲିସିସ୍ରେ ଏହାର କାମ କ'ଣ ?

ଡାୟଲାଇସେଟ୍ (ଡାୟଲିସିସ୍ ମିଶ୍ରଣୀ) ହେଉଛି ଏକ ସ୍ଵତନ୍ତ୍ର ତରଳ ଦ୍ରବ୍ୟ ଯାହାକି ହେମୋଡାୟଲିସିସ୍ ସମୟରେ ଅନାବଶ୍ୟକ ଜିନିଷ ଓ ବଳକା ତରଳ ଦ୍ରବ୍ୟକୁ ରକ୍ତରୁ ବାହାର କରିବାରେ ବ୍ୟବହାର କରାଯାଏ ।

D

D

ନିର୍ବାରିତ ମାନର ଡାୟାଲାଇସେଟର ଗଠନ ସାଧାରଣ ଅଧୂମାତ୍ରାର ସେଲୁଲାର ଫୁଇଡ ସହିତ ସମାନ କି ରୋଗୀର ଆବଶ୍ୟକ ଅନୁଯାୟୀ ଏହାର ମିଶ୍ରଣକୁ ପରିବ0ନ କରାଯାଇଥାଏ । ଡାୟାଲାଇସେଟ ଡାୟଲିସିସ୍ ମେସିନ ର ୩o ଅଂଶ ଅତି ବିଶୁଦ୍ଧ ଜଳ ସହିତ ଏକ ଅଂଶ ଡାଇଲାଇସେଟ୍ କନସନ ଟ୍ରେଟ୍ କୁ ତିଆରି କରାଯାଏ । ଡାଇଲାଇସେଟ୍ କନସନଷ୍ଟ୍ରେଟ ହେଉଛି ଏକ ସ୍ଵତନ୍ତ୍ର ତରଳ ଯାହାକି କିଣିବାକୁ ମିଳିଥାଏ । ଡାଇଲାଇସେଟ୍ କନସନ ଟ୍ରେଟ ଯାହାକି ଇଲେକ୍ନୋଲାଇଟ୍ ର, ଲୌହ ଏବଂ ବାଇକାର୍ବୋନେଟର ର ଏକ ଉଚ୍ଚତର କନସନଷ୍ଟ୍ରେସନ ଅବସ୍ମାରେ ଏକ ବା ପୋତ୍ରରେ ମିଳିଥାଏ ।

ଡାୟାଲାଇସେଟ୍ ତିଆରି କରିବାପାଇଁ ଆସୁଥୁବା କoପାଣିକୁ କାଲିଫିଲଟର, କୋଇଲା ଫିଲଟର, ଓଟର ସଫଟନର. ରିଭରସ୍-ଓମସୋସିସ, ଡିଓନିଜେସନ ଏବଂ ଅଲଟ୍ରା ଭାଉଲେଟ ଫିଲଟେରେସନ ମାଧମରେ କ୍ରମାଗତ ଭାବେ ପରିଷ୍କୃତ କରାଯାଏ । ଏହିସବୁ ମାଧ୍ୟମରେ ପରିଷ୍କୃତ ହେବା ଦ୍ବାରା ଜଳ ଧୂଳିମୁକ୍ତ ବିଶୁଦ୍ଧ, ରାସାୟନିକ ଶୁଦ୍ଧତା, ଖଣିଜ ଦ୍ରବ୍ୟ ଓ ବ୍ୟାକ୍ଟୋରିଆ ଏରେଣ୍ଡାଟକ୍ସିନ ଯୁକ୍ତ ହୋଇଥାଏ । ପ୍ରତ୍ୟେକ ହେମାଡାୟଲିସିସ୍ ମେସିନରେ ଉଚ୍ଚ ଗୁଣଯୁକ୍ତ ଜଳର ଆବଶ୍ୟକତା ରହିଥାଏ କାରଣ ଡାୟଲିସିସ୍‌ର ସୁରକ୍ଷା ପାଇଁ ଶୁଦ୍ଧ ଜଳ ଆବଶ୍ୟକ । ଏଥୁଲାଗି ରୋଗୀ ୧୫୦ ଲିଟର ଜଳ ଆବଶ୍ୟକ କଠୋର |

 

କେଉଁଠାରେ ହେମୋଡାୟଲିସିସ୍ କରାଯାଏ ?

ସାଧାରଣତଃ ହେମୋଡାୟଲିସିସ୍ ଡାକ୍ତରଖାନା, କିସା ଡାୟଲିସିସ୍ କେନ୍ଦ୍ରରେ ଜଣେ ଡାକ୍ତରଙ୍କ ତା0ବଧାନରେ ତାମିଲତ୍ପାପ୍ତ କର୍ମଚାରୀ ମାନଙ୍କ ଦ୍ବାରା କରାଯାଏ । ଅଳ୍ପ କେତେକ ରୋଗୀଙ୍କ କ୍ଷେତ୍ରରେ ହେମୋଡାୟଲିସିସ୍ ଘରେ କରାଯାଇଥାଏ । ଏହି କ୍ଷେତ୍ରରେ ରୋଗୀ ସ୍ଥିର ଏବଂ ଉଚିତ ପ୍ରଶିକ୍ଷିତ ହେବା ଦରକାର ଏବଂ ପରିବାରର ସହାୟତା, ପ୍ରର୍ଯ୍ୟାପ୍ତ ଜାଗା ଏବଂ ପ୍ରଚୁର ଅର୍ଥର ଆବଶ୍ୟକ ହୁଏ ।

ହେମୋତାୟଲିସିସ୍ କ'ଣ ଯନ୍ତ୍ରଣାଦାୟକ ? ହେମୋତାୟଲିସିସ୍ ସମୟରେ ରୋଗୀ କ'ଣ କରିବା ଉଚିତ ? ନା, ହେମୋଡାୟଲିସିସ୍ ଯନ୍ତ୍ରଣାଦାୟକ ନୁହେଁ । କେବଳ ଛୁO ଭ0 କରିବା ସମୟରେ ଯନ୍ତ୍ରଣା ହୋଇଥାଏ । ରୋଗୀ ହେମୋଡାୟଲିସିସ୍ ଜାରି ରଖୁବାପାଇଁ ଡାକ୍ତରଖାନା ଯିବା ଦରକାର ଏବଂ ଡାୟଲିସିସ୍ ପରେ ଘରକୁ ଫେରି ଆସିଥାଏ । ରୋଗୀ ସାଧାରଣତଃ ୪/୫ ଘo। ବିଶ୍ରାମ ନିଅଁ ଅଥବା ଶୋଇ ପର୍ଡ । ଡାୟଲିସିସ୍ ସମୟରେ ରୋଗୀ ଶୁଆଁ', ପର୍ଚ୍ଚ, ଗୀତ ଶୁଣୀ କିମା ଟେଲିଭିଜନ ଦେଖି’ ଓ ଏହି ସମୟରେ ହାଲୁକା ଜଳଖୁଆ, ଗରମ କିସା ଥଣ୍ଡା ପାନୀୟ ରୋଗୀ ପସନ୍ଦ କରିଥାଏ ।

ହେମୋତାୟଲିସିସ୍ ସମୟରେ ସାଧାରଣ ଅସୁବିଧା ଗୁଡିକ କ’ଣ ? ଡାୟଲିସିସ୍ ସମୟରେ ସାଧାରଣତଃ ଅସୁବିଧା ଗୁଡିକ ହେଲା ନିମ୍ନ ରକ୍ତଚାପ ( ହାଇପରଟେନସନ୬ ଅରୁଚି, ମାଂସପେଶୀ ଝଲମାରିବା, ଦୂର୍ବଳ ଲାଗିବା, ମୁଣ୍ଡ ବିନ୍ଧିବା ଇତ୍ୟାଦି । ହେମୋଡାୟଲିସିସ୍ ର ସୁବିଧା ଓ ଅସୁବିଧା ଗୁଡିକ କ’ଣ ? ହେମୋଡାୟଲିସିସ୍ ର ସୁବିଧା ବା ଲାଭ :

o ହେମୋଡାୟଲିସିସ୍ ପ୍ରଶିକ୍ଷିତ ସେବିକା ବା ଟେକନିସିଆନ୍ ଙ୍କ ଦ୍ବାରା କରାଯାଏ ତେଣୁ ଏହା ସୁରକ୍ଷିତ, କମ ଚି'ଦାୟକ ଓ ରୋଗୀପାଇଁ ସୁବିଧାଜନକ ।

ଏହା ମୋଡାଲିଟି ତେଣୁ ଏହା ଗ୍ରହଣଯୋଗ୍ୟ ଏବଂ ଏହା ପେରିଟୋନିଏଲ ଡାୟଲିସିସ ଠାରୁ କମ୍।

  • ହେମୋଡାୟଲିସିସ୍ କେନ୍ଦ୍ରରେ ଏକ କ୍ଷେତ୍ର ସୃଷ୍ଟି କରେ ଯାହାକୁ ସମାନ ଅସୁବିଧା ଭୋଗୁଥବା
  • ରୋଗୀଙ୍କ ସହିତ ସାକ୍ଷାତ ଏବଂ କଥାବା0 କରାଇଦିଏ । ଏହି ଭାବବିନିମୟ ଦ୍ବାରା ରୋଗୀର ଚାପ ଅନେକାଶରେ କମିଯାଏ ଏବଂ ରୋଗୀ ଅନ୍ୟ ରୋଗୀଙ୍କ ସଂଗ ଉପଭୋଗ କରିଥାଏ ।
  • ହେମୋଡାୟଲିସିସ୍ ସପ୍ତାହରେ ମାତ୍ର ୩ନ୍ଦିନ କରାଯାଇଥୁବାରୁ ରୋଗୀ ବିଶ୍ରାମ ଲାଗି ଅନେକ ଖାଲି ସମୟ ପାଇଥାଏ ।
  • ହେମୋଡାୟଲିସିସ୍ ରେ ସଂକ୍ରମଣରେ ଆଶକା ମଧ୍ୟ କମ୍ ।
  • ଅନେକ କେନ୍ଦ୍ରରେ ପେରିଟୋନିଏଲ ଡାୟଲିସିସ୍ ଠାରୁ କମ୍ ଖର୍କରେ ହେମୋଡାୟଲିସିସ୍
  • ହେମୋତାୟଲିସିର ଅସୁବିଧା :
  • ଯଦି ଡାୟଲିସିସ୍ କେନ୍ଦ୍ର ଦୂର ହୋଇଥାଏ । କ୍ରମାଗତ ସେଠିକୁ ଯିବାଦ୍ବାରା ଯିବା ଆସିବାରେ ଅନେକ ଅସୁବିଧା ଓ ଅନେକ ଖର୍କ ହୋଇଥାଏ ।
  • ହେମୋ ଡାୟାଲିସିସ୍ ସମୟରେ ରୋଗୀ ତାର ସମସ୍ତ କାର୍ଯ୍ୟକଳାପକୁ ଗୋଟେ ସୁର ଯୋଜନା ମାଧମରେ ଅନୁସରଣ କରିବା ଉଚିତ ।
  • ହେମୋଡାୟଲିସିସ୍ ସମୟରେ ଛୁ,] ଭା0 କରିବାବେଳେ ରୋଗୀକୁ ବହୁତ କଷ୍ଟ ହୋଇଥାଏ ।
  • ଏହି ସମୟରେ ଖାଦ୍ୟ ଖାଇବାର ସାଧନତାକୁ କମ୍ କରିଦିଆଯାଏ । ହେମୋଡାୟାଲିସିସ୍ ଏପରିକି ଫସଫରସ୍ ଯୁକ୍ତ ଖାଦ୍ୟ ଖାଇବାକୁ ବାରଣ କରାଯାଉଥବାରୁ ରୋଗୀ ସେଅପ୍ରତି ଦୃଚ୍ଚ ମନୋବଳ ପୋଷଣ କରିବା ଉଚିତ ।
  • ହେପାଟାଇଟିସ୍ ସଂକ୍ରମଣର ସଂକଟ ବଢିଯାଏ ।

ହେମୋଡାୟଲିସିସ୍ ରୋଗୀ କ'ଣ କରିବା ଉଚିତ ଓ କ'ଣ ନ କରିବା ଅନୁଚିତ ?

ବୃକକ ଅଚଳ ହେବାର ଶେଷ ପର୍ଯ୍ୟାୟରେ ଅବା ରୋଗୀ ଯିଏକି କ୍ରମାଗତ ଭାବରେ ସପ୍ତାହକୁ ୩ଥର ଡାୟଲିସିସ୍ ଆବଶ୍ୟକ କରେ ତାହା ହେଉଛି ହେମୋଡାୟଲିସିସ୍ । ନିୟମିତ ଡାୟଲିସିସ୍ ଦୀର୍ଘଦିନ ଶରୀରକୁ ସୁସ୍ଥ ରଖୁବାପାଇଁ ଦରକାର । ଅନିୟମିତ କିମ୍ବା କମ ପରିମାଣର ହେମୋଡାୟାଲିସିସ୍ ରୋଗୀପାଇଁ କ୍ଷତିକାରକ ଓ ପ୍ରାଣ ଘାତକ ହୋଇପାରେ । ଦୁଇଟି ଡାୟଲିସିସ୍ ମେସିନ ମାଧମରେ ଓଜନକୁ ଆୟ0ରେ ରଖୁବାପାଇଁ ତରଳ ଦ୍ରବ୍ୟ ଓ ଲୁଣର ବାରଣ ଅତ୍ୟ' ଜରୁରୀ । ନିୟନ୍ଧିତ ଖାଦ୍ୟ ହେଉଛି ଉଚ୍ଚ ପୋଟାସିୟମ ଏବଂ ଫସଫରସ୍। ପ୍ରୋଟିନ ଯୁକ୍ତ ଖାଦ୍ୟ ଗ୍ରହଣା ବଢାଇବା ଅତି ଆବଶ୍ୟକ ।

ପୁଷ୍ଟି ସାଧନତା ଡାୟାଲିସିସ୍ ରୋଗୀଙ୍କ କ୍ଷେତ୍ରରେ ଏକ ସାଧାରଣ ସମସ୍ୟା । ଏହାର ପରିଣତି ଅତି ଦୂର୍ବଳ । ଇନଆଡିରେକୃଏଟ ଡାଏଟାରୀ ପ୍ରୋଟିନ ଏବଂ ପ୍ରୋଟିନ ର କ୍ଷତି ଡାୟାଲିସିସ୍ ସମୟରେ

ପେରିଟୋନିଏଲ ଡାୟାଲିସିସ୍: ଶେଷ ପର୍ଯ୍ୟାୟରେ ଅବା ବୃକକ ରୋଗୀଙ୍କ ପାଇଁ ପେରିଟୋନିଏଲ ଡାୟଲିସିସ୍ ହେଉଛି ଅନ୍ୟ ଏକ ପ୍ରକାର ଡାୟାଲିସିସ୍ ମୋଡାଲିଟି ଯାହାକି ବିସ୍ତୃତଭାବେ ଗ୍ରହଣଯୋଗ୍ୟ ଏବଂ ପ୍ରଭାବଶାଳୀ ଚିକିତ୍ସା ପରେ ଡାୟଲିସିସ୍ କରିବା ପାଇଁ ଅତି ସାଧାରଣ ପ୍ରଣାଳୀ ।

ପେରିଟୋନିଏଲ ଡାୟଲିସିସ୍ କ'ଣ ?

o ପେରିଟୋନିଏଲ ଡାୟଲିସିସରେ ପେରିଟୋନିୟମ୍ ହେଉଛି ଏକ ପତଳା ଝିଳ୍ପ ଯାହାକି ଆବଡର୍ମିନାଲ କ୍ୟାଭିଟିକୁ ଘୋଡାଇ ରଖେ ଏବଂ ପାକସୁଳୀ, ପେଟ ଏବଂ ଅନ୍ୟ ଆବଡମିନାଲ, ଅଂଗକୁ ସାହାରା ଦିଏ ।

o ପେରିଟୋନିଏଲ ଝିଲ୍ଲୀ ହେଉଛି ଏକ ପ୍ରାକୃତିକ ସେମିପରସିଏବଲ ଝିଲ୍ଲୀ ଯାହାକି ବର୍ଜ ଉତ୍ପାଦ ଏବଂ ବିଜାତୀୟ ପଦାର୍ଥକୁ ରାସ୍ତା ମଧ୍ୟକୁ ପ୍ରବେଶ କରିବାର ଅନୁମତି ଦିଏ । ପେରିଟୋନିଏଲ

ଡାୟଲିସିସ୍ ହେଉଛି ଏକ ପ୍ରଣାଳୀ ଯାହା ପେରିଟୋନିଏଲ ଝିଲ୍ଲୀ ମାଧମରେ ରକ୍ତକୁ ପରିଷ୍କାର କରାଯାଏ ।

ପେରିଟୋନିଏଲ ଡାୟାଲିସିସ୍ କେତେ ପ୍ରକାରର :ପେରିଟୋନିଏଲ ଡାୟଲିସିସ୍ ର ପ୍ରକାର ଭେଦ :୧. ଇନଟରମିଟେo ପେରିଟୋନିଏଲ ଡାୟଲିସିସ୍ (ଓଚଉ) ୨. କ୍ରମାଗତ ଆମୁଲୋରେଟାରି ପେରିଟୋନିଏଲ ଡାୟଲିସିସ୍ (ଉଇଚଉ) ୩. ଇOରମିଟେO ପେରିଟୋନିଏଲ ଡାୟଲିସିସ୍ (ଓଚଉ)

ପେରିଟୋନିଏଲ ଡାୟଲିସିସ୍ (ଓଚଉ) ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ପ୍ରଭାବଶାଳୀ ଡାୟାଲିସିସ୍ ଚୟନ । ଡାକ୍ତରଖାନାରେ ରହିଥୁବା ରୋଗୀମାନଙ୍କ ପାଇଁ ଏକ ସ୍ଵଳ୍ପ ସମୟ ସାପେକ୍ଷ ଡାୟାଲିସିସ୍ ଚିକିସ୍ଥା । ଓଟଉ (ଆଇପିଡି) ବିସ୍ତୃତ ଭାବରେ ଆକ୍ୟୁଟ୍ ବୃକକ କାର୍ଯ୍ୟହୀନ ବ୍ୟକ୍ତିଙ୍କର କରାଯାଏ । ପିଲାମାନଙ୍କ କ୍ଷେତ୍ରରେ ଜରୁରୀକାଳିନ ଭି0ରେ ଶେଷସ୍ତର ବୃକକ ରୋଗ କ୍ଷେତ୍ରରେ ଏହା କରାଯାଏ ।

 

o ଆଇପିଡି କମ୍ ସମୟ ବ୍ୟବଧାନରେ ୧-୩ଦିନ ବ୍ୟବଧାନରେ ରୋଗୀର ଆବଶ୍ୟକତାନୁସାରେ ବାରମାର କରାଯାଇଥାଏ ।

୨. କ୍ରମାଗତ ଆସୁଲୋରେଟାରୀ ପେରିଟୋନିଏଲ ଡାୟଲିସିସ୍ (ଉଇଚଉ) ସିଏପିଡି କ’ଣ ?

ସି (C) - କ୍ରମାଗତ ମାନେ ଯେଉଁ ପ୍ରଣାଳୀ କେବେ ମଝିରେ ବନ୍ଦ ହୋଇନଥାଏ (ଚିକିସ୍ଥା ଯାହକି ଦିନକ ୨୪ ଘ0 ସପ୍ତାହକ ୭ ଦିନ ବିନା ବାଧା ଓ ବିନା ବନ୍ଦରେ ଚାଲିଥାଏ) ।

ଏ (AD - ଆମୁଲୋରେଟାରୀ ମାନେ ରୋଗୀ ଚାଲିବୁଲି ପାରେ ଏବଂ ଦୈନନ୍ଦିନ କାର୍ଯ୍ୟ ମଧ୍ୟ କରିପାରେ ।

ପି (P୬ - ପେରିଟୋନିଏଲ ଝିଲ୍ଲୀ ଯାହାକି ପେଟରେ ଛଣାଯନ୍ତ୍ର ଭାବେ କାର୍ଯ୍ୟ କରେ । ଡ଼ି (d୬ - ଡାୟଲିସିସ୍ ହେଉଛି ଏକ ପ୍ରଣାଳୀ ଯାହାକି ରକ୍ତକୁ ବିଶୋଧନ କରେ ।

କ୍ରମାଗତ ଆମ୍ବୁଲୋରେଟାରୀ ପେରିଟୋନିଏଲ ଡାୟଲିସିସ୍(ସିଏପିଡି) ହେଉଛି ଏକପ୍ରକାର ଡାୟଲିସିସ୍ ଯାହାକୁ କି ରୋଗୀ ଘରେ ବିନା ଯନ୍ତ୍ର ସହାୟତାରେ ବହାର କରିପାରିଥାଏ । ଯେହେତୁ ସିଏପିଡି ସୁବିଧାଜନକ ଓ ସାଧନତା ପ୍ରଦାନ କରିଥାଏ । ତେଣୁ ଏହି ପ୍ରକ୍ରିୟା ଉନ୍ନତଶୀଳ ଦେଶ ମାନଙ୍କରେ ଏକ ଲୋକପ୍ରିୟ ଚିକିତ୍ସା ପଦ୍ଧତି ।

 

ସିଏପିତି ର ପ୍ରଣାଳୀ : ସିଏପିଡି କ୍ୟାଥେଟର - କ୍ରମାଗତ ଆସୁଲୋରେଟାରୀ – ପେରିଟୋନିଏଲ ଡାୟଲିସିସରେ (ଉଇବଉ) ଗୋଟିଏ ନରମ ନମନୀୟ ସିଲିକନ ରବର ନଳୀ ଯାହା ଚତୁପାର୍ଶ୍ଵରେ ସଂଖ୍ୟାଧୁକ ଗାତ ବା କଣା ଥାଏ ତାକୁ ସିଏପିଡି କ୍ୟାଥେଟର ଭାବେ ବ୍ୟବହାର କରାଯାଏ । କ୍ୟାଥେଟରଟିକୁ ସର୍ଜିକାଲି ରୋଗୀର ଆବଡମେନ ବା ସେପଟ ମଧକୁ ପ୍ରବେଶ କରାଇ ଦିଆଯାଏ । ପେରିଟୋନିଏଲ ଡାୟାଲିସିସ୍ ର ସ୍ନାୟୀ ପ୍ରବେଶପଥ ଭାବେ କାର୍ଯ୍ୟକରେ । କ୍ୟାଥେଟରକୁ ସାଧାରଣତଃ ରୋଗୀର ନାଭିର ୨ ପଟେ ଏକ ଇO ତଳକୁ ପେଟର କାନୁ ଜରିଆରେ ସ୍ନାପନ କରାଯାଏ ।

 

ଭା0 କରିବା - କ୍ୟାଥେଟର ମାଧମରେ ୨ ଲିଟର ପେରିଟୋନିଏଲ ଡାୟଲିସିସ୍ ତରଳ ଚଉ ଭ0 କରାଯାଏ । ଥରେ ସେହି ତରଳ ଶରୀରକୁ ଗଲେ ପିଡିରେ ତରଳର ଖାଲି ଥାଳିଟି ଚୁଲିବ ଏବଂ ରୋଗୀର ଅବସ୍ତ୍ର ରେ ପରବo ଚିକିତ୍ସା ପର୍ଯ୍ୟ' ସୁନିତ ହେବ ।

ତାକୁ (ଉଙ୍ଗରକ୍ଷକ୍ଷ ଜ୍ଞସଜ୍ଞର୬ ଜୁହାଯାଏ । ଏହି ଉଙ୍ଗରକ୍ଷକ୍ଷ ଞ୍ଜସଜ୍ଞର ରେ ପେରିଟୋନିୟମ ଏକ ଛଣା ପରି କାର୍ଯ୍ୟକରେ । ଯାହାକି ବର୍ଜ ଉତ୍ପାଦ ଏବଂ ମାତ୍ରାଧକ ତରଳକୁ ରକ୍ତରୁ ବାହାରକରି ପଡି ଫୁଇଡ କୁ ଚାଲିଯିବାକୁ ଅନୁମତି ଦିଏ । ଏହି ସମୟରେ ରୋଗୀ ସାଧୁନଭାବେ ଚାଲବୁଲ କରିପାରେ । (ଯଦିଓ ଏହି ଚିକିତ୍ସା ପ୍ରଣାଳୀର ନାମ ଆମ୍ବୁଲୋରେକ୍ଟୋରୀ ତା’ର ଅର୍ଥ ଚାଳିବା) ।  କ୍ୟାଥେଟର ମାଧମରେ ବହି ଚାଲିଯାଇଥାଏ, (ଯାହାକି ରୋଗୀର ଅ'ବସ୍ତ୍ରରେ ଗୁଡେଇ ହୋଇ ରହିଥାଏ । ବହିଯାଉଥୁବା ତରଳ ଦ୍ରବ୍ୟକୁ ମପାଯାଏ ଏବଂ ପରବo। କାଳରେ ତାକୁ ଫୋପାଡି ଦିଆଯାଏ । ବାହାରିଥୁବା ପିଡି ତରଳ ବା ପରିଶ୍ରାର ରଂଗ ପରିଷ୍କାର ବା ସ୍ଵଚ୍ଛ ହେବା ଉଚିତ ।

ଆବଡମିନ ବା ତଳିପେଟରୁ ପିଡି ଚୂଳ ଦ୍ରବ୍ୟ ବାହାରି ସତେଜ ତରଳ କୁ ସୁନଚ୍ୟୁତ କରିବା ପାଇଁ ପ୍ରାୟତଃ ୩୦ - ୪୦ ମିନିଟ୍ ଲାଗିଥାଏ । ଏହି ପ୍ରଣାଳୀର ପରିପୂର୍ଣ୍ଣତା ଏବଂ ଶୂନ୍ୟ ହେବାକୁ ବଦଳା ବଦଳି କୁହାଯାଏ । ବଦଳା ବଦଳି ଦିନକୁ ୩ରୁ ୫ ଥର ଏବଂ ରାତିରେ ଆ’ତନ୍ତ ପକ୍ଷେ ଥରେ ହେବା ଉଚିତ । ରାତି ସମୟରେ ବଦଳା ବଦଳି ଶୋଇବାକୁ ଯିବା ପୂର୍ବରୁ କରିଦେବା ଉଚିତ ଏବଂ ରାତିସାରା ପଡି ଫୁଲଉ ବାମପଟ ତଳିପେଟରେ ଥାଏ । ସଏପଡି ପ୍ରଣାଳୀ ଅପଚନୀୟ ପୂର୍ବ ସତର୍କତାର ସହ କରାଯିବି ଉଚିତ ।

୩. ଏ ପି ଡି କିସା କ୍ରମାଗତ ପେରିଟୋନିଏଲ ଡାୟଲିସିସ୍ ର ନିୟମିତ କାଳକ୍ରମ (ଉଉଚଉ) -

ଅକ୍ଟୋମେଟେଡ୍ ପେରିଟୋନିଏଲ ଡାୟଲିସିସ୍ (ଇଚଉ> କିମ୍ବା କ୍ରମାଗତ କାଳକ୍ରମ ଫେରିରେଟାନିଏଲ ଡାୟଲିସିସ୍ ର ହେଉଛି ଏକ ନିୟମିତ ଡାୟଲିସିସ୍ ଚିକିତ୍ସା ଯାହାକି ଘରେ ପ୍ରତିଦିନ ଅଟୋମେଟେଡ୍ ସାଇକୃର ମେସିନ୍ ଦ୍ବାରା କରାଯାଏ । ଏ ପି ଡି ସମୟରେ ଗୋଟିଏ ଯନ୍ତ୍ର ଯାହା ସ୍ଵତଃ ପ୍ରବୃ୬ ଭାବରେ ଭo କରିଥାଏ ଏବଂ ବାହାର କରିଥାଏ ପେଟ ଭିତରୁ ପିଡି ଫୁଇଡକୁ । ପ୍ରତ୍ୟେକ ଚକ୍ର ସାଧାରଣତଃ ଏକଘO ରୁ ୨ ଘO। ଲାଗେ ଏବଂ ୪ ରୁ ୫ଥର ବଦଳା ବଦଳି ହୋଇଥାଏ । ଏ ପି ଡିର ସୁୟିତ୍ବ ୮ରୁ ୧୦ଘD । ଯେତେବେଳେ ରାତି ସାରା ରୋଗୀ ଶୋଇଥାଏ ସକାଳେ ସେତେବେଳେ ଯନ୍ତ୍ରଟି ଯୋଗାଯୋଗ ବିଚ୍ଛିନ୍ନ ହୁଏ । ୨ରୁ ୩ ଲିଟର ପଡ ଫ୍ଲୁଇଡ ପେଟ ମଧ୍ୟରେ ରହିଥାଏ । ପଡ ଫ୍ଲୁଇଡ ପୁଣି ପେଟ ଭିତରେ ଦିନସାରା ରହେ ଏବଂ ସଂଧ୍ୟା କିମ୍ବା ରାତିରେ ଯେତେବେଳେ ନିୟମିତ କାଳକ୍ରମର ଯନ୍ତ୍ର ବିଚ୍ଛିନ୍ନ ହୋଇଯାଏ ସେତେବେଳେ ଏହାକୁ ବାହାର କରିଦିଆଯାଏ ।

ଏପିଡି ମୂଖ୍ୟ ଲାଭ ହେଛଛି ରୋଗୀ ଦିନସାରା ଦୈନିକ କାର୍ଯ୍ୟକଳାପ କରିବାପାଇଁ ସାଧୁନତା ପାଇଥାଏ ଏବଂ ଯନ୍ତ୍ରକୁ ଯୋଡିବା କାଢିବା ପ୍ରଣାଳୀ ୨୪ ଘoiରେ ମାତ୍ର ଥରେ ହୋଇଥାଏ । ଏହା ରୋଗୀକୁ ସ୍କାଚ୍ଛନ୍ଦ ପ୍ରଦାନକରେ ଏବଂ ଏପରିଟୋନିଟିସ୍ ବିପଦରୁ କମ କରେ ତେବେ ଇଚଉ ର ମୂଖ୍ୟ ଅସୁବିଧା ହେଉଛି ଖର୍କ ଏବଂ ଜଟିଳତା ।

ସିଏପିଡିରେ ବ୍ୟବହୃତ ପିଡି ଫଇଡ କ’ଣ ? ପଡି ଫୁଇଡ (ଡାୟାଲାଇସେଟ୍) ହେଉଛି ଏକ ପରିଶୋଧୂତ ମିଶ୍ରଣ ଯାହାକି ମନେରାଲ ଏବଂ ଝୁକୋଜରେ ପରିପୂର୍ଣ୍ଣ କରାଯାଇ ବ୍ୟବହାର କରାଯାଏ । ଦକ୍ଷତା ଏବଂ କସନ ଟେସନକୁ ନିର୍ଭର କରି

ଭାରତରେ ତିନିପ୍ରକାର ପଡିଫୁଇଡ ୦୧.୫%, ୨.୫%, ୩.୫%) ଅଲଗା ପ୍ରକାର ଶକ୍ତିଯୁକ୍ତ ହୋଇ ଦେଖାଯଇଥାଏ ।

ପର୍ତି ଫୁଇଉରେ ଅବା ଗ୍ଲୁକୋଜ ଶରୀରରୁ ବାହାରୁଥବା ତରଳର ମାତ୍ରାନୁସାରେ ଭିନ୍ନପ୍ରକାର ପିଡି ଫୁଇଡ ଚୟନ କରାଯାଏ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଅତି କମ୍ ମାତ୍ରାରେ ତରଳ ନିଷ୍କାସିତ ହେଲେ ଉଚ୍ଚ ଡେଙ୍ଗୁ ରୋଜ କନସେନ ଟ୍ରେସନ ବ୍ୟବହାର କରାଯାଏ । ବା0ମାନ ନୂଆ ପ୍ରକାର ପିଡି ଫୁଇଡ ମିଳିଲାଣି । ଯେଉଁଥୁରେ ଡେକୃରୋଜ ପରିବର୍ଷ0 ଇକୋଡେକସଟ୍ରିନ ର ମାତ୍ରା ରହୁଛି ।

ନୂଆ ତରଳର ସୁବିଧା ବା ଲାଭ ହେଉଚି ଏଥରେ ଶରୀର ତରଳକୁ ଧୀରେ ଧୀରେ ବାହାର  ବ୍ୟବହାର କେବଳ ଗୋଟିଏ ଦିନକୁ ଗୋଟିଏ ଚକ୍ର ପାଇଁ ସୀମିତ ଥାଏ । ପଡି ଫୁଲଉ ଅବା ଥଳି ୧୦୦୦ ମିଲି ଠାରୁ ୨୫୦୦ ମିଲି ପର୍ଯ୍ୟ ଭିନ୍ନ ଭିନ୍ନ ମାତ୍ରାର ମିଳେ ।

ସିଏପିଡି ସମୟରେ ସାଧାରଣ ସମସ୍ୟା ଗୁଡିକ କ’ଣ ଦେଖାଯାଏ : କ୍ରମାଗତ ଆମ୍ବୁଲୋରେଟାରୀ ପେରିଟୋନିଏଲ ଡାୟଲିସିସ୍ ର ମୂଖ୍ୟ ଜଟିଳତା ଗୁଡିକ ହେଉଛି -

ସଂକ୍ରମଣ: ସି.ପିଡିରେ ପୀଡିତ ରୋଗୀର ମୂଖ୍ୟ ଏମ’ ଗୁରୁତ୍ବପୂର୍ଣ ସମସ୍ୟା ହେଉଛି ପେରିଟୋନାରଟିସ୍, ପେରିଟୋନିୟମ୍ ର ଏକ ସଂକ୍ରମଣ । ପେଟରେ ଯନ୍ତ୍ରଣା, ଜ୍ବର, ଥଣ୍ଡା ଏବଂ ନିରୁତ୍ସାହ ଏବଂ ଅସ୍ପଷ୍ଟ ଟରବିତଯୁକ୍ତ ପଡି ଫୁଇଡ ବାହାରିବା ହେଉଛି ସାଧାରଣ ଉପସ୍ଥାପନ ପେରିଟୋନାଇଟିସ୍ ର । କୋଷ୍ଠକାଠିନ୍ୟଙ୍କୁ ଦୂରକରିବା ଏବଂ ସିଏପିଡିର ସମସ୍ତ କାର୍ଯ୍ୟପ୍ରଣାଳୀକୁ ଶକ୍ତ ଆସପେଟିକ ପୂର୍ବ ସତର୍କତାର ସହିତ କରାଯିବା ଉଚିତ ଯଦ୍ବାରା ପେରିଟୋନାଇଟିସ୍ ର ଅସୁବିଧାକୁ ଅଣଦେଖା କରିବା ।

ପେରିଟୋନାଇଟିସ୍ ର ଚିକିତ୍ସା ଦୀର୍ଘ ସେବଟ୍ରମ, ଆ0ବାୟୋଟିକ, ପିଡି ଫୁଲଉ ର କଲରେ ପରୀକ୍ଷା ଏବଂ କେତେକ ରୋଗୀଙ୍କ କ୍ଷେତ୍ରରେ ପିଡି କ୍ୟାଥେଟର କୁ ବାହାର କରିବାରେ ମଧ୍ୟ ଆବଶ୍ୟକ ପଡିପାରେ । ଯେଉଁଠାରେ କ୍ୟାଥେଟର ଭ0 କରାଯାଇଥାଏ ସେହି ପଟରେ ସଂକ୍ରମଣ ହୋଇପାରେ ।

ଅନ୍ୟାନ୍ୟ ସମସ୍ୟା : ଆବଡୋମିନାଲ ଡିବେଷ୍ଟନସନ ହାରନିୟାଯୋଗୁ ଆବଡମୋନିଲ ମାଂସପେଶୀ ର ଦୁର୍ବଳତା । ତରଳର ମାତ୍ରାଧକ ଚାପ, ସୋଟାଲ ଏଡେମା ଫୁଇଡରେ ଛିଦ୍ର ଏବଂ ଓଜନ ବଢିଯିବା ହେଉଛି ସିଏପିଡି ର ସାଧାରଣ ସମସ୍ୟା ।

ସିଏପିଡିର ସୁବିଧା : ଖାଦ୍ୟ ଓ ତରଳ ଖାଦ୍ୟରେ କମ୍ ନିୟନ୍ତ୍ରଣା । ଅଧୂକ ସାଧନତା, ଡାୟାଲିସିସ୍ ପରେ, କର୍ମ ସୁଳିରେ ଅଥବା ମାତ୍ରା ସମୟରେ କରାଯାଇପାରେ । ସାଧାରଣ ଦୈନନ୍ଦିନ କାର୍ଯ୍ୟ ଡାୟଲିସିସ୍ ଚାଲିଥୁବା ସମୟରେ କରିହୁଏ । ସିଏପିଡି ରୋଗୀ କୌଣସି ଯନ୍ତ୍ର, ଡାକ୍ତରଖାନା କର୍ମଚାରୀ କିମା ଘର ଲୋକଙ୍କ ବିନା ସହାୟତାରେ ରୋଗୀ ନିଜେ କରିପାରେ ।

---

o ୩ଥର ସପ୍ତାହକୁ ଏକ ନିର୍ବାରିତ ସମୟରେ ଡାକ୍ତରଖାନାକୁ ଯିବା, ଯାତ୍ରା କରିବା କିସା ଯନ୍ତ୍ରଣା ଦାୟକ ଛୁC] ଫେଡାରୁ ସାଧନତା ବା ମୁକ୍ତି ମିଳିଥାଏ ।

o ହାଇପରଟେନସନ ଏବଂ ରକ୍ତ ହୀନତା ଉପରେ ଭଲ ନିୟନ୍ତ୍ରଣା ରହିପାରେ ।

o କ୍ରମାଗତ ରକ୍ତ ପରିଷ୍କାର ମୃଦୁ ଡାୟଲିସିସ୍ ପ୍ରକ୍ରିୟା ଯୋଗୁଁ ଉଠା-ପକା କିମ୍ବା ଅସ୍ଵସ୍ତି ଅନୁଭବ ହୁଏନାହିଁ ।

[]

ସିଏପିଡି ର ଅସୁବିଧା : o ସଂକ୍ରମଣ ର ଆଶକା ପେରିଟୋନିୟମ ଏବଂ କ୍ୟାଥେଟର ପ୍ରସ୍ନାନ ପଟରୁ ଅଧୁକ ଥାଏ ।

o ରୋଗୀ ସଂଜତଭାବେ ଦିନକୁ ୩ରୁ ୫ ଥର ବଦଳା ବଦଳି କରେ । ବର୍ଷସାରା ବିନା ବାଧାରେ ଦିନରେଟ ମଧ୍ୟ ବନ୍ଦ ନକରି ସମସ୍ତ ଶିକ୍ଷାଦାନ ପ୍ରଣାଳୀ ଅତି ଉଚ୍ଚମାନର ଏବଂ ଦୂଜତାର ସହିତ ପରିଷ୍କୃତ, ଅତି ହିସାବି ଏବଂ କ୍ରମାଗତ ଭାବେ ଟି"ଯୁକ୍ତ ମଧ୍ୟ ଅଟେ ।

o ଅସ୍ଥାୟୀ ବାହ୍ୟ କ୍ୟାଥେଟର ଏବଂ ତରଳ ଆବଡମେନ ମଧ୍ୟରେ ଅତି ଅସୁବିଧାଜନକ ଏବଂ ପରିବା0ନ କରିବା ଦେଖୁଲା କ୍ଷଣି, ହୁଏତ କେତେକ ରୋଗୀଙ୍କ କ୍ଷେତ୍ରରେ ଏହା ଗ୍ରହଣୀୟ ନୁହେଁ ।

o ଡାୟଲିସିସ୍ ସଲଖୁସନରେ ଚିନି ଓଜନ ବୃଦ୍ଧିର କାରଣ ହୋଇପାରେ ଏବଂ ହାଇପରଟ୍ରାଇ ଗ୍ଲାଏ 52.55go, Solooloo

o ଓଜନିଆ ପିଡି ଥଳିକୁ ଯତ୍ନ କରିବା ଓ ତାକୁ ସାଇତି ରକ୍ୟୁବା ମଧ୍ୟ ଅସୁବିଧା ଜନକ ହୋଇଥାଏ ।

ସିଏପିଡିର ରୋଗୀଙ୍କୁ କ'ଣ ଖାଦ୍ୟ ଜନିତ ପରିବାOନ ପାଇଁ ଅନୁମୋଦନ କରାଯାଏ ?

ସିଏପିଡିରେ ପୀଡିତ ରୋଗୀଙ୍କ ଖାଦ୍ୟପାଇଁ ପରାମମର୍ଶ ଦେବା ନିହାତି ଗୁରୁତ୍ବପୂର୍ଣ୍ଣ ଏବଂ ହେମୋଡାୟଲିସିସ୍ ର ରୋଗୀର ଖାଦ୍ୟଠାରୁ ସ୍ଵଳ୍ପ ଫରକ ଥାଏ ।

K O O BB O O BBB ସାଧନକୁ ରୋକିବା ପାଇଁ ଭବ ପ୍ରୋଟିନ ଯୁକ୍ତ ଖାଦ୍ୟ ଅତ୍ୟ ଆବଶ୍ୟକ ।

  • ଓଜନ ବୃଦ୍ଧିକୁ ରୋକିବାପାଇଁ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଗ୍ରହଣ କରିବା କଟକଣା ଥାଏ । ପିଡି ସଲସନ ରେ ରହିଛି ପ୍ଲୁକୋଜ ଯାହାକି ସି.ପିଡି ରୋଗୀକୁ ସର୍ବଦା କ୍ରମାଗତ ଭାବରେ ଅଧୂକମାତ୍ରାରେ କାର୍ବୋନେଟ ଯୋଗାଇଥାଏ ।
  • ହେମୋଡାୟଲିସିସ୍ ରୋଗୀଠାରୁ ଲୁଣ ଓ ତରଳ ଖାଦ୍ୟ ଗ୍ରହଣ ଉପରେ କମ୍ କଟକଣା ରହିଥାଏ ।
  • ପୋଟାସିୟମ ଓ ଫସଫେଟ୍ ଯୁକ୍ତ ଖାଦ୍ୟଗ୍ରହଣ ଉପରେ କଟକଣା ଥାଏ ।
  • ତଯୁକ୍ତ ଖାଦ୍ୟ କୋଷ୍ଠକାଠିନ୍ୟରୁ ମୁକ୍ତି ପାଇବାପାଇଁ ଅଧୁକ ଖାଇବା ଉଚିତ । ସିଏପିଡିରେ ପୀଡିତ ଲୋକ କେତେବେଳେ ଡ଼ାୟଲିସିସ୍ ସେବିକା କିମା ଡାକ୍ତରଙ୍କୁ ଯୋଗାଯୋଗ କରିବା :
  • ସିଏପିଡିରେ ଆକ୍ରା’ ରୋଗୀର ଯଦି ରୋଗ ବଢିଯାଏ ତେବେ ସେ ତୁର’ ଡାୟଲିସିସ୍ ସେବିକା ଅଥବା ଡାକ୍ତରଙ୍କୁ ପରାମର୍ଶ କରିବ ।
  • ପେଟରେ ଯନ୍ତ୍ରଣା ଜ୍ବର କିମା ଥଣ୍ଡା ହେଲେ ସେ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବ ।
  • ପିଡି ତରଳ ଯାହା ବାହାରୁଥାଏ ତାହା ଯଦି ଧୂଆଁଳିଆ, ଅସ୍ବଚ୍ଚ ଅଥବା ରକ୍ତ ପରି ଦେଖାଯାଏ ।
  • ଜୁର ହେବା, ପୂଜା ହେବା, ଫୁଲିବା କିମ୍ବା ସିଏପିଡିର ପ୍ରସୂନ ପଟର କ୍ୟାଥେଟର ଚାରିପଟ ଯଦି ଗରମ ଓ ଲାଲ ହେବ ।
  • ଯଦି କୋଷ୍ଟକାଠିନ୍ଯ ହେବା କିମା ପଡିଫୁଲଉ ପେଟ ମଧ୍ୟରେ ଅଥବା ବାହାରେ ଯଦି ବାଧା ସୃଷ୍ଟି Ꮾó© !
  • ଅସ୍ଵଭାବିକ ଓଜନ ବୃଦ୍ଧି, ନିଦ୍ଦିଷ୍ଟ ପ୍ରକାର ଫୁଲା, ଅଣନିଶ୍ବାସୀ ଏବଂ ରକ୍ତଚାପ ଯଦି ବଢିଯାଏ ।
  • ନିମ୍ନ ରକ୍ତଚାପ, ଓଜନ ହ୍ରାସ ପାଇଲେ, କ୍ରାମ୍ପସ ହେଲେ, ଅଳସୁଆ ଲାଗିଲେ ରୋଗୀ ଡାକ୍ତରଙ୍କ ପରାମର୍ଶ ନେବ ।

ଆଧାର : Kidney Education Foundation

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate