অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବୃକକ୍ ପ୍ରତିରୋପଣ

ଉପକ୍ରମ

ବୃକକ୍ ପ୍ରତିରୋପଣ ଚିକିତ୍ସା ବିଜ୍ଞାନର ଏକ ଚରମ ସଫଳତା । ଶେଷ ସ୍ତରୀୟ ବୃକକ୍ ରୋଗୀଙ୍କ ପାଇଁ ସଫଳତାର ସହ ବ୍ଲକକ୍ ପ୍ରତିରୋପଣ ହେଉଛି ଅତ୍ୟ ଉତମ ବିକଳ୍ପ ଚିକିତ୍ସା । ସଫଳ ବ୍ଲକଜ୍ ପ୍ରତିରୋପଣ ପରେ ବା ବା ପଦ୍ଧତି ସାଧାରଣ ବ୍ୟକ୍ତିଙ୍କ ପରି ହୋଇଥାଏ । ଚୂଳକ ପ୍ରତିରୋପଣ ଚାରି ସ୍ତରରେ ବର୍ଣ୍ଣିତ :

୧. ପୂର୍ବ ପ୍ରତିରୋପଣ ସୂଚନା - (ପ୍ରତିରୋପଣର ସୂଚନା)

୨. ପ୍ରତିରୋପଣର ଶଲ୍ୟ ଚିକିତ୍ସା

୩. ପ୍ରତିରୋପଣର ପରବ0। ଯତ୍ନ

୪. ମୃତଦାତା (କାତାଭେରିଜ), ବୃକକ୍ ପ୍ରତିରୋପଣ

ପ୍ରତିରୋପଣର ପୂର୍ବ ସୂଚନା

ଚୂଳକ ପ୍ରତିରୋପଣ କ'ଣ ?

ବୃକକ ପ୍ରତିରୋପଣ ହେଉଛି ଏକ ଶଲ୍ୟ ଚିକିତ୍ସା ପଦ୍ଧତି ଯେଉଁଥୁରେ ଏକ ସୁସ୍ଥ ବୃକକ (ବା0ଥୁବା ଦାତା କିମ୍ବା ମୃତ ଜାତୀଭର ଦାତାଙ୍କ ଠାରୁ) ନେଇ ଶେଷ ଅବସ୍ମାରେ ଅବା ବୃକକ ରୋଗୀ (ଗ୍ରହୀତା)ଙ୍କ ଠାରେ ଲଗାଇ ଦିଆଯାଏ । କେତେବେଳେ ବୃକକ୍ ପ୍ରତିରୋପଣ ଅତି ଆବଶ୍ୟକ ହୁଏ ?

ଯେଉଁ ରୋଗୀର ବୃକକ୍ ଅଚଳ ହୋଇ ଶେଷ ପର୍ଯ୍ୟାୟରେ ପହଁ0ଥାଏ। ସେମାନଙ୍କ ପାଇଁ ବ୍ଲକଜ୍ ପ୍ରତିରୋପଣ ଅତି ଆବଶ୍ୟକ ହୁଏ ।

କେତେବେଳେ ବୃକକ୍ ଅଚଳ ହୋଇଗଲେ ମଧ୍ୟ ବୃକକ୍ ପ୍ରତିରୋପଣ ଦରକାର ହୁଏନାହିଁ ?

ଯେତେବେଳେ କୌଣସି କୋଜର ୨ ଟି ବ୍ଳଜଜ୍ ରୁ। ଗୋଟିଏର କାର୍ଯ୍ୟ କିଛି ସମୟ ପାଇଁ ବନ୍ଦ ହୋଇଥାଏ ଯାହାକୁ ଆକମ୍ପ୍ୟୁଟ୍ଚୁଳକ୍ ଅଚଳାବସ୍ଥା କୁହାଯାଏ। ସେହି ଅବସ୍ଥାରେ ବୃକକ୍ ପ୍ରତିରୋପଣ ଆବଶ୍ଯକ ।

ଚୂଳକ୍ ଅଚଳ ହେବାର ଶେଷ ଅବସ୍ମାରେ କାହିକି ବ୍ଳକ୍ ପ୍ରତିରୋପଣ ଅତି ଆବଶ୍ୟକ ଜୋହାଇପକେତ ?

ଡାୟାଲିସିସ୍ ସହିତ ଔଷଧୁୟ ଚିକିତ୍ସା ଶେଷ ସ୍ତରରେ ଅବା ବ୍ଳଜଜ୍ ରୋଗୀକୁ ସାହାଯ୍ୟ କରେ କୁ ପୁରାପୁରି ଭଲ କରେ ନାହିଁ

ସଫଳତା ଯୁକ୍ତ ବୃକକ୍ ପ୍ରତିରୋପଣ ଶେଷ ସ୍ତରରେ ଅବା ବୃକକ୍ ରୋଗୀଙ୍କ ପାଇଁ ଏକମାତ୍ର ସୁସ୍ଥ ଚିକିତ୍ସା ପଦ୍ଧତି । ଯେହେତୁ ବୃକକ୍ ରୋଗୀଙ୍କ ପାଇଁ ଏକମାତ୍ର ସୁସ୍ଥ ଚିକିତ୍ସା ପଦ୍ଧତି । ଯେହେତୁ ବୃକକ୍ ପ୍ରତିରୋପଣ ଜୀବନ ବ0ଏ ଏବଂ ଏକ ସୁସ୍ଥ ସାଧାରଣ ଜୀବନ ନିର୍ବାହ କରିପାରେ । ତେଣୁ ଏହାକୁ 'ଜୀବନର ଉପହାର’ ବୋଲି କୁହାଯାଇପାରେ ।

ବୃକକ୍ ପ୍ରତିରୋପଣର ଉପକାରିତା ଗୁଡିକ କ’ଣ ?

0 ରୋଗୀ ଏକ ସୁସ୍ଥ ଓ ସାଧାରଣ ଜୀବନଯାପନ କରିବା ସହିତ ଅଧୁକ ଶକ୍ତ ଓ ଉତ୍ପାଦନ କ୍ଷମ ହୁଏ ।

0 ସମୟର ଅପଚୟ, ଡାୟାଲିସିସ୍ ଜନିତ ଅସୁବିଧାରୁ ମୁକ୍ତି ଓ ବିଭିନ୍ନ ପ୍ରଜାର ଶାରିରୀକ କଷ୍ଟରୁ ମୁକ୍ତି ମିଳେ ।

0 ଡାୟାଲିସିସ୍ ଦ୍ଵାରା ବା0ଥବା ବ୍ୟକ୍ତିଠାରୁ ବୃକକ୍ ପ୍ରତିରୋପଣ କରିଥୁବା ବ୍ୟକ୍ତି ଦୀର୍ଘଜୀବନ G|K.

0 ଖାଦ୍ୟ ଓ ପାନୀୟ ଉପରେ ଅବା ନିୟ'ୟଣ ଜମିଯାଏ ।

0 ଡାୟାଲିସିସ୍ ରେ ଜଟିଳତା ଯୁକ୍ତ ବିପଦର ମାତ୍ରା ଅଧୁକ ଥାଏ କି ପ୍ରତିରୋପଣ ଜନିତ ଜଟିଳତା କମ୍ ହୁଏ ।

D। ବୃକକ୍ ପ୍ରତିରୋପଣର ପ୍ରାଥମିକ ଖର୍ଚ୍ଚ ଅତି ଅଧୁକ । ମାତ୍ର ୨/୪ ବର୍ଷପରେ ଚୂଳକ ପ୍ରତିରୋପଣ ଚିକିତ୍ସା ଖର୍ଜ କମିଯାଏ ଏବଂ ଏହା ଡାୟାଲିସିସ୍ ଚିକିତ୍ସା ଏବଂ ଏହାର ରକ୍ଷଣାବେକ୍ଷଣ ଖର୍ଜଠାରୁ ମଧ୍ୟ କମ୍ ହୁଏ, ଯାହାକି ଅଧୁକ ଗୀର୍ଜଯୁକ୍ତ ।

O। ପୁରୁଷମାନଙ୍କ ଯୌନ ଜୀବନ ଉନ୍ନତ ହୁଏ ଓ ସ୍ତ୍ରୀ ମାନଙ୍କର ଗର୍ଭଧାରଣ କ୍ଷମତା ବଢିଯାଏ ।

ବୃକକ୍ ପ୍ରତିରୋପଣର ଅସୁବିଧା ଗୁଡିକ କ’ଣ ?

ବୃକକ୍ ପ୍ରତିରୋପଣର କେତେ ଗୁଡିଏ ଅସୁବିଧା ମଧ୍ୟ ରହିଛି। ସେଗୁଡିକ ହେଲା :

ଗୁରୁତ୍ବପୂର୍ଣ୍ଣ ଶଲ୍ୟ ଚିକିତ୍ସାର ବିପଦ : ବୃକକ୍ ପ୍ରତିରୋପଣ ପାଇଁ ଜେନେରାଲ୍ ଆନେସ୍ଥେସିଆ ଦେଇ ଏକ ଗୁରୁତ୍ବପୂର୍ଣ୍ଣ ଶଲ୍ୟ ଚିକିତ୍ସା କରିବାକୁ ପଡିଥାଏ । ଶଲ୍ୟ ଚିକିତ୍ସାର ପୂର୍ବ ଓ ପରବd ସମ୍ଭାବ୍ଯ ବିପଦ ମଧ୍ୟ ତା'ସିହତ ରହିଛି ।

ଅଗ୍ରାହ୍ୟ କରିବାର ବିପଦ :। ଏଥୁରେ ଶତପ୍ରତିଶତ ଦୃଢ଼ଭାବରେ କହିହେବନାହିଁକି ଯେ ଶରୀର ଅନ୍ୟର ବୃକକ୍କୁ ପ୍ରତିରୋପଣ କରାଯିବା ପରେ ଗ୍ରହଣ କରିନେବ । କି ନୂଆ ଏବଂ ଭଲ ଇସାଧୁନାସପ୍ରେସା0 ଔଷଧର ଲଭ୍ୟତା ଯୋଗୁ ପୂର୍ବରୁ ହେଉଥବା ଅଗ୍ରାହ୍ୟର ମାତ୍ରାଠାରୁ ବା0ମାନର ମାତ୍ରା କିଛିଟା କମ୍ ଅଛି ।

ନିୟମିତ ଔଷଧ ସେବନ । ନିୟମିତ ଔଷଧ ସେବନ ଜରୁରୀ ଯେପର୍ଯ୍ୟ" ବ୍ଳକ କାର୍ଯ୍ୟକ୍ଷମ ନହୋଇଛି ସେପର୍ଯ୍ୟ ଅନିୟମିତ, ହଜାଇ ଦେବା କିମ୍ବା ପୁରାମାତ୍ରାର ଇମ୍ୟୁନୋସପ୍ରେସା0 ଔଷଧକୁ ପୁରା ମାତ୍ରାରେ ନଖାଇବାର ପରିଣତି ହେଉଛି ପ୍ରତିରୋପଣ କରାଯାଇଥବା ବୃକକ୍ ର ଅଚଳ ହେବାର ବିପଦ ଅଥବା ଅଗ୍ରାହ୍ୟ ମଧ୍ୟ ହୋଇପାରେ ।

ସଂକ୍ରମଣର ବିପଦ ଅଧୁକ । ଔଷଧର ପାର୍ଶ୍ଵପ୍ରତିକ୍ରିୟା ମାଲିଗ୍ରାନସି ହୋଇପାରେ ।

ଚି'I, ପ୍ରତିରୋପଣ ପୂର୍ବରୁ ବୃକକ୍ ଦାନ କରିବା ଲୋକର ଅପେକ୍ଷା ସଫଳ ପ୍ରତିରୋପଣର ଅନିଶ୍ଚିତତା ପ୍ରତିରୋପିତ ବୃକକ୍ ଅକାମୀ ହୋଇପାରେ ? ଏବଂ ପ୍ରତିରୋପଣ ପରେ ନୂଆ ପ୍ରତିରୋପିତ, ବୃକକର କାର୍ଯ୍ୟ କମିଗଲେ ବି'ର ମାତ୍ରା ବଢିଯାଏ ।

ପ୍ରାଥମିକ ସ୍ତରରେ ଖର୍ଜର ମୂଲ୍ୟ ମାତ୍ରାଧୁଜ ଥାଏ ।

ବୃକକ୍ ପ୍ରତିରୋପଣର ବିରୋଧାଭାବ କ’ଣ ?

ଶେଷ ସ୍ତରରେ ଅବା ବୃକକ ରୋଗୀଙ୍କ ଚୁଜଜ୍ ପ୍ରତିରୋପଣ ମଧ୍ୟ ବିପଦପୂର୍ଣ୍ଣ ହୋଇପାରେ ଯଦି ରୋଗୀ ଅତିଶୟ, ମାତ୍ରାରେ ସଂକ୍ରମଣରେ ପୀଡିତ ହୋଇଥାଏ କିମ୍ବା ଚିକିୟା ହୋଇନପାରିବା ପରି ମାଲୋଗ୍ରାନ୍ସରେ ପୀଡିତ ହୋଇଥାଏ । ସେମାନଙ୍କୁ ବୃକକ୍ ପ୍ରତିରୋପଣ କରିବା ପାଇଁ ଅନୁମତି ମଧ୍ୟ ଦିଆଯାଏ ନାହିଁ । ଆହୁରି ମଧ୍ୟ ଯେଉଁ ରୋଗୀ ମାନସିକ ବିକାରଗ୍ରସ୍ତ କିମ୍ବା ମାନସିକ ଅସୁସ୍ଥ ହୋଇଥୁବ, ଅସ୍ଥିର କରୋନାରୀ ଆର୍ଟେରି ରୋଗରେ ପୀଡିତ ହୋଇଥୁବ କିମ୍ବା ରିଫାକ୍ଟୋରୀ, କମ୍ବ୍ରିଟିଭ, ହାର୍ଚ ଫେଲ୍ୟ ଅର, ଅତିଶୟ ପେରିଫେରାଲ ଭାସ୍କୁଲାର ରୋଗ କିମ୍ବା ଅନ୍ୟକେତେକ ଡାକ୍ତରୀ ଅସୁବିଧା ରହିଥୁବ ସେପରି ରୋଗୀଙ୍କର ମଧ୍ୟ ବୃକକ୍ ପ୍ରତିରୋପଣ କରାଯାଏ ନାହିଁ ।

ଚୂଳକ ଗ୍ରହୀତାର ବୟସସୀମା କେତେ ?

ସେପରି କୌଣସି ସ୍ଥିର ମାନଦଣ୍ଡ ବୃକକ୍ ପ୍ରତିରୋପିତ ଗ୍ରହୀତାଙ୍କର ନାହିଁ । କି.. ଏହା ସାଧାରଣତଃ ୫ ରୁ ୬୫ ବର୍ଷ ବୟସ ପର୍ଯ୍ୟ" ଲୋକଙ୍କୁ ସୁପାରିସ୍ କରାଯାଏ ।

ପ୍ରତିରୋପଣ ପାଇଁ ପସନ୍ଦ ଯୋଗ୍ୟ ବ୍ଳକ ର ମୂଳ ଆଧାର କ'ଣ ?

ବୃକକ୍ ପ୍ରତିରୋପଣର ତିନୋଟି ପଦ୍ଧତି ବା ଆଧାର ହେଉଛି ୧, ଜୀବିତ ସଂପର୍କିୟା ଦାତା, ବାQଥୁବା କି ସଂପର୍କ ନାଥୁବା ଦାତା ଏବଂ ମୃତ (ଜାଡାଭର ଦାତା ) । ଜୀବିତ ସଂପର୍କିୟ ଦାତା ହେଉଛି ଉକ୍ତ ସଂପର୍କିୟ ଗ୍ରହୀତାର (ରୋଗୀର) ଭାଇ, ଭଉଣୀ, ପୁଆ), ଝିଅ, ଦାଦା, ଖୁଡି କିମ୍ବା ପୁତୁରା, ଝିଆରୀ ଇତ୍ୟାଦି । ଜୀବିତ ସଂପର୍କ ନାଥୁବା ଦାତା ମଧ୍ୟରେ ବୈବାହିକ

ସଂପର୍କୀୟ ଅର୍ଥାତ୍ ସ୍ଵାମୀ କିମ୍ବା ସ୍ତ୍ରୀ କିମ୍ବା ସାଙ୍ଗ ଇତ୍ୟାଦି । ମୃତ (କାତାଭର) ଲୋକଙ୍କର ମସ୍ତିଷ୍କ ନିଷ୍କ୍ରିୟ ହେବାପରେ ତା’ର ଶରୀରୁ ଚୂଜଜ୍ କାଢି ନିଆଯାଇଥାଏ । କିଏ ସବୁଠାରୁ ଆଦର୍ଶ ବୃକକ୍ ଦାତା। : ଅଭିନ୍ନ ଯମଜ ସୀନ ହେଉଛି, ଆଦର୍ଶ ବୃକକ୍ ଦାତା ଯାହାକି ସବୁଠାରୁ ଭଲ ସୁଯୋଗ ବୃକକ୍ ପ୍ରତିରୋପଣ ପରେ ବ0 ରହିବାପାଇଁ ।

କିଏ ବୃକକ୍ ଦାନ କରିପାରେ ?

ଦୁଇଟି ବ୍ଳକ୍ ଅବା ସୁସ୍ଥ ବ୍ୟକ୍ତିର ରକ୍ତ ଗୁପ୍ ଏବଂ ଟିସୁ ଗୁଡିକ ଯଦି ବ୍ଳକ୍ ଗ୍ରହୀତାଙ୍କ ସହ ଖାପ୍ ଖାଉଥୁବ ତେବେ ସେ ଦାନ କରିପାରିବେ । ସାଧାରଣ ଦାତାଙ୍କ ବୟସ ସୀମା ୧୮ରୁ ୬୫ ବର୍ଷ ମଧ୍ୟରେ ହେବା ଉଚିତ ।

ବ୍ଳକ୍ ଦାନକାରୀକୁ ରକ୍ତର ବିଭାଗ କିପରି ସ୍ଥିର କରେ ?

ରକ୍ତ ବିଭାଗର ଦୃଢ଼ ବନ୍ଧନ ହେଉଛି ଅତି ଗୁରୁତ୍ବପୂର୍ଣ ବୃକକ ପ୍ରତିରୋପଣ କ୍ଷେତ୍ରରେ । ଗ୍ରହୀତା ଏବଂ ଦାତା ଏକା ରକ୍ତ ବିଭାଗର କିମ୍ବା ଦୃଢ଼ ବନ୍ଧନଯୁକ୍ତ ବିଭାଗର ହେବା କିପରି ଉଚିତ, ତାହା ନିମ୍ନରେ ଦିଆଗଲା ।

ଯଦି ପରିବାରର କେହି ଦାତା ବୃକକ ଦିଏ। ତେବେ ବ୍ରଜଜ୍ ପ୍ରତିରୋପଣର ସଫଳତା ସର୍ଭଧିକ ଦେଖାଯାଏ  

କେଉଁମାନେ ବୃକକ୍ ଦାନ କରିପାରିବେ ନାହିଁ:

ସମ୍ଭାବ୍ୟ ବା0ଥବା ଦାତା ଚିକିୟାଗତ ଭାବେ ଏବଂ ମାନସିକ ସ୍ତରରେ ତନ୍ମ ତନ୍ମ କରି ପରୀକ୍ଷାକରି ସ୍ଥିର ହେବା ଦରକାର ଯେ, ସେ ବୃକକ ଦାନ କରିବ । ଯାହା ଦାତା ପାଇଁ ବିପଦମୁକ୍ତ ଅଟେ । ସମ୍ଭବତଃ ଜୀବିତ ବୃକକ୍ ଦାତା ଯଦି ଡ଼ାଇବେଟିସ୍, ମେଲିଟସ୍, କର୍କଟ, ଏଚ୍.ଆଇ.ଭି. ବୃକକ ରୋଗୀ, ଉଚ୍ଚ ରକ୍ତଚାପ କିମ୍ବା ଅନ୍ୟ ଡାକ୍ତରୀ କିମ୍ବା ମାନସିକ ଅସୁସ୍ଥ ରୋଗରେ ପୀଡିତ ହୋଇଥୁବେ ତେବେ, ସେ ଚୁଜଜ୍ ଦାନ କରିପାରିବେ ନାହିଁ ।

ଜୀବିତ ବୃକକ୍ ଦାତାଙ୍କ ବିପଦର ସମ୍ଭାବନା କ’ଣ ?

ଜଣେ ସମ୍ଭାବ୍ଯ ଚୂଜକ ଦାତାର ତନ୍ମ ତନ୍ମ କରି ମୂଲ୍ୟ ନିରୂପଣ କରାଯିବ। ଏହି କଥା ଜାଣିବାପାଇଁ ଯେ ଦାତା ପାଇଁ ବୃକକ୍ ଦାନ ବିପଦମୁକ୍ତ କି ନାହିଁ । ଗୋଟିଏ ବୃକକରେ ମଧ୍ୟ ଜଣେ ଦାତା ସାଧାରଣ ଓ ସୁସ୍ଥ ଜୀବନ ଯାପନ କରିପାରିବ । ବ୍ରଜକ ଦାନ ପରେ ଯୌନଜୀବନ ବାଧାପ୍ରାପ୍ତ ହେବନାହିଁ । ଜଣେ ହୀ ଲୋକ ସୀନ ଜନ୍ମ କରିପାରିବ ଓ ଜଣେ ପୁରୁଷ ଦାତା ମଧ୍ୟ ପିତା ହୋଇପାରିବ । ସମ୍ଭାବ୍ୟ ବିପଦ ଜଣେ ବୃକକ ଦାତାର ହେଉଛି ଅନ୍ୟ କୌଣସି ଗୁରୁତ୍ବପୂର୍ଣ୍ଣ ଶଲ୍ୟ ଚିକିସ୍ ରୋଗକୁ ସଂକୁଚିତ କରିବା କାରଣ ସେମାନଙ୍କ ପାଖରେ କେବଳ ଗୋଟିଏ ବୃକକ ଥାଏ। ତେଣୁ ବିପଦ ଛୋଇପାଟୋର |

ଯୋତା ବୃକକ୍ ଦାନ କ’ଣ ?

ବୃକକ ପ୍ରତିରୋପଣ ବା ଡାୟାଲିସିସ୍ ହୋଇଥବା ରୋଗଗ୍ରସ୍ତ ଦାତାଠାରୁ ଜୀବିତ ଦାତା ବୃକକ୍ ପ୍ରତିରୋପଣରେ ବହୁଗୁଡିଏ ଲାଭ ଥାଏ ।

ପ୍ରତିରୋପଣ ଅପ୍ରେସ୍ଲା ପଚାର କିପରି ବୃକକ୍ ପ୍ରତିରୋପିତ ହୁଏ : ଅସ୍ତ୍ରୋପଚାର ପୂର୍ବରୁ ଉଚିତ ଡାକ୍ତରୀ ଏବଂ ମାନସିକ ଓ ସାମାଜିକ ଚିକିୟା କରାଯାଏ। ଏହା ନିଶ୍ଚିତ ହେବାପାଇଁ ଯେ ଉଭୟ ଦାତା ଏବଂ ଗ୍ରହୀତା (ଜୀବିତ ବୃକକ ଦାତାଙ୍କ ପ୍ରତିରୋପଣ କ୍ଷେତ୍ରରେ) ସୁସ୍ଥ ଏବଂ ସୁରକ୍ଷିତ ଅଛି । ଗ୍ରହୀତା ଏବଂ ଦାତା ଉଭୟଙ୍କ ରକ୍ତ ବିଭାଗ ଏବଂ ଏଚ୍.ଏଲ ଏ କୁ ପରୀକ୍ଷା କରି ଠିକ୍ ଭାବରେ ମିଶାଇ ନିଶ୍ଚିତ କରାଯାଏ । ବୃକକ୍ ପ୍ରତିରୋପଣ ଚିତ୍ର

ବ୍ରଜଜ୍ ପ୍ରତିରୋପଣ ଏକ ଦଳଗତ କାର୍ଯ୍ୟ, ନେଫେଲୋଜିଷ୍ଟ ପ୍ରତିରୋପଣ ଶଲ୍ୟ ଚିକିତ୍ସକ, ଆନେସ୍ରୋସିଷ୍ଟ ଏବଂ ସାହାଯ୍ୟକାରୀ ସେବିକା ଚୁନ୍ଦଙ୍କ ସହିତ ପ୍ରତିରୋପଣ ଯୋଗାଯୋଗ କରୁଥୁବା ବ୍ୟକ୍ତିଙ୍କୁ ନେଇ କରାଯାଏ । O। ପ୍ରାଳଭାବେ ପ୍ରଣାଳୀକୁ ବୁଝାଇବାପରେ ସମ୍ମତିପତ୍ରକୁ ଯତ୍ନର ସହିତ ପଢ଼ିସାରିବା ପରେ ଉଭୟ

ଦାତା ଏବଂ ଗ୍ରହୀତା (ବା ଅଥବା ବୃକକ୍ ଦାତା) ଙ୍କର ସମ୍ମତି ଗ୍ରହଣ କରାଯାଏ । 0 ଜୀବିତ ବୃକକ ଦାତାଙ୍କର ପ୍ରତିରୋପଣ ଅସ୍ତ୍ରୋପଚାର କ୍ଷେତ୍ରରେ ଉଭୟ ଦାତା ଏବଂ ଗ୍ରହୀତାଙ୍କର

ଅପ୍ରେସ୍ଲା ପଚାର ଏକାଦିକ୍ରମେ କରାଯାଏ ।

O। ଏହି ଗୁରୁତ୍ବପୂର୍ଣ୍ଣ ଅସ୍ତ୍ରୋପଚାର କ୍ଷେତ୍ରରେ ସାଧାରଣ ନିଶେତକ ପ୍ରୟୋଗ କରାଯାଇ ୩ ରୁ ୫ ଘ0। ମଧ୍ୟରେ ସଂପନ୍ନ କରାଯାଏ ।



ଆଧାର : Kidney Education Foundation

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate