অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବୃକକ୍ ହାନୀ କ'ଣ ?

ବୃକକ କାର୍ଯ୍ୟହୀନତା କ’ଣ

ବୃକକର ମୁଖ୍ୟ କାର୍ଯ୍ୟଗୁଡିକ ମଧ୍ୟରୁ ରକ୍ତ ଶୁଦ୍ଧତା, ଶରୀରରୁ ଅନାବଶ୍ୟକ ବର୍ଜାବସ୍ତୁଗୁଡିକୁ ନିଷ୍କାସିତ କରିବା, ମାତ୍ରାଧକ ତରଳ ପଦାର୍ଥ ଶରୀରରୁ ନିଷ୍କାସିତ କରି ଇଲେକ୍ନୋଲାଇଟ୍ ଏବଂ ଏସିଡ ବେଶରେ ସମତା ରକ୍ଷା କରିବା ହେଉଛି ଅନ୍ୟତମ । ଯଦି ଏହି କାର୍ଯ୍ୟଗୁଡିକ ବୃକକ କରିବାରେ ଅକ୍ଷମ ହୁଏ, ତେବେ ଆମେ ସେତେବେଳେ କହୁ ବୃକକର ରେନାଲ ଫେଲ୍ୟର ହେଲା ।

ବୃକକ କାର୍ଯ୍ୟହୀନତା ରୁ କିପରି ରୋଗ ନିର୍ଣ୍ଣୟ କରିବା

ରକ୍ତରେ କ୍ରିଏଟିନିନ ର ମାତ୍ରା ଏବଂ ୟୁରିୟାର ପ୍ରତିଫଳନ ବୃକକ କାର୍ଯ୍ୟଦକ୍ଷତାର ସୂଚନା ଦିଏ । ଏହା  ଜାଣିବା ଖୁବ ଗୁରୁତ୍ବପୂର୍ଣ ଯେ ଯଦି ସ୍କାବ ମାତ୍ରାରେ କ୍ରିଏଟିନିନ ବଢିଥାଏ ତେବେ ତାହା ମଧ୍ୟ ବୃକକ କାର୍ଯ୍ୟକରୁଥବା ସୂଚନାର ଏକ ନିର୍ଦିଷ୍ଟ ପ୍ରତିଫଳନ ଦିଏ । ଯଦି ସେରମ୍ କ୍ରିଏଟିନିନ ର ମୂଲ୍ୟ ୧.୬ ମିଗ୍ରା% ଏହା ୫o% କିଡନୀ କାର୍ଯ୍ୟହୀନତା ର ସୂଚନା ଦିଏ ।

ଗୋଟିଏ ବୃକକ କାର୍ଯ୍ୟ ନକଲେ ତାହାକୁ ବୃକକ ର କାର୍ଯ୍ୟ ଅକ୍ଷମତା ଜୁହାଯାଏ ନାହିଁ । ଯଦି ଗୋଟିଏ ବୃକକ କାର୍ଯ୍ୟ ଅକ୍ଷମ ହୋଇଯାଏ କିମ୍ବା ବାହାର କରାଯାଏ ତେବେ ଏହା ବୃକକ କାର୍ଯ୍ୟରେ କୌଣସି ପ୍ରଭାବ ପକାଏ ନାହିଁ କାରଣ ଅନ୍ୟ ସୁସ୍ଥ ବୃକକଟି ସମସ୍ତ କାର୍ଯ୍ୟଭାରକୁ ସୂଚାରୁରୂପେ ତୁଲାଇଥାଏ ।

ବୃକକ୍ କାର୍ଯ୍ୟ ଅକ୍ଷମତାର ୨ଟି ମୂଖ୍ୟ ପ୍ରକାର

ଆକ୍ୟୁଟ୍ ବୃକକ କାର୍ଯ୍ୟହୀନତା ବା କାର୍ଯ୍ୟ ଅକ୍ଷମତା ଏବଂ କ୍ରନିକ୍ ବୃକକ ରୋଗ ବା କ୍ରନିକ ବ୍ଲକକ୍ କାର୍ଯ୍ୟହୀନତା ହେଉଛି ଦୁଇଟି ପ୍ରମୁଖ ବୃକକ କାର୍ଯ୍ୟ ଅକ୍ଷମତା ।

ଆକ୍ୟୁଟ୍ ବୃକକ କାର୍ଯ୍ୟହୀନତା

ଆକ୍ୟୁଟ୍ ବୃକକ କାର୍ଯ୍ୟହୀନତା (ପୂର୍ବରୁ ଆକ୍ୟୁଟ ରେନାଲ ଫେଲଖୁଅର ଭାବେ ପରିଚିତ୬ ଇଜର ଏବଂ ttttO B OS O OBBS BB ସମୟରେ ସଂପୂର୍ଣ୍ଣ ବନ୍ଦ ହୋଇଯାଏ ତାହା ନିଶ୍ଚିତ ଭାବରେ ବୈଭିନ୍ନ ଶାରିରୀକ ଅସୁବିଧା କାରଣରୁ ହୋଇଥାଏ । ବୃକକ କାର୍ଯ୍ୟକରିବା ବନ୍ଦ କରିଦେଲେ ଏହା ସାଧାରଣତଃ ସ୍ଵଳ୍ପ ସମୟ ନିର୍ମାo ହୋଇଥାଏ । ଉଚିତ ସମୟରେ ଉଚିତ ଚିକିତ୍ସା ଦ୍ବାରା ବହୁ ରୋଗୀ ପୁଣି ପୂର୍ବାବସ୍ଥାକୁ ଫେରି ଆର୍ସ ।

କ୍ରନିକ ବ୍ଲକକ ରୋଗ

କ୍ରମାଗତ ଭାବରେ ବହୁତଦିନ, ମାସ ବା ବର୍ଷ ବର୍ଷ ଧରି ବୃକକ ର କାର୍ଯ୍ୟକ୍ଷମତା କମି କମି ଗଲେ ତାହାକୁ କ୍ରନିକ ବ୍ଲକକ କାର୍ଯ୍ୟହୀନତା ରୋଗ ବା ଉଜର କୁହାଯାଏ । ଏହି ରୋଗରେ ବୃକକ ର କାର୍ଯ୍ୟକ୍ଷମତା କ୍ରମାଗତ ଭାବରେ ଧୀରେ ଧୀରେ କମିବାକୁ ଲାଗେ । ବହୁବର୍ଷପରେ ବୃକକ ଏପରି ଏକ ଅବସ୍ନାକୁ ଆସେ ଯେଉଁଥୁରେ କି ବୃକକ ସଂପୂର୍ଣ ଭାବେ କାର୍ଯ୍ୟକରିବା ବନ୍ଦ କରିଦିଏ । ଜୀବନର ଏହି ବିପ୍ଳାବସ୍ନାକୁ ବୃକକ ର ଶେଷାବସ୍ନା ବୋଲି କୁହାଯାଏ । ଏହାକୁ ମଧ୍ୟ ରଝକଉ କିମ୍ବା ରେନାଲ ବୃକକ ରୋଗର ଶେଷାବସୁ ଜୁହାଯାଇଥାଏ ।

ଆଧାର : Kidney Education Foundation

Last Modified : 12/19/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate