ହୋମ / ସ୍ଵାସ୍ଥ୍ୟ / ରୋଗ / ମାଇଗ୍ରେନ୍
ସେଆର କରନ୍ତୁ

ମାଇଗ୍ରେନ୍

ଅତ୍ୟଧିକ ଚିନ୍ତା କାମର ଚାପ ଏବଂ ଅସନ୍ତୁଳିତ ଜୀବନଶୈଳୀ ମାଇଗ୍ରେନ୍ ସମସ୍ୟାର ଅନ୍ୟତମ ମୁଖ୍ୟ କାରଣ ।

ମାଇଗ୍ରେନ୍

ଅତ୍ୟଧିକ ଚିନ୍ତା କାମର ଚାପ ଏବଂ ଅସନ୍ତୁଳିତ ଜୀବନଶୈଳୀ ମାଇଗ୍ରେନ୍ ସମସ୍ୟାର ଅନ୍ୟତମ ମୁଖ୍ୟ କାରଣ । ଏହି ସମସ୍ୟା ଦେଖାଦେଲେ ସମ୍ପୃକ୍ତ ବ୍ୟକ୍ତି କୁ ଅସହ୍ୟ ମୁଣ୍ଡବିନ୍ଧା ଭୋଗିବାକୁ ପଡିଥାଏ ।

ମାଇଗ୍ରେନ୍ ଦୂରୀକରଣ

ତେବେ ଏହି ସମସ୍ୟାଠାରୁ ଦୂରେଇ ରହିବାର କେତେକ ଉପାୟ ସମ୍ପର୍କରେ ସୂଚନା

  • ଦୀର୍ଘଦିନ ଧରି ନିଦ୍ରାଜନିତ ସମସ୍ୟା ଦେଖାଦେଲେ ମାଇଗ୍ରେନ୍ ସମସ୍ୟା ଉପୁଜିବାର ଆଶଙ୍କା ରହିଛି । ତେଣୁ ଦିନକୁ ଅତି କମ୍ ରେ ୭-୮ ଘଣ୍ଟା ଶୋଇବାକୁ ଚେଷ୍ଟା କରନ୍ତୁ ।
  • ମାଇଗ୍ରେନ୍ ସମସ୍ୟାରୁ ଦୂରେଇ ରହିବା ଲାଗି ପ୍ରତିଦିନ ବ୍ୟାୟାମ ( ଅତି କମ୍ ରେ ୪୦ ମିନିଟ୍) କରିବା ଜରୁରୀ । ଏହା ମୁଣ୍ଡ ବିନ୍ଧା ଦୂରକରିବା ସହ ଶରୀରକୁ ମଧ୍ୟ ସୁସ୍ଥା ରଖିଥାଏ ।
  • ମୁଣ୍ଡ ଏବଂ ବେକ ପାଖରେ ଥଣ୍ଡା କିମ୍ବା ଉଷୁମ ସେକ ଦେବା ଦ୍ଵାରା ଏଥିରୁ କେତେକାଂଶରେ ଉପଶମ ମିଳିଥାଏ । ଏଥିପାଇଁ ଆଇସ୍ ପ୍ୟାକ୍ ର ବ୍ୟବାହାର ମଧ୍ୟ କରିପାରିବେ ।
  • ଏହି ସମୟରେ ଚା’ କିମ୍ବା କଫି  ପିଇଲେ କିଛିଟା ଆରାମ ମିଳେ ।
  • ପ୍ରତିଦିନ ଏକ ନିର୍ଦ୍ଦଷ୍ଟ ସମୟରେ ନିଦ୍ରା ଯାଆନ୍ତୁ ଏବଂ ସକାଳୁ ଉଠାନ୍ତୁ । ଯଦି ଠିକ୍ ନିଦ ତେବେ ମାଇଗ୍ରେନ ସମସ୍ୟା ସମ୍ମୁଖୀନ ହେବା ଆଶଙ୍କା ବହୁତ କମ୍ ଥାଏ । ସୁନିଦ୍ରା ପାଇଁ ଆପଣ ମନ ପସନ୍ଦର ଗୀତା ସୁନନ୍ତୁ ଅନ୍ୟପକ୍ଷରେ ବେଡ୍ ରୁମ୍ ପରିବେଶ ଶୋଇବା ପାଇଁ ଅନୁକୂଳ ହୋଇଥିବା ଦରକାର । ରାତ୍ରିଭୋଜନ ଯେତେ ହାଲୁକା ହେବ ତାହା ସେତେ ଭଲ ।
  • ମାଇଗ୍ରେନ ଭଳି ସମସ୍ୟାଠାରୁ ନିଜକୁ ଦୂରେଇ ରଖିବାକୁ ହେଲେ ନିଶାଦ୍ରାବ୍ୟ ସେବନଠାରୁ ଦୂରେଇ ରୁହନ୍ତି ।
  • ଖାଦ୍ୟପେୟରେ ଅନିୟମିତା ମଧ୍ୟ ମାଇଗ୍ରେନ ସମସ୍ୟା ପାଇଁ କେତେକାଂଶରେ ଦିଆ । ତେଣୁ ଦୈନନ୍ଦିନ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନଦିଆନ୍ତୁ ।

ଆଧାର

ଧରିତ୍ରୀ ୧୧ ଏପ୍ରିଲ ୨୦୧୬

2.75
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top