ହୋମ / ସ୍ଵାସ୍ଥ୍ୟ / ରୋଗ / ଶରୀରରେ ହେଉଥିବା ବିଭିନ୍ନ ପ୍ରକାର କ୍ୟାନସର
ସେଆର କରନ୍ତୁ

ଶରୀରରେ ହେଉଥିବା ବିଭିନ୍ନ ପ୍ରକାର କ୍ୟାନସର

ଶରୀରରେ ହେଉଥିବା ବିଭିନ୍ନ ପ୍ରକାର କ୍ୟାନସର ର ସୂଚନା

ଉପକ୍ରମ

କ୍ୟାନସର  ପ୍ରାୟ ୨୮୫ ପ୍ରକାରରୁ  ଅଧିକ  ପ୍ରକାରର  ଅଛି  । ଏଥିରୁ  କେତେକ  ମୂଖ୍ୟ  କ୍ୟାନସର  ନାମ  ଏଠାରେ  ପ୍ରଦତ୍ତ ହେଲା

ବିଭିନ୍ନ ପ୍ରକାର  କ୍ୟାନସର

  1. ଲିମ୍ଫୋମା
  2. ରକ୍ତ  କ୍ୟାନସର
  3. ଥାଇରଏଡ  କ୍ୟାନସର
  4. ମୁଖ ଗହ୍ଵର  କ୍ୟାନସର
  5. ଖାଦ୍ୟନଳୀ  କ୍ୟାନସର
  6. ପାକସ୍ଥଳୀ  କ୍ୟାନସର
  7. ଅନ୍ତନଳୀ  କ୍ୟାନସର
  8. ଯକୃତ  କ୍ୟାନସର
  9. ସ୍ତନ  କ୍ୟାନସର
  10. ମଲ୍ ଟିପ୍ଲ  ମାଏଲୋମା
  11. ଚର୍ମ  କ୍ୟାନସର
  12. ଫୁସ୍ ଫୁସ୍  କ୍ୟାନସର
  13. ଜରାୟୁ  ଗ୍ରୀବା  କ୍ୟାନସର
  14. ଗର୍ଭାଶୟ  କ୍ୟାନସର
  15. ଡିମ୍ବାଶୟ  କ୍ୟାନସର
  16. ମା ’ର ଫୁଲ ରେ  କ୍ୟାନସର
  17. ପୁରୁଷ  ଯୌନାଙ୍ଗ  ସମ୍ବନ୍ଧୀୟ  କ୍ୟାନସର
  18. ପୌରୁଷ  ଗ୍ରନ୍ଥି  ବା  ପ୍ରୋଷ୍ଟେଟ୍  କ୍ୟାନସର
  19. ଲିଙ୍ଗ  କ୍ୟାନସର

ଆଧାର - ଡା. ନିତ୍ୟାନନ୍ଦ ସ୍ଵାଇଁ , ଲାୟନ ମିନତୀ ବେହେରା କ୍ୟାନସର ଫାଉଣ୍ଡେସନ ଟ୍ରଷ୍ଟ

 

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top