ସେଆର କରନ୍ତୁ

ରୋଗ

ଶରୀର କିମ୍ବା ତାର କୌଣସି ଅଂଶ କାର୍ଯ୍ୟ କରିବା ବନ୍ଦ କରିଦିଏ କିମ୍ବା ବ୍ୟକ୍ତି କାର୍ଯ୍ୟ କରିବାକୁ ଇଚ୍ଛା କରେନାହିଁ ସେତେବେଳେ ରୋଗ ଶବ୍ଦର ବ୍ୟବହାର କରାଯାଏ । ସାଧାରଣତଃ ରୋଗକୁ ତିନି ଭାଗରେ ବିଭକ୍ତ କରାଯାଇ ପାରେ, ଏଗୁଡିକ ହେଲା ଶରୀର ଭିତରେ ସଂକ୍ରମଣ ଦ୍ଵାରା ରୋଗ, ବାହ୍ୟ ସଂକ୍ରମଣ ଏବଂ ଅନ୍ୟ କେତେକ ଅଜଣା କାରଣରୁ ହୋଇଥିବା ରୋଗ ସମ୍ବନ୍ଧରେ ଏହି ପୋର୍ଟାଲରେ ସ୍ଥାନ ଦିଆଯାଇଛି ।

ସ୍ଲିପଡିସ୍କ ଓ ସିଆଟିକା (ଅଣ୍ଟା ବଥାର) ଅଭିନବ ଚିକିତ୍ସା
ବର୍ତ୍ତମାନ ସମୟରେ ଅଣ୍ଟା ବ୍ୟଥା ଏକ ସାଧାରଣ ରୋଗ ହୋଇଥିବା ବେଳେ ଓ ଏହା ଅଧିକ ଯନ୍ତ୍ରଣାଦାୟକ ଓ ଦୈନନ୍ଦିନ ଜୀବନକୁ ଅଧିକ ମାତ୍ରାରେ ପ୍ରଭାବିତ କରିଥାଏ।
ଖାଦ୍ୟନଳୀ ରକ୍ତସ୍ରାବ
ଖାଦ୍ୟନଳୀ ରକ୍ତସ୍ରାବ ପାଟିରୁ ଆରମ୍ଭ କରି ମଳାଶୟ ପର୍ଯ୍ୟନ୍ତ ଖାଦ୍ୟନଳୀର ଯେ କୌଣସି ସ୍ଥାନରୁ ରକ୍ତସ୍ରାବ ହେଲେ ଏହି ନାମ ଦିଆଯାଏ ।
ଟ୍ରାକୋମା
ଟ୍ରାକୋମା ବା ଗ୍ରାନୁଲାର କଞ୍ଜକ୍ଟିଭାଇଟିସ ଏକ ସଂକ୍ରମଣକାରୀ ରୋଗ ଯାହା କ୍ଲାମିଡିଆ ଟ୍ରାକୋମାଟିସ ଜୀବାଣୁଦ୍ୱାରା ହୁଏ ।
ଖାଦ୍ୟ ଆଲର୍ଜି
ଖାଦ୍ୟ ଆଲର୍ଜି ଦେହରେ ଜାତ ହେଉଥିବା ଏକ ଅସ୍ୱାଭାବିକ ଇମ୍ମ୍ୟୁନ ପ୍ରତିକ୍ରିୟା ।
ନାକରୁ ରକ୍ତ ବୋହୁଥିଲେ ରୁହନ୍ତୁ ସତର୍କ
ଅନେକଥର ହଠାତ ଆପଣଙ୍କ ନାକରୁ ରକ୍ତ ବହିବା ଆରମ୍ଭ କରିଦିଏ ।
ସ୍ଵାଇନ୍ ଫ୍ଲୁ ସତର୍କତା
ସ୍ୱାଇନ୍ ସାଧାରଣତଃ ଇନ୍‌ଫ୍ଲୁଏଞ୍ଜା ପରି ଏକ ସାଧାରଣ ଥଣ୍ଡା ରୋଗ
କଣନଖା
କଣନଖା ହେଉଛି ହାତ ଓ ଗୋଡ ନଖର ଏକ ଅତି ସାଧାରଣ ରୋଗ ।
ଡେଙ୍ଗୁ ଜର ସମ୍ବନ୍ଧୀୟ କେତାଟି ପ୍ରଶ୍ନ ଉତ୍ତର
ଡେଙ୍ଗୁ ରୋଗର ପ୍ରତିରୋଧ ଓ ନିୟନ୍ତ୍ରଣ ସମ୍ବନ୍ଧରେ କେତୋଟି ପ୍ରଶ୍ନ ଓ ଉତ୍ତର
ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଏଚ.ଆଇ.ଭି / ଏଡସ୍ ପରାମର୍ଶ
ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଏଚ.ଆଇ.ଭି / ଏଡସ୍ ପରାମର୍ଶ
ବଷଦନଆ ଆଖଧାରା
ବର୍ଷା ଦିନେ ବିଭିନ୍ନ ପ୍ରକାର ସଂକ୍ରମଣ ଜନିତ ଶାରୀରିକ ରୋଗ ମଧ୍ୟରେ ଆଖିଧରା ରୋଗ |
ନେବିଗତିଓଂ
Back to top