ସେଆର କରନ୍ତୁ

ରୋଗ

ଶରୀର କିମ୍ବା ତାର କୌଣସି ଅଂଶ କାର୍ଯ୍ୟ କରିବା ବନ୍ଦ କରିଦିଏ କିମ୍ବା ବ୍ୟକ୍ତି କାର୍ଯ୍ୟ କରିବାକୁ ଇଚ୍ଛା କରେନାହିଁ ସେତେବେଳେ ରୋଗ ଶବ୍ଦର ବ୍ୟବହାର କରାଯାଏ । ସାଧାରଣତଃ ରୋଗକୁ ତିନି ଭାଗରେ ବିଭକ୍ତ କରାଯାଇ ପାରେ, ଏଗୁଡିକ ହେଲା ଶରୀର ଭିତରେ ସଂକ୍ରମଣ ଦ୍ଵାରା ରୋଗ, ବାହ୍ୟ ସଂକ୍ରମଣ ଏବଂ ଅନ୍ୟ କେତେକ ଅଜଣା କାରଣରୁ ହୋଇଥିବା ରୋଗ ସମ୍ବନ୍ଧରେ ଏହି ପୋର୍ଟାଲରେ ସ୍ଥାନ ଦିଆଯାଇଛି ।

ମୂତ୍ରାଙ୍ଗ ସଂକ୍ରମଣ
ମୂତ୍ରାଙ୍ଗ ସଂକ୍ରମଣ ସମ୍ବନ୍ଧରେ ସୂଚନା ।
ଟ୍ରାକୋମା
ଟ୍ରାକୋମା ରୋଗ ର ସୂଚନା
ଲେଥରିଜିମ୍ ରୋଗ
ଲେଥରିଜିମ୍ ରୋଗ ସମ୍ବନ୍ଧରେ ସୂଚନା ପ୍ରଦାନ କରାଯାଇଛି ।
ଯୌନ ସଂଚାରିତ ରୋଗ
ଯୌନ ସଂଚାରିତ ରୋଗ କଣ ଏବଂ ଏହା କିପରି ହୁଏ ସେ ସମ୍ବନ୍ଧିତ ତଥ୍ୟ ।
ଶ୍ଵାସ ରୋଗୀଙ୍କ ଡାଏଟ୍
ଶ୍ଵାସ ରୋଗୀଙ୍କର ପାଇଁ ଦହିଅଦା ଆଦି ଖାଦ୍ୟ ବହୁତ ଭଲ ହେଲେ କେତେକ ଖାଦ୍ୟ ଯାହା ସେମାନଙ୍କ ଦେହ ପାଇଁ ବହୁତ କ୍ଷତିକାରକ ।
ମାରାତ୍ମାକ ରୋଗ: ମୋନିଲିଆସିସ୍
ମୋନିଲିଆସିସ୍ ରୋଗ ଉଭୟ ନାରୀ ଓ ପୁରୁଷଙ୍କଠାରେ ଦେଖାଦେଇଥାଏ । ଦୀର୍ଘଦିନ ଧରି ଏ ସମ୍ପର୍କରେ ଚିକିତ୍ସା ବିଜ୍ଞାନୀମାନେ ଗବେଷଣା ଚଳାଇ ଆସୁଛନ୍ତି ।
ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍
ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍ ଏକ ପ୍ରକାର ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ରୋଗ ଯାହାକି ମେରୁଦଣ୍ଡ ହାଡ ଓ ଏହାର ପାଖାପାଖି ଗଣ୍ଠି ସମୂହକୁ ପ୍ରଭାବିତ କରିଥାଏ ।
କିଡନି ଷ୍ଟୋନ୍
କିଡନି ଷ୍ଟୋନ୍ ବହୁ ପୁରାତନ କାଳରୁ ମଣିଷକୁ ଜାଣିଥିବା ଏକ ରୋଗ ।
ବୟସ୍କ ବ୍ୟକ୍ତିଏନକେ ପାଇଁ ବାଇପାସ୍ ସର୍ଜରୀ
ବାଇପାସ୍ ସର୍ଜରୀ ପ୍ରାୟ ୭୦ ବର୍ଷ ବୟସ ଲୋକଙ୍କାଠାରେ ଦେଖାଯାଇଛି । ଡାଇବେଟିସ୍ ମେଲିଟିଅସ୍ କ୍ରାନିକ ଅବଷ୍ଟ୍ରକଟିଭି ପଲମୋନାରୀ ରୋଗ ରେନାଲ ରୋଗ କିମ୍ବା ଲେଫ୍ଟ ଭେଣ୍ଟିକୁଲାର ଡିସଫଙ୍କଶନ୍ ଏବଂ ବଂଶାନୁକ୍ରମିକ ରୋଗରୁ ହିଁ ଦେଖାଦେଇଥାଏ ।
ଜ୍ଵର ସମୟରେ ଖାଦ୍ୟ
ଖାଦ୍ୟ ସହ ରୋଗର ବଡ ଅନ୍ତରଙ୍ଗ ସମ୍ପର୍କ ରହିଥିବା କଥା ଆପଣମାନେ ଜାଣନ୍ତି ।
ନେବିଗତିଓଂ
Back to top