ହୋମ / ସ୍ଵାସ୍ଥ୍ୟ / ମହିଳା ସ୍ଵାସ୍ଥ୍ୟ
ସେଆର କରନ୍ତୁ

ମହିଳା ସ୍ଵାସ୍ଥ୍ୟ

ଏହି ପୋର୍ଟାଲରେ ନିରାପଦ ମାତୃତ୍ଵ ଏବଂ ଅନ୍ୟାନ୍ୟ ମହିଳା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ରହିଛି ।

କିଶୋର ଓ କିଶୋରୀ ସ୍ୱାସ୍ଥ୍ୟ
କିଶୋର ଓ କିଶୋରୀଙ୍କର ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମ୍ବନ୍ଧିତ ତଥ୍ୟ ।
ଗର୍ଭାବସ୍ଥା
ଗର୍ଭାବସ୍ଥା ହେଉଛି ଯେତେବେଳେ ଜଣେ ମହିଳାଙ୍କ ଗର୍ଭରେ ଏକ ନୂତନ ଶିଶୁ ସୃଷ୍ଟି ହୁଏ ।
ସ୍ୱାସ୍ଥ୍ୟ ଏବଂ ପୋଷଣ
ବାଳିକା ଏବଂ ମହିଳାଙ୍କ ସ୍ୱାସ୍ଥ୍ୟ ଏବଂ ପୋଷଣ ସୁସ୍ଥ ସବଳ ପାଇଁ ରାଜ୍ୟର ଉନ୍ନତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ ।
ସ୍ତନ କର୍କଟ
ନାରୀର ସ୍ତନ ଶରୀରର ଏକ ଗୁରୁତ୍ଵପୂର୍ଣ୍ଣ ପ୍ରତ୍ୟଙ୍ଗ ହୋଇଥିବାରୁ ଏହାର ଯତ୍ନ ନେବା ନିହାତି ବାଞ୍ଛନୀୟ ।
ଗର୍ଭଧାରଣ ପୂର୍ବ ଓ ଜନ୍ମ ପୂର୍ବ ନିଦାନ କୌଶଳ
ଗର୍ଭଧାରଣ ପୂର୍ବ ଓ ଜନ୍ମ ପୂର୍ବ ନିଦାନ କୌଶଳ ସମ୍ବନ୍ଧୀୟ ସୂଚନା ।
ନିରାପଦ ମାତୃତ୍ଵ
ଗର୍ଭାବସ୍ଥାରୁ ଆରମ୍ଭ କରି ପ୍ରସବ ଓ ପ୍ରସବ ପରବର୍ତ୍ତୀ ଚିକିତ୍ସା ସୁବିଧା ପାଇବା ସହିତ ଗର୍ଭବତୀ ନାରୀ ସୁସ୍ଥ ରହିବା ଅର୍ଥ ହେଉଛି ନିରାପଦ ମାତୃତ୍ଵ ।
ଗର୍ଭାବସ୍ଥାରେ ଡାଇବେଟିସ୍
ଗର୍ଭାବସ୍ଥାରେ ସମୟରେ ଡାଇବେଟିସ୍ ହେଲେ କିପରି ଚିହ୍ନଟ କରିବେ ସେ ସମ୍ବନ୍ଧିତ ସୂଚନା ।
ଗର୍ଭାବସ୍ଥାରେ ପ୍ରଥମ ତିନି ମାସରେ ଖାଦ୍ୟ ପରାମର୍ଶ
ଗର୍ଭାବସ୍ଥା ସମୟରେ ପ୍ରତ୍ୟେକ ମହିଳାଙ୍କୁ ନିଜ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବାକୁ ପଡିଥାଏ ।
ଗର୍ଭାଶୟରେ ଟ୍ୟୁମର
ମହିଳାମାନଙ୍କ ଗର୍ଭାଶୟ ଭିତରେ ଅବା ବାହାରେ ମାଂସପିଣ୍ଡୁଳା ବଢ଼ିବାକୁ କୁହାଯାଏ ଗର୍ଭାଶୟରେ ଟ୍ୟୁମର୍।
ଗର୍ଭାବସ୍ଥାରେ ମ୍ୟାଲେରିଆ
ମ୍ୟାଲେରିଆ ବିଶେଷକରି ଗର୍ଭାବସ୍ଥାରେ ଖୁବ୍ ଜଟିଳ ପରିସ୍ଥିତି ସୃଷ୍ଟି କରିଥାଏ ।ଗର୍ଭାବସ୍ଥାରେ ମ୍ୟାଲେରିଆର କିପରି ଉପଚାର କରିବେ ସେ ସମ୍ବନ୍ଧିତ ତଥ୍ୟ ।
ନେବିଗତିଓଂ
Back to top