ହୋମ / ସ୍ଵାସ୍ଥ୍ୟ / ମହିଳା ସ୍ଵାସ୍ଥ୍ୟ
ସେଆର କରନ୍ତୁ

ମହିଳା ସ୍ଵାସ୍ଥ୍ୟ

ଏହି ପୋର୍ଟାଲରେ ନିରାପଦ ମାତୃତ୍ଵ ଏବଂ ଅନ୍ୟାନ୍ୟ ମହିଳା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ରହିଛି ।

ଗର୍ଭାବସ୍ଥାରେ ଉଚ୍ଚରକ୍ତଚାପ
ଗର୍ଭାବସ୍ଥାରେ ଉଚ୍ଚରକ୍ତଚାପ ରହିବା ଖୁବ୍ ବିପଦ ଜନକ । ଏହା ଉଭୟ ମା’ ଗର୍ଭସ୍ଥ ଶିଶୁର କ୍ଷତି କରିଥାଏ । ସେ ସମ୍ବନ୍ଧିତ ତଥ୍ୟ ।
ଋତୁସ୍ରାବ
ମହିଳାଙ୍କର ଋତୁସ୍ରାବ ସମ୍ବନ୍ଧୀୟ ସୂଚନା ।
ଋତୁସ୍ରାବ ସମୟର ସ୍ୱାସ୍ଥ୍ୟ ପାଇଁ “ସୁଖୀଭବ”
ସହରର ବସ୍ତି ଅଞ୍ଚଳରେ ଋତୁସ୍ରାବ ସମୟରେ ମହିଳାମାନଙ୍କୁ ସ୍ୱାସ୍ଥ୍ୟକର ସାଧନ ଆପଣାଇବା ପାଇଁ ପ୍ରେରିତ କରୁଛି “ସୁଖୀଭବ” ।
ଋତୁସ୍ରାବ ଜନିତ ସମସ୍ୟାର ସମାଧାନ କରୁଛି ‘ଶୁଣଲୋ ସଖୀ'
ମହିଳାଙ୍କ ମାସିକ ରୁତୁସ୍ରାବ ସମୟରେ ହେଉଥିବାବିଭିନ୍ନ ସମସ୍ୟାକୁ ରେଡିଓ ମାଧ୍ୟମରେ ସେମାନଙ୍କ ପାଖରେ ପହଚାଂଇବାର ଅଭିନବ ପ୍ରୟାସ ହେଉଛି ।
ଜନ୍ମ ନିରୋଧ
ଜନ୍ମ ନିରୋଧ ବା ଜନ୍ମ ନିୟନ୍ତ୍ରଣ ବା ପ୍ରଜନନ ଶକ୍ତି ନିୟନ୍ତ୍ରଣ ଏକ ପଦ୍ଧତି ଯାହାଦ୍ଵାରା ଗର୍ଭ ନିରୋଧ କରାଯାଏ । ସେ ସମ୍ବନ୍ଧିତ ସୂଚନା ।
ବର୍ଷାଦିନେ ଗର୍ଭବତୀ ସୁସ୍ଥ ରହିବାର ଉପାୟ
ଗ୍ରୀଷ୍ମ ଓ ଶୀତ ଦିନ ଅପେକ୍ଷା ବର୍ଷା ଦିନର ଜଳବାୟୁବହୁତ ଲଭ ଲାଗେ । ହେଲେ ଏହି ଦିନ ଗର୍ଭାବତୀଙ୍କ ପାଇଁ କିଛି ସମସ୍ୟାର କାରଣ ହୋଇଥାଏ ।
ପ୍ରସବ ପରେ ଘିଅ ଖାଇବା ଜରୁରୀ
ଗର୍ଭଧରଣ ବେଳେ ଫଳ, ପୁଷ୍ଟିସାର ଆହାର ଖାଇବା ପାଇଁ କୁହାଯାଇଥାଏ । ଏହାସହ ଡାକ୍ତର ମାନେ ପ୍ରସବ ପରେ ଦେଶୀ ଘିଅ ଖାଇବା ପାଇଁ ମଧ୍ୟ କହିଥାନ୍ତି ।
ଫିଟ୍ ରହିବେ ମା’
ସ୍ୱାସ୍ଥ୍ୟ ଟିପ୍ ଯାହାକୁ ଆପଣେଇ ଜଣେ ମା’ ନିଜକୁ କେବଳ ଆକ୍ଟିଭ ତଥା ଫିଟ୍ ରହିବେ ।
ବିବାହିତ ଦମ୍ପତିଙ୍କର ସନ୍ତାନ ନ ହେବାର କାରଣ ଓ ନିରାକରଣ
ସମସ୍ତ ସୁଖସୁବିଧା ଥାଇ ଯଦି ସନ୍ତାନଟିଏ ନ ହେଲା ତେବେ ବଂଶରକ୍ଷାଠାରୁ ଆରମ୍ଭ କରି ଜୀବନର ପୂର୍ଣ୍ଣତା ଓ ସାମାଜିକ ସ୍ଥିତି ନିନ୍ଦନୀୟ ହୋଇପଡେ ।
ତମାଖୁ ସେବନ ଓ ମହିଳାଙ୍କ ସ୍ୱାସ୍ଥ୍ୟ
ଧୂମପାନ କରୁଥିବା ମହିଳାମାନେ କ୍ରନିକ୍ ଶ୍ଵାସଜନିତ ରୋଗ ଯଥା ଏଫିସିମା ବ୍ରୋଙ୍କାଇଟିସ୍ ଓ ଫୁସ୍ ଫୁସ୍ ଜନିତ ରୋଗ ବେଶି ଭୋଗିଥାନ୍ତି ।
ନେବିଗତିଓଂ
Back to top