ହୋମ / ସମ୍ବାଦ
ସେଆର କରନ୍ତୁ

ସମ୍ବାଦ

ସମ୍ବାଦ

ନିର୍ମାଣ ତାରିଖ ଶୀର୍ଷକ ବିବରଣୀ
Nov 21, 2017 12:02 PM ୟୁପି ପୋଷ୍ଟାଲ ସର୍କଲରେ ୫,୩୧୪ଟି ପଦବୀ ଖାଲି ୟୁପି ପୋଷ୍ଟାଲ ସର୍କଲରେ ୫,୩୧୪ଟି ପଦବୀ ଖାଲି, ଜାଣନ୍ତୁ ଆବେଦନର ସମସ୍ତ ବିବରଣୀ
Nov 20, 2017 02:12 PM ନିଯୁକ୍ତି: ଓଏମସିରେ ଗ୍ରାଜୁଏଟସଙ୍କ ପାଇଁ ଚାକିରୀ, ଦରମା ୨୦ ହଜାର ଓଡ଼ିଶା ମାଇନିଙ୍ଗ କର୍ପୋରେସନ ଲିମିଟେଡ଼ ନିଯୁକ୍ତି - ୨୦୧୭ ପଦବୀ ନାମ - ଜୁନିୟର ଏକ୍ସିକ୍ୟୁଟୁଭ୍ ଆସିଷ୍ଟାଣ୍ଟ ଏବଂ ଆକାଉଣ୍ଟାଣ୍ଟ
Nov 18, 2017 10:53 AM ଦଶମ ପାସଙ୍କ ପାଇଁ RBIରେ ନିଯୁକ୍ତି ଦଶମ ପାସଙ୍କ ପାଇଁ RBIରେ ନିଯୁକ୍ତି, ୫୨୬ଟି ପଦବୀ ପାଇଁ ବିଜ୍ଞପ୍ତି ଜାରି
Nov 17, 2017 02:45 PM AIIMS ନିଯୁକ୍ତି: ନର୍ସିଙ୍ଗ ଅଫିସର ପାଇଁ ୯୨୭ଟି ପଦବୀ ଖାଲି AIIMS ନିଯୁକ୍ତି: ନର୍ସିଙ୍ଗ ଅଫିସର ପାଇଁ ୯୨୭ଟି ପଦବୀ ଖାଲି, ଜାରି ହେଲା ବିଜ୍ଞପ୍ତି
Nov 17, 2017 02:22 PM ବ୍ୟାଙ୍କ ଅଫ୍ ବରୋଦାରେ ନିଯୁକ୍ତି, ୪୨୭ଟି ପଦବୀ ପାଇଁ ଜାରି ହେଲା ବିଜ୍ଞପ୍ତି ବ୍ୟାଙ୍କ ଅଫ୍ ବରୋଦା ନିଯୁକ୍ତି – ୨୦୧୭,ପଦବୀ ନାମ – ସ୍ପେଶାଲିଷ୍ଟ ଅଫିସର, ପଦବୀ ସଂଖ୍ୟା – ୪୨୭
Nov 14, 2017 02:17 PM ନବୀନ କହିଲେ ମନର କଥା ନବୀନ କହିଲେ ମନର କଥା : ମନେ ପକାଇଲେ ମଧୁବାବୁଙ୍କ ପ୍ରତିଭା ଓ ବିଜୁଙ୍କ ସାହସିକତା
Nov 13, 2017 08:24 AM ଲଞ୍ଚ ହେବ ଭାରତନେଟ୍ ଫେଜ-୨, ୧.୫ ଲକ୍ଷ ପଞ୍ଚାୟତକୁ ମିଳିବ ହାଇସ୍ପିଡ ଇଣ୍ଟରନେଟ କେନ୍ଦ୍ର ସରକାର ଭାରତନେଟ ପ୍ରୋଜେକ୍ଟର ଦ୍ଵିତୀୟ ତଥା ଅନ୍ତିମ ପର୍ୟ୍ୟାୟ ସୋମବାର ଲଞ୍ଚ କରିବେ।
Nov 11, 2017 03:28 PM ଓଡ଼ିଶା ଉଚ୍ଚ ଶିକ୍ଷା କାର୍ଯ୍ୟକ୍ରମ (ଓଏଚଇପିଇଇ) ଲାଗି ବିଶ୍ୱ ବ୍ୟାଙ୍କ ସହ ଚୁକ୍ତି ଓଡ଼ିଶାରେ ଉଚ୍ଚ ଶିକ୍ଷାର ବିକାଶ ପାଇଁ 119 ନିୟୁତ ଆମେରିକୀୟ ଡଲାର ଋଣ ଯୋଗାଇଦେବ ବିଶ୍ୱ ବ୍ୟାଙ୍କ 30 ନଭେମ୍ବର, 2022 ସୁଦ୍ଧା ଶେଷ ହେବ ପ୍ରକଳ୍ପ
Nov 11, 2017 03:23 PM ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କ ପାଇଁ ପ୍ରବେଶିକା ପରୀକ୍ଷା ପରିଚାଳନା ସକାଶେ ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସୀ ଗଠନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି ଏଣିକି ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକରେ ପ୍ରବେଶିକା ପରୀକ୍ଷା ପରିଚାଳନା ସକାଶେ ଏକ ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସୀ ଗଠନ କରାଯିବ । ଏହି ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଜି ଅନୁମୋଦନ କରାଯାଇଛି ।
Nov 11, 2017 03:20 PM ଜାତୀୟ ଗ୍ରାମୀଣ ପାନୀୟ ଜଳ କାର୍ଯ୍ୟକ୍ରମ ପୁନର୍ଗଠନ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ଜାତୀୟ ଗ୍ରାମୀଣ ଜଳ ଯୋଗାଣ କାର୍ଯ୍ୟକ୍ରମକୁ ଜାରି ରଖିବା ଏବଂ ପୁନର୍ଗଠନ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି ।
Nov 07, 2017 01:37 PM ଆଓସିଏଲରେ ଦଶମ ପାସଙ୍କ ପାଇଁ ନିଯୁକ୍ତି, ଜାରିହେଲା ବିଜ୍ଞପ୍ତି ଦଶମ ପାସଙ୍କ ପାଇଁ ଇଣ୍ଡିଆନ ଅଏଲ ପାୱାର କର୍ପୋରେଶନ ଲିମିଟେଡ଼ରେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନ କରିବାର ଶେଷ ତାରିଖ ରହିଛି ୧୫ ନଭେମ୍ବର ୨୦୧୭।
Nov 06, 2017 01:37 PM ଆରମ୍ଭ ହେଲା ରାଜ୍ୟସ୍ତରୀୟ ହର୍ବାଲ ମେଳା ! ଆୟୁର୍ବେଦିକ ଔଷଧ ଏବଂ ଔଷଧୀୟ ବୃକ୍ଷର ଭରପୂର ସମ୍ଭାରକୁ ନେଇ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ୍‌ ମେଳା ।
Nov 04, 2017 04:01 PM ଦଶମ ପାସଙ୍କ ପାଇଁ ଡ଼ାକ ବିଭାଗରେ ଚାକିରୀ, ୬,୫୦୭ ପଦବୀ ପାଇଁ ଜାରି ହେଲା ବିଜ୍ଞପ୍ତି ଦଶମ ପାସ କରିଥିବା ପାର୍ଥୀଙ୍କ ପାଇଁ ଚାକିରୀର ସୁଯୋଗ। ଡ଼ାକ ବିଭାଗରେ ଚାକିରୀ ସମ୍ବୋନ୍ଧିତ ଏକ ବିଜ୍ଞପ୍ତି ପ୍ରକାଶ ପାଇଛିା ଆବେଦନ କରିବାର ଶେଷ ତାରିଖ ରହିଛି ୨୭ ନଭେମ୍ବର ୨୦୧୭।
Nov 04, 2017 03:57 PM IBPS ୨୦୧୭: ୧୩୧୫ଟି ପଦବୀ ପାଇଁ ବିଜ୍ଞାପନ ଜାରି ଆଇବିପିଏସରେ ନିଯୁକ୍ତି ପାଇଁ ବିଜ୍ଞାପନ ଜାରିହୋଇଛି । ଏଥିପାଇଁ ଅନଲାଇନ୍ ରେଜିଷ୍ଟ୍ରେସନ ୭ ନଭେମ୍ବରରୁ ଆରମ୍ଭ ହେବ । ଆବେଦନ କରିବାକୁ ଇଚ୍ଛୁକ ଥିବା ପାର୍ଥୀମାନେ ୨୭ ନଭେମ୍ବର ୨୦୧୭ ତାରିଖ ଭିତରେ ସମ୍ବନ୍ଧିତ ୱେବସାଇଟକୁ ଯାଇ ବିଭିନ୍ନ ପଦବୀ ପାଇଁ ଆବେଦନ କରିପାରିବେ ।
Nov 04, 2017 03:23 PM ବ୍ୟାଙ୍କ ସମ୍ବନ୍ଧିତ ସମସ୍ୟାକୁ ନେଇ ଚିନ୍ତିତ କି ? ବ୍ୟାଙ୍କ ସମ୍ବନ୍ଧିତ ସମସ୍ୟାକୁ ନେଇ ଚିନ୍ତିତ କି ? ଜାଣନ୍ତୁ ସମସ୍ତ ବ୍ୟାଙ୍କର ହେଲପଲାଇନ୍ ନମ୍ବର ଏବଂ ୱେବସାଇଟ୍
Nov 01, 2017 03:29 PM ବ୍ୟାଙ୍କ ଖାତାଧାରୀଙ୍କ ପାଇଁ ଖୁସି ଖବର ! ବ୍ୟାଙ୍କ ଖାତାଧାରୀଙ୍କ ପାଇଁ ଖୁସି ଖବର ! ଏଣିକି ଦେବାକୁ ପଡିବନି ଅଧିକ ସୁଧ
Oct 30, 2017 02:59 PM ନଭେମ୍ବରରେ ଲାଭ ଦେବ ଜିଏସଟି ! ନଭେମ୍ବରରେ ଲାଭ ଦେବ ଜିଏସଟି ! ଜାଣନ୍ତୁ କେଉଁ ଜିନିଷ ହେବ ଶସ୍ତା
Oct 28, 2017 02:58 PM ଆସିଲା ଉବେରର ନୂଆ ଫିଚର ! ଆସିଲା ଉବେରର ନୂଆ ଫିଚର ! ଥରେ ବୁକ୍ କରି ଭିନ୍ନ ଭିନ୍ନ ଜାଗାରେ ଅଟକି ପାରିବେ ଯାତ୍ରୀ
Oct 28, 2017 02:53 PM ମାତ୍ର ୧୦୦ଟଙ୍କାରେ ଖୋଲନ୍ତୁ ଖାତା ! ମାତ୍ର ୧୦୦ଟଙ୍କାରେ ଖୋଲନ୍ତୁ ଖାତା ! କର ମୁକ୍ତ ସହିତ ମିଳିବ ୭.୯ ପ୍ରତିଶତ ସୁଧ
Oct 27, 2017 02:11 PM ମୋବାଇଲ ନମ୍ବର ସହ ଆଧାର କାର୍ଡ ସଂଯୋଗ ପ୍ରକ୍ରିୟାକୁ ସରଳ କଲା ଟେଲିକମ୍ ବିଭାଗ ଗ୍ରାହକଙ୍କ ପାଇଁ ଦୁଇ ସୁବିଧାଜନକ ବିକଳ୍ପ ସହ ନୂଆ ଓଟିପି ଆଧାରିତ ବିକଳ୍ପ ଆରମ୍ଭ ପଦକ୍ଷେପକୁ ସ୍ୱାଗତ କଲା ଉଦ୍ୟୋଗ ସମୂହ, ସରକାରଙ୍କୁ ସମର୍ଥନ
Oct 27, 2017 02:05 PM ହ୍ୱାଟସଆପରେ ବି କରିପାରିବେ ଅଟୋ- ରିପ୍ଲାଏ ! ହ୍ୱାଟସଆପରେ ବି କରିପାରିବେ ଅଟୋ- ରିପ୍ଲାଏ ! ଜାଣନ୍ତୁ ପୂରା ପ୍ରକ୍ରିୟା
Oct 21, 2017 02:54 PM ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଅନଲାଇନ ଅଭିଯାନ #IamThatWoman (ମୁଁ ସେହି ମହିଳା)ର ଶୁଭାରମ୍ଭ ମହିଳାମାନଙ୍କ ମଧ୍ୟରେ ଥିବା ଲିଙ୍ଗଗତ ପକ୍ଷପାତ “ମହିଳାମାନଙ୍କ ବିରୁଦ୍ଧରେ ମହିଳା”କୁ ସମାପ୍ତ କରିବା ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଏକ ଅନଲାଇନ ଅଭିଯାନ #IamThatWoman (ମୁଁ ସେହି ମହିଳା)ର ଶୁଭାରମ୍ଭ କରାଯାଇଛି ।
Oct 20, 2017 11:43 AM ଅନଲାଇନରେ ନିଜ ଆକାଉଂଟ ନମ୍ବର ସହ ଆଧାର ଲିଙ୍କ୍ କରିବା ପାଇଁ ନୂଆ ସୁବିଧା ଜାରି କଲା ଇପିଏଫଓ ଦୀପାବଳି ଅବସରରେ କର୍ମଚାରୀ ଭବିଷ୍ୟ ନିଧି ପାଣ୍ଠି(EPFO) ନିଜର ସଦସ୍ୟମାନଙ୍କ ପାଇଁ ଏକ ନୂଆ ସୁବିଧା ପ୍ରଚଳନ କରିଛି ।
Oct 18, 2017 01:59 PM ରାଜ୍ୟ ସରକାର ଆରମ୍ଭ କଲେ ଡାଟା ପୋର୍ଟାଲ୍‌ ରାଜ୍ୟ ସରକାର ଆରମ୍ଭ କଲେ ଡାଟା ପୋର୍ଟାଲ୍‌ : ବିନା ଆରଟିଆଇ ମାଧ୍ୟମରେ ମିଳିପାରିବ ସରକାର ତଥ୍ୟ
Oct 18, 2017 01:23 PM ରାଜ୍ୟରେ ଖୋଲିବ ୧୩ ନୂଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଆଉ୧୩ ଟି ନୂଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯିବ। ଏ ନେଇ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
Oct 16, 2017 02:20 PM ଆଜି ବିଶ୍ୱ ଖାଦ୍ୟ ଦିବସ ଆଜି ବିଶ୍ୱ ଖାଦ୍ୟ ଦିବସ : ଖାଦ୍ୟ ନିରାପତା ଓ କୃଷିର ପ୍ରସାର ପାଇଁ ସଚେତନତା ଏହି ଦିବସର ଲକ୍ଷ୍ୟ
Oct 16, 2017 02:00 PM ଅପହଂଚ ଗାଁରେ ପହଂଚିଲା ବେଟି ପଢାଓର ବାର୍ତା ଗ୍ରାମୀଣ ଓଡ଼ିଶାରେ ଏବେ ବି ପୁଅ ଓ ଝିଅଙ୍କ ମଝିରେ ପାଚେରୀ ଠିଆ ହୋଇଛି ।
Oct 16, 2017 01:53 PM ଜାଣନ୍ତୁ ! ୩୧ ଡିସେମ୍ବର ସୁଦ୍ଧା ବ୍ୟାଙ୍କ ଖାତାକୁ ଆଧାର ସହ ଲିଙ୍କ ନକଲେ କଣ ହୋଇପାରେ ସମସ୍ୟା ବ୍ୟାଙ୍କ ତରଫରୁ ଯଦି ଆପଣଙ୍କ ନିକଟକୁ ବ୍ୟାଙ୍କ ଖାତାକୁ ଆଧାର ସହ ଲିଙ୍କ କରିବା ନେଇ କୌଣସି ମେସେଜ ଆସୁଛି ତେବେ ଏହାକୁ ଆଦୌ ଅଣଦେଖା କରନ୍ତୁ ନାହିଁ ।
Oct 15, 2017 11:08 AM ଭାରତୀୟ ରେଳ ମନ୍ତ୍ରାଳୟର ନୂଆ ଯୋଜନା ଭାରତୀୟ ରେଳ ମନ୍ତ୍ରାଳୟର ନୂଆ ଯୋଜନା : ନଭେମ୍ବର ୧ରୁ ରେଳ ସମୟ ସାରଣୀରେ ହେବ ପରିବର୍ତ୍ତନ
Oct 14, 2017 10:07 AM ଶସ୍ତା ୪ଜି ହ୍ୟାଣ୍ଡସେଟ୍ ଲଂଚ କରିବା ରେସରେ ବର୍ତ୍ତମାନ ଆଇଡିଆ ଏବଂ ଭୋଡାଫୋନ । ଜିଓ ଫୋନ ପରେ ଶସ୍ତା ୪ଜି ହ୍ୟାଣ୍ଡସେଟ୍ ଲଂଚ କରିବା ରେସରେ ବର୍ତ୍ତମାନ ଆଇଡିଆ ଏବଂ ଭୋଡାଫୋନ ।
Oct 13, 2017 11:00 AM ଜିଓ ଆଣିଲା ଦୀପାବଳି ଧନ-ଧନା-ଧନା ଅଫର ! ଜିଓ ଆଣିଲା ଦୀପାବଳି ଧନ-ଧନା-ଧନା ଅଫର ! ୩୯୯ ଟଙ୍କାର ରିଚାର୍ଜ କରିଲେ ପାଇବେ ୧୦୦ ପ୍ରତିଶତ କ୍ୟାସବ୍ୟାକ୍
Oct 13, 2017 10:52 AM ଟ୍ରେନରେ ବାଣ ପରିବହନ ଉପରେ କଟକଣା ଟ୍ରେନରେ ବାଣ ପରିବହନ ଉପରେ କଟକଣା : ଖିଲାପ କଲେ ତିନି ବର୍ଷରୁ ଊର୍ଦ୍ଧ୍ୱ ଜେଲଦଣ୍ଡ
Oct 13, 2017 10:45 AM ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ’ର ଶୁଭାରମ୍ଭ ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ’ର ଶୁଭାରମ୍ଭ, ପାଂଚ ବର୍ଷରେ ଖର୍ଚ୍ଚ ହେବ ୬୦୦ କୋଟି
Oct 12, 2017 07:43 AM କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟର ଅଧ୍ୟାପକଙ୍କୁ ସରକାରଙ୍କ ଦୀପାବଳି ଭେଟି, ଲାଗୁ ହେଲା ସପ୍ତମ ବେତନ କମିଶନ କେନ୍ଦ୍ର ସରକାର କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟରେ ପାଠ ପଢାଉଥିବା ଅଧ୍ୟାପକଙ୍କୁ ଦୀପାବଳି ଭେଟି ଦେଇଛନ୍ତି।
Oct 11, 2017 08:47 PM ଆଜିଠାରୁ ହୋମିଓପ୍ୟାଥି ଓ ଆୟୁର୍ବେଦିକ ପାଠ୍ୟକ୍ରମ ପାଇଁ ଆବେଦନ ଆରମ୍ଭ ରାଜ୍ୟରେ ଥିବା ସମସ୍ତ ହୋମିଓପ୍ୟାଥି ଓ ଆୟୁର୍ବେଦିକ ପାଠ୍ୟକ୍ରମ ପାଇଁ ଆଜିଠାରୁ ଅନଲାଇନ ଆବେଦନ ଆରମ୍ଭ ହୋଇଛି ।
Oct 11, 2017 08:40 PM ନାବାଳିକା ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ ତାହା ବଳାତ୍କାର ସହ ସମାନ: ସୁପ୍ରିମକୋର୍ଟ ସୁପ୍ରିମକୋର୍ଟ ଆଜି ନାବାଳିକା ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କକୁ ନେଇ ଏକ ମହତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି ।
Oct 11, 2017 08:29 PM ୧୨ ବର୍ଷ ଯାଏଁ ରହିବ ନାହିଁ ବିଜୁଳି ବିଲର ଚିନ୍ତା ! ୧୨ ବର୍ଷ ଯାଏଁ ରହିବ ନାହିଁ ବିଜୁଳି ବିଲର ଚିନ୍ତା ! ବଜାରକୁ ଆସିଲା ନୂଆ ଡିଭାଇସ
Oct 10, 2017 02:05 PM ୫ଜି ସେବା ପାଇଁ ଅଣ୍ଟାଭିଡିଛନ୍ତି ଜିଓ, ଭୋଡାଫୋନ୍‌ ଓ ଆଇଡିଆ ୫ଜି ସେବା ପାଇଁ ଅଣ୍ଟାଭିଡିଛନ୍ତି ଜିଓ, ଭୋଡାଫୋନ୍‌ ଓ ଆଇଡିଆ: ୨୦୨୦ ସୁଦ୍ଧା ହେବ ଉପଲବ୍ଧ
Oct 10, 2017 02:00 PM ରେଳବାଇରେ ସରିଲା ଭିଆଇପି ଯୁଗ ! କର୍ମଚାରୀଙ୍କୁ ବ୍ୟକ୍ତିଗତ କାର୍ଯ୍ୟରେ ଲଗାଇପାରିବେନି ଉପର ଅଫିସର
Oct 09, 2017 11:36 AM କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀଙ୍କୁ ଦୀପାବଳି ଉପହାର କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀଙ୍କୁ ଦୀପାବଳି ଉପହାର: କମ୍ପୋଜିସନ ଯୋଜନାରେ ମାର୍ଚ୍ଚ ୩୧ ପୂର୍ବରୁ କରନ୍ତୁ ପଞ୍ଜିକରଣ
Oct 09, 2017 11:21 AM ଆଜି ବିଶ୍ୱ ଡାକ ଦିବସ ଆଜି ବିଶ୍ୱ ଡାକ ଦିବସ : ଆମ ଜୀବନ ଓ ବ୍ୟବସାୟ କ୍ଷେତ୍ରରେ ମନେପକାଇ ଦିଏ ଡାକର ଭୂମିକା
Oct 09, 2017 11:16 AM ଗୋପବନ୍ଧୁଙ୍କ ଆଜି ୧୪୦ତମ ଜନ୍ମଦିନ ଗୋପବନ୍ଧୁଙ୍କ ଆଜି ୧୪୦ତମ ଜନ୍ମଦିନ : ସେବକ,ସଂସ୍କାରକ ଓ ସାରସ୍ୱତ ସାଧକ ଭାବେ ଅର୍ଜିଛନ୍ତି ଯଶ
Oct 07, 2017 01:46 PM ମାତ୍ର ୪ଟି ସୋପାନରେ ରିକଭର କରିପାରିବେ ସ୍ମାର୍ଟଫୋନରୁ ଡିଲିଟ୍ ହୋଇଯାଇଥିବା ଫଟୋ ଆଜି କାଲି ଅଧିକାଂଶ ୟୁଜର୍ସ ନିଜ ସ୍ମାର୍ଟଫୋନରେ ଡକ୍ୟୁମେଂଟ୍, ଫଟୋ ଏବଂ ଅନେକ ଭିଡିଓ ଆଦି ସେଭ ରଖିଥାନ୍ତି ।
Oct 07, 2017 01:44 PM ବ୍ୟାଙ୍କ ଆକାଉଂଟ୍ କାରବାର ନେଇ 13 ବ୍ୟାଙ୍କରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କଲେ ସରକାର ବିମୁଦ୍ରୀକରଣ ପରେ ସନ୍ଦେହ ଘେରରେ 2,09,032 କମ୍ପାନୀ ନିର୍ଦ୍ଧାରିତ ସମୟ ମଧ୍ୟରେ ତଦନ୍ତ ଶେଷ କରିବା ଲାଗି ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ
Oct 07, 2017 01:27 PM ଏଣିକି ଆଧାର ନଥିଲେ ଚଲାଇ ପାରିବେନି ଗାଡ଼ି ! ଏଣିକି ଆଧାର ନଥିଲେ ଚଲାଇ ପାରିବେନି ଗାଡ଼ି ! ଜାଣନ୍ତୁ ଘରେ ବସି କିଭଳି କରିବେ ନିଜ ଡ୍ରାଇଭିଂ ଲାଇସେନ୍ସ ସହ ଆଧାର ନମ୍ବର ଲିଙ୍କ
Oct 06, 2017 01:28 PM ଆଜି ଜିଏସଟି କାଉନସିଲ ବୈଠକ ! ଆଜି ଜିଏସଟି କାଉନସିଲ ବୈଠକ ! ପେଟ୍ରୋଲ ଡିଜେଲକୁ ଜିଏସଟିରେ ଅନ୍ତର୍ଭୁକ୍ତ ଓ ବ୍ୟବସାୟୀଙ୍କୁ ରିହାତି ଦେବା ଉପରେ ହୋଇପାରେ ଆଲୋଚନା
Oct 05, 2017 12:38 PM ରେପୋ ରେଟ୍‌ ଅପରିବର୍ତ୍ତିତ ! ରେପୋ ରେଟ୍‌ ଅପରିବର୍ତ୍ତିତ ! ଅଭିବୃଦ୍ଧି ଆକଳନ ୬.୭%କୁ କମାଇଲା ,ଏସ୍‌ଏଲ୍‌ଆର୍‌ରେ ୦.୫ ପ୍ରତିଶତ ହ୍ରାସ
Oct 05, 2017 12:29 PM ହାଇଦ୍ରାବାଦରେ ଅନୁଷ୍ଠିତ ହେବ ବିଶ୍ୱ ଉଦ୍ୟୋଗଶୀଳତା ସମ୍ମେଳନ 2017 ଆସନ୍ତା ନଭେମ୍ବର 28 ରୁ 30 ତାରିଖ ପର୍ଯ୍ୟନ୍ତ ହାଇଦ୍ରାବାଦଠାରେ ବିଶ୍ୱ ଉଦ୍ୟୋଗଶୀଳତା ସମ୍ମେଳନ ଆୟୋଜିତ ହେବ ।
Oct 05, 2017 12:23 PM ରେଡ୍‌କ୍ରସ ନାଁ ହଟିଲା : ସରକାରୀ ହେଲା ରକ୍ତଭଣ୍ଡାର କ୍ୟାପିଟାଲ ହସ୍ପିଟାଲ ସମେତ ରାଜ୍ୟର ୫୫ଟି ସରକାରୀ ଡାକ୍ତରଖାନା ପରିସରରେ ଥିବା ରେଡ୍‌କ୍ରସ ରକ୍ତଭଣ୍ଡାରଗୁଡ଼ିକରୁ ଏଣିକି ରେଡ୍‌କ୍ରସ ନାମ ହଟିବ।
Oct 05, 2017 12:23 PM ରେଡ୍‌କ୍ରସ ନାଁ ହଟିଲା : ସରକାରୀ ହେଲା ରକ୍ତଭଣ୍ଡାର କ୍ୟାପିଟାଲ ହସ୍ପିଟାଲ ସମେତ ରାଜ୍ୟର ୫୫ଟି ସରକାରୀ ଡାକ୍ତରଖାନା ପରିସରରେ ଥିବା ରେଡ୍‌କ୍ରସ ରକ୍ତଭଣ୍ଡାରଗୁଡ଼ିକରୁ ଏଣିକି ରେଡ୍‌କ୍ରସ ନାମ ହଟିବ।
Oct 04, 2017 01:26 PM ରେଳ ଇ-ଟିକଟ ଉପରେ ମାର୍ଚ୍ଚ ପର୍ଯ୍ୟନ୍ତ ସର୍ଭିସ୍ ଚାର୍ଜ ଛାଡ଼ ଅନଲାଇନରେ ବୁକିଙ୍ଗ ହେଉଥିବା ରେଳ ଟିକଟ ଉପରେ ସର୍ଭିସ୍ ଚାର୍ଜକୁ ୨୦୧୮ ମାର୍ଚ୍ଚ ପର୍ଯ୍ୟନ୍ତ ଛାଡ଼ କରାଯାଇଛି ।
Oct 04, 2017 01:21 PM ଜିଏସଟିକୁ ଚାଲେଞ୍ଜ ! ଜିଏସଟିକୁ ଚାଲେଞ୍ଜ ! ହାଇକୋର୍ଟରେ ଜନସ୍ୱାର୍ଥ ମାମଲା
Oct 04, 2017 01:00 PM ଆସୁଛି ଘୂର୍ଣ୍ଣିବଳୟ, ଲଘୁଚାପ ସମ୍ଭାବନା ! ୭ରୁ ୯ ଯାଏଁ ପ୍ରବଳ ବର୍ଷା ଆସନ୍ତା ୭ ତାରିଖ ବେଳକୁ ଓଡ଼ିଶା ଉପକୂଳକୁ ପହଞ୍ଚିପାରେ ଘୂର୍ଣ୍ଣିବଳୟ । ଏହା ଲଘୁଚାପର ରୂପ ନେବାର ସମ୍ଭାବନା ଅଧିକ ।
Oct 04, 2017 12:42 PM ଏଟିଏମରୁ ଟଙ୍କା ନ ଉଠିବି ଆପଣଙ୍କ ଖାତାରୁ କଟିଯାଇଛି ଟଙ୍କା ! ଏଟିଏମରୁ ଟଙ୍କା ନ ଉଠିବି ଆପଣଙ୍କ ଖାତାରୁ କଟିଯାଇଛି ଟଙ୍କା ! ତେବେ ବ୍ୟସ୍ତ ନହୋଇ ତୁରନ୍ତ କରନ୍ତୁ ଏହି କାମ
Oct 03, 2017 11:41 AM ଜିଏସଟି ସ୍ଲାବ୍ ୪,୧୬, ୨୪% ହୋଇପାରେ ଦେଶରେ ଗତ ଜୁଲାଇରୁ ସାମଗ୍ରୀ ଏବଂ ସେବା ଟିକସ (ଜିଏସଟି) କାର୍ଯ୍ୟକାରୀ ହେଉଛି । ଏଥିରେ ୪ଟି ସ୍ଲାବ୍ ରହିଛି ।
Oct 03, 2017 11:31 AM ଆଧାର ପଞ୍ଜୀକରଣ କେନ୍ଦ୍ରର ଅଡିଟ୍ କରିବେ ସରକାର ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ୫୦,୦୦୦ରୁ ଅଧିକ ଆଧାର ପଞ୍ଜୀକରଣ କେନ୍ଦ୍ରର ଅଡିଟ୍ କରିବେ କେନ୍ଦ୍ର ସରକାର ।
Oct 02, 2017 01:33 PM ଆଜି ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ! ଦୁଇ ମହାନାୟକଙ୍କୁ ମନେ ପକାଉଛନ୍ତି ଦେଶବାସୀ ଆଜି ଗାନ୍ଧି ଜୟନ୍ତୀ । ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୪୮ ତମ ଜନ୍ମତିଥି । ଏହି ଅବସରରେ ବାପୁଜୀଙ୍କ ସ୍ମୃତିରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।>
Oct 02, 2017 01:14 PM ବିମାନ ଇନ୍ଧନ ଦର ବଢ଼ିଲା ୬%, ଏଲପିଜି ସିଲିଣ୍ଡର ପ୍ରତି ୧.୫୦ଟଙ୍କା ମହଙ୍ଗା ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ଯୋଗୁଁ ଭାରତରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି । ବିମାନ ଇନ୍ଧନ(ଆଭିଏସନ ଟରବାଇନ ଫୁଏଲ-ଏଟିଏଫ୍) ଦର ରବିବାର ୬ ପ୍ରତିଶତ ବଢ଼ିଥିବା ବେଳେ, ରୋଷେଇ ଗ୍ୟାସ ସିଲିଣ୍ଡର ପ୍ରତି ୧ଟଙ୍କା ୫୦ ପଇସା ବଢ଼ିଛି ।
Oct 01, 2017 03:43 PM ସରିଲା ଦୁର୍ଗା ପୂଜା,ଆଜି ମେଲାଣି ନେବେ ମା’ ଶେଷ ହୋଇଛି ଶାରଦୀୟ ଦୁର୍ଗା ପୂଜା। ଏବେ ବେଳ ବିଦାୟର। ଆଜି ଧରାପୃଷ୍ଠରୁ ବିଦାୟ ନେବେ ଜଗତଜନନୀ ମା’ ଦୁର୍ଗା।
Back to top