ସେଆର କରନ୍ତୁ

ଆପଣଙ୍କର ଜିନିଷ ଓ ସେବା ପାଇଁ ଏହି ଅନଲାଇନ କ୍ରେତା -ବିକ୍ରେତା ମଞ୍ଚ ଏକ ଭଲ ବଜାର ପ୍ରଦାନ କରିବାକୁ ଏକ ସୁଯ଼ୋଗ ପ୍ରଦାନ କରେ କୃଷି, ଗୃହପାଳିତ ପଶୁ, ହସ୍ତଶିଳ୍ପ, ମେସିନ କିମ୍ବା ଇଲେକ୍ଟ୍ରୋନିକ ଜିନିଷ ସମ୍ପର୍କିତ ଉତ୍ପାଦକ ସୂଚନା ଆପଣ ଏଥିରେ ପୋଷ୍ଟ କରି ପାରିବେ ଏହା ବ୍ୟତୀତ ଭଡା ଓ ପରାମର୍ଶ ସମ୍ପର୍କରେ ମଧ୍ୟ ବିସ୍ତୃତ ସୂଚନା ପାଇ ପାରିବେ

ଚଯନିତ ବିଷଯ ମାନଙ୍କରେ ବିଶେଷଜ୍ଞ ମାନଙ୍କର ସମାଧାନ ଏହି ଅନଲାଇନ ମଂଚ ଉପଲବ୍ଧ କରାଏ ବ୍ୟବହାରକର୍ତା ମାନେ ତାଙ୍କର ପ୍ରଶ୍ନ ତାଙ୍କ ନିଜ ଭାଷାରେ ପୋଷ୍ଟ କରି ପାରିବେ ଏବଂ ବିଶେଷଜ୍ଞ ମାନଙ୍କ ଦ୍ୱାରା ଇମେଲରେ ପରାମର୍ଶ ପାଇ ପାରିବେ

ଏହି ଅନଲାଇନ କ୍ଵିଜକୁ ଏହି ଉଦ୍ଦେଶ୍ଯ ରଖି ବିକଶିତ କରାଯ଼ାଇଛି, ଯ଼େ ଏହା ପିଲା ମାନଙ୍କୁ ତାଙ୍କର ସାଧାରଣ ଜ୍ଞାନ ସମ୍ପର୍କରେ ପ୍ରୋତ୍ସାହିତ କରିବ ଏବଂ ପ୍ରଦର୍ଶନରେ ସୁଧାର କରିବା ସହ ସେମାନଙ୍କର ମଧ୍ୟରେ ବିଶ୍ବାସ ବଢାଇବ ତୃତୀଯ ଶ୍ରେଣୀରୁ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ଏହି କ୍ଵିଜ ପ୍ରତିଯ଼ୋଗୀତାରେ ଭାଗ ନେଇ ପାରିବେ

ଏହି ୱେବ ଆଧାରିତ ସେବା ପଞ୍ଜିକୃତ ବ୍ୟବହାରକର୍ତା ମାନଙ୍କୁ ସେମାନଙ୍କର ଆର୍ଥିକ କାର୍ଯ଼କଳାପକୁ ଭଲ ଭାବରେ ପରିଚାଳନା କରିବା ପାଇଁ ସହାଯତା କରିଥାଏ ଏହି ଉପକରଣ ସେମାନଙ୍କର ବଡ ଆର୍ଥିକ କାର୍ଯ଼କଳାପ ସମ୍ପର୍କରେ ଏସଏମଏସ କିମ୍ବା ଇମେଲ ଜରିଆରେ ମନେ ପକାଇବା ପାଇଁ ଆଲର୍ଟ କରିଥାଏ

ଏହି ମଞ୍ଚ ଭାରତ ସାରା ଥିବା ସାଧାରଣ ସେବା କେନ୍ଦ୍ରର ଗ୍ରାମ ସ୍ତରୀଯ ଉଦ୍ୟମୀ (ଭିଏଲଅ)ମାନଙ୍କ ପାଇଁ ଆବଶ୍ୟକକୀଯ ସମ୍ବଳ ସାମଗ୍ରୀ ପ୍ରଦାନ କରିଥାଏ ଏହା ଛଡା ଭିଏଲଇ ମାନଙ୍କୁ ନିଜର ଅଭିଜ୍ଞତା ପରସ୍ପରକୁ ଜଣାଇବାକୁ ମଧ୍ଯ ସୁଯ଼ୋଗ ଦେଇଥାଏ

ମହିଳା, ଶିଶୁ, ଯ଼ୁବ ଏବଂ ସମାଜର ବଂଚିତ ଲୋକ ମାନଙ୍କର କୌଶଳ ଓ ଜ୍ଞାନର ବିକାଶ ପାଇଁ ବିଭିନ୍ନ କ୍ଷେତ୍ରୀଯ ଭାଷାରେ ବିଭିନ୍ନ ପାଠ୍ୟକ୍ରମ ଚଳାଯ଼ାଉଛି

ଏହି ଅନଲାଇନ ଉପକରଣ ମୋବାଇଲ ଫୋନରେ ଭଏସ ଫୋନ ଜରିଆରେ ଗର୍ଭବତୀ ମହିଳା ଓ ଦୁଗ୍ଧ ପିଆଉ ଥିବା ମହିଳା ମାନଙ୍କୁ ସିଧା ସଳଖ ଏଣ୍ଟେ ନାଟାଲ, ପୋଷ୍ଟ ନାଟାଲ ଏବଂ ଶିଶୁଙ୍କ ଯ଼ତ୍ନ ସମ୍ପର୍କିତ ସୂଚନା ପଠାଇଥାଏ

ଅନଲାଇନ ସେବା

 
ଅନଲାଇନ କ୍ରେତା -ବିକ୍ରେତା ମଞ୍ଚ
 
 
ସ୍କୁଲ ପିଲାଙ୍କ ପାଇଁ ଅନଲାଇନ କ୍ଵିଜ
 
ଆର୍ଥିକ କାର୍ଯ଼କଳାପ ପାଇଁ ରିମାଇଣ୍ଡର
 
 
ସିଏସସି ଅପରେଟର ମାନଙ୍କ ପାଇଁ ସମ୍ବଳ ମଞ୍ଚ ଅଧିକ ଜାଣନ୍ତୁ
 
 
ମୋବାଇଲ ଆଧାରିତ ମାତୃ ସ୍ଵାସ୍ଥ୍ୟ ସଚେତନତା
 

ଏହି ଉତ୍ପାଦ ଗୁଡିକ ସମ୍ପର୍କରେ ଅଧିକ ସୂଚନା ପାଇଁ ଦଯାକରି ଆମ ସହ ଯ଼ୋଗାଯ଼ୋଗ କରନ୍ତୁક

Back to top