ହୋମ / ସମାଜ କଲ୍ୟାଣ / ମହିଳା ଓ ଶିଶୁ ବିକାଶ / ସଖୀ ( ୱାନ୍ ଷ୍ଟପ୍ ସେଣ୍ଟର)
ସେଆର କରନ୍ତୁ

ସଖୀ ( ୱାନ୍ ଷ୍ଟପ୍ ସେଣ୍ଟର)

ନିର୍ଯ୍ୟାତିତ ମହିଳା ଏବଂ ବାଳିକା ( ୧୮ ବୟସରୁ କମ୍) ମାନଙ୍କ ସମନ୍ଵିତ ସୁବିଧା ଓ ସହଯୋଗ

ଉଦ୍ଦେଶ୍ୟ

ନିର୍ଯ୍ୟାତିତ ମହିଳା ଏବଂ ବାଳିକା ( ୧୮ ବୟସରୁ କମ୍) ମାନଙ୍କ ସମନ୍ଵିତ ସୁବିଧା ଓ ସହଯୋଗ ନିମନ୍ତେ:

  • ପୋଲିସ୍ ସହାୟତା
  • ଡାକ୍ତରି ସହାୟତା
  • ଆଇନଗତ ସହାୟତା
  • ମନସ୍ତାତ୍ତ୍ଵିକ ଓ ସାମାଜିକ ପରାମର୍ଶ
  • ଆଶ୍ରୟ
  • ଅନ୍ୟ କୌଣସି ସହାୟତା

ନିମ୍ନଲିଖିତ ଘଟଣା ପାଇଁ ଆମ ପାଖକୁ ଆସନ୍ତୁ

  1. ବଳତ୍କାର
  2. ଅପହରଣ/ନିଖୋଜ
  3. ପାରିବାରିକ ହିଂସା
  4. ଏସିଡ୍/ ଅମ୍ଳ ଆକ୍ରମଣ
  5. ଯୌନ ଉତ୍ପୀଡନ/ ଶୋଷଣ
  6. ମହିଳା ଚାଲାଣ
  7. ଶିଶୁ ଯୌନ ଉତ୍ପୀଡନ/ ଶୋଷଣ
  8. ବାଲ୍ୟ ବିବାହ
  9. ସାଇବର କ୍ରାଇମ୍
  10. ଯୌତୁକ ନିର୍ଯ୍ୟାତନା ଓ ମୃତ୍ୟୁ
  11. ଅନ୍ୟାନ୍ୟ ହିଂସା

ଆଧାର- ମହିଳା ଓ ଶିଶୁ ବିକାଶ ବିଭାଗ ଓଡିଶା ସରକାର

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top