ହୋମ / ସମାଜ କଲ୍ୟାଣ / ମହିଳା ଓ ଶିଶୁ ବିକାଶ
ସେଆର କରନ୍ତୁ

ମହିଳା ଓ ଶିଶୁ ବିକାଶ

ଏହି ଭାଗରେ ମହିଲା ଓ ଶିଶୁ ର ବିଭିନ୍ୟା କେନ୍ଦ୍ରୀୟ ଯୋଜନା, ନୀତି, ଅଧିନିୟମ । ରାଜ୍ୟ ଯୋଜନା, ନୀତି, ଅଧିନିୟମ ସମ୍ପର୍କରେ ସୂଚନା ଦିଆଯାଏ ।

ଘରୋଇହିଂସା ରୋକିବାରେ ପୋଲିସର ଭୂମିକା
ଘରୋଇ ହିଂସାର ଶିକାର ହୋଇ କୌଣସି ମହିଳା ପୋଲିସ ସହାୟତା ପାଇଁ ଥାନାକୁ ଗଲେ ପୋଲିସର କଣ କର୍ତ୍ତବ୍ୟ
ମିଶନ ଶକ୍ତି
ଓଡିଶାରେ ମହିଳାମାନଙ୍କର ସଶକ୍ତିକରଣ ଉପରେ ଏହି ସ୍ଵୟଂ ସହାୟକ ମିଶନ ବିଶ୍ଵାସ କରେ । ଏହା ମିଶନ ଶକ୍ତିର ଲକ୍ଷ୍ୟ ।
ଆତ୍ମରକ୍ଷା କୌଶଳ
ବର୍ତ୍ତମାନ ଯୁଗରେ ଆତ୍ମରକ୍ଷା କୌଶଳ ଶିଖିବା ନିତ୍ୟନ୍ତ ଜରୁରୀ । ଯେକୌଣସି ପରିସ୍ଥିତି ରେ ନିଜର ସୁରକ୍ଷା କରିପାରିବେ ।
ନିର୍ଯାତନା, ଲିଙ୍ଗଗତ ବିଭେଦରୁ ଚାକିରି ଛାଡୁଛନ୍ତି ମହିଳା
କର୍ମସ୍ଥଳରେ ଲିଙ୍ଗଗତ ପ୍ରଭେଦ ନେଇ ପାତରଅନ୍ତର ଭାବ ଏବଂ ବିଭିନ୍ନ ପ୍ରକାର ନିର୍ଯାତନା ପାଇଁ ଚାକିରି ଛାଡୁଛନ୍ତି ମହିଳା ।
ମାନସିକତାରେ ପରିବର୍ତ୍ତନ ଜରୁରୀ
ନାରୀମାନଙ୍କ ପ୍ରତି ସମାଜର ଦୃଷ୍ଟିଭଙ୍ଗୀ ବଦଳିବା ସହ ମହିଳାମାନେ ସଚେତନ ଓ ଜାଗ୍ରତ ହେବାର ଆବଶ୍ୟକ । ମାନସିକତାର ପରିବର୍ତ୍ତନ ଜରୁରୀ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।
ସୁସ୍ଥ ମାନସିକତା : ସଶକ୍ତ ନାରୀ
ସମାଜରେ ସୁସ୍ଥ ମାନସିକତା ଜରୁରୀ ଯାହାଫଳରେ ସଶକ୍ତ ନାରୀ ହୋଇପାରିବେ ।
କନ୍ୟାଭୃଣ ହତ୍ୟା
କନ୍ୟାଭୃଣ ହତ୍ୟା ଫଳରେ କନ୍ୟା ଶିଶୁ ସଂଖ୍ୟା ହ୍ରାସ ।
ବେଟି ବଂଚାଅ, ବେଟି ପଢାଅ
କନ୍ୟା ସନ୍ତାନର ସୁରକ୍ଷା ପାଇଁ ବେଟି ବଂଚାଅ, ବେଟି ପଢାଅ ମୁଖ୍ୟ ଲକ୍ଷ୍ୟ ।
ସମାଜରେ ଅନ୍ଧବିଶ୍ଵାସ ଓ କୁ-ପ୍ରଥାରେ ପରିବର୍ତ୍ତନ ପାଇଁ ପୁରୁଷମାନଙ୍କର ଭାଗୀଦାରିତା ବୃଦ୍ଧି
ସମାଜରେ ପ୍ରଚଳିତ ବିଭିନ୍ନ ଅନ୍ଧବିଶ୍ଵାସ ଓ କୁ-ପ୍ରଥାରେ ପରିବର୍ତ୍ତନ ଆଣିବା ନିମନ୍ତେ ପୁରୁଷମାନଙ୍କର ଭାଗୀଦାରିତା ବୃଦ୍ଧି କରିବା ପାଇଁ ଏକ ଜାତୀୟ ସ୍ତରୀୟ ଅଭିଯାନ ।
ସଖୀ ( ୱାନ୍ ଷ୍ଟପ୍ ସେଣ୍ଟର)
ନିର୍ଯ୍ୟାତିତ ମହିଳା ଏବଂ ବାଳିକା ( ୧୮ ବୟସରୁ କମ୍) ମାନଙ୍କ ସମନ୍ଵିତ ସୁବିଧା ଓ ସହଯୋଗ
ନେବିଗତିଓଂ
Back to top