ହୋମ / ସମାଜ କଲ୍ୟାଣ / ଅଙ୍ଗନୱାଡି
ସେଆର କରନ୍ତୁ

ଅଙ୍ଗନୱାଡି

ଅଙ୍ଗନୱାଡିର କାର୍ଯ୍ୟ କଳାପ ସମ୍ବନ୍ଧୀୟ ସୂଚନା

ପରାମର୍ଶ କୌଶଳ
ଅଙ୍ଗନୱାଡି କର୍ମୀ ପ୍ରତ୍ୟେକଦିନ ମହିଳା ଓ ଶିଶୁମାନଙ୍କ ସହିତ ବ୍ୟକ୍ତିଗତ ଭାବରେ ଯୋଗାଯୋଗ ସ୍ଥାପନ କରିଥାଏ । ଶରୀର ସୁସ୍ଥତା ପାଇଁ ପରାମର୍ଶ କୌଶଳ ପ୍ରଦାନ କରିବା ।
ମମତା
ଏହି ଯୋଜନା ଗର୍ଭବତୀ ଓ ପ୍ରସୂତି ମା’ ମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦିଏ । ସେମାନଙ୍କ ପୁଷ୍ଟି ପ୍ରତି ଧ୍ୟାନ ଦିଆଯାଏ ।
ଗୃହପରିଦର୍ଶନ
ନବଜାତଶିଶୁ ଓ ମା' ମାନଙ୍କର ଯତ୍ନନେବାପାଇଁ ଅଙ୍ଗନୱାଡି କର୍ମୀଙ୍କ ଗୃହପରିଦର୍ଶନ କରିବା ଜରୁରୀ ।
ମମତା ଦିବସ
ମମତା ଦିବସ ଅଙ୍ଗନୱାଡୀ କର୍ମୀଙ୍କ ଭୂମିକା ।
କିଶୋରୀ ସ୍ୱାସ୍ଥ୍ୟ
କିଶୋରୀ ସ୍ୱାସ୍ଥ୍ୟ ସବଳା ଓ କିଶୋରୀମାନଙ୍କର ରକ୍ତହୀନତା ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ଅଙ୍ଗନୱାଡି କର୍ମୀଙ୍କ ଭୂମିକା ।
ଯାଞ୍ଚ କମିଟି / ମାତୃ କମିଟିର ଭୂମିକା
ମମତା ଯୋଜନା, ପରିଷ୍କାର ପରିଚ୍ଛନ୍ନତା ସମ୍ବନ୍ଧୀୟ ଉପକରଣର ବ୍ୟବହାର ପ୍ରାକ୍ ବିଦ୍ୟାଳୟ ଏବଂ ବୃଦ୍ଧି ନିରୀକ୍ଷଣ ଇତ୍ୟାଦିର ଉନ୍ନତ ମାନର ଗୋଷ୍ଠୀ ଭିତ୍ତିକ ତଦାରଖକୁ ନିଶ୍ଚିତ କରିବା ହେଉଛି ଯାଞ୍ଚ କମିଟି ଏବଂ ମାତୃ କମିଟି ଗଠନର ମୁଖ୍ୟ ଉଦ୍ଦେଶ୍ୟ ।
କୁଶଳ ଅଙ୍ଗନୱାଡୀ କର୍ମୀ ହେବାପାଇଁ ପରାମର୍ଶ
କୁଶଳୀ ଅଙ୍ଗନୱାଡୀ ହେବାପାଇଁ କାର୍ଯ୍ୟ କରିବାପାଇଁ ବିଭିନ୍ନ କାର୍ଯ୍ୟକାଳପ ଦ୍ଵାରା ସୂଚନା ଦିଆଯାଏ ।
ନେବିଗତିଓଂ
Back to top