ହୋମ / ସମାଜ କଲ୍ୟାଣ / ଅନୁସୂଚିତ ଉପଜାତିର କଲ୍ୟାଣ / ବନବନ୍ଧୁ କଲ୍ୟାଣ  ଯ଼ୋଜନା
ସେଆର କରନ୍ତୁ

ବନବନ୍ଧୁ କଲ୍ୟାଣ  ଯ଼ୋଜନା

ବନବନ୍ଧୁ କଲ୍ୟାଣ  ଯ଼ୋଜନା ଲଘୁ ବନୌପଜ 12 ଏମଏଫପି ଉତ୍ପାଦ ଯ଼ାହାକୁ କାର୍ଯ୍ୟକ୍ରମରେ ସାମିଲ କରାଯ଼ାଇଛି

ଯ଼ୋଜନା ସମ୍ପର୍କରେ

ଭାରତ ସରକାରଙ୍କର ଜନଜାତି ବ୍ୟlପାର ମନ୍ତ୍ରଣାଳୟ ଜନଜାତି ବର୍ଗର ଲୋକଙ୍କ ବିକାଶ ପାଇଁ ବନବନ୍ଧୁ କଲ୍ୟାଣ ଯ଼ୋଜନା (ଭିକେବାଇ) ଆରମ୍ଭ କରିଛନ୍ତି.. ଆନ୍ଧ୍ର ପ୍ରଦେଶ, ମଧ୍ୟ ପ୍ରଦେଶ, ହିମାଚଳ ପ୍ରଦେଶ, ତେଲେଙ୍ଗାନା, ଓ଼ଡିଶା, ଝାଡଖଣ୍ଡ, ଛତିଶଗଡ, ରାଜସ୍ଥାନ, ମହାରାଷ୍ଟ୍ର, ଗୁଜରାତ ଆଦି ରାଜ୍ୟର ଗୋଟିଏ ଗୋଟିଏ ବ୍ଲକରେ ଏହି ଯ଼ୋଜନା ପାଇଲଟ ପ୍ରକଳ୍ପ ଭାବେ ଆରମ୍ଭ କରାଯ଼ାଉଛି . ଏହି ଯ଼ୋଜନାରେ ଜନଜାତି ବର୍ଗର ଲୋକଙ୍କ ସୁବିଧା ବିକଶିତ କରିବା ପାଇଁ ପ୍ରତି ବ୍ଲକରେ ଦଶ କୋଟି ଟଙ୍କା ପ୍ରଦାନ କରାଯ଼ିବ . ଯ଼େଉଁ ବ୍ଲକରେ ସାକ୍ଷରତା ହାର କମ ରହିଛି ସେପରି ବ୍ଲକ ଗୁ଼ଡିକୁ ରାଜ୍ୟ ସରକାରଙ୍କର ସୁପାରିଶ କ୍ରମେ ବଛାଯ଼ାଇଛି . ଅନୁସୂଚିତ ଜନଜାତି ଓ ସାଧାରଣ ବର୍ଗର ଲୋକ ମାନଙ୍କ ମଧ୍ୟରେ ମାନବ ବିକାଶ ସୂଚକ ଆଧାରେର ଥିବା ବ୍ୟବଧାନ ଓ ସଂସ୍ଥାଗତ ବ୍ୟବଧାନକୁ ଦୂର କରିବା ପାଇଁ ବ୍ୟବହାର କରାଯ଼ିବା ଉପରେ ଜୋର ଦିଏ . କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳଯ ତଥା ରାଜ୍ୟ ସରକାରଙ୍କର ବିଭିନ୍ନ ବିକାଶ ଯ଼ୋଜନାର କମଭରର୍ଜେନ୍ସ କରି ଫଳାଫଳ ଓରିଏଣ୍ଟେ଼ଡ ଦୃଷ୍ଠିକୋଣ ପାଇଁ କଳ୍ପନା କରେ. ପ୍ରାରମ୍ଭରେ ବ୍ଲକରେ ଜନସଂଖ୍ୟlର 33 ପ୍ରତିଶତ ଜନସଂଖ୍ୟଲ ଅନୁସୂଚିତ ଜନଜାତି ବର୍ଗର ହୋଇଥିଲେ ଉକ୍ତ ବ୍ଲକକୁ ଟାର୍ଗେଟ କରାଯ଼ିବ .

  • ଜନଜାତି ବର୍ଗର ଲୋକଙ୍କ ପାଇଁ ଦ୍ରବ୍ୟ ବା ସାମଗ୍ରୀ ପ୍ରଦାନ ପାଇଁ ଥିବା ସଂସ୍ଥାନ ଗୁଡିକୁ ଶକ୍ତିଶାଳୀ କରିବା ପାଇଁ ଜନଜାତୀୟ ବ୍ୟlପାର ମନ୍ତ୍ରଣାଳୟ ପଦକ୍ଷେପ ନେଇଛନ୍ତି ଏଗୁଡିକ ମଧ୍ୟରେ ଇଣ୍ଟିଗ୍ରେଟେ଼ଡ ଟ୍ରାଇବାଲ ଡେଭଲପମେଣ୍ଟ ଏଜେନ୍ସି, ବା ଇଣ୍ଟିଗ୍ରେଟେଡ ଡେଭଲପମେଣ୍ଟ ପ୍ରକଳ୍ପ, ଓ କିଛି ନୂଆ ଯ଼ଦି ଆବଶ୍ୟକ ହୁଏ ତେବେ .
  • ଏହି ଉଦ୍ଦେଶ୍ୟରେ ଆବଣ୍ଟନ କରାଯ଼ାଇଥିବା ନିର୍ଦିଷ୍ଟ ପାଣ୍ଠିକୁ ଏହି ସଂସ୍ଥା ଗୁଡିକୁ ଶକ୍ତିଶାଳୀ କରି ସଂସ୍ଥାଗତ ମେକାନିଜମକୁ ଦୃଢ ଭାବେ ନିର୍ମାଣ କରିବାକୁ ଧ୍ୟlନପୂର୍ବକ ଖର୍ଚ କରିବା ଉଚିତ.

ଲଘୁ ବନୌପଜ

ଲଘୁ ବନୌପଜ (ଏମଏଫପି) ଅଧିକାଂଶ ସମୟରେ ବେପାରୀ ମାନଙ୍କର ଦ୍ବାରା ନିର୍ଧାରିତ ନ ହୋଇ ଚାହିଦା ଓ ଯ଼ୋଗାଣର ସ୍ବଯଂ ଦ୍ବାରା ପରିଚାଳିତ ପ୍ରକ୍ରିୟlରେ ନିର୍ଧାରିତ ହୋଇଥାଏ . କୌଣସି ଯ଼ୋଜନାକାର୍ଯ୍ୟକାରୀ କରି ସୁନିଶ୍ଚିତ କରିବା ଯ଼େ କେହି ସେମାନଙ୍କର ଅଧିକାରରୁ ବଂଚିତ ନ ହୁଅନ୍ତି ଯ଼ୋଜନା ଅଧୀନରେ ଏମଏଫପିର ସର୍ବାଧିକ ବିକ୍ରୀ ମୂଲ୍ୟ ସିଡ୍ଯୁଲ୍ଡ Vରେ ଆରମ୍ଭରେ ରାଜ୍ୟ ଦ୍ବାରା କାର୍ଯ୍ୟକାକରୀ କରାଯ଼ାଉଛି ବେବ ଆଧାରିତ ପୋର୍ଟାଲ ମଧ୍ୟ ବିକଶିତ କରାଯ଼ାଇଛି, ଯ଼ାହା ଦ୍ବାରା ରାଜ୍ୟର ବିଭିନ୍ନ ମଣ୍ଡି ମାନଙ୍କରେ ଏମଏଫପି ମାନଙ୍କର ସେହି ସମୟର ମୂଲ୍ୟ ସମ୍ପର୍କରେ ସୂଚନା ମିଳିପାରିବ .

ସାମିଲ କରାଯ଼ାଇଥିବା ଉତ୍ପାଦ

12 ଏମଏଫପି ଉତ୍ପାଦ ଯ଼ାହାକୁ କାର୍ଯ୍ୟକ୍ରମରେ ସାମିଲ କରାଯ଼ାଇଛି

    1. କେନ୍ଦୁପତ୍ର

    2. ବାଉଁଶ

    3. ମହୁଆ ମଂଜି

    4. ଶାଳ ପତ୍ର

    5. ଶାଳ ମଞ୍ଜି

    6. ଲାଖ

    7. ଚିରଞ୍ଜି

    8. ଜଙ୍ଗଲୀ ମହୁ

    9. ମାଇରୋବାଲାନ

    10. ଟମାରିଣ୍ଡ

    11. ଗମ୍ସ (ଗମ କରାଯା) ଏବଂ

    12. କରଞ୍ଜି

    ଯ଼ୋଜନାରେ ବନ ଅଧିକାର ଆଇନର ଉଲ୍ଲେଖ କରି ଏହାକୁ ଏକ ଐତିହାସିକ ଆଇନ ବୋଲି କୁହାଯ଼ାଇଛି ଏହି ଆଇନ ଜରିଆରେ ଜନଜାତି ବର୍ଗର ଓ ଜଙ୍ଗଲରେ ରହୁଥିବା ଅନ୍ୟ ଲୋକ ମାନଙ୍କର ଅଧିକାରକୁ ଚିହ୍ନିତ କରାଯ଼ାଇଛି ଏଥିରେ କୁହାଯ଼ାଇଛି ଯ଼େ ବିସ୍ତୃତ ହିତାଧିକାରୀ ବୋଲି 37.69 ଲକ୍ଷ ଦାବି ମଧ୍ୟ.ରୁ 14.57 ଲକ୍ଷ ବ୍ୟକ୍ତିଗତ ଅଧିକାର ଓ 22 ହଜାରରୁ ଉର୍ଧ ଗୋଷ୍ଠି ଜଙ୍ଗଲ ଅଧିକାର ଟାଇଟଲ ଜୁନ 2014 ସୁଦ୍ଧା ବଣ୍ଟନ କରାଯ଼ାଇ ସରିଛି .

    ସ୍ରୋତ : ପତ୍ର ସୂଚନା କାର୍ଯ୍ୟlଳୟ

    3.5
    ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

    ( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

    Enter the word
    Back to top