ହୋମ / ସମାଜ କଲ୍ୟାଣ / ଆର୍ଥିକ ସମ୍ପୃକ୍ତି / ଜିଏସଟି ଉପର ବାରମ୍ବାର ଉଠୁଥିବା ପ୍ରଶ୍ନ / ଜିଏସ୍ ଟି ଦର ସମ୍ବନ୍ଧିତ ପ୍ରାୟ ପଚରାଯାଉଥିବା ପ୍ରଶ୍ନ (ଏଫଏକ୍ୟୁ)
ସେଆର କରନ୍ତୁ

ଜିଏସ୍ ଟି ଦର ସମ୍ବନ୍ଧିତ ପ୍ରାୟ ପଚରାଯାଉଥିବା ପ୍ରଶ୍ନ (ଏଫଏକ୍ୟୁ)

ଜିଏସ୍ ଟି ଦର ସମ୍ବନ୍ଧିତ ପ୍ରାୟ ପଚରାଯାଉଥିବା ପ୍ରଶ୍ନ (ଏଫଏକ୍ୟୁ) ର ସୂଚନା

ଲାଖ  ବା  ଜଉର ଚୁଡିର  ଏଚ୍ ଏସ୍ ଏନ୍  କୋଡ  ଓ  ଜିଏସଟି  ଦର  କ’ଣ   ଅଟେ   ?

ଲାଖ ବା  ଜଉ ଚୁଡି  ହେଡିଂ ୭୧୧୭  ଅନ୍ତର୍ଗତ  ବର୍ଗୀକୃତ  ଅଟେ  ଓ  ଏହା ଉପରେ  ଜିଏସ୍ ଟିର  ଦର  ୩ ପ୍ରତିଶତ  ଅଟେ  ।

କୁଲଫିର  ଏଚ୍ ଏସ୍ ଏନ୍  କୋଡ  ଓ  ଜିଏସଟି  ଦର  କ’ଣ   ଅଟେ   ?

କୁଲଫି  ହେଡିଂ  ୨୦୧୫ ଅନ୍ତର୍ଗତ  ବର୍ଗୀକୃତ  ଅଟେ  ଓ  ଏହା  ଉପରେ  ଜିଏସ୍ ଟିର  ଦର  ୧୮ ପ୍ରତିଶତ   ଅଟେ   ।

ସୋଲାର  ପ୍ୟାନେଲ  ମାଉଣ୍ଟିଂ  ଷ୍ଟ୍ରକଚରର ଏଚ୍ ଏସ୍ ଏନ୍ କୋଡ ଓ  ଜିଏସ୍ ଟି   ଦର   କ’ଣ   ଅଟେ   ?

  • ଲୌହ ଏବଂ  ଇସ୍ପାତ  ଷ୍ଟ୍ରକଚର  ହେଡିଂ  ୭୩୦୮  ଅନ୍ତର୍ଗତ ବର୍ଗୀକୃତ  ଅଟେ ଓ ଆଲୁମିନିୟମ   ଷ୍ଟ୍ରକଚର ୭୬୧୦ ଅନ୍ତର୍ଗତ  ବର୍ଗୀକୃତ  ଅଟେ ଓ  ଏହା ଉପରେ ଜିଏସ୍ ଟି  ଦର୧୮ ପ୍ରତିଶତ ଅଟେ  ।
  • ସୋଲାର ପ୍ୟାନେଲ ମାଉଣ୍ଟିଂ ଷ୍ଟ୍ରକଚର ଏହି  ଆଧାରରେ  କରାଯାଏ ଓ  ଯେକୌଣସି  ଧାତୁରୁ  ପ୍ରସ୍ତୁତ  ହୋଇଥିବ  । ହେଡିଂ  ୭୩୦୮ ବା  ୭୬୧୦ ଅନ୍ତର୍ଗତ  ବର୍ଗୀକୃତ  ହେବ  ଏବଂ  ଏହା  ଉପରେ  ଜିଏସ୍ ଟିର  ଦର  ୧୮ ପ୍ରତିଶତ  ଅଟେ  ।

ଇଡିଲି  ଦୋଷା, ବଟରର  ଏଚ୍ ଏସ୍ ଏନ୍ କୋଡ ଓ  ଜିଏସ୍ ଟି   ଦର   କ’ଣ   ଅଟେ   ?

ଇଡିଲି ,  ଦୋଷା ,  ବଟର,  ହେଡିଂ ୨୧୦୬ ଅନ୍ତର୍ଗତ  ବର୍ଗୀକୃତ  ଅଟେ  ଓ ଏହା  ଉପରେ  ଜିଏସ୍ ଟି  ଦର  ୧୮ ପ୍ରତିଷ୍ଟ ଅଟେ ।

ମକା  ଦାନା  ଉପରେ  ଏଚ୍ ଏସ୍ ଏନ୍ କୋଡ ଓ  ଜିଏସ୍ ଟି   ଦର   କ’ଣ   ଅଟେ   ?

ମକା  (ବିହନ  କ୍ଵାଲିଟି)ହେଡିଂ  ୧୦୦୫ ଅନ୍ତର୍ଗତ  ବର୍ଗୀକୃତ  ଅଟେ  ଓ  ଏହା  ଉପରେ  ଜିଏସ୍ ଟି  ଶୂନ୍ୟ  ଅଟେ   ।

ଶାଢୀ ଓ  ଧୋତିର  ଏଚ୍ ଏସ୍ ଏନ୍ କୋଡ ଓ  ଜିଏସ୍ ଟି   ଦର   କ’ଣ   ଅଟେ   ?

ଶାଢୀ ଓ  ଧୋତି  ଏହାର  ନିର୍ମାଣ  ସାମଗ୍ରୀ  ଆଧାରରେ  ଅଲଗା  ଅଲଗା  ହେଡିଂ  ରେ  ବର୍ଗୀକୃତ  ଏବଂ  ଏହା  ଉପରେ  ଜିଏସ୍ ଟି ଦର  ନିମ୍ନଲିଖିତ   ପ୍ରକାରେ :

ଘଟକରେସା

ବିବରଣୀ

ଏଚ୍ ଏସ୍ ଏନ୍ କୋଡ

ଜିଏସ୍ ଟି  ଦର

ରେଶମ

ରେଶମର  ବବିନ ଫେବ୍ରିକ ଶାଢୀ

୫୦୦୭

୫ ପ୍ରତିଶତ

କଟନ

୨୦୦ ଜିଏସ୍ ଏମ୍ ପର୍ଯ୍ୟନ୍ତ ଫେବ୍ରିକ

୫୨୦୮

୫ ପ୍ରତିଶତ

୨୦୦ ଜିଏସ୍ ଏମ୍ ରୁ ଅଧିକ  ଫେବ୍ରିକ

୫୨୦୯

୫ ପ୍ରତିଶତ

ମ୍ୟାନମେଡ ଫିଲାମେଣ୍ଟସ ୟାର୍ନ

ଯେକୌଣସି  ଜିଏସ୍ ଏମ୍

୫୪୦୭ ବା ୫୪୦୮

୫ ପ୍ରତିଶତ

ଫିଲଟର ଓ  ୱାଟର  ପିଉରିଫାୟରର  ଏଚ୍ ଏସ୍ ଏନ୍ କୋଡ ଓ  ଜିଏସ୍ ଟି   ଦର   କ’ଣ   ଅଟେ   ?

ଫିଲଟର  ଓ  ପିଉରିଫାୟର  ହେଡିଂ  ୮୪୨୧ ଅନ୍ତର୍ଗତ  ବର୍ଗୀକୃତ  ଅଟେ  ଓ ଏହା  ଉପରେ  ଜିଏସ୍ ଟି  ଦର ୧୮ ପ୍ରତିଶତ  ।

ଅର୍ଗାନିକ  ସରଫେସ୍  ଆକ୍ଟିଭ  ଏଜେଣ୍ଟସ୍ ର ଏଚ୍ ଏସ୍ ଏନ୍ କୋଡ ଓ  ଜିଏସ୍ ଟି   ଦର   କ’ଣ   ଅଟେ   ?

  • ଅର୍ଗାନିକ  ସରଫେସ୍ – ଆକ୍ଟିଭ  ପ୍ରଡକ୍ଟସ  ପ୍ରିପାରେସନ ବା  ଏଜେଣ୍ଟସ , ହେଡିଂ ୩୪୦୧ ବା  ୩୪୦୨ ଅନ୍ତର୍ଗତ  ବର୍ଗୀକୃତ   ।
  • ସାବୁନ, ସାବୁନରେ   ବ୍ୟବହାର  ପାଇଁ  ଅର୍ଗାନିକ  ସର୍କସ ଆକ୍ଟିଭ  ସାମଗ୍ରୀ, ବାର, ଟିକିଆ, ସାଞ୍ଚେରେ  ପ୍ରସ୍ତୁତ  ପିସ୍ ବା  ଆକୃତତି  ଯାହାର  ହେଡିଂ  ୩୪୦୪ ର  ବର୍ଗୀକୃତ  ଅଟେ  । ଏହା  ଉପରେ  ଜିଏସ୍ ଟି  ୧୮ ପ୍ରତିଶତ  ।
  • ଅନ୍ୟାନ୍ୟ  ଅର୍ଗାନିକ  ସରଫେସ୍ ଆକ୍ଟିଭ  ସାମଗ୍ରୀ ଓ  ପ୍ରସ୍ତୁତ  ସାମଗ୍ରୀ  ଯାହା  ସବ୍ ଟ୍ରେଡିଂ ୩୪୦୧ ୩୦ ଅନ୍ତର୍ଗତ ଓ  ଅର୍ଗାନିକ  ସରଫେସ୍ ଆକ୍ଟିଭ  ଏଜେଣ୍ଟସ  ଏବଂ  ପ୍ରସ୍ତୁତ  ସାଗ୍ରୀ  ହେଡିଂ  ୩୪୦୨ ଅନ୍ତର୍ଗତ  ବର୍ଗୀକୃତ  ଏହା  ଉପରେ  ଜିଏସ୍ ଟି  ଦର  ୨୮ ପ୍ରତିଶତ  ।

ରାକ୍ଷୀ  ଉପରେ  ଜିଏସ୍ ଟି  ଦର  କ’ଣ ?

  • ପୂଜା  ସାମଗ୍ରୀ, ସୂତ୍ର ସହିତ ଜିଏସ୍ ଟି ଛାଡ ପ୍ରାପ୍ତ  ।
  • ଏଥିପାଇଁ  ଯଦି ରାକ୍ଷୀ  ଭାବରେ  ଥିବା  ତେବେ  ଜିଏସ୍ ଟି  ଶୂନ୍ୟ  ହେବ   ।
  • ଅନ୍ୟ  କୌଣସି  ରାକ୍ଷୀ  ଯାହାର  ନିର୍ମାଣ  ସାମଗ୍ରୀ  ଆଧାରରେ  ବାରିକୃତ  କରାଯାଇଥିବା  ସେହି  ଅନୁଯାୟୀ   ଜିଏସ୍ ଟି  ଲାଗୁ  ହେବ   ।

ନେଲ୍ ପଲିସି  ଉପରେ  ଜିଏସ୍ ଟି  ଦର  କ’ଣ ?

ନେଲ୍ ପଲିସି  (ବଡ  ପରିମାଣର  ପ୍ୟାକିଂରେ   ଯେଉଁଥିରେ   ୫୦ ରୁ  ୧୦୦ ଲିଟର  ପର୍ଯ୍ୟନ୍ତ  ବା  ରିଟେଲ  ପ୍ୟାକରେ  ଥିବ), ହେଡିଂ ୩୩୦୪  ଅନ୍ତର୍ଗତ  ବର୍ଗୀକୃତ  ଅଟେ  ଓ  ଏହା ଉପରେ   ଜିଏସ୍ ଟି  ଦର  ୨୮ ପ୍ରତିଶତ   ।

କଞ୍ଚା  ଖଜୁରୀ  ଉପରେ  ଜିଏସ୍ ଟି  ଦର  ଓ  ଏଚ୍ ଏସ୍ ଏନ୍ କୋଡ କ’ଣ  ଅଟେ  ?

ପାଗ  ଖଜୁରୀ  ହେଡିଂ  ୦୮୦୪ ଅନ୍ତର୍ଗତ  ବର୍ଗୀକୃତ  ଅଟେ  ଓ  ଏହା  ଉପରେ  ଜିଏସ୍ ଟି  ଦର  ୧୨ ପ୍ରତିଶତ  ।

ପାଳିତ  ଜୀବଙ୍କ   ଆହାର   ଉପରେ ଏଚ୍ ଏସ୍ ଏନ୍ କୋଡ ଓ ଜିଏସ୍ ଟି  ଦର  କ’ଣ  ଅଟେ  ?

କୁକୁର  ବା  ବିଲେଇ  ଆହାର  ହେଡିଂ ୨୩୦୯ ଅନ୍ତର୍ଗତ   ବର୍ଗୀକୃତ   ଅଟେ   ଓ  ଏହା  ଉପରେ   ରେଜିଡୁଆଲ  ଏଣ୍ଟ୍ରି  କ୍ର.ନଂ୪୫୩ ଅଧୀନରେ   ଜିଏସ୍ ଟି   ଦର  ୧୮ ପ୍ରତିଶତ  ଅଟେ   ।

ରପ୍ତାନୀ ପ୍ରୋତ୍ସାହନ ଲାଇସେନସ, ଯେପରି  ଏମ୍ ଇଆଇଏସ୍, ଏସ୍ଇଆଇଏସ୍  ଏବଂ  ଆଇଇଆଇଏସ୍ ର   ବିକ୍ରିର   ବର୍ଗୀକରଣ   ଓ  ଜିଏସ୍ ଟି   ଦର  କ’ଣ  ଅଟେ ?

ଏମ୍ ଇଆଇଏସ୍  ଆଦି  ହେଡିଂ ୪୯୦୭ର  ଅନ୍ତର୍ଗତ  ବର୍ଗୀକୃତ  ଅଟେ ଓ  ଏହା  ଉପରେ  ଜିଏସ୍ ଟି  ଦର ୧୨ ପ୍ରତିଶତ  ।

ପ୍ୟାଣ୍ଟ  ପାଇଁ କଟାଯାଉଥିବା  ୧.୨ ମିଟର  ଫେବ୍ରିକ  ଏବଂ  ସାର୍ଟ  ପାଇଁ  କଟାଯାଉଥିବା  ୨.୫ ଫେବ୍ରିକ   ଉପରେ  ଏସ୍ ଏନ୍ କୋଡ ଓ ଜିଏସ୍ ଟି  ଦର  କ’ଣ  ଅଟେ  ?

ନିର୍ଦ୍ଧିଷ୍ଟ  ଫେବ୍ରିକ  ଉପରେ  ଜିଏସ୍ ଟି  ଦର  ୫ ପ୍ରତିଶତ ସେ  କଟ ପିସ୍  ହେଉ  ବା  ନ  ହେଉ   ।

ମାର୍ବଲ  ପାଉଡର  ଓ  ପଥର ଓ ଅନ୍  ସାବୁରେଟେଡ  ରେଜିନିରେ  ପ୍ରସ୍ତୁତ, ହାତରେ  ପ୍ରସ୍ତୁତ  ସଜାଇବା  ମୂର୍ତ୍ତି  ଏବଂ  ସଜାଯାଇଥିବା  କଳାକୃତି  ବର୍ଗୀକରଣ  ଓ  ଜିଏସ୍ ଟି  ଦର  କ’ଣ  ଅଟେ  ?

ମାର୍ବଲ  ବସ୍ତୁ  ରେଜିନିରେ   ପ୍ରସ୍ତୁତ  ସାମଗ୍ରୀ   ମିଶିଥିବ  ହେଡିଂ  ୬୮୦୨ ଅନ୍ତର୍ଗତ   ବର୍ଗୀକୃତ  ଅଟେ  ଓ  ଏହା  ଉପରେ  ଜିଏସ୍ ଟି   ଦର  ୨୮ ପ୍ରତିଶତ    ।

ଆରୋକା  ନଟ/ ଗୁଆ  ପାଇଁ  ଜିଏସ୍ ଟି ଦର କ’ଣ  ଅଟେ  ?

  • ତାଜା  ଅରୋକ ନଟ/ଗୁଆ, ହେଡିଂ ୦୮୦୨ ଅନ୍ତର୍ଗତ  ହେଡିଂ  ୬୮୦୨ ଅନ୍ତର୍ଗତ  ବର୍ଗୀକୃତ  ଅଟେ   ଓ  ଏହା  ଉପରେ   ଜିଏସ୍ ଟି  ଦର  ଶୂନ୍ୟ  ଅଟେ   ।
  • ଶୁଖିଲା ଅରୋକା ନଟ/ ଗୁଆ  ହେଡିଂ  ୦୮୦୨ ଅନ୍ତର୍ଗତ  ହେଡିଂ  ୬୮୦୨  ଅନ୍ତର୍ଗତ  ବର୍ଗୀକୃତ   ଅଟେ  ଓ  ଏହା  ଉପରେ  ଜିଏସ୍ ଟି   ଦର  ୫ ପ୍ରତିଶତ  ଅଟେ  ।

କଟନ  ସିଡ୍  ଅଏଲରୁ   ପ୍ରସ୍ତୁତ  ଏଚଏସଏନ  କୋଡ   ଏବଂ   ଜିଏସ୍ ଟି   ଦର  କ’ଣ  ଅଟେ  ?

  • କଟନ   ସିଡ୍  ଅଏଲରୁ   ପ୍ରସ୍ତୁତ  କେକ୍, ଯାହା  ଜଳଚର  ଜୀବ  ଯେପରିକି   ଚିଙ୍ଗୁଡି  ଏବଂ  ବଡ   ଚିଙ୍ଗୁଡିମାନଙ୍କ  ଆହାର, ପୋଲଟ୍ରି  ଆହାର  ଏବଂ   ଗୋମହିଷାବିଙ୍କ  ଆହାର  ଅଟେ, ଏହା  ଉପରେ   ଜିଏସ୍ ଟି   ଶୂନ୍ୟ  ଅଟେ   ।
  • କଟନ  ସିଡ୍ ଅଏଲରୁ  ପ୍ରସ୍ତୁତ  କେକ୍, ଯାହାର  ଅନ୍ୟ  ଉପଯୋଗ  ଅଟେ, କିନ୍ତୁ  ଜିଏସ୍ ଟି  ଦର ୫%  ଅଟେ   ।

ପୋର୍ଟେବୁଲ  ଏବଂ  ମୋବାଇଲ  ଟଏଲେଟ ଉପରେ  ଜିଏସ୍ ଟି  ଦର  କ’ଣ  ଅଟେ  ?

ଫ୍ରି – ଫେବ୍ରିକେଟେଡ ଭାବନା, ଯେଉଁଥିରେ   ପୋର୍ଟେବୁଲ ଏବଂ  ମୋବାଇଲ  ଟଏଲେଟ   ମଧ୍ୟ  ଆସିଥାଏ ହେଡିଂ  ୯୪୦୬ ଅନ୍ତର୍ଗତ  ବର୍ଗୀକୃତ  ଅଟେ  ଏବଂ ଏହା ଉପରେ  ଜିଏସ୍ ଟି  ଦର ୧୮% ଅଟେ   ।

ଆମଦାନୀକୃତ  କୋଇଲା   ଉପରେ  ଜିଏସ୍ ଟି  କ୍ଷତିପୂରଣ  ଉକକରର  ଦର  କ’ଣ  ଅଟେ  ?

ଆମଦାନୀକୃତ  କୋଇଲା   ଉପରେ  ଜିଏସ୍ ଟି  କ୍ଷତିପୂରଣ   ଉକକରର ଦର  ୪୦୦ ଟଙ୍କା  ପ୍ରତି  ଟନ  ।

ମୋବାଇଲ  ହ୍ୟାଣ୍ଡସେଟର  ବ୍ୟାଟେରୀ ପାଇଁ  ଏଚଏସଏନ   କୋଡ  ଏବଂ  ଜିଏସ୍ ଟି   ଦର  କ’ଣ  ଅଟେ   ?

ମୋବାଇଲ  ହ୍ୟାଣ୍ଡସେଟର   ବ୍ୟାଟେରୀ , ହେଡିଂ  ୮୫୦୬  ଅନ୍ତର୍ଗତ  ବର୍ଗୀକୃତ  ଅଟେ  ଏବଂ  ଏହା  ଉପରେ   ଜିଏସ୍ ଟିର  ଦର  ୨୮% ପ୍ରତିଶତ  ଅଟେ  ।

ତେନ୍ତୁଳିର   ଏଚଏସଏନ  କୋଡ ଏବଂ   ଏହା  ଉପରେ   ଜିଏସ୍ ଟି  ଦର  କେତେ ?

ତେନ୍ତୁଳି , ହେଡିଂ ୦୮୧୦ ଅନ୍ତର୍ଗତ  ବର୍ଗୀକୃତ  ଅଟେ  ଏବଂ   ଏହା  ଉପରେ   ଜିଏସ୍ ଟି   ଶୂନ୍ୟ  ଅଟେ  ।

ତେନ୍ତୁଳିର  କର୍ଣ୍ଣେଲ  ପାଇଁ  ଏଚଏସଏନ  କୋଡ  ଏବଂ  ଜିଏସ୍ ଟି  ଦର  କେତେ  ଅଟେ ?

ତେନ୍ତୁଳିର  କର୍ଣ୍ଣେଲ , ହେଡିଂ ୧୨୦୭ ଅନ୍ତର୍ଗତ ବର୍ଗୀକୃତ  ଅଟେ ଏବଂ ଏହାର  ଉପରେ  ଜିଏସ୍ ଟି  ଦର ଶୂନ୍ୟ  ଅଟେ  ।

ତେନ୍ତୁଳି  କର୍ଣ୍ଣେଲ  ପାଉଡର   ପାଇଁ   ଏଚଏସଏନ  କୋଡ  ଏବଂ  ଜିଏସ୍ ଟି  ଦର  କେତେ  ଅଟେ ?

ତେନ୍ତୁଳିର  କର୍ଣ୍ଣେଲ  ପାଉଡର , ହେଡିଂ  ୧୩୦୨ ଅନ୍ତର୍ଗତ  ବର୍ଗୀକୃତ  ଅଟେ  ଏବଂ  ଏହାର  ଉପରେ   ଜିଏସ୍ ଟି  ଦର  ୧୮% ଅଟେ   ।

କେଶର  ରବର  ବ୍ୟାଣ୍ଡ  ପାଇଁ  ଏଚଏସଏନ  କୋଡ  ଏବଂ  ଜିଏସ୍ ଟି  ଦର  କ’ଣ  ଅଟେ  ?

ହେୟାର  ରବର ବ୍ରାଣ୍ଡ, ହେଡିଂ  ୪୦୧୬  ଅନ୍ତର୍ଗତ  ବର୍ଗୀକୃତ  ଅଟେ  ଏବଂ ଏହା  ଉପରେ  ଜିଏସ୍ ଟି  ଦର ୨୮ % ଅଟେ  ।

ଖାରି  ଏବଂ  ହାର୍ଡ  ବଟର ପାଇଁ  ଏଚଏସଏନ  କୋଡ  ଏବଂ  ଜିଏସ୍ ଟି  ଦର  କେତେ ?

ଖାରି  ଏବଂ  ହାର୍ଡ  ବଟର, ହେଡିଂ  ୧୯୦୫ ଅନ୍ତର୍ଗତ  ବର୍ଗୀକୃତ  ଅଟେ  ଏବଂ   ଏହା  ଉପରେ   ଜିଏସ୍ ଟି  ଦର  ୧୮%  ଅଟେ   ।

ଖୋୟା/ମାୱା  ପାଇଁ  ଏଚଏସଏନ  କୋଡ  ଏବଂ   ଜିଏସ୍ ଟି  ଦର  କେତେ ?

ଖୋୟା/ମାୱା  ଦୁଗ୍ଧ  ଗାଢ  ହୋଇଥିବା  କାରଣରୁ  ହେଡିଂ  ୦୪୦୨ ଅନ୍ତର୍ଗତ   ବର୍ଗୀକୃତ  ଅଟେ  ଏବଂ  ଏହା  ଉପରେ  ଜିଏସ୍ ଟି  ଦର ୫% ଅଟେ   ।

କୌଣସି  ଔଷଧ  କମ୍ପାନୀର   ପ୍ରିଣ୍ଟେଡ  ପେପରବୋର୍ଡ  ମନୋ କାର୍ବନ /ଡବା  ଉପରେ  ଜିଏସ୍ ଟି   ଦର   କେତେ  ଏବଂ  ନନ୍ କୋରୁଗେଟେଡ  କାର୍ବନ  ଏବଂ  କୋରୁଗେଟେଡ  କାର୍ବନ  ପାଇଁ  ଜିଏସ୍ ଟି   ଦର  କେତେ ?

  • କୋରୁଗେଟେଡ  ପେପର  କିମ୍ବା ପେପର ବୋର୍ଡର କାର୍ବନ, ବକ୍ସ ଏବଂ  କେସ୍, ହେଡିଂ  ୪୮୧୯ ଅନ୍ତର୍ଗତ  ବର୍ଗୀକୃତ  ଅଟେ  ଏବଂ  ଏହା  ଉପରେ ଜିଏସ୍ ଟି   ଦର  ୧୨% ଅଟେ  ।
  • ନନ୍ – କୋରୁଗେଟେଡ  ପେପର   କିମ୍ବା  ପେପର ବୋର୍ଡର  ଫୋଲିଂ କାର୍ବନ, ବକ୍ସ  ଏବଂ  କେସ୍, ହେଡିଂ ୪୮୧୯ ଅନ୍ତର୍ଗତ  ବର୍ଗୀକୃତ ଅଟେ ଏବଂ  ଏହା  ଉପରେ  ରେସିଡୁଆଲ ଏଣ୍ଟ୍ରି  କ୍ର.ନଂ  ୪୫୩ ଅନୁସାରେ  ଜିଏସ୍ ଟି  ଦର ୧୮% ଅଟେ  ।

କୌଣସି  କୃଷକଙ୍କ  ଦ୍ଵାରା ସପ୍ଲାଇ  କରାଯାଉଥିବା  ହେଡିଂ   ୨୪୦୧ ଅନ୍ତର୍ଗତ  ଆସୁଥିବା  ତମାଖୁ ପତ୍ର  ଉପରେ  ରିଭର୍ସ  ଚାର୍ଜ  ଆଧାରରେ  ୫ ପ୍ରତିଶତ  ଜିଏସଟି   ଲାଗିଥାଏ ତମାଖୁର  ପତ୍ରର   ଅର୍ଥ  କ’ଣ   ?

ଜିଏସଟି  ୫ ପ୍ରତିଶତ  ଦର ବିଶିଷ୍ଟ  ତମାଖୁ  ପତ୍ରର   ଅର୍ଥ  ହେଉଛି  ତମାଖୁ  ପତ୍ର  ବା  ତମାଖୁ  ପତ୍ରକୁ   କଟାଯାଇ   ବା  ତମାଖୁ   ଶୂଖାଯାଇ  ।

ଇଶବଗୁଲର  ମଞ୍ଜି   ପାଇଁ  ଏଚଏସଏନ   କୋଡ  ଜିଏସଟି  ଦର  କ’ଣ ଅଟେ  ?

  • ଇଶବଗୁଲ  ମଞ୍ଜି, ହେଡିଂ  ୧୨୧୧ ଅନ୍ତର୍ଗତ  ବର୍ଗୀକୃତ   ଅଟେ
  • ତାହା  ଇଶବଗୁଲ   ମଞ୍ଜି   ଉପରେ  ଜିଏସଟି   ଶୂନ୍ୟ  ଅଟେ
  • ଇଶବଗୁଲ  ମଞ୍ଜି  ଶୁଖାଯାଇ  ବା  ଫ୍ରୋଜନ  ହୋଇଥିଲେ  ଜିଏସଟି  ୫ପ୍ରତିଶତ   ଅଟେ 

ଇଶବଗୁଲ  ଭୁସି  ଉପରେ   ଏଚଏସଏନ  କୋଡ  ଏବଂ  ଜିଏସଟି  ଦର  କ’ଣ  ଅଟେ  ?

ଇଶବଗୁଲ  ଭୁସି  ହେଡିଂ ୧୨୧୧ ଅନ୍ତର୍ଗତ  ବର୍ଗୀକୃତ  ଅଟେ ଓ ଏହା  ଉପରେ  ଜିଏସ୍ ଟି  ଦର  ୫ ପ୍ରତିଶତ  ।

ପଡିଥିବା  ଓ  ଶୁଖିଲା ନଡିଆର  ଏଚଏସଏନ  କୋଡ ଏବଂ  ଜିଏସଟି  ଦର  କ’ଣ  ଅଟେ  ?

  • ନଡିଆ, ତାଜା  ଶୁଖିଲା  ଚୋପା  ଥାଇ ବା  ନଥାଇ  ହେଡିଂ ୦୮୦୧ ଅନ୍ତର୍ଗତ  ବର୍ଗୀକୃତ  ଓ  ଏହାର  ଉପରେ  ଜିଏସ୍ ଟି  ଶୂନ୍ୟ ଅଟେ  । ଏଚଏସଏନର   ବିବରଣୀ  ସୂଚନା ଅନୁସାରେ  ଏହାର  ହେଡିଂରେ ପଡିଥିବା  ନଡିଆର   ଶୁଖିଲା  ଅଂଶ  ସାମିଲ  ନାହିଁ  ।ଯେଉଁଥିରେ   କି  ନଡିଆ  ତେଲ  ବାହାର  କରାଯାଇଥାଏ   ।
  • ପଡିଥିବା  ହେଡିଂ  ୧୨୦୩ ଅନ୍ତର୍ଗତ  ବର୍ଗୀକୃତ ଓ ଏହା ଉପରେ  ଜିଏସ୍ ଟି ଦର ୫ପ୍ରତିଶତ  ଅଟେ  ।

ଫୁଟ୍ ୱିୟର   ଯାହାର  ଖୁଚୁରା  ବିକ୍ରୟ   ମୂଲ୍ୟ  ୫୦୦ ଟଙ୍କାରୁ  ଅଧିକ  ହୋଇନଥିବ  (ସର୍ତ୍ତ  ଥିବ  ଖୁଚୁରା  ବିକ୍ରୟ  ମୂଲ୍ୟ  ଫୁଟ୍ ୱିୟର ଉପରେ  ଏପରି  ଅଙ୍କିତ  ବା  ଏମ୍ବୋଜ   କରାଯାଇଥିବ  ଯାହା  ଲୁଚୁନଥିବ) ତେବେ  ଏହା   ଉପରେ  ୫ ପ୍ରତିଶତ  ଜିଏସ୍ ଟି  ଲାଗିବ ’ଣ  ଏହି  ଖୁଚୁରା  ବିକ୍ରି  ମୂଲ୍ୟରେ  ଜିଏସ୍ ଟି  ସାମିଲ୍  ରହିବ କି ?

  • ଲିଗାଲ ମେଟ୍ରୋଲୋଜି (ପ୍ୟାକେଜ  ହୋଇଥିବା  ମାଲ) ନିୟମ  ୨୦୧୧ ଅନୁସାରେ  ଖୁଚୁରା  ବିକ୍ରୟ  ମୂଲ୍ୟ  ଏହା  ଅଧିକ  ତମ   ମୂଲ୍ୟ  ଅଟେ, ଯାହା  ଉପରେ  କୌଣସି  ପ୍ୟାକେଜ  ମାଲ୍ ର  ଗ୍ରାହକଙ୍କୁ  ବିକାଯାଇପାରେ ଓ ଏଥିରେ  ସବୁକର  ମିଶିଥାଏ  ।
  • ଏଥିପାଇଁ  କୌଣସି  ପ୍ୟାକ୍  ଉପରେ  ମୁଦ୍ରିତ   ଖୁଚୁରା   ବିକ୍ରି  ମୂଲ୍ୟରେ  ଜିଏସ୍ ଟି  ସାମିଲ  ଥାଏ । ଫୁଟ ୱିୟର   ଉପରେ   ଜିଏସ୍ ଟି  ୫ ପ୍ରତିଶତ   ହେବ  ଯଦି  ଆରଏସ୍ ପି  ପ୍ରତିଯୋଡା   ୫୦୦  ଟଙ୍କାରୁ   ଅଧିକ  ହୋଇନଥିବ   । ଜିଏସ୍ ଟି  ୧୮ ପ୍ରତିଶତ  ହେବ  ଯଦି  ଆରଏସ୍ ପି   ପ୍ରତିଯୋଡା
  • ୫୦୦ ଟଙ୍କାରୁ  ଅଧିକ  ହୋଇଥିବ   ।
  • ଅନ୍ୟପକ୍ଷରେ  ଜିଏସ୍ ଟି   ଟ୍ରାଞ୍ଜାକ୍ସନ ମୂଲ୍ୟ ଉପରେ  ଦେୟ  ହେବ   ।

ରେଡିମେଡି  କପଡାର ବିକ୍ରି  ମୂଲ୍ୟ  ଯଦି  ପ୍ରତି  କପଡା ୧୦୦୦  ଟଙ୍କାରୁ  ଅଧିକ  ହୋଇନଥିବ  ତେବେ  ୫% ଜିଏସ୍ ଟି  ଲାଗିବ ରେଡିମେଡି  କପଡାର  ବିକ୍ରି  ମୂଲ୍ୟ  ଯଦି  ପ୍ରତି  କପଡା  ୧୦୦୦ ଟଙ୍କାରୁ  ଅଧିକ  ହୋଇଥାଏ ତେବେ  ୧୨% ଜିଏସ୍ ଟି   ଲାଗିବ ଜଣେ  ସପ୍ଲାୟର  କିପରି  ନିର୍ଦ୍ଧାରିତ  କରିବେଯେ  ତେବେ  ରେଡିମେଡି  କପଡା  ଉପରେ  କେଉଁ  ପ୍ରକାର  ଦରରେ  ଜିଏସ୍ ଟି  ଲାଗିବ ?

ନୋଟିଫିକେସନରେ  ବିକ୍ରି  ମୂଲ୍ୟର  ଅର୍ଥ  ସେହି  ରେଡିମେଡି  କପଡାର  ଟ୍ରାଞ୍ଜାକ୍ସନ   ମୂଲ୍ୟ  ଅଟେ  ଖୁଚୁରା  ବିକ୍ରି  ମୂଲ୍ୟ  ନୁହେଁ   ।

  • ଏହାର  ଅର୍ଥ  ଏହାଯେ  ଯଦି  କୌଣସି  ପାଇକାରୀ   ବେପାରୀ   ପ୍ରତି  ଖଣ୍ଡକୁ  ୯୫୦ ଟଙ୍କାର  ଟ୍ରାଞ୍ଜାକ୍ସନ  ମୂଲ୍ୟ  ଉପରେ   ରେଡିମେଡି  କପଡା  ଖୁଚୁରା  ବିକ୍ରେତାଙ୍କୁ   ବିକ୍ରି  କରିଥାନ୍ତି   ସେତେବେଳେ   ଏଭଳି  କପଡା  ଉପରେ ଜିଏସ୍ ଟି  ୫% ହେବ   ।
  • ଅନ୍ୟପକ୍ଷରେ , ଯଦି ଖୁଚୁରା  ବିକ୍ରେତା  ଏଭଳି  ରେଡିମେଡି  ପ୍ରତି  ଖଣ୍ଡ  ୧୧୦୦ ଟଙ୍କାରେ   ବିକ୍ରି କରନ୍ତି  ତେବେ  ଏଭଳି  ରେଡିମେଡି  କପଡା ଉପରେ  ଜିଏସ୍ ଟି  ୧୨% ହେବ   ।   

ଚକୋଲେଟ ‘ସନ୍ଦେଶ’  ବଙ୍ଗାଳି  ମିଷ୍ଟାନ୍ନ  ଉପରେ  ଜିଏସ୍ ଟି   ଦର  କେତେ  ?

ସନ୍ଦେଶରେ  ଚକୋଲେଟ  ଥାଉ  ବା  ନଥାଉ, ଜିଏସ୍ ଟିର  ଦର   ୫% ଅଟେ   ।

ଆଧାର - କେନ୍ଦ୍ରୀୟ ଉତ୍ପାଦ ଏବଂ ସୀମା ଶୁଳ୍କ ବୋର୍ଡ ଓ ରାଜ୍ୟ/ କେନ୍ଦ୍ର ଶାସିତ ଅଞ୍ଚଳର ବାଣିଜ୍ୟ କର ବିଭାଗ

3.03448275862
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top