অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜିଏସ୍ ଟି ଦର ସମ୍ବନ୍ଧିତ ପ୍ରାୟ ପଚରାଯାଉଥିବା ପ୍ରଶ୍ନ (ଏଫଏକ୍ୟୁ)

ଜିଏସ୍ ଟି ଦର ସମ୍ବନ୍ଧିତ ପ୍ରାୟ ପଚରାଯାଉଥିବା ପ୍ରଶ୍ନ (ଏଫଏକ୍ୟୁ)

ଲାଖ  ବା  ଜଉର ଚୁଡିର  ଏଚ୍ ଏସ୍ ଏନ୍  କୋଡ  ଓ  ଜିଏସଟି  ଦର  କ’ଣ   ଅଟେ   ?

ଲାଖ ବା  ଜଉ ଚୁଡି  ହେଡିଂ ୭୧୧୭  ଅନ୍ତର୍ଗତ  ବର୍ଗୀକୃତ  ଅଟେ  ଓ  ଏହା ଉପରେ  ଜିଏସ୍ ଟିର  ଦର  ୩ ପ୍ରତିଶତ  ଅଟେ  ।

କୁଲଫିର  ଏଚ୍ ଏସ୍ ଏନ୍  କୋଡ  ଓ  ଜିଏସଟି  ଦର  କ’ଣ   ଅଟେ   ?

କୁଲଫି  ହେଡିଂ  ୨୦୧୫ ଅନ୍ତର୍ଗତ  ବର୍ଗୀକୃତ  ଅଟେ  ଓ  ଏହା  ଉପରେ  ଜିଏସ୍ ଟିର  ଦର  ୧୮ ପ୍ରତିଶତ   ଅଟେ   ।

ସୋଲାର  ପ୍ୟାନେଲ  ମାଉଣ୍ଟିଂ  ଷ୍ଟ୍ରକଚରର ଏଚ୍ ଏସ୍ ଏନ୍ କୋଡ ଓ  ଜିଏସ୍ ଟି   ଦର   କ’ଣ   ଅଟେ   ?

  • ଲୌହ ଏବଂ  ଇସ୍ପାତ  ଷ୍ଟ୍ରକଚର  ହେଡିଂ  ୭୩୦୮  ଅନ୍ତର୍ଗତ ବର୍ଗୀକୃତ  ଅଟେ ଓ ଆଲୁମିନିୟମ   ଷ୍ଟ୍ରକଚର ୭୬୧୦ ଅନ୍ତର୍ଗତ  ବର୍ଗୀକୃତ  ଅଟେ ଓ  ଏହା ଉପରେ ଜିଏସ୍ ଟି  ଦର୧୮ ପ୍ରତିଶତ ଅଟେ  ।
  • ସୋଲାର ପ୍ୟାନେଲ ମାଉଣ୍ଟିଂ ଷ୍ଟ୍ରକଚର ଏହି  ଆଧାରରେ  କରାଯାଏ ଓ  ଯେକୌଣସି  ଧାତୁରୁ  ପ୍ରସ୍ତୁତ  ହୋଇଥିବ  । ହେଡିଂ  ୭୩୦୮ ବା  ୭୬୧୦ ଅନ୍ତର୍ଗତ  ବର୍ଗୀକୃତ  ହେବ  ଏବଂ  ଏହା  ଉପରେ  ଜିଏସ୍ ଟିର  ଦର  ୧୮ ପ୍ରତିଶତ  ଅଟେ  ।

ଇଡିଲି  ଦୋଷା, ବଟରର  ଏଚ୍ ଏସ୍ ଏନ୍ କୋଡ ଓ  ଜିଏସ୍ ଟି   ଦର   କ’ଣ   ଅଟେ   ?

ଇଡିଲି ,  ଦୋଷା ,  ବଟର,  ହେଡିଂ ୨୧୦୬ ଅନ୍ତର୍ଗତ  ବର୍ଗୀକୃତ  ଅଟେ  ଓ ଏହା  ଉପରେ  ଜିଏସ୍ ଟି  ଦର  ୧୮ ପ୍ରତିଷ୍ଟ ଅଟେ ।

ମକା  ଦାନା  ଉପରେ  ଏଚ୍ ଏସ୍ ଏନ୍ କୋଡ ଓ  ଜିଏସ୍ ଟି   ଦର   କ’ଣ   ଅଟେ   ?

ମକା  (ବିହନ  କ୍ଵାଲିଟି)ହେଡିଂ  ୧୦୦୫ ଅନ୍ତର୍ଗତ  ବର୍ଗୀକୃତ  ଅଟେ  ଓ  ଏହା  ଉପରେ  ଜିଏସ୍ ଟି  ଶୂନ୍ୟ  ଅଟେ   ।

ଶାଢୀ ଓ  ଧୋତିର  ଏଚ୍ ଏସ୍ ଏନ୍ କୋଡ ଓ  ଜିଏସ୍ ଟି   ଦର   କ’ଣ   ଅଟେ   ?

ଶାଢୀ ଓ  ଧୋତି  ଏହାର  ନିର୍ମାଣ  ସାମଗ୍ରୀ  ଆଧାରରେ  ଅଲଗା  ଅଲଗା  ହେଡିଂ  ରେ  ବର୍ଗୀକୃତ  ଏବଂ  ଏହା  ଉପରେ  ଜିଏସ୍ ଟି ଦର  ନିମ୍ନଲିଖିତ   ପ୍ରକାରେ :

ଘଟକରେସା

ବିବରଣୀ

ଏଚ୍ ଏସ୍ ଏନ୍ କୋଡ

ଜିଏସ୍ ଟି  ଦର

ରେଶମ

ରେଶମର  ବବିନ ଫେବ୍ରିକ ଶାଢୀ

୫୦୦୭

୫ ପ୍ରତିଶତ

କଟନ

୨୦୦ ଜିଏସ୍ ଏମ୍ ପର୍ଯ୍ୟନ୍ତ ଫେବ୍ରିକ

୫୨୦୮

୫ ପ୍ରତିଶତ

୨୦୦ ଜିଏସ୍ ଏମ୍ ରୁ ଅଧିକ  ଫେବ୍ରିକ

୫୨୦୯

୫ ପ୍ରତିଶତ

ମ୍ୟାନମେଡ ଫିଲାମେଣ୍ଟସ ୟାର୍ନ

ଯେକୌଣସି  ଜିଏସ୍ ଏମ୍

୫୪୦୭ ବା ୫୪୦୮

୫ ପ୍ରତିଶତ

ଫିଲଟର ଓ  ୱାଟର  ପିଉରିଫାୟରର  ଏଚ୍ ଏସ୍ ଏନ୍ କୋଡ ଓ  ଜିଏସ୍ ଟି   ଦର   କ’ଣ   ଅଟେ   ?

ଫିଲଟର  ଓ  ପିଉରିଫାୟର  ହେଡିଂ  ୮୪୨୧ ଅନ୍ତର୍ଗତ  ବର୍ଗୀକୃତ  ଅଟେ  ଓ ଏହା  ଉପରେ  ଜିଏସ୍ ଟି  ଦର ୧୮ ପ୍ରତିଶତ  ।

ଅର୍ଗାନିକ  ସରଫେସ୍  ଆକ୍ଟିଭ  ଏଜେଣ୍ଟସ୍ ର ଏଚ୍ ଏସ୍ ଏନ୍ କୋଡ ଓ  ଜିଏସ୍ ଟି   ଦର   କ’ଣ   ଅଟେ   ?

  • ଅର୍ଗାନିକ  ସରଫେସ୍ – ଆକ୍ଟିଭ  ପ୍ରଡକ୍ଟସ  ପ୍ରିପାରେସନ ବା  ଏଜେଣ୍ଟସ , ହେଡିଂ ୩୪୦୧ ବା  ୩୪୦୨ ଅନ୍ତର୍ଗତ  ବର୍ଗୀକୃତ   ।
  • ସାବୁନ, ସାବୁନରେ   ବ୍ୟବହାର  ପାଇଁ  ଅର୍ଗାନିକ  ସର୍କସ ଆକ୍ଟିଭ  ସାମଗ୍ରୀ, ବାର, ଟିକିଆ, ସାଞ୍ଚେରେ  ପ୍ରସ୍ତୁତ  ପିସ୍ ବା  ଆକୃତତି  ଯାହାର  ହେଡିଂ  ୩୪୦୪ ର  ବର୍ଗୀକୃତ  ଅଟେ  । ଏହା  ଉପରେ  ଜିଏସ୍ ଟି  ୧୮ ପ୍ରତିଶତ  ।
  • ଅନ୍ୟାନ୍ୟ  ଅର୍ଗାନିକ  ସରଫେସ୍ ଆକ୍ଟିଭ  ସାମଗ୍ରୀ ଓ  ପ୍ରସ୍ତୁତ  ସାମଗ୍ରୀ  ଯାହା  ସବ୍ ଟ୍ରେଡିଂ ୩୪୦୧ ୩୦ ଅନ୍ତର୍ଗତ ଓ  ଅର୍ଗାନିକ  ସରଫେସ୍ ଆକ୍ଟିଭ  ଏଜେଣ୍ଟସ  ଏବଂ  ପ୍ରସ୍ତୁତ  ସାଗ୍ରୀ  ହେଡିଂ  ୩୪୦୨ ଅନ୍ତର୍ଗତ  ବର୍ଗୀକୃତ  ଏହା  ଉପରେ  ଜିଏସ୍ ଟି  ଦର  ୨୮ ପ୍ରତିଶତ  ।

ରାକ୍ଷୀ  ଉପରେ  ଜିଏସ୍ ଟି  ଦର  କ’ଣ ?

  • ପୂଜା  ସାମଗ୍ରୀ, ସୂତ୍ର ସହିତ ଜିଏସ୍ ଟି ଛାଡ ପ୍ରାପ୍ତ  ।
  • ଏଥିପାଇଁ  ଯଦି ରାକ୍ଷୀ  ଭାବରେ  ଥିବା  ତେବେ  ଜିଏସ୍ ଟି  ଶୂନ୍ୟ  ହେବ   ।
  • ଅନ୍ୟ  କୌଣସି  ରାକ୍ଷୀ  ଯାହାର  ନିର୍ମାଣ  ସାମଗ୍ରୀ  ଆଧାରରେ  ବାରିକୃତ  କରାଯାଇଥିବା  ସେହି  ଅନୁଯାୟୀ   ଜିଏସ୍ ଟି  ଲାଗୁ  ହେବ   ।

ନେଲ୍ ପଲିସି  ଉପରେ  ଜିଏସ୍ ଟି  ଦର  କ’ଣ ?

ନେଲ୍ ପଲିସି  (ବଡ  ପରିମାଣର  ପ୍ୟାକିଂରେ   ଯେଉଁଥିରେ   ୫୦ ରୁ  ୧୦୦ ଲିଟର  ପର୍ଯ୍ୟନ୍ତ  ବା  ରିଟେଲ  ପ୍ୟାକରେ  ଥିବ), ହେଡିଂ ୩୩୦୪  ଅନ୍ତର୍ଗତ  ବର୍ଗୀକୃତ  ଅଟେ  ଓ  ଏହା ଉପରେ   ଜିଏସ୍ ଟି  ଦର  ୨୮ ପ୍ରତିଶତ   ।

କଞ୍ଚା  ଖଜୁରୀ  ଉପରେ  ଜିଏସ୍ ଟି  ଦର  ଓ  ଏଚ୍ ଏସ୍ ଏନ୍ କୋଡ କ’ଣ  ଅଟେ  ?

ପାଗ  ଖଜୁରୀ  ହେଡିଂ  ୦୮୦୪ ଅନ୍ତର୍ଗତ  ବର୍ଗୀକୃତ  ଅଟେ  ଓ  ଏହା  ଉପରେ  ଜିଏସ୍ ଟି  ଦର  ୧୨ ପ୍ରତିଶତ  ।

ପାଳିତ  ଜୀବଙ୍କ   ଆହାର   ଉପରେ ଏଚ୍ ଏସ୍ ଏନ୍ କୋଡ ଓ ଜିଏସ୍ ଟି  ଦର  କ’ଣ  ଅଟେ  ?

କୁକୁର  ବା  ବିଲେଇ  ଆହାର  ହେଡିଂ ୨୩୦୯ ଅନ୍ତର୍ଗତ   ବର୍ଗୀକୃତ   ଅଟେ   ଓ  ଏହା  ଉପରେ   ରେଜିଡୁଆଲ  ଏଣ୍ଟ୍ରି  କ୍ର.ନଂ୪୫୩ ଅଧୀନରେ   ଜିଏସ୍ ଟି   ଦର  ୧୮ ପ୍ରତିଶତ  ଅଟେ   ।

ରପ୍ତାନୀ ପ୍ରୋତ୍ସାହନ ଲାଇସେନସ, ଯେପରି  ଏମ୍ ଇଆଇଏସ୍, ଏସ୍ଇଆଇଏସ୍  ଏବଂ  ଆଇଇଆଇଏସ୍ ର   ବିକ୍ରିର   ବର୍ଗୀକରଣ   ଓ  ଜିଏସ୍ ଟି   ଦର  କ’ଣ  ଅଟେ ?

ଏମ୍ ଇଆଇଏସ୍  ଆଦି  ହେଡିଂ ୪୯୦୭ର  ଅନ୍ତର୍ଗତ  ବର୍ଗୀକୃତ  ଅଟେ ଓ  ଏହା  ଉପରେ  ଜିଏସ୍ ଟି  ଦର ୧୨ ପ୍ରତିଶତ  ।

ପ୍ୟାଣ୍ଟ  ପାଇଁ କଟାଯାଉଥିବା  ୧.୨ ମିଟର  ଫେବ୍ରିକ  ଏବଂ  ସାର୍ଟ  ପାଇଁ  କଟାଯାଉଥିବା  ୨.୫ ଫେବ୍ରିକ   ଉପରେ  ଏସ୍ ଏନ୍ କୋଡ ଓ ଜିଏସ୍ ଟି  ଦର  କ’ଣ  ଅଟେ  ?

ନିର୍ଦ୍ଧିଷ୍ଟ  ଫେବ୍ରିକ  ଉପରେ  ଜିଏସ୍ ଟି  ଦର  ୫ ପ୍ରତିଶତ ସେ  କଟ ପିସ୍  ହେଉ  ବା  ନ  ହେଉ   ।

ମାର୍ବଲ  ପାଉଡର  ଓ  ପଥର ଓ ଅନ୍  ସାବୁରେଟେଡ  ରେଜିନିରେ  ପ୍ରସ୍ତୁତ, ହାତରେ  ପ୍ରସ୍ତୁତ  ସଜାଇବା  ମୂର୍ତ୍ତି  ଏବଂ  ସଜାଯାଇଥିବା  କଳାକୃତି  ବର୍ଗୀକରଣ  ଓ  ଜିଏସ୍ ଟି  ଦର  କ’ଣ  ଅଟେ  ?

ମାର୍ବଲ  ବସ୍ତୁ  ରେଜିନିରେ   ପ୍ରସ୍ତୁତ  ସାମଗ୍ରୀ   ମିଶିଥିବ  ହେଡିଂ  ୬୮୦୨ ଅନ୍ତର୍ଗତ   ବର୍ଗୀକୃତ  ଅଟେ  ଓ  ଏହା  ଉପରେ  ଜିଏସ୍ ଟି   ଦର  ୨୮ ପ୍ରତିଶତ    ।

ଆରୋକା  ନଟ/ ଗୁଆ  ପାଇଁ  ଜିଏସ୍ ଟି ଦର କ’ଣ  ଅଟେ  ?

  • ତାଜା  ଅରୋକ ନଟ/ଗୁଆ, ହେଡିଂ ୦୮୦୨ ଅନ୍ତର୍ଗତ  ହେଡିଂ  ୬୮୦୨ ଅନ୍ତର୍ଗତ  ବର୍ଗୀକୃତ  ଅଟେ   ଓ  ଏହା  ଉପରେ   ଜିଏସ୍ ଟି  ଦର  ଶୂନ୍ୟ  ଅଟେ   ।
  • ଶୁଖିଲା ଅରୋକା ନଟ/ ଗୁଆ  ହେଡିଂ  ୦୮୦୨ ଅନ୍ତର୍ଗତ  ହେଡିଂ  ୬୮୦୨  ଅନ୍ତର୍ଗତ  ବର୍ଗୀକୃତ   ଅଟେ  ଓ  ଏହା  ଉପରେ  ଜିଏସ୍ ଟି   ଦର  ୫ ପ୍ରତିଶତ  ଅଟେ  ।

କଟନ  ସିଡ୍  ଅଏଲରୁ   ପ୍ରସ୍ତୁତ  ଏଚଏସଏନ  କୋଡ   ଏବଂ   ଜିଏସ୍ ଟି   ଦର  କ’ଣ  ଅଟେ  ?

  • କଟନ   ସିଡ୍  ଅଏଲରୁ   ପ୍ରସ୍ତୁତ  କେକ୍, ଯାହା  ଜଳଚର  ଜୀବ  ଯେପରିକି   ଚିଙ୍ଗୁଡି  ଏବଂ  ବଡ   ଚିଙ୍ଗୁଡିମାନଙ୍କ  ଆହାର, ପୋଲଟ୍ରି  ଆହାର  ଏବଂ   ଗୋମହିଷାବିଙ୍କ  ଆହାର  ଅଟେ, ଏହା  ଉପରେ   ଜିଏସ୍ ଟି   ଶୂନ୍ୟ  ଅଟେ   ।
  • କଟନ  ସିଡ୍ ଅଏଲରୁ  ପ୍ରସ୍ତୁତ  କେକ୍, ଯାହାର  ଅନ୍ୟ  ଉପଯୋଗ  ଅଟେ, କିନ୍ତୁ  ଜିଏସ୍ ଟି  ଦର ୫%  ଅଟେ   ।

ପୋର୍ଟେବୁଲ  ଏବଂ  ମୋବାଇଲ  ଟଏଲେଟ ଉପରେ  ଜିଏସ୍ ଟି  ଦର  କ’ଣ  ଅଟେ  ?

ଫ୍ରି – ଫେବ୍ରିକେଟେଡ ଭାବନା, ଯେଉଁଥିରେ   ପୋର୍ଟେବୁଲ ଏବଂ  ମୋବାଇଲ  ଟଏଲେଟ   ମଧ୍ୟ  ଆସିଥାଏ ହେଡିଂ  ୯୪୦୬ ଅନ୍ତର୍ଗତ  ବର୍ଗୀକୃତ  ଅଟେ  ଏବଂ ଏହା ଉପରେ  ଜିଏସ୍ ଟି  ଦର ୧୮% ଅଟେ   ।

ଆମଦାନୀକୃତ  କୋଇଲା   ଉପରେ  ଜିଏସ୍ ଟି  କ୍ଷତିପୂରଣ  ଉକକରର  ଦର  କ’ଣ  ଅଟେ  ?

ଆମଦାନୀକୃତ  କୋଇଲା   ଉପରେ  ଜିଏସ୍ ଟି  କ୍ଷତିପୂରଣ   ଉକକରର ଦର  ୪୦୦ ଟଙ୍କା  ପ୍ରତି  ଟନ  ।

ମୋବାଇଲ  ହ୍ୟାଣ୍ଡସେଟର  ବ୍ୟାଟେରୀ ପାଇଁ  ଏଚଏସଏନ   କୋଡ  ଏବଂ  ଜିଏସ୍ ଟି   ଦର  କ’ଣ  ଅଟେ   ?

ମୋବାଇଲ  ହ୍ୟାଣ୍ଡସେଟର   ବ୍ୟାଟେରୀ , ହେଡିଂ  ୮୫୦୬  ଅନ୍ତର୍ଗତ  ବର୍ଗୀକୃତ  ଅଟେ  ଏବଂ  ଏହା  ଉପରେ   ଜିଏସ୍ ଟିର  ଦର  ୨୮% ପ୍ରତିଶତ  ଅଟେ  ।

ତେନ୍ତୁଳିର   ଏଚଏସଏନ  କୋଡ ଏବଂ   ଏହା  ଉପରେ   ଜିଏସ୍ ଟି  ଦର  କେତେ ?

ତେନ୍ତୁଳି , ହେଡିଂ ୦୮୧୦ ଅନ୍ତର୍ଗତ  ବର୍ଗୀକୃତ  ଅଟେ  ଏବଂ   ଏହା  ଉପରେ   ଜିଏସ୍ ଟି   ଶୂନ୍ୟ  ଅଟେ  ।

ତେନ୍ତୁଳିର  କର୍ଣ୍ଣେଲ  ପାଇଁ  ଏଚଏସଏନ  କୋଡ  ଏବଂ  ଜିଏସ୍ ଟି  ଦର  କେତେ  ଅଟେ ?

ତେନ୍ତୁଳିର  କର୍ଣ୍ଣେଲ , ହେଡିଂ ୧୨୦୭ ଅନ୍ତର୍ଗତ ବର୍ଗୀକୃତ  ଅଟେ ଏବଂ ଏହାର  ଉପରେ  ଜିଏସ୍ ଟି  ଦର ଶୂନ୍ୟ  ଅଟେ  ।

ତେନ୍ତୁଳି  କର୍ଣ୍ଣେଲ  ପାଉଡର   ପାଇଁ   ଏଚଏସଏନ  କୋଡ  ଏବଂ  ଜିଏସ୍ ଟି  ଦର  କେତେ  ଅଟେ ?

ତେନ୍ତୁଳିର  କର୍ଣ୍ଣେଲ  ପାଉଡର , ହେଡିଂ  ୧୩୦୨ ଅନ୍ତର୍ଗତ  ବର୍ଗୀକୃତ  ଅଟେ  ଏବଂ  ଏହାର  ଉପରେ   ଜିଏସ୍ ଟି  ଦର  ୧୮% ଅଟେ   ।

କେଶର  ରବର  ବ୍ୟାଣ୍ଡ  ପାଇଁ  ଏଚଏସଏନ  କୋଡ  ଏବଂ  ଜିଏସ୍ ଟି  ଦର  କ’ଣ  ଅଟେ  ?

ହେୟାର  ରବର ବ୍ରାଣ୍ଡ, ହେଡିଂ  ୪୦୧୬  ଅନ୍ତର୍ଗତ  ବର୍ଗୀକୃତ  ଅଟେ  ଏବଂ ଏହା  ଉପରେ  ଜିଏସ୍ ଟି  ଦର ୨୮ % ଅଟେ  ।

ଖାରି  ଏବଂ  ହାର୍ଡ  ବଟର ପାଇଁ  ଏଚଏସଏନ  କୋଡ  ଏବଂ  ଜିଏସ୍ ଟି  ଦର  କେତେ ?

ଖାରି  ଏବଂ  ହାର୍ଡ  ବଟର, ହେଡିଂ  ୧୯୦୫ ଅନ୍ତର୍ଗତ  ବର୍ଗୀକୃତ  ଅଟେ  ଏବଂ   ଏହା  ଉପରେ   ଜିଏସ୍ ଟି  ଦର  ୧୮%  ଅଟେ   ।

ଖୋୟା/ମାୱା  ପାଇଁ  ଏଚଏସଏନ  କୋଡ  ଏବଂ   ଜିଏସ୍ ଟି  ଦର  କେତେ ?

ଖୋୟା/ମାୱା  ଦୁଗ୍ଧ  ଗାଢ  ହୋଇଥିବା  କାରଣରୁ  ହେଡିଂ  ୦୪୦୨ ଅନ୍ତର୍ଗତ   ବର୍ଗୀକୃତ  ଅଟେ  ଏବଂ  ଏହା  ଉପରେ  ଜିଏସ୍ ଟି  ଦର ୫% ଅଟେ   ।

କୌଣସି  ଔଷଧ  କମ୍ପାନୀର   ପ୍ରିଣ୍ଟେଡ  ପେପରବୋର୍ଡ  ମନୋ କାର୍ବନ /ଡବା  ଉପରେ  ଜିଏସ୍ ଟି   ଦର   କେତେ  ଏବଂ  ନନ୍ କୋରୁଗେଟେଡ  କାର୍ବନ  ଏବଂ  କୋରୁଗେଟେଡ  କାର୍ବନ  ପାଇଁ  ଜିଏସ୍ ଟି   ଦର  କେତେ ?

  • କୋରୁଗେଟେଡ  ପେପର  କିମ୍ବା ପେପର ବୋର୍ଡର କାର୍ବନ, ବକ୍ସ ଏବଂ  କେସ୍, ହେଡିଂ  ୪୮୧୯ ଅନ୍ତର୍ଗତ  ବର୍ଗୀକୃତ  ଅଟେ  ଏବଂ  ଏହା  ଉପରେ ଜିଏସ୍ ଟି   ଦର  ୧୨% ଅଟେ  ।
  • ନନ୍ – କୋରୁଗେଟେଡ  ପେପର   କିମ୍ବା  ପେପର ବୋର୍ଡର  ଫୋଲିଂ କାର୍ବନ, ବକ୍ସ  ଏବଂ  କେସ୍, ହେଡିଂ ୪୮୧୯ ଅନ୍ତର୍ଗତ  ବର୍ଗୀକୃତ ଅଟେ ଏବଂ  ଏହା  ଉପରେ  ରେସିଡୁଆଲ ଏଣ୍ଟ୍ରି  କ୍ର.ନଂ  ୪୫୩ ଅନୁସାରେ  ଜିଏସ୍ ଟି  ଦର ୧୮% ଅଟେ  ।

କୌଣସି  କୃଷକଙ୍କ  ଦ୍ଵାରା ସପ୍ଲାଇ  କରାଯାଉଥିବା  ହେଡିଂ   ୨୪୦୧ ଅନ୍ତର୍ଗତ  ଆସୁଥିବା  ତମାଖୁ ପତ୍ର  ଉପରେ  ରିଭର୍ସ  ଚାର୍ଜ  ଆଧାରରେ  ୫ ପ୍ରତିଶତ  ଜିଏସଟି   ଲାଗିଥାଏ ତମାଖୁର  ପତ୍ରର   ଅର୍ଥ  କ’ଣ   ?

ଜିଏସଟି  ୫ ପ୍ରତିଶତ  ଦର ବିଶିଷ୍ଟ  ତମାଖୁ  ପତ୍ରର   ଅର୍ଥ  ହେଉଛି  ତମାଖୁ  ପତ୍ର  ବା  ତମାଖୁ  ପତ୍ରକୁ   କଟାଯାଇ   ବା  ତମାଖୁ   ଶୂଖାଯାଇ  ।

ଇଶବଗୁଲର  ମଞ୍ଜି   ପାଇଁ  ଏଚଏସଏନ   କୋଡ  ଜିଏସଟି  ଦର  କ’ଣ ଅଟେ  ?

  • ଇଶବଗୁଲ  ମଞ୍ଜି, ହେଡିଂ  ୧୨୧୧ ଅନ୍ତର୍ଗତ  ବର୍ଗୀକୃତ   ଅଟେ
  • ତାହା  ଇଶବଗୁଲ   ମଞ୍ଜି   ଉପରେ  ଜିଏସଟି   ଶୂନ୍ୟ  ଅଟେ
  • ଇଶବଗୁଲ  ମଞ୍ଜି  ଶୁଖାଯାଇ  ବା  ଫ୍ରୋଜନ  ହୋଇଥିଲେ  ଜିଏସଟି  ୫ପ୍ରତିଶତ   ଅଟେ 

ଇଶବଗୁଲ  ଭୁସି  ଉପରେ   ଏଚଏସଏନ  କୋଡ  ଏବଂ  ଜିଏସଟି  ଦର  କ’ଣ  ଅଟେ  ?

ଇଶବଗୁଲ  ଭୁସି  ହେଡିଂ ୧୨୧୧ ଅନ୍ତର୍ଗତ  ବର୍ଗୀକୃତ  ଅଟେ ଓ ଏହା  ଉପରେ  ଜିଏସ୍ ଟି  ଦର  ୫ ପ୍ରତିଶତ  ।

ପଡିଥିବା  ଓ  ଶୁଖିଲା ନଡିଆର  ଏଚଏସଏନ  କୋଡ ଏବଂ  ଜିଏସଟି  ଦର  କ’ଣ  ଅଟେ  ?

  • ନଡିଆ, ତାଜା  ଶୁଖିଲା  ଚୋପା  ଥାଇ ବା  ନଥାଇ  ହେଡିଂ ୦୮୦୧ ଅନ୍ତର୍ଗତ  ବର୍ଗୀକୃତ  ଓ  ଏହାର  ଉପରେ  ଜିଏସ୍ ଟି  ଶୂନ୍ୟ ଅଟେ  । ଏଚଏସଏନର   ବିବରଣୀ  ସୂଚନା ଅନୁସାରେ  ଏହାର  ହେଡିଂରେ ପଡିଥିବା  ନଡିଆର   ଶୁଖିଲା  ଅଂଶ  ସାମିଲ  ନାହିଁ  ।ଯେଉଁଥିରେ   କି  ନଡିଆ  ତେଲ  ବାହାର  କରାଯାଇଥାଏ   ।
  • ପଡିଥିବା  ହେଡିଂ  ୧୨୦୩ ଅନ୍ତର୍ଗତ  ବର୍ଗୀକୃତ ଓ ଏହା ଉପରେ  ଜିଏସ୍ ଟି ଦର ୫ପ୍ରତିଶତ  ଅଟେ  ।

ଫୁଟ୍ ୱିୟର   ଯାହାର  ଖୁଚୁରା  ବିକ୍ରୟ   ମୂଲ୍ୟ  ୫୦୦ ଟଙ୍କାରୁ  ଅଧିକ  ହୋଇନଥିବ  (ସର୍ତ୍ତ  ଥିବ  ଖୁଚୁରା  ବିକ୍ରୟ  ମୂଲ୍ୟ  ଫୁଟ୍ ୱିୟର ଉପରେ  ଏପରି  ଅଙ୍କିତ  ବା  ଏମ୍ବୋଜ   କରାଯାଇଥିବ  ଯାହା  ଲୁଚୁନଥିବ) ତେବେ  ଏହା   ଉପରେ  ୫ ପ୍ରତିଶତ  ଜିଏସ୍ ଟି  ଲାଗିବ ’ଣ  ଏହି  ଖୁଚୁରା  ବିକ୍ରି  ମୂଲ୍ୟରେ  ଜିଏସ୍ ଟି  ସାମିଲ୍  ରହିବ କି ?

  • ଲିଗାଲ ମେଟ୍ରୋଲୋଜି (ପ୍ୟାକେଜ  ହୋଇଥିବା  ମାଲ) ନିୟମ  ୨୦୧୧ ଅନୁସାରେ  ଖୁଚୁରା  ବିକ୍ରୟ  ମୂଲ୍ୟ  ଏହା  ଅଧିକ  ତମ   ମୂଲ୍ୟ  ଅଟେ, ଯାହା  ଉପରେ  କୌଣସି  ପ୍ୟାକେଜ  ମାଲ୍ ର  ଗ୍ରାହକଙ୍କୁ  ବିକାଯାଇପାରେ ଓ ଏଥିରେ  ସବୁକର  ମିଶିଥାଏ  ।
  • ଏଥିପାଇଁ  କୌଣସି  ପ୍ୟାକ୍  ଉପରେ  ମୁଦ୍ରିତ   ଖୁଚୁରା   ବିକ୍ରି  ମୂଲ୍ୟରେ  ଜିଏସ୍ ଟି  ସାମିଲ  ଥାଏ । ଫୁଟ ୱିୟର   ଉପରେ   ଜିଏସ୍ ଟି  ୫ ପ୍ରତିଶତ   ହେବ  ଯଦି  ଆରଏସ୍ ପି  ପ୍ରତିଯୋଡା   ୫୦୦  ଟଙ୍କାରୁ   ଅଧିକ  ହୋଇନଥିବ   । ଜିଏସ୍ ଟି  ୧୮ ପ୍ରତିଶତ  ହେବ  ଯଦି  ଆରଏସ୍ ପି   ପ୍ରତିଯୋଡା
  • ୫୦୦ ଟଙ୍କାରୁ  ଅଧିକ  ହୋଇଥିବ   ।
  • ଅନ୍ୟପକ୍ଷରେ  ଜିଏସ୍ ଟି   ଟ୍ରାଞ୍ଜାକ୍ସନ ମୂଲ୍ୟ ଉପରେ  ଦେୟ  ହେବ   ।

ରେଡିମେଡି  କପଡାର ବିକ୍ରି  ମୂଲ୍ୟ  ଯଦି  ପ୍ରତି  କପଡା ୧୦୦୦  ଟଙ୍କାରୁ  ଅଧିକ  ହୋଇନଥିବ  ତେବେ  ୫% ଜିଏସ୍ ଟି  ଲାଗିବ ରେଡିମେଡି  କପଡାର  ବିକ୍ରି  ମୂଲ୍ୟ  ଯଦି  ପ୍ରତି  କପଡା  ୧୦୦୦ ଟଙ୍କାରୁ  ଅଧିକ  ହୋଇଥାଏ ତେବେ  ୧୨% ଜିଏସ୍ ଟି   ଲାଗିବ ଜଣେ  ସପ୍ଲାୟର  କିପରି  ନିର୍ଦ୍ଧାରିତ  କରିବେଯେ  ତେବେ  ରେଡିମେଡି  କପଡା  ଉପରେ  କେଉଁ  ପ୍ରକାର  ଦରରେ  ଜିଏସ୍ ଟି  ଲାଗିବ ?

ନୋଟିଫିକେସନରେ  ବିକ୍ରି  ମୂଲ୍ୟର  ଅର୍ଥ  ସେହି  ରେଡିମେଡି  କପଡାର  ଟ୍ରାଞ୍ଜାକ୍ସନ   ମୂଲ୍ୟ  ଅଟେ  ଖୁଚୁରା  ବିକ୍ରି  ମୂଲ୍ୟ  ନୁହେଁ   ।

  • ଏହାର  ଅର୍ଥ  ଏହାଯେ  ଯଦି  କୌଣସି  ପାଇକାରୀ   ବେପାରୀ   ପ୍ରତି  ଖଣ୍ଡକୁ  ୯୫୦ ଟଙ୍କାର  ଟ୍ରାଞ୍ଜାକ୍ସନ  ମୂଲ୍ୟ  ଉପରେ   ରେଡିମେଡି  କପଡା  ଖୁଚୁରା  ବିକ୍ରେତାଙ୍କୁ   ବିକ୍ରି  କରିଥାନ୍ତି   ସେତେବେଳେ   ଏଭଳି  କପଡା  ଉପରେ ଜିଏସ୍ ଟି  ୫% ହେବ   ।
  • ଅନ୍ୟପକ୍ଷରେ , ଯଦି ଖୁଚୁରା  ବିକ୍ରେତା  ଏଭଳି  ରେଡିମେଡି  ପ୍ରତି  ଖଣ୍ଡ  ୧୧୦୦ ଟଙ୍କାରେ   ବିକ୍ରି କରନ୍ତି  ତେବେ  ଏଭଳି  ରେଡିମେଡି  କପଡା ଉପରେ  ଜିଏସ୍ ଟି  ୧୨% ହେବ   ।   

ଚକୋଲେଟ ‘ସନ୍ଦେଶ’  ବଙ୍ଗାଳି  ମିଷ୍ଟାନ୍ନ  ଉପରେ  ଜିଏସ୍ ଟି   ଦର  କେତେ  ?

ସନ୍ଦେଶରେ  ଚକୋଲେଟ  ଥାଉ  ବା  ନଥାଉ, ଜିଏସ୍ ଟିର  ଦର   ୫% ଅଟେ   ।

ଆଧାର - କେନ୍ଦ୍ରୀୟ ଉତ୍ପାଦ ଏବଂ ସୀମା ଶୁଳ୍କ ବୋର୍ଡ ଓ ରାଜ୍ୟ/ କେନ୍ଦ୍ର ଶାସିତ ଅଞ୍ଚଳର ବାଣିଜ୍ୟ କର ବିଭାଗ

Last Modified : 12/7/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate