অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡିଶାର ପର୍ବପର୍ବାଣୀ

ଓଡିଶାର ପର୍ବପର୍ବାଣୀ

  • ଅବଧୂତ ବାବାଙ୍କ ଭାଗବତ ଟୁଙ୍ଗୀ
  • କୃଷ୍ଣ ଚରିତ ଭଗବତ ସୁଖରେ ଆୟସୀ, ଦୁଃଖରେ କାତର ନ ହୋଇ ଧୀର ପାଦ, ସ୍ଥିର ଚିତ୍ତରେ ଆଗକୁ ଗତି କଲେ ଜୀବନ ଆନନ୍ଦରେ ଭରିଯାଏ ।

  • ଅବଧୂତ ବାବଙ୍କ ଭାଗବତ ଟୁଙ୍ଗୀ
  • ଅବଧୂତ ବାବ ଭାଗବତ ଟୁଙ୍ଗୀ ଓ ବାଣୀ ବିଷୟରେ କହିଛନ୍ତି ।

  • କାର୍ତ୍ତିକ ପୂର୍ଣ୍ଣିମା ମହତ୍ତ୍ଵ
  • କାର୍ତ୍ତିକ ପୂର୍ଣ୍ଣମା, ରାସ ବା ରାସ ପୂର୍ଣ୍ଣିମା ନାମରେ ମଧ୍ୟ ପରିଚିତ ‌। ଏହି ମାସର ମହତ୍ତ୍ଵ ସମ୍ବନ୍ଧରେ ସୂଚନା ଦିଆଯାଇଛି ।

  • କୁବେର
  • ଭଗବାନ କୁବେରଙ୍କର ଗ୍ରନ୍ଥ, ବିଶ୍ଵାସବଳି ଧର୍ମ ସମ୍ବନ୍ଧରେ ସୂଚନା ଦିଆଯାଇଛି ।

  • କୁମାର ପୂର୍ଣ୍ଣିମା
  • କୁମାର ପୂର୍ଣ୍ଣିମା ଓଡ଼ିଶାର ଏକ ବିଶେଷ ପର୍ବ । ଏହା କୁମାରୋତ୍ସବ ବା କୋଜାଗର ପୂର୍ଣ୍ଣିମା ନାମରେ ମଧ୍ୟ ଜଣାଶୁଣା ।

  • କୃଷ୍ଣ
  • କୃଷ୍ଣ ହିନ୍ଦୁ ଦେବତା ଓ ଭଗବାନ ବିଷ୍ଣୁଙ୍କ ଅବତାର। କୃଷ୍ଣ ଦେବତା ସମ୍ବନ୍ଧରେ ସୂଚନା ।

  • କୃଷ୍ଣ ଜନ୍ମାଷ୍ଟମୀ
  • ବିଷ୍ଣୁଙ୍କ ର ଅବତାରୀ ପୁରୁଷ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଦିନ କୁ ହିନ୍ଦୁମାନେ ଜନ୍ମାଷ୍ଟମୀ ରୂପେ ପାଳନ କରିଥାନ୍ତି ।

  • କୋଣାର୍କ ସୂର୍ଯ୍ୟ ମନ୍ଦିର
  • କୋଣାର୍କ ସୂର୍ଯ୍ୟ ମନ୍ଦିର ଇତିହାସ ଓ ମହତ୍ତ୍ଵ ସମ୍ବନ୍ଧରେ ସୂଚନା ଦିଆଯାଇଛି ।

  • ଖୁଦୁରୁକୁଣି ଓଷା
  • ଖୁଦୁରୁକୁଣି ଓଷା ଏକ ପାରମ୍ପାରିକ ଓଡ଼ିଆ ଓଷା । ଏହା କୁଆଁରୀ ଓଡ଼ିଆ ଝିଅ ପାଳନ କରିଥାନ୍ତି ।

  • ଗଜଲକ୍ଷ୍ମୀ ପୂଜା
  • ଢେଙ୍କାନାଳରେ ମହାଲକ୍ଷ୍ମୀ ପୂଜାର ପ୍ରସିଦ୍ଧିତ । ଏହି ପୂଜା କୁମାର ପୂର୍ଣ୍ଣିମା ଦିନ ଠାରୁ ଆରମ୍ଭ ହୋଇ ୧୧ ଦିନ ପର୍ଯ୍ୟନ୍ତ ଚାଲିଥାଏ ।

  • ଗଣେଶ
  • ଗଣେଶ, ଗଣପତି, ବିନାୟକ ବା ତାମିଲରେ ପିଲ୍ଲାଇୟାର ହେଉଛନ୍ତି ସବୁଠାରୁ ଅଧିକ ପୂଜିତ ହିନ୍ଦୁ ଦେବତା ।

  • ଗୀତଗୋବିନ୍ଦ
  • ଗୀତଗୋବିନ୍ଦ କବି ଜୟଦେବଙ୍କ ଦ୍ଵାରା ସଂସ୍କୃତ ଭାଷାରେ ରଚିତ ଦ୍ୱାଦଶ ଶତାବ୍ଦୀର ଏକ କାବ୍ୟ ।

  • ଗୋସମ୍ବର୍ଦ୍ଧନା
  • (୨୨ ରୁ ୨୮ ଅକ୍ଟୋବର) ପାଳିତ ହେଉଛି ଗୋସମ୍ବର୍ଦ୍ଧନା ସପ୍ତାହ ।ଗୋ-ବର୍ଦ୍ଧନ ପୂଜା ଓ ଗୋଷ୍ଠାଷ୍ଟମୀକୁ ସଂଯୋଗକରି ୧୯୫୨ରୁ ଆମ ରାଜ୍ୟ ତଥା ଦେଶରେ ଏହା ପାଳିତ ହୋଇଆସୁଛି।

  • ଜହ୍ନିଓଷା
  • ଜହ୍ନି ଓଷା ଓଡ଼ିଶାରେ ପାଳିତ ଏକ ଓଷା । ଏହି ଓଷା କୁମାରୀମାନଙ୍କ ଦ୍ୱାରା ପାଳିତ ହୋଇଥାଏ ଓ କୁମାର ପୂର୍ଣ୍ଣିମା ଦିନ ଉଦ୍‌ଯାପନ ହୁଏ ।

  • ଦଣ୍ଡ ନାଟ
  • ଗଞ୍ଜାମ ଜିଲ୍ଲାର ଏକ ଲୋକ ପର୍ବ ଦଣ୍ଡ ନାଟ ସମ୍ବନ୍ଧରେ ସୂଚନା ପ୍ରଦାନ କରାଯାଇଛି ।

  • ଦଶହରା
  • ଦଶହରା ଓଡ଼ିଶାରେ ପାଳିତ ଏକ ଗଣପର୍ବ । ସେ ସମ୍ବନ୍ଧରେ ସୂଚନା ଦିଆଯାଇଛି ।

  • ଦୀପାବଳୀ
  • ଦୀପାବଳୀ ଆଲୋକର ପର୍ବ ସମ୍ବନ୍ଧରେ ସୂଚନା ।

  • ଦୁର୍ଗା
  • ମହାମାୟୀ ଦୁର୍ଗାଙ୍କର ସମ୍ବନ୍ଧୀୟ ତଥ୍ୟ ।

  • ଦୂତୀବାହନ ଓଷା
  • ଦୂତୀ ବାହନ ଓଷା ବା ଜୀମୂତବାହନ ଉପବାସନାମରେ ମଧ୍ୟ ଜଣା ଓଡ଼ିଶାରେ ପାଳିତ ଏକ ଓଷା ।

  • ଦେବୀମାତା ଓ ନବରାତ୍ର ପୂଜା
  • ଦେବୀମାତା ଓ ନବରାତ୍ର ପୂଜା ବିଷୟରେ ସୂଚନା ।

  • ନମସ୍ତୁଭ୍ୟ ବିଶ୍ୱକର୍ମା
  • ନମସ୍ତୁଭ୍ୟ ବିଶ୍ୱକର୍ମା ବିଷୟରେ ତଥ୍ୟ ।

  • ନୂଆଖାଇ ପର୍ବ
  • ନୂଆଖାଇ ପର୍ବ ଓଡ଼ିଶାର ପଶ୍ଚିମାଞ୍ଚଳର ଏକ ପାରମ୍ପରିକ ପର୍ବ ସମ୍ବନ୍ଧୀୟ ସୂଚନା ।

  • ପଞ୍ଚକ
  • କାର୍ତ୍ତିକ ମାସର ଶେଷ ପାଞ୍ଚଦିନ (କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ)କୁ ପବିତ୍ର ପଞ୍ଚକ ଭାବେ ପାଳନ କରାଯାଏ ।

  • ପାତାଳୀ ଶ୍ରୀକ୍ଷେତ୍ର
  • ପାତାଳୀ ଶ୍ରୀକ୍ଷେତ୍ର ଇତିହାସ ସମ୍ବନ୍ଧରେ ସୂଚନା ପ୍ରଦାନ କରାଯାଇଛି ।

  • ବାଲିଯାତ୍ରା
  • ବାଲିଯାତ୍ରା (ଡ଼ଙ୍ଗାଭସା ବା ବୋଇତ ବନ୍ଦାଣ ନାମରେ ମଧ୍ୟ ଜଣା) ଏକ ଓଡ଼ିଆ ପର୍ବ ।

  • ଭାରତୀୟ ସଂସ୍କୃତିରେ ଜନନୀ ଦଶଭୂଜା
  • ଭାରତୀୟ ସଂସ୍କୃତିରେ ଜନନୀ ଦଶଭୂଜା ଶୁଭାଗମନ ସମ୍ବନ୍ଧରେରେ ସୂଚନା ଦିଆଯାଇଛି ।

  • ଭାରତୀୟ ସଂସ୍କୃତିରେ ନବବର୍ଷ ଓ ବିଦେଶରେ ନବବର୍ଷ
  • ଭାରତୀୟ ସଂସ୍କୃତିରେ ନବବର୍ଷ ଓ ବିଦେଶରେ ନବବର୍ଷ ସମ୍ବନ୍ଧରେ ଆଲୋଚନା କରାଯାଇଛି ।

  • ମହାଳୟା
  • ମହାଳୟା ଭାରତର ଏକ ଧର୍ମଭିତ୍ତିକ ପର୍ବ । ଏହା ହିନ୍ଦୁମାନଙ୍କ ଦ୍ୱାରା ପିତୃପୁରୁଷଙ୍କ ସନ୍ତୁଷ୍ଟି ପାଇଁ ଏକ ଶ୍ରାଦ୍ଧ କର୍ମ ।

  • ମାଣବସା ଗୁରୁବାର
  • ମାଣବସା ଗୁରୁବାର ଓଷା (ମାଣବସା ଓ ମାଣ ଓଷା ନାମରେ ମଧ୍ୟ ଜଣା) ଓଡ଼ିଶାରେ ପାଳିତ ଏକ କୃଷିଭିତ୍ତିକ ପର୍ବ ।

  • ରଜ
  • ରଜ ଓଡ଼ିଶାର ଏକ ପାରମ୍ପାରିକ ପର୍ବ ଓ ରାଜ୍ୟର ଗଣପର୍ବ ।

    © C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
    English to Hindi Transliterate