ହୋମ / ସମାଜ କଲ୍ୟାଣ / ଓଡିଶାର ପର୍ବପର୍ବାଣୀ
ସେଆର କରନ୍ତୁ

ଓଡିଶାର ପର୍ବପର୍ବାଣୀ

ଓଡିଶାରେ ପାଳନ କରାଯାଉଥିବା ବିଭିନ୍ନ ପର୍ବପର୍ବାଣୀ ସମ୍ବନ୍ଧରେ ସୂଚନା ପ୍ରଦାନ କରାଯାଇଛି ।

କୁବେର
ଭଗବାନ କୁବେରଙ୍କର ଗ୍ରନ୍ଥ, ବିଶ୍ଵାସବଳି ଧର୍ମ ସମ୍ବନ୍ଧରେ ସୂଚନା ଦିଆଯାଇଛି ।
ଦୀପାବଳୀ
ଦୀପାବଳୀ ଆଲୋକର ପର୍ବ ସମ୍ବନ୍ଧରେ ସୂଚନା ।
ଭାରତୀୟ ସଂସ୍କୃତିରେ ନବବର୍ଷ ଓ ବିଦେଶରେ ନବବର୍ଷ
ଭାରତୀୟ ସଂସ୍କୃତିରେ ନବବର୍ଷ ଓ ବିଦେଶରେ ନବବର୍ଷ ସମ୍ବନ୍ଧରେ ଆଲୋଚନା କରାଯାଇଛି ।
ଅବଧୂତ ବାବାଙ୍କ ଭାଗବତ ଟୁଙ୍ଗୀ
କୃଷ୍ଣ ଚରିତ ଭଗବତ ସୁଖରେ ଆୟସୀ, ଦୁଃଖରେ କାତର ନ ହୋଇ ଧୀର ପାଦ, ସ୍ଥିର ଚିତ୍ତରେ ଆଗକୁ ଗତି କଲେ ଜୀବନ ଆନନ୍ଦରେ ଭରିଯାଏ ।
ଜହ୍ନିଓଷା
ଜହ୍ନି ଓଷା ଓଡ଼ିଶାରେ ପାଳିତ ଏକ ଓଷା । ଏହି ଓଷା କୁମାରୀମାନଙ୍କ ଦ୍ୱାରା ପାଳିତ ହୋଇଥାଏ ଓ କୁମାର ପୂର୍ଣ୍ଣିମା ଦିନ ଉଦ୍‌ଯାପନ ହୁଏ ।
ବାଲିଯାତ୍ରା
ବାଲିଯାତ୍ରା (ଡ଼ଙ୍ଗାଭସା ବା ବୋଇତ ବନ୍ଦାଣ ନାମରେ ମଧ୍ୟ ଜଣା) ଏକ ଓଡ଼ିଆ ପର୍ବ ।
ମାଣବସା ଗୁରୁବାର
ମାଣବସା ଗୁରୁବାର ଓଷା (ମାଣବସା ଓ ମାଣ ଓଷା ନାମରେ ମଧ୍ୟ ଜଣା) ଓଡ଼ିଶାରେ ପାଳିତ ଏକ କୃଷିଭିତ୍ତିକ ପର୍ବ ।
ଗୋସମ୍ବର୍ଦ୍ଧନା
(୨୨ ରୁ ୨୮ ଅକ୍ଟୋବର) ପାଳିତ ହେଉଛି ଗୋସମ୍ବର୍ଦ୍ଧନା ସପ୍ତାହ ।ଗୋ-ବର୍ଦ୍ଧନ ପୂଜା ଓ ଗୋଷ୍ଠାଷ୍ଟମୀକୁ ସଂଯୋଗକରି ୧୯୫୨ରୁ ଆମ ରାଜ୍ୟ ତଥା ଦେଶରେ ଏହା ପାଳିତ ହୋଇଆସୁଛି।
ଦୂତୀବାହନ ଓଷା
ଦୂତୀ ବାହନ ଓଷା ବା ଜୀମୂତବାହନ ଉପବାସନାମରେ ମଧ୍ୟ ଜଣା ଓଡ଼ିଶାରେ ପାଳିତ ଏକ ଓଷା ।
ନେବିଗତିଓଂ
Back to top