অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଉତ୍ତରାଧିକାରୀ

ଆଇନ ସ୍ଥଳ ଅଭିଷିକ୍ତ ଉତ୍ତରାଧିକାରୀ କିଏ

ଜଣେ ମୁସଲମାନ ମଲେ ତାର ସଂପତ୍ତି ତାର ଉତ୍ତରାଧିକାରୀମାନଙ୍କ ଉପରେ ନ୍ୟସ୍ତ ହେବ   ।

ଆଇନ ସ୍ଥଳ ଅଭିଷିକ୍ତ ଉତ୍ତରାଧିକାରୀ କିଏ   ।

  • ମୃତ ବ୍ୟକ୍ତି ଯାହା ଅସପକ୍ଷରେ Will କରିଥାଏ   ।
  • ଯେ will କରିଦେଇ ମରିଥାଏ ଓ will ସଂପତ୍ତି ପକ୍ଷେ କୋର୍ଟ ଯାହାକୁ ନିଯୁକ୍ତି କରିଥାଏ   ।
  • ଯେଉଁଠି Administrator ନଥାନ୍ତି ତାର , ଅନ୍ୟାନ୍ୟ ଉତ୍ତରାଧିକାରୀମାନଙ୍କ ଠାରେ ସଂପତ୍ତି vest କରାଯାଏ   ।
  • ସର୍ବଦା Will ପ୍ରୋବେଟ ହେବ ନଚେତ Will କାର୍ଯ୍ୟକରି ହୋଇପାରିବ ନାହିଁ   କି , will ବଳରେ ଉକ୍ତ ଲୋକଠାରେ ସଂପତ୍ତିର ସତ୍ଵ ଉପୁଜିବ ନାହିଁ   ।
  • ଗୋଟିଏ ଉତ୍ତରାଧିକାରୀ ଅନ୍ୟ ଉତ୍ତରାଧିକାରୀ ମାନଙ୍କ ଠାରୁ ତାର ଅଂଶ ପାଇବା ପାଇଁ Partion sult baa Administrator ନିଯୁକ୍ତି ପାଇଁ Sult file କରିପାରିବେ   ।

A 1926 Cal 480 ।

Co- sharer ‘s possession is on behalf of all,. It can not be adverse possession  .  A 1973 all 54 .

Md. Kaliman Vrs. Md Manir A. 1971 pat 385 .

Every co-sharer is a necessary party in the suit .  A 1971 raj 274   .

A purchaser of a share would file a suit for partition against the vendor A. 1956, A.P page  87 .

  • ମୃତ ବ୍ୟକ୍ତିର ସଂପତ୍ତି କିପରି Administrator  ହୁଏ ।
  • ମୃତ ବ୍ୟକ୍ତିର ମୃତ୍ୟୁରେ ଓ ମୃତ ବ୍ୟକ୍ତି ମାରିବା ପୂର୍ବର ରୋଗଶଯ୍ୟାର ଖର୍ଚ୍ଚ ବହନ କରିବେ   ।
  • କୌଣସି will  ବା letter of Administrator ପାଇବା ପାଇଁ ଯେଉଁ  ପଇସା ଖର୍ଚ୍ଚ ହୋଇଥାଏ  ।
  • ଯେଉଁଠି  Administrator ନ ଥାନ୍ତି , ତାର ଅନ୍ୟାନ୍ୟ ଉତ୍ତରାଧିକାରୀମାନଙ୍କ ଠାରେ ସଂପତ୍ତି Vest କରାଯାଏ  ।
  • ସର୍ବଦା Will ପ୍ରୋବେଟ ହେବ ନଚେତ will କାର୍ଯ୍ୟକାରୀ ହୋଇପାରିବ ନାହିଁ କି will ବଳରେ ଉକ୍ତ ଲୋକଠାରେ ସଂପତ୍ତିର ସତ୍ଵ ଉପୁଜିବ ନାହିଁ   ।
  • ମୃତ ବ୍ୟକ୍ତିକୁ କୌଣସି ରୁଣ ଦେଇଥିବା ମହାଜନ ତାର ଋଣ ଟଙ୍କା ଓ ସୁଧ ଆଦାୟ କରିବା ପାଇଁ Administrato ବା ମୃତବ୍ୟକ୍ତିର ଉତ୍ତରାଧିକାରୀମାନଙ୍କଠାରୁ ଉକ୍ତ ଋଣ ଆଦାୟ କରିପାରିବେ   ।
  • ଜଣେ ମହାଜନ ମୃତ ବ୍ୟକ୍ତିର Esate  ର ଦାମ ଠାରୁ ଅଧିକ  ଋଣ ଆଦାୟ କରିପାରିବେ ନାହିଁ  ।
  • ଜଣେ ଉତ୍ତରାଧିକାରୀ ତାର ଭାଗକୁ ପାଇଥିବା ସଂପତ୍ତିର ଅଧିକ ମୂଲ୍ୟ ଋଣ ପାଇଁ ଦାୟୀ  ରହିବା ନାହିଁ  ।  Md. Kayan ali vrs Md sadique  ।  A  1938 P.C  169।
  • ଜଣେ ମୃତ ବ୍ୟକ୍ତିର ମୃତ୍ୟୁ ପୂର୍ବରୁ ଯାହା ସପକ୍ଷରେ ୱିଲ କରି ଯାଇଥିବ  । ସେ ୱିଲ ରେ ପାଇଥିବା ସଂପତ୍ତିକୁ କେବଳ ପାଇବ  ।
  • ଯେଉଁ ସଂପତ୍ତି ପକ୍ଷେ Administrato ନିଯୁକ୍ତ ହୋଇଥିବ , ସେ ସଂପତ୍ତି Administrato ରଖିବେ   ।
  • ଯଦି ଉପରୋକଟ ମତେ ସଂପତ୍ତି ବନ୍ଦୋବସ୍ତ ହୋଇନଥାଏ  ତେବେ ଉକ୍ତ ସଂପତ୍ତି ଉତ୍ତରାଧିକାରୀମାନଙ୍କ ପାଖକୁ ଯାଇଥାଏ   ।

A.1957 Pat559.

For recovery of share by a co-sharer ,A 1971 SC 2184 ।

ଜଣେ ଉତ୍ତରାଧିକାରୀ ତାର ଅଂଶ ଆଡକୁ ପାଇଥିବା ସମ୍ପତ୍ତି ବ୍ୟକ୍ତିର ଋଣ ଶୁଝିବା ପାଇଁ ବିକ୍ରି କରିପାରେ  ।

Abdul Rajak Vrs Md.saha.A 1962 Mad 346 .

Md .Hasbutan Vrs. Jallaludin A1982 pat 226 .

ଜଣେ ଉତ୍ତରାଧିକାରୀ ତାର ଅଂସ ଆଡକୁ ପାଇଥିବା ସଂପତ୍ତି ହସ୍ତାନ୍ତର କରିପାରେ ମାତ୍ର । T.P act ର 52 ଧାରା ଯେପରି ବ୍ୟାହତ ନ ହୁଏ  ।  A 956 AP 82 ।

ପୈତୃକ ବା ସ୍ଵପାର୍ଜିତ  ସଂପତ୍ତି

Hereditary property

ମୁସଲିମ ଆଇନରେ ଚଳନ୍ତି,  ଅଚଳନ୍ତି ପୈତୃକ ବା ସ୍ଵପାର୍ଜିତ  ସଂପତ୍ତି ବୋଲି କିଛି ନଥାଏ   ।  ତେଣୁ ସଂପତ୍ତିର ଶେଷ ମାଲିକ ଠାରୁ ତାଙ୍କର ଅଧିକାରୀମାନେ ତାଙ୍କ ଅନ୍ତେ ସେ ସଂପତ୍ତି ଯାହାର ଯାହା ପାଇବା କଥା ପାଇଥାନ୍ତି   ।

Property of the last owner is to be inherited

ILR 38 ALL 553 (p.c) ।

ଉତ୍ତରାଧିକାରୀମାନଙ୍କ ସତ୍ଵ ସେହିଦିନ ଉତ୍ପର୍ଣ୍ଣ ହୁଏ ଯେଉଁ ଦିନ ତାର ମାଲିକ ମରେ   ।

Unlike the Hindu co-parcener no son claim any intrest the property of a muslim in his life time   .

A.1964 kerala 200

A die leaving two sons B and C as his heirs.  Before the Estata is devided or even possession is taken, B dies leaving a son  D as it vested in B immediately on the death of A . The mere  fact  that the Estste had not been  divided will not affect  the case .  A 1922 Lal 248 .

ଜଣେ ମୁସଲିମର ସମସ୍ତ ସଂପତ୍ତି ତାର ମରିବା ସଙ୍ଗେ 2 ତାର ଉତ୍ତରାଧିକାରୀମାନଙ୍କ ଠାରେ ନ୍ୟସ୍ତ ହୁଏ   ।  ଏହା ବଣ୍ଟନ ପର୍ଯ୍ୟନ୍ତ ଅପେକ୍ଷା କରେ ନାହିଁ  ।

Illustration :A dies leave his widow”B” and two other heirs C and D .  B succeed to the life esate under the customary leave while she is still lives ,c dies  .  The Estate would vast in C &D at the time of death of A and the heir of C would succeed at the time of” B” death  .

A1952 J&k al.11 12 .

  • (murder for property) ଯଦି କେହି ସମ୍ପତ୍ତି ପାଇବାର ଲୋଭରେ ହତ୍ୟା କରେ ତେବେ ସେ ହତ୍ୟା ଦ୍ଵାରା ମରିବା ଲୋକର ଉତ୍ତରାଧିକାରୀରୁ ବଞ୍ଚିତ ହେବେ   ।

ମାତ୍ର ଯଦି ସେପରି ମତଲବ ନଥାଏ କୁ ହତ୍ୟାକରେ କିମ୍ବା ଆଇନ ର ବଶବର୍ତ୍ତୀ ହୋଇ ତାକୁ ମାରେ ତେବେ ସେ ଉତ୍ତରାଧିକାରୀ ସତ୍ତ୍ଵ ହରାଇ ନଥାଏ   ।

A 1938 P.C 22

  • ଜଣେ ମୁସଲିମ ତାର ସଂପତ୍ତି ଛାଡି ମାଲେ ତା ଠାରୁ ସଂପତ୍ତି ପାଇବାର ଉତ୍ତରାଧିକାରୀ ମାନେ ଯେଝା ଯେଝାର ଅଂଶ ସଂପତ୍ତି ଅଲଗା 2 ଭାବରେ (tenants in common) ସୂତ୍ରରେ ପାଇଥାନ୍ତି  ।

A 1930 P.C 25

A co-sharer can sell his share to alienee  ।

A 1971 M.P 23। A 1997 Bomday 237

Joint possession A 1935 Bom 401  ।

  • ନିଖୋଜ ଉତ୍ତରାଧିକାରୀ

ଜଣେ ମୁସଲିମର ମାରିବା ସମୟରେ ତାର କୌଣସି ଉତ୍ତରାଧିକାରୀ ନିଖୋଜ ଥାଏ , ତେବେ ତାର ସଂପତ୍ତି ଅନ୍ୟ କାହାକୁ ଦିଆନଯାଇ ତାର ଫେରିବା ପର୍ଯ୍ୟନ୍ତ ବା ତାର ମୃତ ପ୍ରମାଣ ହେବା ପର୍ଯ୍ୟନ୍ତ Reserve ଥାଏ   ।

How to determine the shere of a heir  ।

A 1982 pat 89 ।

ସ୍ତ୍ରୀ, ପୁଅ ; ଝିଅମାନେ ଏବଂ ମା ତାଙ୍କର ଅନ୍ୟ ଅବୈଧ ସନ୍ତାନ ମାନଙ୍କ ସହିତ ତାଙ୍କ ପରସ୍ପର ମଧ୍ୟରେ ଉତ୍ତରାଧିକାରୀ ସୂତ୍ରେ ସମ୍ପତ୍ତି ପାଇଥାନ୍ତି   ।

Each daughter would get ¼ th interest   .  The share of son would remain in suspense . If he does not return his share would come to two sister but not to his children   .

A 1982 pat 89 .

Comment: A bastard ( would-ul-zina)  is considered o be the son his mother only.  There are thus mutual right of inheritance only with the mother and maternal releasions and they inherit form such son   .

ILR 30 CAL 683

All illegitimate child can not inherit  to a legitimate child born to the mother by subsequent marriage .

A 1952 ALL 640 .

Lein : ପ୍ରଣାଳୀ ଦ୍ଵାରା ଯେଉଁ ଲୋକର ମା ‘ତଲାକ ଗ୍ରହଣ କରିଥାଏ , ତାର ଅବୈଧ ସନ୍ତାନ କେବଳ ସେହି ମା ର ସଂପତ୍ତିରେ ଉତ୍ତରାଧିକାରୀ ହୁଏ   ।

Unborn Person :-  ମାତୃଗର୍ଭସ୍ଥ ସନ୍ତାନ ମଧ୍ୟ ତାର ଅଂଶ ପାଇବା ପାଇଁ ହକଦାର ହୁଏ   ।

ଜଣେ ମୁସଲିମ ବିଭିନ୍ନ ବାଟରେ ଅନ୍ୟ ଜଣେ ମୁସଲିମର ଉତ୍ତରାଧିକାରୀ ହୁଏ   । ସେ ପ୍ରତ୍ୟେକଙ୍କ ଠାରୁ ଉତ୍ତରାଧିକାରୀ ସୂତ୍ରେ ତାର ଅଂଶ ସଂପତ୍ତି ପାଇଥାଏ   ।

କୌଣସି ପ୍ରାକୃତିକ ବିପର୍ଯ୍ୟୟ ଦ୍ଵାରା ଜଣକରୁ ଅଧିକ ଉତ୍ତରାଧିକାରୀଙ୍କର ମରଣ ହୁଏ   । ପ୍ରତ୍ୟେକ ଉତ୍ତରାଧିକାରୀଙ୍କର ସଂପତ୍ତି ସେମାନଙ୍କର ଉତ୍ତରାଧିକାରୀମାନଙ୍କ ମଧ୍ୟରେ ବଣ୍ଟନ ହୋଇଥାଏ   ।

କୌଣସି ପ୍ରାକୃତିକ ବିପର୍ଯ୍ୟୟ ଦ୍ଵାରା ଜଣକରୁ ଅଧିକ ଉତ୍ତରାଧିକାରୀଙ୍କର ମରଣ ହୁଏ   । ପ୍ରତ୍ୟେକ ଉତ୍ତରାଧିକାରୀଙ୍କର ସଂପତ୍ତି ସେମାନଙ୍କର ଉତ୍ତରାଧିକାରୀମାନଙ୍କ ମଧ୍ୟରେ ବଣ୍ଟନ ହୋଇଥାଏ   ।

Step- relations: - ସାବତ ମା ଓ ପୁଅ ଝିଅମାନଙ୍କର ପରସ୍ପର ମଧ୍ୟରେ କେହି କାହାର ଉତ୍ତରାଧିକାରୀ ନୁହନ୍ତି   ।

ଯେଉଁଠାରେ ପିତା , ସନ୍ତାନ ସନ୍ତତି ପିତୃତ୍ଵକୁ ଅସ୍ଵୀକାର କରେ   । ସେମାନେ ସେ ପିତାଙ୍କର ଉତ୍ତରାଧିକାରୀ ହୁଅନ୍ତି   ।

ଆଧାର- ଦି ଲ ହାଉସ

Last Modified : 9/3/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate