অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ୱାସିୟାତ

ଉପକ୍ରମ

ସଂପତ୍ତିର ମାଲିକ ଯାହା ସପକ୍ଷରେ will କରି ଦେଇଯାଇଥିବେ   । ମାଲିକର ମରର ପରେ ସେ ଲୋକ ସେ ସଂପର୍କରେ ଅଧିକାରୀ ହେବେ   ।

Sec 183. ସାବାଳକ ଓ ସୁସ୍ଥ ମସ୍ତିସ୍କ ଲୋକ ହିଁ will କରିପାରିବ   ।

Sec 184. ସଂପତ୍ତିର ମାଲିକ ତାଙ୍କର ଶେଷ ନିଷ୍ପତ୍ତିକୁ ଲିଖିତ ବା ମୌଖିକରେ ପ୍ରକାଶ କରି ୱାସିୟାତ କରିଦେବେ ଏବଂ ଯାହା ସପକ୍ଷରେ କରିଦେବେ ସେ ତାକୁ ସଙ୍ଗେ ସଙ୍ଗେ ଗ୍ରହଣ କରିବେ   ।

Sec 185 :- ଜଣେ ମୁସଲିମ ତା ସଂପତ୍ତିର ବା ସଂପତ୍ତିର ଆୟ ପକ୍ଷେ ୱାସିୟତ କରିପାରିବେ   ।

Sec 186:-   ଜଣେ ମୁସଲିମ ଦାନ କିମ୍ବା ଧର୍ମ କରିବା ଉଦ୍ଦେଶ୍ୟରେ ୱାସିୟତ କରିଦେଇପାରିବେ   ।

Sec 187  କୌଣସି ଅନୁଷ୍ଠାନ, ପୁରୁଷ ବା ନାବାଳକ ଏପରିକି ଗର୍ଭସ୍ଥ  ଶିଶୁର ସପକ୍ଷରେ ମଧ୍ୟ ୱାସିୟତ କରିହେବ   ।

Sec 188/189 : ମାତ୍ର ଜଣେ ତା ର ଭବିଷ୍ୟତର ଉତ୍ତରାଧିକାରୀ ସପକ୍ଷରେ ୱାସିୟତ କରିପାରିବ ନାହିଁ    ।  କିନ୍ତୁ ଅନ୍ୟ ଉତ୍ତରାଧିକାରୀମାନେ ମାଲିକର ମୃତ୍ୟୁ ପରେ ରାଜି ହେଲେ ଉକ୍ତ ୱାସିୟତ କାଏମ ହୁଏ   ।

Sec 190 :  ଜଣେ ମୁସଲିମ ତାର ସଂପତ୍ତିର 1/3 ୟାଂସ ପକ୍ଷେ ୱାସିୟାତ କରିପାରିବ କିନ୍ତୁ ତହିଁରୁ ଅଧିକ କରିପାରିବ ନାହିଁ   ।

Sec. 191:- rd    ରୁ ଅଧିକ ସଂପତ୍ତି ପକ୍ଷେ କାଲେ ଉକ୍ତ ୱାସିୟତ ବେଆଇନ ହୁଏ   ।

Sec 192.  ୱାସିୟତ ପାଇଥିବା ଲୋକ ଶୀଘ୍ର ଉକ୍ତ ସଂପତ୍ତିକୁ ପାଇବା ଲୋଭରେ ଯଦି ୱାସିୟତ କରି ଦେଇଥିବା ଲୋକକୁ ହତ୍ୟା କରେ ତେବେ ଉକ୍ତ ୱାସିୟତ ବଳରେ ସେ ଆଉ ସଂପତ୍ତି ପାଇବ ନାହିଁ  ।

Sec 193. ୱାସିୟତ ପାଇବା ଲୋକ, ୱାସିୟତ କରିଦେଇଥିବା ଲୋକ ପୂର୍ବରୁ ଯଦି  ମରେ ତେବେ ୱାସିୟତ ବଳରେ ସେ ଆଉ ସଂପତ୍ତି ପାଇବ ନାହିଁ   । ଉକ୍ତ ୱାସିୟତ କାର୍ଯ୍ୟକାରୀ ହେବ ନାହିଁ  ।

Sec. 194. ଯଦି ଜଣେ ମୁସଲିମ ତାର ସଂପତ୍ତିର ପକ୍ଷରେ ୱାସିୟତ କରିଥାଏ ଏବଂ ପରେ ଯଦି  ସେହି ସଂପତ୍ତିକୁ se Legacy ସପକ୍ଷରେ ବିକ୍ରୟ କରେ   ,  ୱାସିୟତ କାର୍ଯ୍ୟକାରୀ ହୁଏ ନାହିଁ   ।

Sec 195. ୱାସିୟତ କରି ଦେଇଥିବା ଲୋକ ୱାସିୟତକୁ ରଦ୍ଦ ବା  revoke (ପ୍ରତ୍ୟାହାର) କରିପାରିବ  ।

Sec 196.  ଜଣେ ୱାସିୟତ କରିଦେଇଥିବା ଲୋକ କୁ ପରେ ଯଦି ପାଗଳ ହୋଇଯାଏ ବା ମୁଣ୍ଡ  ଖରାପ ହୋଇଯାଏ ସେ ୱାସିୟତ କାର୍ଯ୍ୟକାରୀ ହୁଏ ନାହିଁ  ।

ସର୍ତ୍ତ ମୂଳକ ୱାସିୟତ

Sec 197/198 : Conditional waseyat (ସର୍ତ୍ତ ମୂଳକ ୱାସିୟତ)

ଯଥା କୌଣସି ଗୋଟିଏ ଘଟଣା ଘଟିବା ପର୍ଯ୍ୟନ୍ତ  ୱାସିୟତ କାର୍ଯ୍ୟକାରୀ ହେବ   ।

Sec 199 : କୌଣସି ମୁସଲିମ କୌଣସି ସଂପତ୍ତିକୁ ଭବିଷ୍ୟତରେ ୱାସିୟତ କରିଦେବା ପାଇଁ ହକଦାର ନୁହନ୍ତି  ।

Sec.200 ଜଣେ ମୁସଲିମ ଜଣକ ପରେ ଆଉ ଜଣକ ପାଇବା ଭଳି ୱାସିୟତ କରିପାରେ  ।

ଯଥା:- ଜଣେ ଲୋକ ତା ନାତି ନାମରେ ଗୋଟିଏ ୱାସିୟତ ଲେଖୁଥିଲେ ମାତ୍ର ତାଙ୍କ ଜୀବନ କାଳରେ ଯଦି ସେ ନାତି ମରିଯାଏ ତେବେ ସେ କୌଣସି ୱାକଫକୁ ଯିବା ପାଇଁ ମଧ୍ୟ  ଲେଖିଦେଇ ଯାଇପାରେ   ।

ଆଧାର- ଦି ଲ ହାଉସ

Last Modified : 12/12/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate