অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମାନବିକ ଅଧିକାର ସୁରକ୍ଷା ଆଇନ୍,୧୯୯୩ (ମାନବିକ ଅଧିକାର ନ୍ୟାୟାଳୟ)

ମାନବିକ ଅଧିକାର ସୁରକ୍ଷା ଆଇନ୍,୧୯୯୩ (ମାନବିକ ଅଧିକାର ନ୍ୟାୟାଳୟ)

ମାନବିକ ଅଧିକାର ନ୍ୟାୟାଳୟ

ମାନବିକ ଅଧିକାର ଉଲ୍ଲଂଘନ ଉଦ୍ରେକ ଅପରାଧ ତୁରନ୍ତ ବିଚାର ଉଦ୍ଦେଶ୍ୟ ନିମନ୍ତେ ରାଜ୍ୟ ସରକାର ଉଚ୍ଚନ୍ୟାୟାଳୟ ମୁଖ୍ୟ ବିଚାରପତି ମୁଖ୍ୟ ବିଚାରପତି ସମ୍ମତି ସହିତ ବିଜ୍ଞପ୍ତି ଦ୍ଵାରା ପ୍ରତ୍ୟେକ ଜିଲ୍ଲା ନିମନ୍ତେ ଏକ ସେସନସ ନ୍ୟାୟାଳୟ ଧାର୍ଯ୍ୟ କରିବେ, ଯାହାକି ଏକ ମାନବିକ ଅଧିକାର ନ୍ୟାୟାଳୟ ହେବ, ଯାହାକି ଉକ୍ତ ଅପରାଧ ଗୁଡିକୁ ବିଚାର କରିବ ;

ଉଲ୍ଲେଖ ଥାଉଯେ, ଏହି ଦଫାର କୌଣସି ବ୍ୟବସ୍ଥା ପ୍ରୟୋଗ ହେବ ନାହିଁ, ଯଦି :-

  • କୌଣସି ସେସନସ ନ୍ୟାୟାଳୟ ଏକ ବିଶେଷ ନ୍ୟାୟାଳୟଭାବେ ପୂର୍ବରୁ ଧାର୍ଯ୍ୟ କରାଯାଇଥାଏ; କିମ୍ବା
  • ଏକ ବିଶେଷ ନ୍ୟାୟାଳୟ, ପୂର୍ବରୁ ଗଠିତ ହୋଇଥାଏ ସେତେବେଳେ ବଳବତ୍ତର ଥିବା ଅନ୍ୟ କୌଣସି ଆଇନ୍ ଅନୁଯାୟୀ, ଏପରି ଅପରାଧ ନିମନ୍ତେ ।

ମନ୍ତବ୍ୟ

ପ୍ରତ୍ୟେକ ଜିଲ୍ଲା ନିମନ୍ତେ, ଏକ ସେସନସ ନ୍ୟାୟାଳୟକୁ, ଏକ ମାନବିକ ଅଧିକାର ନ୍ୟାୟାଳୟ ଭାବେ ଧାର୍ଯ୍ୟକରାଯିବ ଯାହାକି ମାନବିକ ଅଧିକାରର ଉଲ୍ଲଂଘନରୁ ଉଦ୍ରେକ ଅପରାଧ ଗୁଡିକୁ ବିଚାର କରିବ ।

ବିଶେଷ ସର୍ବସାଧାରଣ ମୋକଦ୍ଦମା ପରିଚାଳନାକାରୀ

ପ୍ରତ୍ୟେକ ମାନବିକ ଅଧିକାର ନ୍ୟାୟାଳୟ ନିମନ୍ତେ, ରାଜ୍ୟସରକାର ବିଜ୍ଞପ୍ତି ଦ୍ଵାରା ଜଣେ ସର୍ବସାଧାରଣ ମୋକଦ୍ଦମା ପରିଚାଳନାକାରୀ ଙ୍କୁ ଧାର୍ଯ୍ୟ କରିବେ କିମ୍ବା ଜଣେ ଅଧିବକ୍ତାଙ୍କୁ ନିଯୁକ୍ତ କରିବେ, ଯେକି ସାତବର୍ଷରୁ (କମ ନୁହେଁ ) ଜଣେ କାର୍ଯ୍ୟକାରୀ ଅଧିବକ୍ତା ଅଟନ୍ତି ଏବଂ ଯେକି ଉକ୍ତ ନ୍ୟାୟାଳୟରେ ମୋକଦ୍ଦମା ପରିଚାଳିତ କରିବା ନିମନ୍ତେ ଜଣେ ବିଶେଷ ସର୍ବସାଧାରଣ ମୋକଦ୍ଦମା ପରିଚାଳିନାକାରୀ ହେବେ ।

ମନ୍ତବ୍ୟ

ଏହା ରାଜ୍ୟ ସରକାରଙ୍କ ପ୍ରତି ବାଧ୍ୟତାମୂଳକ ଯେ :-

  1. ଜଣେ ସର୍ବସାଧାରଣ ମୋକଦ୍ଦମା ପରିଚାଳନାକାରୀଙ୍କୁ ଧାର୍ଯ୍ୟକରିବେ;
  2. କିମ୍ବା ମାନବିକ ଅଧିକାର ନ୍ୟାୟାଳୟରେ ମୋକଦ୍ଦମା ପରିଚାଳନା କରିବା ଉଦ୍ଦେଶ୍ୟରେ, ଜଣେ ବିଶେଷ ସର୍ବସାଧାରଣ ମୋକଦ୍ଦମା ପରିଚାଳନାକାରୀ ଭାବେ ଜଣେ ଅଧିବକ୍ତା ନିଯୁକ୍ତିକରିବେ ।

ଆଧାର – ଦ ଲ ହାଉସ

Last Modified : 7/29/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate